John 2 (SNT)

1 ଦୁଇ ଦିନ୍‌ ପଚେ ଗାଲିଲି ଦେସର୍‌ କାନା ନାଉଁର୍‌ ଗଡେ ଗଟେକ୍‌ ବିବା ଅଇତେ ରଇଲା । ସେ ବିବାତେଇ ଜିସୁର୍‌ ମାଆ ମରିୟମ୍‌ ରଇଲା । 2 ଜିସୁ ଆରି ତାର୍‌ ସିସ୍‌ମନ୍‌କେ ମିସା ସେ ବିବାତେଇ ଡାକି ରଇଲାଇ । 3 ବଜି ନ ସାର୍‌ତେ ଅଙ୍ଗୁର୍‌ ରସ୍‌ ସାରିଗାଲାକେ ଜିସୁର୍‌ ମାଆ ଆସି ତାକେ କଇଲା, “ସେମନର୍‌ ଅଙ୍ଗୁର୍‌ ରସ୍‌ ସାରିଗାଲାବେ ।” 4 ଜିସୁ ତାକେ କଇଲା, “ଏ ମାଆ, ମର୍‌ଟାନେ ତର୍‌ କାଇଟା ଆଚେ ? ତୁଇ ମକେ କାଇଟା ମିସା କର୍‌ବାକେ କଅ ନାଇ । ମର୍‌ ବେଲା ଏବେ ଜାକ ଆସେ ନାଇତା ।” 5 ଜିସୁର୍‌ ମା ବାଣ୍ଡାର୍‌ଗରିଆମନ୍‌କେ କଇଲା, “ଜିସୁ ତମ୍‌କେ ଜାଇଟା କଇସି ସେଟା କରା ।” 6 ସେ ଜାଗାଇ ବଡ୍‌ ବଡ୍‌ ପାକ୍‌ନା ସଙ୍ଗ୍‌ ତିଆର୍‌ କଲା ଚଅଟା କୁଣ୍ଡ୍‌ ରଇଲା । ଜିଉଦି ଲକ୍‌ମନ୍‌ ସୁକଲ୍‌ ଅଇବାକେ ସେମନର୍‌ ରିତିନିତି ଇସାବେ ଏ କୁଣ୍ଡର୍‌ ପାନି କାମେ ଲାଗାଇତେ ରଇଲାଇ । ଗଟେକ୍‌ ଗଟେକ୍‌ କୁଣ୍ଡେ ସଏ ଲିଟର୍‌ ଲାକା ପାନି ଦାର୍‌ତେ ରଇଲା । 7 ଜିସୁ ବାଣ୍ଡାର୍‌ଗରିଆମନ୍‌କେ “ସେ କୁଣ୍ଡ୍‌ମନ୍‌କେ ପାନି ବର୍‌ତି କରା” ବଲି କଇଲା ଆରି ସେମନ୍‌ ସେ ସବୁ କୁଣ୍ଡେ ପାନି ବର୍‌ତି କଲାଇ । 8 ତାର୍‌ ପଚେ ଜିସୁ ସେମନ୍‌କେ ତେଇର୍‌ ପାନି ଡୁମିନେଇ ବଜି ଦାଇତେ ରଇଲା ଲକ୍‌କେ ଦିଆସ୍‌ ବଲି କଇଲା । ସେମନ୍‌ ତେଇର୍‌ ପାନି ଡୁମି ନେଇ ତାକେ ଦେଲାଇ । 9 ମାତର୍‌ ସେ ସବୁ ପାନି ଅଙ୍ଗୁର୍‌ ରସ୍‌ ଅଇଜାଇରଇଲା । ବଜି ଦାଇତେ ରଇଲା ଲକ୍‌ ଅଙ୍ଗୁର୍‌ ରସ୍‌ କନ୍ତିଅନି ବଲି ଜାନି ନ ରଇଲା । ମାତର୍‌ ସେ ପାନି ଡୁମି ନେଲା ଲକ୍‌ମନ୍‌ ଜାନି ରଇଲାଇ, ପଚେ ସେ ଲକ୍‌ ଚାକି କରି ଏ ରସ୍‌ କନ୍ତିଅନି ଆନ୍‌ଲାଇ ବଲି ବିବା ଅଇବା ଦାଙ୍ଗ୍‌ଡାକେ ଡାକି ପାଚାର୍‌ଲା, 10 “ଲକ୍‌ମନ୍‌ ସବୁ ବେଲା ପର୍‌ତୁମ୍‌ ପର୍‌ତୁମ୍‌ କାଇବାକେ ନିମାନ୍‌ ଅଙ୍ଗୁର୍‌ ରସ୍‌ ଦେବାଇ । ଆରି ଗତିଆ ଲକ୍‌ମନ୍‌ କାଇ ପୁରୁନ୍‌ ଅଇଲା ପଚେ ଚପ୍‌ରାଟା ଦେବାଇ । ମାତର୍‌ ତମେ ଏବେ ସାରାସାରି ଜାକ ନିମାନ୍‌ ଅଙ୍ଗୁର୍‌ ରସ୍‌ କନ୍ତି ସଙ୍ଗଇ ରଇଲାସ୍‌ ?” 11 ଏଟା ଜିସୁ ପର୍‌ତୁମ୍‌ କଲା କାବାଅଇଜିବା କାମ୍‌ । ସେଟା ଗାଲିଲି ଦେସର୍‌ କାନା ନଅରେ କରିରଇଲା । ଏନ୍ତି କରି ତାର୍‌ ମଇମା ଦେକାଇଲା ଆରି ତାର୍‌ ସିସ୍‌ମନ୍‌ ତାକେ ବିସ୍‌ବାସ୍‌ କଲାଇ । 12 ତାର୍‌ ପଚେ ଜିସୁ, ତାର୍‌ ମାଆ ତାର୍‌ ବାଇମନ୍‌ ଆରି ତାର୍‌ ସିସ୍‌ମନର୍‌ ସଙ୍ଗ୍‌ କପର୍‌ନାଉମ୍‌ ଗଡେ ଜାଇ ତେଇ କେତେ ଦିନ୍‌ ପାରା ରଇଲାଇ । 13 ସେ ବେଲା ଜିଉଦି ଲକ୍‌ମନର୍‌ ନିସ୍‌ତାର୍‌ ପରବ୍‌ କେଟି ଆଇତେ ରଇଲା । ସେଟାର୍‌ପାଇ ଜିସୁ ଜିରୁସାଲମେ ଗାଲା । 14 ତେଇ ସେ ମନ୍ଦିର୍‌ ବିତ୍‌ରେ, ଲକ୍‌ମନ୍‌ ଗରୁଗାଇ ମେଣ୍ଡା, ଆରି ପାରୁଆମନ୍‌ ବେବାର୍‌ କର୍‌ବାଟା, ଆରି ବିନ୍‌ ଦେସର୍‌ ଡାବୁ ବାଦ୍‌ଲାଉମନ୍‌ ସେମନର୍‌ ଟେବୁଲେ ବସିରଇଲାଟା ଦେକ୍‌ଲା । 15 ତେଇ ଜିସୁ କସିରା ସଙ୍ଗ୍‌ କର୍‌ଡା ତିଆର୍‌ କରି ମେଣ୍ଡା ଆରି ଗରୁମନର୍‌ ସଙ୍ଗ୍‌ ସବୁ ଲକ୍‌ମନ୍‌କେ ମନ୍ଦିରେଅନି ବାର୍‌କରାଇ ଦେଲା । ଆରି ଲକ୍‌ମନର୍‌ତେଇ ଅନି ବାଦ୍‌ଲାଇ ନେବା ଡାବୁ ସବୁ ବିଚିଦେଇ ସେମନର୍‌ ଟେବୁଲ୍‌ ପାସ୍‌ଲାଇ ଦେଲା । 16 ପରୁଆ ବିକ୍‌ବା ଲକ୍‌ମନ୍‌କେ କଇଲା, “ଏ ସବୁ ଦିନ୍‌ସୁ ଇତିଅନି ଦାରିଜା । ମର୍‌ ବାବାର୍‌ ଗରେ ଗେନା ବିକା ଜାଗା ପାରା କରାନାଇ ।” 17 ଏ ସବୁ ଗଟ୍‍ନା ଅଇବାବେଲେ ଜିସୁର୍‌ ସିସ୍‌ମନ୍‌ ପର୍‌ମେସରର୍‌ ସାସ୍‌ତରେ ଲେକାଅଇଲା ଗଟେକ୍‌ ବାକିଅ ଏତାଇଲାଇ । ତମର୍‌ ଗରର୍‍ ପାଇ ରଇବା ମର୍‍ ବକ୍‌ତି, ମର୍‌ ମନ୍‌ ବିତ୍‌ରେ ଜଇ ଲାଗ୍‌ଲା ପାରା ଲାଗ୍‌ଲାନି । 18 ତେଇ ଜିଉଦି ନେତାମନ୍‌ ଜିସୁର୍‌ ଲଗେ ବାଉଡି ଆସି ଏନ୍ତାରି କଇଲାଇ । “ତୁଇ ଏନ୍ତାରି ସବୁ କାମ୍‌ କର୍‌ବାକେ ଅଦିକାର୍‌ ପାଇଆଚୁସ୍‌ ବଲି ଆମେ କେନ୍ତି ଜାନ୍‌ବୁ ଆରି କାଇ ଚିନର୍‌ଲାଗି ଆମ୍‌କେ ସେଟା ଦେକାଇଲୁସ୍‌ନି ?” 19 ଜିସୁ ସେମନ୍‌କେ କ‍ଇଲା, “ତମେ ଏ ମନ୍ଦିର୍‌ ବସ୍‌ଲାଇ ଦିଆସ୍‌ । ସେଟା ମୁଇ ତିନ୍‌ଦିନ୍‌ ବିତ୍‌ରେ ଆରିତରେକ୍‌ ତିଆର୍‌ କରିଦେବି ।” 20 ଜିସୁର୍‌ ଏ କାତା ସୁନି ସେମନ୍‌ କଇଲାଇ, “କାଇଟା ! ତିନ୍‌ଦିନ୍‌ ବିତ୍‌ରେ ତୁଇ ତିଆର୍‌ କରି ପାରୁସ୍‌ କି ? ଏ ମନ୍ଦିର୍‌ ତିଆର୍‌ କର୍‌ବାକେ ଚାଲିସ୍‌ ଚଅ ବରସ୍‌ ଲାଗିରଇଲା ।” 21 ମାତର୍‌ ଜିସୁ ତାର୍‌ ନିଜର୍‌ ଗାଗଡର୍‍ ବିସଇ ମନ୍ଦିର୍‌କେ ଦେକାଇ କରି ଏ କାତା କଇରଇଲା । 22 ସେ ମରିକରି ଆରିତରେକ୍‌ ଜିବନ୍‌ ଅଇ ଉଟ୍‌ଲା ପଚେ ସିସ୍‌ମନର୍‌ ମନେ ପଡ୍‌ଲା ଜେ, ସେ ଏନ୍ତାରି କଇରଇଲା । ତେବର୍‌ପାଇ ସେମନ୍‌ ଦରମ୍‌ ସାସ୍‌ତର୍‌ ଆରି ଜିସୁର୍‌ ବାକିଅ ବିସ୍‌ବାସ୍‌ କଲାଇ । 23 ନିସ୍‌ତାର୍‌ ପରବ୍‌ବେଲେ ଜିସୁ ଜିରୁସାଲାମ୍‌ ରଇଲାବେଲେ କେତେକ୍‌ କେତେକ୍‌ ଲକ୍‌ ସେ କରିରଇବା କାବା ଅଇଜିବା କାମ୍‌ମନ୍‌ କଲାଟା ଦେକି ତାକେ ବିସ୍‌ବାସ୍‌ କଲାଇ । 24 ମାତର୍‌ ଜିସୁ ସେ ଲକ୍‌ମନ୍‌ ବିସ୍‌ବାସ୍‌ କରିରଇବାଟା ସତ୍‌ବଲି ବାବେନାଇ । କାଇକେ ବଇଲେ ସେ ସବୁ ଲକର୍‌ ବିସଇ ସେ ନିକସଙ୍ଗ୍‌ ଜାନି ରଇଲା । 25 ଲକ୍‌ମନର୍‌ ବିସଇନେଇକରି ତାକେ, କେ ମିସା କାଇଟାବଲି କଇବାର୍‌ ଦର୍‌କାର୍‌ ନ ରଇଲା, କାଇକେବଇଲେ ସେ ତାକର୍‌ ମନ୍‌ ବିତ୍‌ରର୍‌ କାତା, ନିଜେ ଜାନି ରଇଲା ।

In Other Versions

John 2 in the ANGEFD

John 2 in the ANTPNG2D

John 2 in the AS21

John 2 in the BAGH

John 2 in the BBPNG

John 2 in the BBT1E

John 2 in the BDS

John 2 in the BEV

John 2 in the BHAD

John 2 in the BIB

John 2 in the BLPT

John 2 in the BNT

John 2 in the BNTABOOT

John 2 in the BNTLV

John 2 in the BOATCB

John 2 in the BOATCB2

John 2 in the BOBCV

John 2 in the BOCNT

John 2 in the BOECS

John 2 in the BOGWICC

John 2 in the BOHCB

John 2 in the BOHCV

John 2 in the BOHLNT

John 2 in the BOHNTLTAL

John 2 in the BOICB

John 2 in the BOILNTAP

John 2 in the BOITCV

John 2 in the BOKCV

John 2 in the BOKCV2

John 2 in the BOKHWOG

John 2 in the BOKSSV

John 2 in the BOLCB

John 2 in the BOLCB2

John 2 in the BOMCV

John 2 in the BONAV

John 2 in the BONCB

John 2 in the BONLT

John 2 in the BONUT2

John 2 in the BOPLNT

John 2 in the BOSCB

John 2 in the BOSNC

John 2 in the BOTLNT

John 2 in the BOVCB

John 2 in the BOYCB

John 2 in the BPBB

John 2 in the BPH

John 2 in the BSB

John 2 in the CCB

John 2 in the CUV

John 2 in the CUVS

John 2 in the DBT

John 2 in the DGDNT

John 2 in the DHNT

John 2 in the DNT

John 2 in the ELBE

John 2 in the EMTV

John 2 in the ESV

John 2 in the FBV

John 2 in the FEB

John 2 in the GGMNT

John 2 in the GNT

John 2 in the HARY

John 2 in the HNT

John 2 in the IRVA

John 2 in the IRVB

John 2 in the IRVG

John 2 in the IRVH

John 2 in the IRVK

John 2 in the IRVM

John 2 in the IRVM2

John 2 in the IRVO

John 2 in the IRVP

John 2 in the IRVT

John 2 in the IRVT2

John 2 in the IRVU

John 2 in the ISVN

John 2 in the JSNT

John 2 in the KAPI

John 2 in the KBT1ETNIK

John 2 in the KBV

John 2 in the KJV

John 2 in the KNFD

John 2 in the LBA

John 2 in the LBLA

John 2 in the LNT

John 2 in the LSV

John 2 in the MAAL

John 2 in the MBV

John 2 in the MBV2

John 2 in the MHNT

John 2 in the MKNFD

John 2 in the MNG

John 2 in the MNT

John 2 in the MNT2

John 2 in the MRS1T

John 2 in the NAA

John 2 in the NASB

John 2 in the NBLA

John 2 in the NBS

John 2 in the NBVTP

John 2 in the NET2

John 2 in the NIV11

John 2 in the NNT

John 2 in the NNT2

John 2 in the NNT3

John 2 in the PDDPT

John 2 in the PFNT

John 2 in the RMNT

John 2 in the SBIAS

John 2 in the SBIBS

John 2 in the SBIBS2

John 2 in the SBICS

John 2 in the SBIDS

John 2 in the SBIGS

John 2 in the SBIHS

John 2 in the SBIIS

John 2 in the SBIIS2

John 2 in the SBIIS3

John 2 in the SBIKS

John 2 in the SBIKS2

John 2 in the SBIMS

John 2 in the SBIOS

John 2 in the SBIPS

John 2 in the SBISS

John 2 in the SBITS

John 2 in the SBITS2

John 2 in the SBITS3

John 2 in the SBITS4

John 2 in the SBIUS

John 2 in the SBIVS

John 2 in the SBT

John 2 in the SBT1E

John 2 in the SCHL

John 2 in the SUSU

John 2 in the SUSU2

John 2 in the SYNO

John 2 in the TBIAOTANT

John 2 in the TBT1E

John 2 in the TBT1E2

John 2 in the TFTIP

John 2 in the TFTU

John 2 in the TGNTATF3T

John 2 in the THAI

John 2 in the TNFD

John 2 in the TNT

John 2 in the TNTIK

John 2 in the TNTIL

John 2 in the TNTIN

John 2 in the TNTIP

John 2 in the TNTIZ

John 2 in the TOMA

John 2 in the TTENT

John 2 in the UBG

John 2 in the UGV

John 2 in the UGV2

John 2 in the UGV3

John 2 in the VBL

John 2 in the VDCC

John 2 in the YALU

John 2 in the YAPE

John 2 in the YBVTP

John 2 in the ZBP