Revelation 2 (SNT)

1 ସେ କଇଲା, ଏପିସସ୍‌ ମଣ୍ଡଲିକେ ଦେକାରକା କର୍‌ବା ଦୁତ୍‌କେ ଲେକା । ଏ କବର୍‌ ମର୍‌ଟାନେଅନି ପାଟାଇଲିନି । ସାତ୍‌ଟା ତାରାକେ ମୁଇ ମର୍‌ ଉଜାବାଟେ ଦାରିରଇବି । ସାତ୍‌ଟା ସୁନାର୍‌ ବତିଡାଣ୍ଡି ମଜାଇ ଇଣ୍ଡ୍‌ତେରଇବି । 2 ମୁଇ ତମର୍‌ ଚଲାଚଲ୍‌ତି ଜାନି । ତମେ ଆବଡ୍‌ ଅଇ ପାଇଟି କର୍‌ବାଟା ଆରି ଦୁକ୍‌ କସ୍‌ଟ ଆଇଲେ ମିସା ମୁର୍‌ଚି କରି ରଇବାଟା ମୁଇ ଜାନି । କରାପ୍‌ ଲକର୍‌ କାମ୍‌ ତମ୍‌କେ ସାର୍‌ଦା ନ କରାଏ ବଲି ମୁଇ ଜାନି । ଜନ୍‌ ଲକ୍‌ମନ୍‌ ଆମେ ପେରିତ୍‌ସିସ୍‌ ବଲି ନାଡାଇଲାଇନି, ସେମନ୍‌ ସତ୍‌ କି ମିଚ୍‌ ବଲି ତମେ ପରିକା କରିଆଚାସ୍‌ । ସେମନ୍‌ ମିଚ୍‌ କଇଲାଇନି ବଲି ତମେ ଜାନିଆଚାସ୍‌ । 3 ଦୁକ୍‌ କସ୍‌ଟ ଆଇଲେ ମିସା ମର୍‌ ଲାଗି ମୁର୍‌ଚିକରି ରଇଲାସ୍‌ନି । ଆରି ବିସ୍‌ବାସ୍‌ ଚାଡାସ୍‌ନାଇ । 4 ମାତର୍‌ ତମର୍‌ ଚଲାଚଲ୍‌ତିତେଇ ମକେ ଗଟେକ୍‌ ବିସଇ ବଲ୍‌ ନ ଲାଗେ । ସେଟା ଅଇଲାନି ଆଗେ ତମେ ମକେ ଜେନ୍ତି ଆଲାଦ୍‌ କର୍‌ତେରଇଲାସ୍‌, ଏବେ ସେନ୍ତାରି କରାସ୍‌ ନାଇ । 5 ମର୍‌ପାଇ ରଇବା ଡାଟ୍‌ ଆଲାଦ୍‌ ମନେ ଏତାଆ । ପାପେଅନି ବାଉଡା । ଆରି ଆଗ୍‌ତୁ କର୍‌ତେରଇବା ନିକ କାମ୍‌ମନ୍‌ କରା । କାଇକେବଇଲେ ତମେ ପାପେଅନି ନ ବାଅଡ୍‌ଲେ, ମୁଇ ତମର୍‌ଟାନେ ଆଇବି ଆରି ତମର୍‌ ବତିଡାଣ୍ଡି ଗଟେକ୍‌ ଜାଗାଇଅନି ଆରି ଗଟେକ୍‌ ଜାଗାଇ ଗୁଚାଇଦେବି । 6 ମାତର୍‌ ତମର୍‌ ଗଟେକ୍‌ ବିସଇ ମକେ ନିକ ଲାଗ୍‌ସି । ତମେ ନିକଲାତିଅର୍‌ ଲକ୍‌ମନ୍‌ କର୍‌ବା କାମ୍‌ ଗିନ୍‌ କର୍‌ସା । ଜନ୍‌ଟାକି ମୁଇମିସା ବେସି ଗିନ୍‌ କର୍‌ବି । 7 ଆତ୍‌ମା ମଣ୍ଡଲିମନ୍‌କେ କଇବାଟା ମନ୍‌ଦିଆନ୍‌ ଦେଇକରି ସୁନା । ଜେ ଜିତ୍‌ସି, ତାକେ ମୁଇ ପର୍‌ମେସରର୍‌ ବାଡେ ପଲିରଇବା ଜିବନ୍‌ ଗଚର୍‌ ପଲ୍‌ କାଇବାକେ ଦେବି । 8 ସୁମର୍‌ନା ମଣ୍ଡଲିକେ ଦେକାରକା କର୍‌ତେରଇବା ଦୁତ୍‌କେ ଲେକା । ଏ କବର୍‌ ମର୍‌ଟାନେଅନି ପାଟାଇଲିନି । ଆରାମେଅନି ସବୁ ବିସଇ କର୍‌ବା ଲକ୍‌ ମୁଇ ଆରି ସାରାଇବା ଲକ୍‌ ମିସା ମୁଇସେ । ମୁଇ ମରିରଇଲି ଆରି ଜିବନ୍‌ ଅଇକରି ଉଟ୍‌ଲି । 9 ତମର୍‌ ଦୁକ୍‌କସ୍‌ଟ ମୁଇ ଜାନି । ତମେ ଅର୍‌କିତ୍‌ ବଲି ମୁଇ ଜାନି । ମାତର୍‌ ସତଇସେ ତମେ ସାଉକାର୍‌ ଲକ୍‌ । ଜିଉଦିମନ୍‌ ତମର୍‌ କାରାପ୍‌ ବିସଇ କଇଲାଇନି ବଲି ମୁଇ ଜାନି । ମାତର୍‌ ସେମନ୍‌ ଆମେ ଜିଉଦି ବଲି କଇଲେମିସା ସତ୍‍ସେ ସେମନ୍‌ ପର୍‌ମେସରର୍‌ ଲକ୍‌ ନଅତ୍‌ । ମାତର୍‌ ସଇତାନ୍‌ ଦଲର୍‌ ଲକ୍‌ । 10 ତମେ ଜେତ୍‌କି ଦୁକ୍‌ କସ୍‌ଟ ମୁର୍‌ଚିକରି ରଇବାକେ ଗାଲାସ୍‌ନି, ସେ ବିସଇ ଚିନ୍ତା କରି ଡରାନାଇ । ସୁନା ତମ୍‌କେ ସଇତାନ୍‌ ବନ୍ଦିଗରେ ପାକାଇକରି ପରିକା କର୍‌ସି, ଦସ୍‌ଦିନ୍‌ ଜାକ ତମେ କସ୍‌ଟେ ରଇସା । ମାତର୍‌ ମର୍‌ବାକେ ପଡ୍‌ଲେ ମିସା ମକେ ବିସ୍‌ବାସ୍‌ କରି ରୁଆ । ଆରି ଇନାମ୍‌ ଇସାବେ ତମ୍‌କେ ନ ସାର୍‌ବା ଜିବନ୍‌ ଦେବି । 11 ଆତ୍‌ମା ମଣ୍ଡଲିମନ୍‌କେ କଇବାଟା ମନ୍‌ ଦିଆନ୍‌ ଦେଇ ସୁନା । ଜନ୍‌ ଲକ୍‌ କାରାପ୍‌କେ ଆରାଇକରି ଜିତ୍‌ସି, ପଚର୍‌ ମରନେ ସେମନ୍‌ ଡଣ୍ଡ୍‌ ନ ପାଅତ୍‌ । 12 ପର୍‌ଗାମ ମଣ୍ଡଲିକେ ଦେକାରକା କର୍‌ବା ଦୁତ୍‌କେ ଲେକା । ଏ କବର୍‌ ମର୍‌ଟାନେଅନି ପାଟାଇଲିନି । ଦୁଇବାଟେ ଦାର୍‌ ରଇବା ଲାଗନ୍‌ କାଣ୍ଡା ମର୍‌ଟାନେ ଆଚେ । 13 ତମେ ଜନ୍‌ ନଅରେ ରଇଲାସ୍‌ନି, ସେଟା ସଇତାନର୍‌ ସାସନର୍‌ ଜାଗା ବଲି ମୁଇ ଜାନି । ମାତର୍‌ ସେନ୍ତାର୍‌ ଅଇଲେମିସା, ତମେ ମକେ ବିସ୍‌ବାସ୍‌ କଲାସ୍‌ନି । ବିସ୍‌ବାସେ ମର୍‌କାମ୍‌ କର୍‌ବା ଦାଙ୍ଗ୍‌ଡା ଆନ୍ତିପା ମର୍‌ ବିସଇ ସାକି ଦେଲାକେ ମରାଇରଇଲାଇ । ତମେ ରଇବା ସଇତାନର୍‌ ନଅରେ ତାକେ ମରାଇରଇଲେ ମିସା ତମେ ବିସ୍‌ବାସ୍‌ ଚାଡାସ୍‌ନାଇ । 14 ମାତର୍‌ ତମର୍‌ ଚଲାଚଲ୍‌ତିଟାନେ କେତଟା ବିସଇ ମର୍‌ ମନ୍‌କେ ଜାଏନାଇ । କାଇକେବଇଲେ ତମର୍‌ ବିତ୍‌ରେ କେତେକ୍‌ ଲକ୍‌ ବାଲାମର୍‌ ସିକିଆ ମାନ୍‌ଲାସ୍‌ନି । ଇସ୍‌ରାଏଲର୍‌ ଲକ୍‌ମନ୍‌କେ ପାପ୍‌ବାଟେ ଡାକିନେବାକେ, ସେ ବାଲାକ୍‌କେ ସିକାଇରଇଲା । ସେମନ୍‌କେ ମୁର୍‌ତିମନ୍‌କେ ସର୍‌ପି ଦେଇରଇବା କାଦି କାଇବାକେ ଆରି ବେସିଆ କାମ୍‌ କର୍‌ବାକେ ସେ ସିକାଇତେରଇଲା । 15 ସେନ୍ତାରିସେ ତମର୍‌ ବିତ୍‌ରେ କେତେଲକ୍‌ ନିକଲାତିୟମନର୍‌ ସିକିଆ ମିସା ମାନ୍‌ଲାସ୍‌ନି । 16 ଏବେ ତମର୍‌ ପାପେଅନି ବାଉଡା । ନଇଲେ ମୁଇ ତମର୍‌ଟାନେ ଦାପ୍‌ରେ ଆଇବି । ଆରି ମର୍‌ ଟଣ୍ଡେଅନି ବାରଇବା କାଣ୍ଡା ସଙ୍ଗ୍‍ ମୁଇ ସେ ଲକ୍‌ମନର୍‌ ବିରୁଦେ ଜୁଇଦ୍‌ କର୍‌ବି । 17 ଆତ୍‌ମା ମଣ୍ଡଲିମନ୍‌କେ କଇବାଟା ମନ୍‌ଦିଆନ୍‌ ଦେଇ ସୁନା । ଜେ ଜିତ୍‌ସି, ସେମନ୍‌କେ ଲୁଚାଇକରି ସଙ୍ଗଇରଇବା ମାନା ଦେବି । ନୁଆ ନାଉଁ ଲେକିରଇବା ଗଟେକ୍‌ ଦବ୍‌ ପାକ୍‌ନା ମିସା ସେମନ୍‌କେ ଦେବି । 18 ତିଆଟିରା ମଣ୍ଡଲିକେ ଦେକାରକା କର୍‌ବା ଦୁତ୍‌କେ ଲେକା । ପର୍‌ମେସରର୍‌ ପଅ ମୁଇ ଏ କବର୍‌ ମର୍‌ଟାନେଅନି ପାଟାଇଲିନି । ମର୍‌ ଆଁକି ଜଇପାରା ଜଗ୍‌ଜଗି ଗାଲାନି ଆରି ପାଦ୍‌ ରେତିରଇବା ପିତଲ୍‌ପାରା ଆଚେ । 19 ତମର୍‌ ଚଲାଚଲ୍‌ତି ମୁଇ ଜାନି । ତମର୍‌ ଆଲାଦ୍‌, ସତ୍‌ ସଙ୍ଗ୍‍ କାମ୍‌ କର୍‌ବାଟା, ସେବା କର୍‌ବାଟା ଆରି ମୁର୍‌ଚିକରି ରଇବାଟା ମୁଇ ଜାନି । ଆଗ୍‌ତୁର୍‌ ଟାନେଅନି ଏବେ ଅଦିକ୍‌ ନିକ କଲାସ୍‌ନି ବଲି ମୁଇ ଜାନି । 20 ମାତର୍‌ ତମର୍‌ ଚଲାଚଲ୍‌ତିତେଇ ଗଟେକ୍‌ ବିସଇ ମର୍‌ ମନ୍‌କେ ଜାଏନାଇ । ସେ ଜେଜେବଲ୍‌ ନାଉଁର୍‌ ମାଇଜିକେ ତମର୍‌ ଦଲେ ମିସାଇଲାସ୍‌ । ମୁଇ ନିଜେ ପର୍‌ମେସରର୍‌ ଦୁତ୍‌ ବଲାଇଅଇଲାନି । ମର୍‌ ଗତିଦାଙ୍ଗ୍‌ଡାମନ୍‌କେ ସେ ବେସିଆ କାମ୍‌ କର୍‌ବାକେ ସିକାଇଲାନି । ମୁର୍‌ତିମନ୍‌କେ ସର୍‌ପିଦେଇରଇବା କାଦି ମିସା କାଇବାକେ କଇଲାନି । 21 ପର୍‌ମେସର୍‌ ଟାନେ ବାଉଡ ବଲି ମୁଇ ତାକେ ଜାଗ୍‌ଲି, ମାତର୍‌ ତାର୍‌ ବେସିଆ କାମ୍‌ କର୍‌ବାକେ ସେ ମନ୍‌ କଲା । 22 ତେବର୍‌ପାଇ ମୁଇ ତାକେ ବଡ୍‌ ବେମାର୍‌ ଦାରାଇବି । ଜେନ୍ତାରି କି ସେ ସଇଲାତେଇଅନି ଉଟିନାପାରେ । ତାର୍‌ ସଙ୍ଗ୍‍ ଜେତ୍‌କି ଲକ୍‌ମନ୍‌ ପାପ୍‌ କରିରଇଲାଇ, ମୁଇ ସେମନ୍‌କେ ବେସି ଦୁକ୍‌ କସ୍‌ଟ ଦେବି । ତାର୍‌ କରାପ୍‌ ଚଲାଚଲ୍‌ତିଟାନେ ମିସିରଇବା ଜେତ୍‌କି ଲକ୍‌ମନ୍‌ ନ ବାଉଡ୍‌ଲେ, ଏ ସବୁଜାକ ମୁଇ ଏବେସେ କର୍‌ବି । 23 ତାର୍‌ବାଟେ ଜାଇତେରଇବା ସବୁ ଲକ୍‌ମନ୍‌କେ ମୁଇ ମରାଇବି । ସେନ୍ତାରି ସବୁ ଲକର୍‌ ଚିନ୍ତା ଆରି ମନ୍‍ ଜାନ୍‌ବା ଲକ୍‌ ମୁଇସେ ବଲି ସବୁ ମଣ୍ଡଲି ଜାନ୍‌ବାଇ । ତମେ କରିରଇବା କାମ୍‌ ଇସାବେ ମୁଇ ତମ୍‌କେ ବାଉଡାଇବି । 24 ମାତର୍‌ ତିଆଟିଆଇ ରଇବା, ତମେ ବାକି ଲକ୍‌ମନ୍‌ ଏ କରାପ୍‌ ସିକିଆ ମାନାସ୍‌ନାଇ । ସଇତାନର୍‌ ଟିକିନିକି ସିକିଆ ବଲି ଲକ୍‌ମନ୍‌ ମାନ୍‌ବା ସିକିଆ ତମେ ମାନାସ୍‌ନାଇ । ତେବର୍‌ପାଇ ତମେ ମାନ୍‌ବାକେ ବେସି ଆଦେସ୍‌ ମୁଇ ନ ଦେଇ । 25 ମାତର୍‌ ମୁଇ ଆଇବା ଜାକ ତମେ ବିସ୍‌ବାସ୍‌ କଲାଟା ଡାଟ୍‌ ସଙ୍ଗ୍‍ ଦାରିରୁଆ । 26 ଜେତ୍‌କି ଲକ୍‌ ଜିତିକରି ସାରାସାରି ଜାକ ରଇବାଇ, ମୁଇ ମର୍‌ ବାବାର୍‌ଟାନେଅନି ପାଇରଇବା ସମାନ୍‌ ଅଦିକାର୍‌ ସେମନ୍‌କେ ଦେବି । 27 ରାଇଜ୍‌ମନ୍‌କେ ଲୁଆର୍‌ ଡାଙ୍ଗ୍‌ସଙ୍ଗ୍‍ ସାସନ୍‌ କରି ମାଟିର୍‌ ଆଣ୍ଡିପାରା ବାଙ୍ଗାଇବାକେ ମୁଇ ଅଦିକାର୍‌ ଦେବି । 28 ଆରି ମୁଇ ସେମନ୍‌କେ ସାକ୍‌ଲିଆ ବେଲର୍‌ ତାରା ଦେବି । 29 ଆତ୍‌ମା ମଣ୍ଡଲିମନ୍‌କେ କଇବାଟା ମନ୍‌ ଦିଆନ୍‌ ଦେଇ ସୁନା ।

In Other Versions

Revelation 2 in the ANGEFD

Revelation 2 in the ANTPNG2D

Revelation 2 in the AS21

Revelation 2 in the BAGH

Revelation 2 in the BBPNG

Revelation 2 in the BBT1E

Revelation 2 in the BDS

Revelation 2 in the BEV

Revelation 2 in the BHAD

Revelation 2 in the BIB

Revelation 2 in the BLPT

Revelation 2 in the BNT

Revelation 2 in the BNTABOOT

Revelation 2 in the BNTLV

Revelation 2 in the BOATCB

Revelation 2 in the BOATCB2

Revelation 2 in the BOBCV

Revelation 2 in the BOCNT

Revelation 2 in the BOECS

Revelation 2 in the BOGWICC

Revelation 2 in the BOHCB

Revelation 2 in the BOHCV

Revelation 2 in the BOHLNT

Revelation 2 in the BOHNTLTAL

Revelation 2 in the BOICB

Revelation 2 in the BOILNTAP

Revelation 2 in the BOITCV

Revelation 2 in the BOKCV

Revelation 2 in the BOKCV2

Revelation 2 in the BOKHWOG

Revelation 2 in the BOKSSV

Revelation 2 in the BOLCB

Revelation 2 in the BOLCB2

Revelation 2 in the BOMCV

Revelation 2 in the BONAV

Revelation 2 in the BONCB

Revelation 2 in the BONLT

Revelation 2 in the BONUT2

Revelation 2 in the BOPLNT

Revelation 2 in the BOSCB

Revelation 2 in the BOSNC

Revelation 2 in the BOTLNT

Revelation 2 in the BOVCB

Revelation 2 in the BOYCB

Revelation 2 in the BPBB

Revelation 2 in the BPH

Revelation 2 in the BSB

Revelation 2 in the CCB

Revelation 2 in the CUV

Revelation 2 in the CUVS

Revelation 2 in the DBT

Revelation 2 in the DGDNT

Revelation 2 in the DHNT

Revelation 2 in the DNT

Revelation 2 in the ELBE

Revelation 2 in the EMTV

Revelation 2 in the ESV

Revelation 2 in the FBV

Revelation 2 in the FEB

Revelation 2 in the GGMNT

Revelation 2 in the GNT

Revelation 2 in the HARY

Revelation 2 in the HNT

Revelation 2 in the IRVA

Revelation 2 in the IRVB

Revelation 2 in the IRVG

Revelation 2 in the IRVH

Revelation 2 in the IRVK

Revelation 2 in the IRVM

Revelation 2 in the IRVM2

Revelation 2 in the IRVO

Revelation 2 in the IRVP

Revelation 2 in the IRVT

Revelation 2 in the IRVT2

Revelation 2 in the IRVU

Revelation 2 in the ISVN

Revelation 2 in the JSNT

Revelation 2 in the KAPI

Revelation 2 in the KBT1ETNIK

Revelation 2 in the KBV

Revelation 2 in the KJV

Revelation 2 in the KNFD

Revelation 2 in the LBA

Revelation 2 in the LBLA

Revelation 2 in the LNT

Revelation 2 in the LSV

Revelation 2 in the MAAL

Revelation 2 in the MBV

Revelation 2 in the MBV2

Revelation 2 in the MHNT

Revelation 2 in the MKNFD

Revelation 2 in the MNG

Revelation 2 in the MNT

Revelation 2 in the MNT2

Revelation 2 in the MRS1T

Revelation 2 in the NAA

Revelation 2 in the NASB

Revelation 2 in the NBLA

Revelation 2 in the NBS

Revelation 2 in the NBVTP

Revelation 2 in the NET2

Revelation 2 in the NIV11

Revelation 2 in the NNT

Revelation 2 in the NNT2

Revelation 2 in the NNT3

Revelation 2 in the PDDPT

Revelation 2 in the PFNT

Revelation 2 in the RMNT

Revelation 2 in the SBIAS

Revelation 2 in the SBIBS

Revelation 2 in the SBIBS2

Revelation 2 in the SBICS

Revelation 2 in the SBIDS

Revelation 2 in the SBIGS

Revelation 2 in the SBIHS

Revelation 2 in the SBIIS

Revelation 2 in the SBIIS2

Revelation 2 in the SBIIS3

Revelation 2 in the SBIKS

Revelation 2 in the SBIKS2

Revelation 2 in the SBIMS

Revelation 2 in the SBIOS

Revelation 2 in the SBIPS

Revelation 2 in the SBISS

Revelation 2 in the SBITS

Revelation 2 in the SBITS2

Revelation 2 in the SBITS3

Revelation 2 in the SBITS4

Revelation 2 in the SBIUS

Revelation 2 in the SBIVS

Revelation 2 in the SBT

Revelation 2 in the SBT1E

Revelation 2 in the SCHL

Revelation 2 in the SUSU

Revelation 2 in the SUSU2

Revelation 2 in the SYNO

Revelation 2 in the TBIAOTANT

Revelation 2 in the TBT1E

Revelation 2 in the TBT1E2

Revelation 2 in the TFTIP

Revelation 2 in the TFTU

Revelation 2 in the TGNTATF3T

Revelation 2 in the THAI

Revelation 2 in the TNFD

Revelation 2 in the TNT

Revelation 2 in the TNTIK

Revelation 2 in the TNTIL

Revelation 2 in the TNTIN

Revelation 2 in the TNTIP

Revelation 2 in the TNTIZ

Revelation 2 in the TOMA

Revelation 2 in the TTENT

Revelation 2 in the UBG

Revelation 2 in the UGV

Revelation 2 in the UGV2

Revelation 2 in the UGV3

Revelation 2 in the VBL

Revelation 2 in the VDCC

Revelation 2 in the YALU

Revelation 2 in the YAPE

Revelation 2 in the YBVTP

Revelation 2 in the ZBP