Revelation 4 (SNT)
1 ସେବେଲେ ମୁଇ ଆରିଗଟେକ୍ ଦର୍ସନ୍ ଦେକ୍ଲି । ସର୍ଗେ ଗଟେକ୍ ଉଗାଡିରଇବା କାପାଟ୍ ରଇଲା । ଆଗେ ସୁନିରଇବା ମଇରି ପାରା ସବଦ୍ ଆରିତରେକ୍ ସୁନ୍ଲି । ଉପ୍ରେ ଚଗି ଆଉ, ଏଟାର୍ପଚେ କାଇଟା ଅଇସି ମୁଇ ତକେ ଜାନାଇବି । 2 ସେ ଦାପ୍ରେ ଆତ୍ମା ମକେ ଗଟେକ୍ ସପନ୍ ଦେକାଇଲା । ସର୍ଗର୍ ବସ୍ବାଟାନେ ଗଟେକ୍ ଲକ୍ ବସିରଇବାଟା ମୁଇ ଦେକ୍ଲି । 3 ତାର୍ ମୁ ଇରା ଆରି ମୁକ୍ତା ପାରା ଜଗ୍ଜଗି ଜାଇତେରଇଲା । କାଁଚାପତ୍ରିଆ ଡିସ୍ବାପାରା ଇରା ମୁକ୍ତାର୍ ଇନ୍ଦର୍ଦୁନୁ ବସ୍ବା ଜାଗାର୍ ଚାର୍ବେଟ୍ତି ଗୁଡିଆଇ ଅଇଲାପାରା ଅଇରଇଲା । 4 ସେ ବସ୍ବା ଜାଗାର୍ ଗୁଲ୍ଟି ବିତ୍ରେ କଡେ ଚାର୍ଟା ବସ୍ବା ଜାଗା ରଇଲା । ତେଇ ଦବ୍ଲୁଗା ପିନ୍ଦିକରି ଆରି ସୁନାର୍ ମୁକୁଟ୍ ପିନ୍ଦି କଡେଚାରିଟା ପାର୍ଚିନ୍ମନ୍ ବସିରଇଲାଇ । 5 ବସ୍ବା ଜାଗାଇଅନି ବିଜ୍ଲି ମାର୍ଲା ଆରି ଗୁଡ୍ଗାଡ୍ କରି ଗଡ୍ଗଡି ମାର୍ଲା । ବସ୍ବା ଜାଗାର୍ ମୁଆଟେ ସାତ୍ଟା ଜଇଉମ୍ଲା ଲାଗ୍ତେରଇଲା । ସେଟା ଅଇଲାନି ପର୍ମେସରର୍ ସାତ୍ଟା ଆତ୍ମା । 6 ଆରି ବସ୍ବା ଜାଗାର୍ ମୁଆଟେ ନିର୍ମଲ୍ ଅଇକରି ଡିସ୍ବା କାଁଚର୍ ସମ୍ଦୁର୍ ପାରା ରଇଲା । ବସ୍ବା ଜାଗାର୍ ଚାରିବେଟ୍ତି ଚାରିଟା ଜିବନ୍ ରଇବା ପସୁ ରଇଲାଇ । ତାର୍ ମୁଆଟ୍ ବାଟେ ଆରି ପଚ୍ବାଟେ ଆଁକିମନ୍ ରଇଲା । 7 ପର୍ତୁମର୍ ପସୁ ସିଅଁବାଗ୍ପାରା ଡିସ୍ତେ ରଇଲା । ଦୁଇ ଲମର୍ଟା ସଣ୍ଡ୍ପାରା ରଇଲା । ତିନ୍ ଲମର୍ଟା ଲକର୍ ପାରା ବାନିମୁର୍ତି ରଇଲା । ଆରି ସାରାସାରିର୍ଟା ଉଡିବୁଲ୍ବା ଗିଦ୍ ପାରା ଡିସ୍ତେ ରଇଲା । 8 ସେ ଚାରିଟା ଜାକ ଜିବନ୍ ରଇବା ପସୁମନ୍କେ ଗଟେକ୍କେ ଚଅଟା ଲାକା ଡେନା ରଇଲା । ଆରି ତାକର୍ବାଇରେ ବିତ୍ରେ ମିସା ଆଁକି ରଇଲା । ଦିନ୍ ରାତି ଗିତ୍ କଇବାଟା ସେମନ୍ ତେବତ୍ନାଇ । ସବୁର୍ଟାନେ ଅନି ବପୁରଇବା ମାପ୍ରୁ ପର୍ମେସର୍, ସୁକଲ୍ଟା ! ସୁକଲ୍ଟା ! ସୁକଲ୍ ସେ ! ସେ ଆଗ୍ତୁ ରଇଲା, ଏବେ ଆଚେ ଆରି ସେ କାଲ୍ କାଲ୍ ଜୁଗ୍ ଜୁଗ୍ ରଇସି ! 9 ଚାରିଟା ଜିବନ୍ ରଇବା ପସୁମନ୍ ଜେ ବସ୍ବା ଜାଗାଇ ବସିରଇଲା ତାର୍ ମଇମାର୍, ଡାକ୍ପୁଟା ଆରି ଦନିଅବାଦର୍ ଗିତ୍ ସୁନାଇତେରଇଲାଇ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚ୍ସି । ସେମନ୍ ସେନ୍ତାରି କଲାକେ 10 କଡେ ଚାରିଟା ପାର୍ଚିନ୍ମନ୍ ଜେ ବସ୍ବା ଜାଗାଇ ବସିରଇଲା ତାର୍ ମୁଆଟେ ଡାଣ୍ଡାସନ୍ ପଡି ତାକେ ଜୁଆର୍ କଲାଇ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚିରଇସି । ସେମନ୍ ପିନ୍ଦି ରଇବା ମୁକୁଟ୍ ବସ୍ବା ଜାଗାର୍ ମୁଆଟେ ପିଙ୍ଗିଦେଇକରି କଇଲାଇ, 11 ଏ ଆମର୍ ମାପ୍ରୁ ଆରି ଆମର୍ ପର୍ମେସର୍ ! ସବୁ ମଇମା, ଡାକ୍ପୁଟା ଆରି ବପୁ ତୁଇ ଆକା ପାଇସୁ । ତୁଇ ସବୁଜାକ ତିଆର୍ କଲାସ୍ ଆରି ତମର୍ ମନ୍ କଲା ଇସାବେ ସେମନ୍ ତିଆରିଅଇ ବଁଚ୍ଲାଇନି ।