Romans 8 (SNT)

1 ତେବେ ଆମେ ଜେତ୍‌କି ଲକ୍‌ ଜିସୁ କିରିସ୍‌ଟର୍‌ ସଙ୍ଗ୍‌ ମିସିକରି ଆଚୁ, ଆମର୍‌ପାଇ ଆରି ପର୍‌ମେସରର୍‌ ଡଣ୍ଡ୍‌ ନାଇ । 2 ଜିସୁ କିରିସ୍‌ଟର୍‌ ସଙ୍ଗ୍‌ ମିସ୍‌ଲାର୍‌ପାଇ ସୁକଲ୍‌ଆତ୍‌ମା ଆମ୍‌କେ ନୁଆ ଜିବନ୍‌ ଦେଲାଆଚେ । ତେଇଅନି, ପାପ୍‌ କଲେ ମର୍‌ବା ନିୟମେଅନି, ଆମ୍‌କେ ମୁକ୍‌ଲାଇ ଆଚେ । 3 ସେ ଆମର୍‌ ଗୁନ୍‌ଚଲନ୍‌ ନିକ ନ ରଇଲାକେ, ମସା ଦେଇରଇବା ରିତିନିତି ମାନୁ ନାଇ । ତେଇ ନିୟମ୍‌ ସାଇଜ କରି ନାପାର୍‌ଲା । ମାତର୍‌ ସେଟା ପର୍‌ମେସର୍‌ କରିଆଚେ । ସେ ଆମର୍‌ ପାରା ପାପିମନର୍‍ ଗଟେକ୍‌ ଗାଗଡ୍‌ ଦାରାଇ ତାର୍‍ ପଅକେ ପାଟାଇଲା । ଆରି ସେ ଏନ୍ତାରିକରି ଆମର୍‌ ଉପ୍‌ରେ ରଇବା ପାପର୍‌ ସାସନ୍‌ କୁରୁପ୍‌ନାସ୍‌ କଲା । 4 ଆମେ ଜେନ୍ତାରି କି ନିୟମର୍‌ ସବୁ ଆଦେସ୍‌ ମାନିକରି ରଇବୁ, ସେଟାର୍‌ ପାଇ ପର୍‌ମେସର୍‌ ଏନ୍ତି କଲାଆଚେ । ଆମେ ଏବେ ମୁନୁସର୍‌ ଚଲାଚଲ୍‌ତି ନ କରି ସୁକଲ୍‌ଆତ୍‌ମାର୍‌ ବାଟେ ଇଣ୍ଡ୍‌ଲେସେ ଏନ୍ତି କରିଅଇସି । 5 ଜନ୍‌ ଲକ୍‌ମନ୍‌ ମୁନୁସର୍‌ ଚଲାଚଲ୍‌ତି ଇସାବେ ଜିଉନା କାଉନା କର୍‌ତେରଇବାଇ, ସେମନ୍‌ ନିଜର୍‌ ଗାଗଡର୍‌ ମନ୍‍ କର୍‍ବାଟା ଚିନ୍ତା କର୍‌ତେରଇବାଇ । ମାତର୍‌ ଜନ୍‌ ଲକ୍‌ମନ୍‌ ସୁକଲ୍‌ଆତ୍‌ମାର୍‌ ଚାଲ୍‌ନା ଇସାବେ କାମ୍‌କର୍‌ବାଇ, ସେମନ୍‌ ସୁକଲ୍‌ଆତ୍‌ମା ଜନ୍‌ ବିସଇ କର୍‌ବାକେ ମନ୍‌ କରାଇସି, ସେଟା କର୍‌ବାଇ । 6 ମୁନୁସର୍‌ ଚଲାଚଲ୍‌ତି ଇସାବେ ଗାଲେ ମରନର୍‌ ଦସା ଅଇସି, ସୁକଲ୍‌ଆତ୍‌ମାର୍‌ ଚାଲ୍‌ନା ଇସାବେ ଗାଲେ ଜିବନ୍‌ ଆରି ସାନ୍ତି ମିଲ୍‌ସି । 7 ଜଦି ଗଟେକ୍‌ ଲକ୍‌ ତାର୍‌ ଗାଗଡର୍‌ ମନ୍‍ କଲା ଇସାବେ ଚଲାଚଲ୍‌ତି କର୍‌ସି, ସେ ପରମେସରର୍‌ ବିରଦି ଅଇସି । କାଇକେ ବଇଲେ ସେ ପରମେସରର୍‌ ନିୟମ୍‌ ମାନେ ନାଇ, ସେ ସେଟା କର୍‌ବାକେ ନାପାରେ । 8 ଜନ୍‌ ଲକ୍‌ମନ୍‌ ମୁନୁସର୍‌ ଚଲାଚଲ୍‌ତି ଇସାବେ କାମ୍‌ କଲାଇନି, ସେମନ୍‌ ପର୍‌ମେସର୍‌କେ ସାର୍‌ଦା କରିନାପାରତ୍‌ । 9 ଜଦି ସତଇସେ ପରମେସରର୍‌ ସୁକଲ୍‌ଆତ୍‌ମା ତମର୍‌ ବିତ୍‌ରେ ଆଚେ, ତେବେ ତମେ ଆରି ମୁନୁସର୍‌ ଚାଲିଚଲନ୍‌ ପାରା ଜିଉନାକାଉନା କରିନାପାରାସ୍‌, ମାତର୍‌ ଜିବନେ ସୁକଲ୍‌ ଆତ୍‌ମାର୍‌ ଆଦେସ୍‌ ମାନ୍‌ସା । ଜାର୍‌ତେଇ କିରିସ୍‌ଟର୍‌ ଆତ୍‌ମା ନାଇ, ସେ କେବେ ମିସା ତାକର୍‌ ଲକ୍‌ ଅଇନାପାରେ । 10 ମାତର୍‌ ତମର୍‌ ବିତ୍‌ରେ କିରିସ୍‌ଟ ବାସାଅଇ ରଇସି ବଇଲେ, ତମର୍‌ ଗାଗଡ୍‌ ପାପେ ନସ୍‌ଟ ଅଇବାକେ ଜାଇତେ ରଇଲେ ମିସା, ସୁକଲ୍‌ଆତ୍‌ମା ତମ୍‌କେ ଜିବନ୍‌ ଦାନ୍‌ ଦେଇସି । କାଇକେ ବଇଲେ ତମେ ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ବଲି ଏଜାଇଅଇ ଆଚାସ୍‌ । 11 ଜଦି ତମର୍‌ ବିତ୍‌ରେ ଜିସୁକେ ମଲାତେଇଅନି ଉଟାଇଲା ପରମେସରର୍‌ ଆତ୍‌ମା ଆଚେ, ତେବେ ସେ ଆତ୍‌ମାର୍‍ ସାଇଜ ସଙ୍ଗ୍‍, ପରମେସର୍‌ ଜେ କି କିରିସ୍‌ଟକେ ମଲାତେଇଅନି ଉଟାଇଲା, ସେନ୍ତିସେ ତମର୍‌ କୁଇଜିବା ଗାଗଡ୍‌ ମିସା ଜିବନ୍‌ କର୍‌ସି । 12 ତେବେ ଏ ବାଇବଇନିମନ୍‌, ଆମର୍‌ କାମ୍‌ ଅଇଲାନି, ମୁନୁସର୍‌ ଗୁନ୍‌ଚଲନ୍‌ ଇସାବେ ଜିଉନାକାଉନା ନ କରୁ । 13 କାଇକେବଇଲେ ସେନ୍ତି କଲେ, ତମେ ମର୍‌ସା ମାତର୍‌ ସୁକଲ୍‌ଆତ୍‌ମାର୍‌ ସାଇଜ ସଙ୍ଗ୍‍ ନିଜର୍‌ ପାପ୍‌ଚଲନ୍‌ ନସ୍‌ଟ କରି ଆରି ପାପ୍‌ କାମ୍‌ ନ କରାସ୍‌, ତେବେସେ ତମେ ବଁଚ୍‌ସା । 14 ଜନ୍‌ ଲକ୍‌ମନ୍‌ ପରମେସରର୍‌ ଆତ୍‌ମା ଇସାବେ ଚାଲ୍‌ଲାଇନି, ସେମନ୍‌ସେ ପରମେସରର୍‌ ପିଲାଟକି । 15 କାଇକେବଇଲେ ପରମେସର୍‌ ଦେଲା ଆତ୍‌ମା, ତମ୍‌କେ ଗତିଦାଙ୍ଗ୍‌ଡା ଅଇବା ତେଇଅନି ମୁକ୍‌ଲାଇଲା ଆଚେ । ତମେ ଆରି ଡର୍‌ବାର୍‌ ଲଡା ନାଇ । ମାତର୍‌ ସୁକଲ୍‌ଆତ୍‌ମା ତମ୍‌କେ ପରମେସରର୍‌ ପିଲାଟକି କରିଆଚେ । ତାର୍‌ ବପୁ ଏତାଇକରି ଏବେ ଆମେ ପରମେସର୍‌କେ “ବାବା, ମର୍‌ ବାବା !” ବଲି ଡାକ୍‌ଲୁନି । 16 ପରମେସରର୍‌ ଆତ୍‌ମା ଆମର୍‌ ବିତ୍‌ରର୍‌ ଆତ୍‌ମା ସଙ୍ଗ୍‌ କଁଟ୍‌ ମିସାଇ ଆମ୍‌କେ ତାର୍‍ ପିଲାଟକି ବଲି ଜାନାଇଲାନି । 17 କାଇକେବଇଲେ ଆମେ ପରମେସରର୍‌ ପିଲାଟକି । ତାର୍‌ ଲକ୍‌ମନ୍‌କେ କାତା ଦେଇର‍ଇବା ଆସିର୍‌ବାଦେ ଆମେ ମିସ୍‌ବୁ । ଆରି କିରିସ୍‌ଟର୍‌ ପାଇ ପରମେସର୍‌ ଜନ୍‌ଟା ଟୁଲାଇ ସଙ୍ଗଇଲା ଆଚେ, ତେଇ ମିସା ଆମର୍‌ ପାଇ ବାଟା ଆଚେ । ଜଦି ଆମେ ଜିସୁର୍‌ ଦୁକ୍‌ପାଇବାତେଇ ମିସ୍‌ଲୁ ଆଚୁ, ତେବେ ତାର୍‌ ଡାକ୍‌ପୁଟା ପାଇବାତେଇ ମିସା ମିସ୍‌ବୁ । 18 ଜନ୍‌ ଡାକ୍‌ପୁଟାର୍‌ ଦିନେ ଆମେ ମିସ୍‌ବାକେ ଗାଲୁନି, ଦେକ୍‌ଲେସରି ଏ ଜିବନେ ଅଇବା ଆମର୍‌ ଦୁକ୍‌ କସ୍‌ଟ କିଚି ନାଇ । 19 ପର୍‌ମେସର୍‌ ତିଆର୍‌କଲା ସବୁଜାକ ଜାଗର୍‌ତା ସଙ୍ଗ୍‌ ସେ ଦିନ୍‌କେ ଜାଗି ଆଚତ୍‌ । ସେବେଲାଇ ପରମେସର୍‌ ତାର୍‌ ସତ୍‌ ପିଲାଟକିମନ୍‌ କେ, ବଲି ଦେକାଇସି । 20 କାଇକେବଇଲେ ପରମେସର୍‌ ତିଆର୍‌ କରିରଇବା ସବୁଜାକ, ଅବିସାପେ ପୁରୁନ୍‌ ଅଇଲାଆଚେ । ଜନ୍‌ବାଟେ ଜିବାର୍‌ ରଇଲା ସେ ବାଟେ ନ ଜାଇ, ବିନ୍‌ ବାଟେ ଗାଲାଆଚେ । ମାତର୍‌ ଏଟା ତାର୍‌ ନିଜର୍‌ ମନ୍‍ କଲା ଇସାବେ ଅଏନାଇ । ପର୍‌ମେସର୍‌ ମନ୍‍ କଲାକେସେ ଅଇଲା । ଏଲେମିସା ତାର୍‌ ଆସା ରଇଲା, 21 ଜେନ୍ତିକି ଗଟେକ୍‌ ଦିନେ କୁଇଜିବାଟାନେ ଅନି ମୁକ୍‌ଲିକରି ପର୍‌ମେସରର୍‌ କୁଟୁମର୍‌ ଡାକ୍‌ପୁଟାଇ ମିସ୍‌ବୁ । 22 ମାତର୍‌ ଏବେ ଜାକ ତିଆର୍‌ଅଇଲାଟା ସବୁ, ଗାଗ୍‌ଡେ ରଇଲା ମାଇଜି ନିକଅଇବା ଦୁକା ପାରା ଅଇକରି “ଆନା, ଆୟା !” ଅଇଲାନି । 23 ଆମେ, ପରମେସର୍‌ ଦେଲା ପର୍‌ତୁମର୍‌ ଦାନ୍‌ ପାରା ସୁକଲ୍‌ଆତ୍‌ମା ପାଇଲୁଆଚୁ, ଆମେ ମିସା ବିତ୍‌ରେ ବିତ୍‌ରେ “ଆନା, ଆୟା !” ଅଇଲୁନି । ଏଲେମିସା ପରମେସର୍‌ ଆମ୍‌କେ କୁଟୁମର୍‌ ଲକ୍‌ କରାଇକରି ପୁରାପୁରୁନ୍‌ ମୁକ୍‌ଲାଇସି ବଲି ଜାଗିକରି ଆଚୁ । 24 କାଇକେବଇଲେ ଆସା କଲାକେସେ ଆମେ ମୁକ୍‌ତି ପାଇଆଚୁ । ମାତର୍‌ ଜାଇଟା ଡିସ୍‌ଲାନି ସେଟାର୍‌ ପାଇ ଆସାକର୍‌ବାଟା, ସେଟା ସତଇସେ ଆସା ରକ୍‌ବାଟା ନଏଁ । କେ କାଇ ଡିସ୍‌ବାଟାକେ ଆସା କର୍‌ସି କି ? ନାଇ, ନ କରେ । 25 ମାତର୍‌ ଆମେ ଜଦି ନ ଡିସ୍‌ବା ବିସଇ ଆସାକର୍‌ବୁ, ତେବେ ଆମ୍‌କେ ସାଆସ୍‌ ସଙ୍ଗ୍‍ ଜାଗ୍‌ବାକେ ପଡ୍‌ସି । 26 ଆମ୍‌କେ ବପୁ ନାଇ, ମାତର୍‌ ସୁକଲ୍‌ଆତ୍‌ମା ଆମ୍‌କେ ସାଇଜ କର୍‌ସି । କେନ୍ତାରି ପାର୍‌ତନା କର୍‌ବାକେ ଅଇସି, ସେଟା ଆମେ ନାଜାନୁ । ସେଟାର୍‌ ପାଇ ଜନ୍‌ଟା ଆମେ କଇ ନାପାର୍‌ଲୁନି, ସେଟା ସୁକଲ୍‌ ଆତ୍‌ମା ନିଜେ ଆମର୍‌ପାଇ “ଆନା, ଆୟା !” ଅଇକରି ପରମେସର୍‌କେ ଗୁଆରି କର୍‌ସି । 27 ପରମେସର୍‌ ଆମର୍‍ ମନର୍‍ କାତା ଜାନେ । ସୁକଲ୍‌ଆତ୍‌ମାର୍‌ ମନର୍‌ ଚିନ୍ତା ସେ ଜାନେ । କାଇକେବଇଲେ ସୁକଲ୍‌ଆତ୍‌ମା ପରମେସର୍‌ ମନ୍‍ କଲା ଇସାବେ, ତାକର୍‌ ଲକ୍‌ମନର୍‌ ପାଇ ଗୁଆରି କର୍‌ତେ ରଇସି । 28 ଜନ୍‌ ଲକ୍‌ମନ୍‌କେ ପରମେସର୍‌ ତାର୍‌ ମନ୍‍ କଲାଟା ପୁରାପୁରୁନ୍‌ କର୍‌ବାକେ ଡାକ୍‌ଲାଆଚେ, ଆରି ସେମନ୍ ତାକେ ଆଲାଦ୍‌ କଲାଇନି, ସେମନର୍‌ ପାଇ ସେ ସବୁ ମଙ୍ଗଲର୍‌ ବିସଇ କରାଇଦେଇସି । 29 ଜନ୍‌ ଲକ୍‌ମନ୍‌କେ ପରମେସର୍‌ ବାଚ୍‌ଲା ଆଚେ, ସେମନ୍‌କେ ତାର୍‌ ପଅ ପାରା ଅଇବାକେ ଆଗ୍‌ତୁସେ ଟିକ୍‌ କରିଆଚେ । ସେନ୍ତିଆଲେ, ଗଟେକ୍‌ ବଡ୍‌ କୁଟୁମେ, ତାର୍‍ ପଅ ସେମନର୍‌ ବଡ୍‌ ବାଇ ଅଇସି । 30 ଜନ୍‌ ଲକ୍‌ମନ୍‌ ଏନ୍ତାରି ବାଚିଅଇଲାଇ ଆଚତ୍‌, ସେମନ୍‌କେ ଡାକିଆଚେ । ସେ ଲକ୍‌ମନ୍‌କେ ପର୍‍ମେସରର୍‌ ମୁଆଟେ ଦରମ୍‌ଲକ୍‌ ବଲାଇ ଅଇ, ତାର୍‍ ଡାକ୍‌ପୁଟାଇ ମିସାଇ ଆଚତ୍‌ । 31 ଏ ସବୁର୍‌ତେଇଅନି ଆରି କାଇଟା କ‍ଇବାର୍‌ ଅଇସି ? ଜଦି ପରମେସର୍‌ ଆମର୍‌ ବାଟେ ଆଚେ, ତେବେ କେ ଆମର୍‌ ବିରଦି ଅଇପାର୍‌ସି ? 32 ପରମେସର୍‌ କେବେମିସା ଆମର୍‌ ବିରଦି ନଏଁଁ, କାଇକେବଇଲେ ସେ ନିଜର୍‌ ପଅକେ ମିସା ରକିଆ ନ କରି ଆମର୍‌ ପାଇ ଦାନ୍‌ ଦେଇଆଚେ । ସେନ୍ତିଆଲେ ସେ ଆମର୍‌ ପାଇ କାଇ ସବୁ ବିସଇ ଦାନ୍‌ ନ ଦେଏ କି ? 33 ପରମେସର୍‌ ବାଚ୍‌ଲା ଲକ୍‌ମନ୍‍କେ କେ ଦସିବଲି କଇପାର୍‌ସି ? ସେମନ୍‌କେ ସେ ନିଜେ କାଇ ଦସ୍‌ କରି ନ ର‍ଇବା ଲକ୍‌ ବଲି ଉଡ୍‌ରା କଲାଆଚେ । 34 ତେବେ ସେମନ୍‌କେ ଦସି ବଲି କେ କଇନାପାରତ୍‌ । କିରିସ୍‌ଟ ଜିସୁ ତା କେବେ ନ କରେ, କାଇକେବଇଲେ ତାକେ ପର୍‌ମେସର୍‌ ମଲାତେଇଅନି ଜିବନ୍‌ କରି ଉଟାଇଲାଆଚେ । ଏବେ ସେ ପରମେସରର୍‌ ଉଜାବାଟେ ରଇକରି ଆମର୍‌ପାଇ ଗୁଆରି କରି ପାର୍‌ତନା କଲାନି । 35 ସେନ୍ତାର୍‌ଆଲେ ତେବେ କେ ମିସା ଆମ୍‌କେ କିରିସ୍‌ଟର୍‌ ଆଲାଦେଅନି ବେଗ୍‌ଲାଇ ନାପାରତ୍‌ । ଦୁକେ ରଇଲେ ମିସା, କସ୍‌ଟ ପାଇକରି ରଇଲେ ମିସା, ନିନ୍ଦା ପାଇକରି ରଇଲେ ମିସା, କାକୁର୍‌ତି ଅଇକରି ରଇଲେ ମିସା, ବୁକେ ରଇଲେ ମିସା, ବିପଦେ ରଇଲେ ମିସା କି ମରାଇଲେ ମିସା ଏ ସବୁ ବେଗ୍‌ଲାଇ ନାପାରେ । 36 ସାସ୍‌ତରେ ଲେକାଆଚେ,“ତମର୍‌ଲାଗି ସବୁ ଦିନ୍‌ ଆମେ ମରନର୍‌ ମୁଆଟେ ଗାଲୁନି,ପୁଜ୍‌ବାକେ ନେଲା ମେଣ୍ଡାପିଲା ପାରା ଆମେ ବାଚି ଅଇଲୁ ଆଚୁ ।” 37 ଜେ ଆମ୍‌କେ ଆଲାଦ୍‌ କଲାଇନି, ତାର୍‌ ସାଇଜ ସଙ୍ଗ୍‍ ଆମେ ଏ ସବୁର୍‌ ଉପ୍‌ରେ ଜିତି ଆଚୁ । 38 ମୁଇ ସତଇସେ ଜାନ୍‌ଲିନି ଜେ, ପର୍‌ମେସର୍‌ ଜନ୍‌ ବଡ୍‌ ଆଲାଦ୍‌ ଆମ୍‌କେ ଦେକାଇଲାଆଚେ, ସେ ଆଲାଦେଅନି କାଇଟା ମିସା ଆମ୍‌କେ ବେଗ୍‌ଲାଇ ନାପାରେ । ଆମେ ମରିଗାଲେ କି ଜିବନ୍‌ ରଇଲେ, ସରଗର୍‌ ଦୁତ୍‌ ଅଅତ୍‌ କି ସାସନ୍‌କାରିଆମନ୍‌, କି କାଇ ବିନ୍‌ ବପୁ, କି ଏବେ ଜନ୍‌ଟା ଅଇଲାନି, ପଚ୍‌କେ ଜନ୍‌ଟା ଅଇସି, 39 ଉପ୍‌ରର୍‌ ଦୁନିଆ କି ତଲର୍‌ ଦୁନିଆ, ଏ ଜଗତେ ତିଆର୍‌ ଅଇରଇବା କାଇ ବିସଇ ମିସା ପର୍‌ମେସରର୍‌ ବଡ୍‌ ଆଲାଦେ ଅନି ଆମ୍‌କେ ବେଗ୍‌ଲାଇ ନାପାରେ । ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟକେ ଦେଲା ପରମେସରର୍‌ ସେ ବଡ୍‌ ଆଲାଦେ ଅନି, ଏ ସବୁ ବିସଇ ଆମ୍‌କେ ଦେକାଇଲା ଆଚେ । ଏଟା ମୁଇ ଜାନିଆଚି ।

In Other Versions

Romans 8 in the ANGEFD

Romans 8 in the ANTPNG2D

Romans 8 in the AS21

Romans 8 in the BAGH

Romans 8 in the BBPNG

Romans 8 in the BBT1E

Romans 8 in the BDS

Romans 8 in the BEV

Romans 8 in the BHAD

Romans 8 in the BIB

Romans 8 in the BLPT

Romans 8 in the BNT

Romans 8 in the BNTABOOT

Romans 8 in the BNTLV

Romans 8 in the BOATCB

Romans 8 in the BOATCB2

Romans 8 in the BOBCV

Romans 8 in the BOCNT

Romans 8 in the BOECS

Romans 8 in the BOGWICC

Romans 8 in the BOHCB

Romans 8 in the BOHCV

Romans 8 in the BOHLNT

Romans 8 in the BOHNTLTAL

Romans 8 in the BOICB

Romans 8 in the BOILNTAP

Romans 8 in the BOITCV

Romans 8 in the BOKCV

Romans 8 in the BOKCV2

Romans 8 in the BOKHWOG

Romans 8 in the BOKSSV

Romans 8 in the BOLCB

Romans 8 in the BOLCB2

Romans 8 in the BOMCV

Romans 8 in the BONAV

Romans 8 in the BONCB

Romans 8 in the BONLT

Romans 8 in the BONUT2

Romans 8 in the BOPLNT

Romans 8 in the BOSCB

Romans 8 in the BOSNC

Romans 8 in the BOTLNT

Romans 8 in the BOVCB

Romans 8 in the BOYCB

Romans 8 in the BPBB

Romans 8 in the BPH

Romans 8 in the BSB

Romans 8 in the CCB

Romans 8 in the CUV

Romans 8 in the CUVS

Romans 8 in the DBT

Romans 8 in the DGDNT

Romans 8 in the DHNT

Romans 8 in the DNT

Romans 8 in the ELBE

Romans 8 in the EMTV

Romans 8 in the ESV

Romans 8 in the FBV

Romans 8 in the FEB

Romans 8 in the GGMNT

Romans 8 in the GNT

Romans 8 in the HARY

Romans 8 in the HNT

Romans 8 in the IRVA

Romans 8 in the IRVB

Romans 8 in the IRVG

Romans 8 in the IRVH

Romans 8 in the IRVK

Romans 8 in the IRVM

Romans 8 in the IRVM2

Romans 8 in the IRVO

Romans 8 in the IRVP

Romans 8 in the IRVT

Romans 8 in the IRVT2

Romans 8 in the IRVU

Romans 8 in the ISVN

Romans 8 in the JSNT

Romans 8 in the KAPI

Romans 8 in the KBT1ETNIK

Romans 8 in the KBV

Romans 8 in the KJV

Romans 8 in the KNFD

Romans 8 in the LBA

Romans 8 in the LBLA

Romans 8 in the LNT

Romans 8 in the LSV

Romans 8 in the MAAL

Romans 8 in the MBV

Romans 8 in the MBV2

Romans 8 in the MHNT

Romans 8 in the MKNFD

Romans 8 in the MNG

Romans 8 in the MNT

Romans 8 in the MNT2

Romans 8 in the MRS1T

Romans 8 in the NAA

Romans 8 in the NASB

Romans 8 in the NBLA

Romans 8 in the NBS

Romans 8 in the NBVTP

Romans 8 in the NET2

Romans 8 in the NIV11

Romans 8 in the NNT

Romans 8 in the NNT2

Romans 8 in the NNT3

Romans 8 in the PDDPT

Romans 8 in the PFNT

Romans 8 in the RMNT

Romans 8 in the SBIAS

Romans 8 in the SBIBS

Romans 8 in the SBIBS2

Romans 8 in the SBICS

Romans 8 in the SBIDS

Romans 8 in the SBIGS

Romans 8 in the SBIHS

Romans 8 in the SBIIS

Romans 8 in the SBIIS2

Romans 8 in the SBIIS3

Romans 8 in the SBIKS

Romans 8 in the SBIKS2

Romans 8 in the SBIMS

Romans 8 in the SBIOS

Romans 8 in the SBIPS

Romans 8 in the SBISS

Romans 8 in the SBITS

Romans 8 in the SBITS2

Romans 8 in the SBITS3

Romans 8 in the SBITS4

Romans 8 in the SBIUS

Romans 8 in the SBIVS

Romans 8 in the SBT

Romans 8 in the SBT1E

Romans 8 in the SCHL

Romans 8 in the SUSU

Romans 8 in the SUSU2

Romans 8 in the SYNO

Romans 8 in the TBIAOTANT

Romans 8 in the TBT1E

Romans 8 in the TBT1E2

Romans 8 in the TFTIP

Romans 8 in the TFTU

Romans 8 in the TGNTATF3T

Romans 8 in the THAI

Romans 8 in the TNFD

Romans 8 in the TNT

Romans 8 in the TNTIK

Romans 8 in the TNTIL

Romans 8 in the TNTIN

Romans 8 in the TNTIP

Romans 8 in the TNTIZ

Romans 8 in the TOMA

Romans 8 in the TTENT

Romans 8 in the UBG

Romans 8 in the UGV

Romans 8 in the UGV2

Romans 8 in the UGV3

Romans 8 in the VBL

Romans 8 in the VDCC

Romans 8 in the YALU

Romans 8 in the YAPE

Romans 8 in the YBVTP

Romans 8 in the ZBP