2 John 1 (IRVO)
1 ମୁଁ ଯେ ପ୍ରାଚୀନ, ମନୋନୀତା ମହିଳା ଓ ତାହାଙ୍କ ସନ୍ତାନମାନଙ୍କ ନିକଟକୁ ପତ୍ର ଲେଖୁଅଛି। ସେମାନଙ୍କୁ ମୁଁ ବାସ୍ତବରେ ପ୍ରେମ କରେ, ଆଉ କେବଳ ମୁଁ ନୁହେଁ, ମାତ୍ର ସତ୍ୟ ଜାଣିଥିବା ସମସ୍ତ ଲୋକ ମଧ୍ୟ ପ୍ରେମ କରନ୍ତି। 2 ଯେଉଁ ସତ୍ୟ ଆମ୍ଭମାନଙ୍କ ଅନ୍ତରରେ ରହିଅଛି ଅନନ୍ତକାଳ ଆମ୍ଭମାନଙ୍କ ସହିତ ରହିବ, ସେହି ସତ୍ୟ ସକାଶେ ସେମାନଙ୍କୁ ପ୍ରେମ କରୁଅଛୁ। 3 ପିତା ଈଶ୍ବର ଓ ସେହି ପିତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ଆମ୍ଭମାନଙ୍କ ସହିତ ସତ୍ୟ ଓ ପ୍ରେମରେ ରହିବ। 4 ତୁମ୍ଭର ସନ୍ତାନମାନଙ୍କ ମଧ୍ୟରୁ କେତେକଙ୍କୁ ପିତାଙ୍କଠାରୁ ପ୍ରାପ୍ତ ଆଜ୍ଞାନୁଯାୟୀ ସତ୍ୟରେ ଆଚରଣ କରୁଥିବା ଦେଖି ମୁଁ ବିଶେଷ ଆନନ୍ଦିତ। 5 ହେ ଭଦ୍ରେ, ଏବେ ମୁଁ ଯେ ତୁମ୍ଭ ନିକଟକୁ କୌଣସି ନୂଆ ଆଜ୍ଞା ଲେଖୁଅଛି, ତାହା ନୁହେଁ, ମାତ୍ର ଆଦ୍ୟରୁ ପ୍ରାପ୍ତ ଆଜ୍ଞାଟି ଲେଖି ଅନୁରୋଧ କରୁଅଛି ଯେ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ। 6 ଆଉ ଆମ୍ଭେମାନେ ଯେ ତାହାଙ୍କ ଆଜ୍ଞାନୁସାରେ ଆଚରଣ କରୁ, ଏହା ହିଁ ପ୍ରେମର ସାର। ତୁମ୍ଭେମାନେ ଆଦ୍ୟରୁ ଯାହା ଶୁଣିଅଛ, ସେହି ଅନୁସାରେ ଆଚରଣ କର, ଏହା ସେହି ଆଜ୍ଞା। 7 କାରଣ ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି ବୋଲି ଅସ୍ୱୀକାର କରନ୍ତି, ଏପରି ଅନେକ ପ୍ରବଞ୍ଚକ ଜଗତରେ ବାହାରି ଆସିଅଛନ୍ତି। ଏହି ପ୍ରକାର ଲୋକ ସେହି ପ୍ରବଞ୍ଚକ ଓ ଭଣ୍ଡଖ୍ରୀଷ୍ଟ। 8 ତୁମ୍ଭେମାନେ ଯେପରି ଆମ୍ଭମାନଙ୍କର କୃତ କର୍ମର ଫଳ ନ ହରାଇ ବରଂ ସେଥିର ପୂର୍ଣ୍ଣ ପୁରସ୍କାର ପ୍ରାପ୍ତ ହୁଅ, ସେଥିନିମନ୍ତେ ଆପଣା ଆପଣା ବିଷୟରେ ସାବଧାନ ହୁଅ। 9 ଯେକେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି ତାହା ଅତିକ୍ରମ କରେ, ସେ ଈଶ୍ବରଙ୍କୁ ପାଇ ନାହିଁ; ଯେ ଶିକ୍ଷାର ସୀମା ମଧ୍ୟରେ ରହେ, ସେ ପିତା ଓ ପୁତ୍ର ଉଭୟଙ୍କୁ ପାଇଅଛି। 10 କେହି ଯଦି ଏହି ଶିକ୍ଷା ନ ଘେନି ତୁମ୍ଭମାନଙ୍କ ନିକଟକୁ ଆସେ, ତେବେ ତାହାକୁ ଗୃହରେ ଅତିଥି ନ କର ଓ ସମ୍ବର୍ଦ୍ଧନା ଜଣାଅ ନାହିଁ; 11 କାରଣ ଯେକେହି ତାହାକୁ ସମ୍ବର୍ଦ୍ଧନା ଜଣାଏ, ସେ ତାହାର ଦୁଷ୍କର୍ମର ସହଭାଗୀ ହୁଏ। 12 ତୁମ୍ଭମାନଙ୍କ ନିକଟକୁ ଅନେକ ବିଷୟ ଲେଖିବାକୁ ଅଛି, କିନ୍ତୁ କାଗଜ ଓ କାଳିରେ ତାହା ଲେଖିବାକୁ ଇଚ୍ଛା କରୁ ନାହିଁ; ମୋହର ଆଶା ଯେ; ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ମୁଖାମୁଖି କଥାବାର୍ତ୍ତା କରିବି, ଯେପରି ଆମ୍ଭମାନଙ୍କ ଆନନ୍ଦ ସମ୍ପୂର୍ଣ୍ଣ ହେବ। 13 ତୁମ୍ଭର ମନୋନୀତା ଭଉଣୀର ସନ୍ତାନମାନେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି।
In Other Versions
2 John 1 in the ANGEFD
2 John 1 in the ANTPNG2D
2 John 1 in the AS21
2 John 1 in the BAGH
2 John 1 in the BBPNG
2 John 1 in the BBT1E
2 John 1 in the BDS
2 John 1 in the BEV
2 John 1 in the BHAD
2 John 1 in the BIB
2 John 1 in the BLPT
2 John 1 in the BNT
2 John 1 in the BNTABOOT
2 John 1 in the BNTLV
2 John 1 in the BOATCB
2 John 1 in the BOATCB2
2 John 1 in the BOBCV
2 John 1 in the BOCNT
2 John 1 in the BOECS
2 John 1 in the BOGWICC
2 John 1 in the BOHCB
2 John 1 in the BOHCV
2 John 1 in the BOHLNT
2 John 1 in the BOHNTLTAL
2 John 1 in the BOICB
2 John 1 in the BOILNTAP
2 John 1 in the BOITCV
2 John 1 in the BOKCV
2 John 1 in the BOKCV2
2 John 1 in the BOKHWOG
2 John 1 in the BOKSSV
2 John 1 in the BOLCB
2 John 1 in the BOLCB2
2 John 1 in the BOMCV
2 John 1 in the BONAV
2 John 1 in the BONCB
2 John 1 in the BONLT
2 John 1 in the BONUT2
2 John 1 in the BOPLNT
2 John 1 in the BOSCB
2 John 1 in the BOSNC
2 John 1 in the BOTLNT
2 John 1 in the BOVCB
2 John 1 in the BOYCB
2 John 1 in the BPBB
2 John 1 in the BPH
2 John 1 in the BSB
2 John 1 in the CCB
2 John 1 in the CUV
2 John 1 in the CUVS
2 John 1 in the DBT
2 John 1 in the DGDNT
2 John 1 in the DHNT
2 John 1 in the DNT
2 John 1 in the ELBE
2 John 1 in the EMTV
2 John 1 in the ESV
2 John 1 in the FBV
2 John 1 in the FEB
2 John 1 in the GGMNT
2 John 1 in the GNT
2 John 1 in the HARY
2 John 1 in the HNT
2 John 1 in the IRVA
2 John 1 in the IRVB
2 John 1 in the IRVG
2 John 1 in the IRVH
2 John 1 in the IRVK
2 John 1 in the IRVM
2 John 1 in the IRVM2
2 John 1 in the IRVP
2 John 1 in the IRVT
2 John 1 in the IRVT2
2 John 1 in the IRVU
2 John 1 in the ISVN
2 John 1 in the JSNT
2 John 1 in the KAPI
2 John 1 in the KBT1ETNIK
2 John 1 in the KBV
2 John 1 in the KJV
2 John 1 in the KNFD
2 John 1 in the LBA
2 John 1 in the LBLA
2 John 1 in the LNT
2 John 1 in the LSV
2 John 1 in the MAAL
2 John 1 in the MBV
2 John 1 in the MBV2
2 John 1 in the MHNT
2 John 1 in the MKNFD
2 John 1 in the MNG
2 John 1 in the MNT
2 John 1 in the MNT2
2 John 1 in the MRS1T
2 John 1 in the NAA
2 John 1 in the NASB
2 John 1 in the NBLA
2 John 1 in the NBS
2 John 1 in the NBVTP
2 John 1 in the NET2
2 John 1 in the NIV11
2 John 1 in the NNT
2 John 1 in the NNT2
2 John 1 in the NNT3
2 John 1 in the PDDPT
2 John 1 in the PFNT
2 John 1 in the RMNT
2 John 1 in the SBIAS
2 John 1 in the SBIBS
2 John 1 in the SBIBS2
2 John 1 in the SBICS
2 John 1 in the SBIDS
2 John 1 in the SBIGS
2 John 1 in the SBIHS
2 John 1 in the SBIIS
2 John 1 in the SBIIS2
2 John 1 in the SBIIS3
2 John 1 in the SBIKS
2 John 1 in the SBIKS2
2 John 1 in the SBIMS
2 John 1 in the SBIOS
2 John 1 in the SBIPS
2 John 1 in the SBISS
2 John 1 in the SBITS
2 John 1 in the SBITS2
2 John 1 in the SBITS3
2 John 1 in the SBITS4
2 John 1 in the SBIUS
2 John 1 in the SBIVS
2 John 1 in the SBT
2 John 1 in the SBT1E
2 John 1 in the SCHL
2 John 1 in the SNT
2 John 1 in the SUSU
2 John 1 in the SUSU2
2 John 1 in the SYNO
2 John 1 in the TBIAOTANT
2 John 1 in the TBT1E
2 John 1 in the TBT1E2
2 John 1 in the TFTIP
2 John 1 in the TFTU
2 John 1 in the TGNTATF3T
2 John 1 in the THAI
2 John 1 in the TNFD
2 John 1 in the TNT
2 John 1 in the TNTIK
2 John 1 in the TNTIL
2 John 1 in the TNTIN
2 John 1 in the TNTIP
2 John 1 in the TNTIZ
2 John 1 in the TOMA
2 John 1 in the TTENT
2 John 1 in the UBG
2 John 1 in the UGV
2 John 1 in the UGV2
2 John 1 in the UGV3
2 John 1 in the VBL
2 John 1 in the VDCC
2 John 1 in the YALU
2 John 1 in the YAPE
2 John 1 in the YBVTP
2 John 1 in the ZBP