2 John 1 (SNT)
1 ପାର୍ଚିନ୍ ଜଅନ୍ଜେ ମୁଇ ଏ ଚିଟି ଲେକ୍ଲିନି । ଏ ଚିଟି ଆମର୍ ଆଲାଦର୍ ବଇନି ଆରି ତାର୍ ପିଲାମନର୍ପାଇ । ମୁଇ ସତଇସେ ତମ୍କେ ସବୁଲକ୍ମନ୍କେ ଆଲାଦ୍ କଲିନି । ଆରି ମୁଇସେ ନାଇ, ସତ୍ ବିସଇ ଜାନିରଇବା ସବୁଲକ୍ ମିସା । 2 ଆମେ ସତ୍ ବିସଇ ଜାନିରଇଲାର୍ପାଇ ତମ୍କେ ଆଲାଦ୍ କଲିନି । ଆରି କାଲ୍କାଲ୍ ଜୁଗ୍ଜୁଗ୍ ପାଇ, ସେ ସତ୍ ବିସଇ ଜାନିରଇବୁ । 3 ଆମର୍ ବାବା ପର୍ମେସର୍ ଆରି ତାର୍ ପଅ ଜିସୁକିରିସ୍ଟ ଆମ୍କେ ଆସିର୍ବାଦ୍ କରି ଦୟା ଦେକାଅ ଆରି ସାନ୍ତି ଆରି ସତ୍ସଙ୍ଗ୍ ବଁଚ୍ବାକେ ଦେଅ । ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରା । 4 ଆମର୍ ବାବା ପର୍ମେସର୍ ଆମ୍କେ ତିଆର୍ଲାପାରା ତମର୍ କେତେଟା ପିଲାଟକିମନ୍ ତାର୍ ସତ୍ବାଟେ ଇଣ୍ଡ୍ଲାଇନି ବଲି ସୁନିକରି ମୁଇ ବେସି ସାର୍ଦା ଅଇଲି । 5 ଏବେ ଆରି ମର୍ ଆଲାଦର୍ ବଇନି, ମୁଇ ତକେ ଗଟେକ୍ ବିସଇ କର୍ବାକେ କଇବି । ଗଟେକ୍ ନୁଆ ଆଦେସ୍ କର୍ ବଲି କଇନାଇ । ମାତର୍ କିରିସ୍ଟ ସଙ୍ଗ୍ ଜିବାକେ ଆରାମ୍ କର୍ବା ବେଲେଅନି ଏଟା ଆମେ ସୁନି ଆଇଲୁନି । ମୁଇ ମାଙ୍ଗ୍ଲିନି ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରା । 6 ଏ ଆଲାଦର୍ ଅରତ୍ ଅଇଲାନି ଆମେ ପର୍ମେସରର୍ ଆଦେସ୍ ସବୁ ମାନ୍ବାର୍ ଆଚେ । କିରିସ୍ଟ ସଙ୍ଗ୍ ଜିବାକେ ଆରାମ୍ କର୍ବା ବେଲେଅନି ଏଟା ଆମେ ସୁନି ଆଇଲୁନି । ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରା । 7 କାଇକେ ବଇଲେ ମୁଇ ଏନ୍ତିବଲି କଇଲିନିଜେ ସତ୍ ନ ରଇବା ବିସଇ ସିକାଇକରି ଲକ୍ମନ୍କେ ନାଡାଇବା ବେସି ଲକ୍ ଗୁଲାଇବାଟେ ଆଚତ୍ । ଜିସୁକିରିସ୍ଟ ନର୍ରୁପ୍ ଦାରି ଏ ଜଗତେ ଆସେନାଇ ବଲି ସେମନ୍ କଇବାଇ । ଜଦି କେ ମିସା ସେନ୍ତାରି କଇଲେ, ସେ ଲକ୍ମନ୍କେ ନାଡାଇବା କିରିସ୍ଟର୍ ବିରଦି । 8 ଲକ୍ମନ୍ ତମ୍କେ ନାଡାଇ ନାପାରତ୍, ତମେ ଜାଗରତ୍ସଙ୍ଗ୍ ରଇବାର୍ ଆଚେ । ଜେନ୍ତାର୍କି ପର୍ମେସର୍କେ କର୍ବା ତମର୍ ସେବା କାମ୍ ବେକାର୍ ନ ଅ । ମାତର୍ ତମର୍ ସେବାକାମର୍ ପାଇ ପର୍ମେସର୍ ତମ୍କେ ପୁରାପୁରୁନ୍ ଅଇତେ ଇନାମ୍ ଦେଇସି । 9 ଜଦି କେ କିରିସ୍ଟ ସିକାଇଲା ବିସଇ ବିସ୍ବାସ୍ ନ କରେ, ଆରି ତାର୍ ସିକିଆର୍ ସଙ୍ଗ୍ ତାର୍ ନିଜର୍ଟା ମିସାଇଲେ, ସେ କିରିସ୍ଟର୍ ସଙ୍ଗ୍ ମିସେନାଇ । ମାତର୍ କେ ଜଦି କିରିସ୍ଟ ସିକାଇଲା ବିସଇ ବିସ୍ବାସ୍ କର୍ତେରଇସି, ସେ ବାବା ପର୍ମେସର୍ ସଙ୍ଗ୍ ଆରି ତାର୍ ପଅ ଜିସୁକିରିସ୍ଟ ସଙ୍ଗ୍ ମିସ୍ଲାଆଚେ । 10 ତେବର୍ପାଇ କେ ଜଦି ତମର୍ଟାନେ ଆସି, କିରିସ୍ଟ ସିକାଇରଇବା ବିସଇତେଇଅନି ବିନ୍ ବିସଇ କଇଲେ, ତାକେ ତମର୍ ଗରେ ମୁଲ୍କେ ଡାକିନିଆ ନାଇ, କି ସଙ୍ଗର୍ ବିସ୍ବାସି ଇସାବେ ଜୁଆର୍ବିଆର୍ କରାନାଇ । 11 ଜଦି କେ ମିସା ସେନ୍ତାରି ଲକ୍କେ ଜୁଆର୍ବିଆର୍ କର୍ସି, ସେ ବୁଲ୍ ସିକାଉର୍ ସଙ୍ଗ୍ ମିସିକରି ତାର୍ କାରାପ୍ କାମେ ମିସ୍ଲାନି । 12 ମୁଇ ତମ୍କେ ବେସି ବିସଇ ଲେକ୍ବାକେ ମନ୍ କଲିନି, ମାତର୍ ଚିଟିଟାନେ ଲେକ୍ବାକେ ମନ୍ କରିନାଇ । ତାର୍ବାଦୁଲେ ଆସିକରି ତମର୍ ମୁଆଟେ କାତା ଅଇବି । ତେବେ ଆମେ ପୁରାପୁରୁନ୍ ସାର୍ଦା ଅଇବୁ । 13 ପର୍ମେସର୍ ବାଚିରଇବା ବଇନିର୍ ପିଲାମନ୍, ତମ୍କେ ଜୁଆର୍ ଜାନାଇଲାଇନି ।
In Other Versions
2 John 1 in the ANGEFD
2 John 1 in the ANTPNG2D
2 John 1 in the AS21
2 John 1 in the BAGH
2 John 1 in the BBPNG
2 John 1 in the BBT1E
2 John 1 in the BDS
2 John 1 in the BEV
2 John 1 in the BHAD
2 John 1 in the BIB
2 John 1 in the BLPT
2 John 1 in the BNT
2 John 1 in the BNTABOOT
2 John 1 in the BNTLV
2 John 1 in the BOATCB
2 John 1 in the BOATCB2
2 John 1 in the BOBCV
2 John 1 in the BOCNT
2 John 1 in the BOECS
2 John 1 in the BOGWICC
2 John 1 in the BOHCB
2 John 1 in the BOHCV
2 John 1 in the BOHLNT
2 John 1 in the BOHNTLTAL
2 John 1 in the BOICB
2 John 1 in the BOILNTAP
2 John 1 in the BOITCV
2 John 1 in the BOKCV
2 John 1 in the BOKCV2
2 John 1 in the BOKHWOG
2 John 1 in the BOKSSV
2 John 1 in the BOLCB
2 John 1 in the BOLCB2
2 John 1 in the BOMCV
2 John 1 in the BONAV
2 John 1 in the BONCB
2 John 1 in the BONLT
2 John 1 in the BONUT2
2 John 1 in the BOPLNT
2 John 1 in the BOSCB
2 John 1 in the BOSNC
2 John 1 in the BOTLNT
2 John 1 in the BOVCB
2 John 1 in the BOYCB
2 John 1 in the BPBB
2 John 1 in the BPH
2 John 1 in the BSB
2 John 1 in the CCB
2 John 1 in the CUV
2 John 1 in the CUVS
2 John 1 in the DBT
2 John 1 in the DGDNT
2 John 1 in the DHNT
2 John 1 in the DNT
2 John 1 in the ELBE
2 John 1 in the EMTV
2 John 1 in the ESV
2 John 1 in the FBV
2 John 1 in the FEB
2 John 1 in the GGMNT
2 John 1 in the GNT
2 John 1 in the HARY
2 John 1 in the HNT
2 John 1 in the IRVA
2 John 1 in the IRVB
2 John 1 in the IRVG
2 John 1 in the IRVH
2 John 1 in the IRVK
2 John 1 in the IRVM
2 John 1 in the IRVM2
2 John 1 in the IRVO
2 John 1 in the IRVP
2 John 1 in the IRVT
2 John 1 in the IRVT2
2 John 1 in the IRVU
2 John 1 in the ISVN
2 John 1 in the JSNT
2 John 1 in the KAPI
2 John 1 in the KBT1ETNIK
2 John 1 in the KBV
2 John 1 in the KJV
2 John 1 in the KNFD
2 John 1 in the LBA
2 John 1 in the LBLA
2 John 1 in the LNT
2 John 1 in the LSV
2 John 1 in the MAAL
2 John 1 in the MBV
2 John 1 in the MBV2
2 John 1 in the MHNT
2 John 1 in the MKNFD
2 John 1 in the MNG
2 John 1 in the MNT
2 John 1 in the MNT2
2 John 1 in the MRS1T
2 John 1 in the NAA
2 John 1 in the NASB
2 John 1 in the NBLA
2 John 1 in the NBS
2 John 1 in the NBVTP
2 John 1 in the NET2
2 John 1 in the NIV11
2 John 1 in the NNT
2 John 1 in the NNT2
2 John 1 in the NNT3
2 John 1 in the PDDPT
2 John 1 in the PFNT
2 John 1 in the RMNT
2 John 1 in the SBIAS
2 John 1 in the SBIBS
2 John 1 in the SBIBS2
2 John 1 in the SBICS
2 John 1 in the SBIDS
2 John 1 in the SBIGS
2 John 1 in the SBIHS
2 John 1 in the SBIIS
2 John 1 in the SBIIS2
2 John 1 in the SBIIS3
2 John 1 in the SBIKS
2 John 1 in the SBIKS2
2 John 1 in the SBIMS
2 John 1 in the SBIOS
2 John 1 in the SBIPS
2 John 1 in the SBISS
2 John 1 in the SBITS
2 John 1 in the SBITS2
2 John 1 in the SBITS3
2 John 1 in the SBITS4
2 John 1 in the SBIUS
2 John 1 in the SBIVS
2 John 1 in the SBT
2 John 1 in the SBT1E
2 John 1 in the SCHL
2 John 1 in the SUSU
2 John 1 in the SUSU2
2 John 1 in the SYNO
2 John 1 in the TBIAOTANT
2 John 1 in the TBT1E
2 John 1 in the TBT1E2
2 John 1 in the TFTIP
2 John 1 in the TFTU
2 John 1 in the TGNTATF3T
2 John 1 in the THAI
2 John 1 in the TNFD
2 John 1 in the TNT
2 John 1 in the TNTIK
2 John 1 in the TNTIL
2 John 1 in the TNTIN
2 John 1 in the TNTIP
2 John 1 in the TNTIZ
2 John 1 in the TOMA
2 John 1 in the TTENT
2 John 1 in the UBG
2 John 1 in the UGV
2 John 1 in the UGV2
2 John 1 in the UGV3
2 John 1 in the VBL
2 John 1 in the VDCC
2 John 1 in the YALU
2 John 1 in the YAPE
2 John 1 in the YBVTP
2 John 1 in the ZBP