Job 39 (IRVO)

1 ତୁମ୍ଭେ କି ଶୈଳବାସିନୀ ବନ୍ୟ ଛାଗୀର ପ୍ରସବକାଳ ଜାଣ?ଅବା ହରିଣୀର ପ୍ରସବରୀତି ନିର୍ଣ୍ଣୟ କରିପାର? 2 ତୁମ୍ଭେ କି ସେମାନଙ୍କର ଗର୍ଭମାସ ଗଣନା କରିପାର?ସେମାନଙ୍କର ପ୍ରସବ-ସମୟ କି ତୁମ୍ଭେ ଜାଣ? 3 ସେମାନେ ନଇଁ ପଡ଼ିଲେ, ଛୁଆ ପ୍ରସବ କରିଆପଣା ଦୁଃଖ ଦୂର କରନ୍ତି। 4 ସେମାନଙ୍କ ଛୁଆମାନେ ହୃଷ୍ଟପୁଷ୍ଟ ହୁଅନ୍ତି, ମେଲା ପଦାରେ ବଢ଼ନ୍ତି;ସେମାନେ ବାହାରିଯାଇ ଆସନ୍ତି ନାହିଁ। 5 କିଏ ବନ୍ୟ ଗର୍ଦ୍ଦଭକୁ ସ୍ୱାଧୀନ କରି ଛାଡ଼ି ଦେଇଅଛି?ଅବା କିଏ ବନ୍ୟ ଗର୍ଦ୍ଦଭର ବନ୍ଧନ ମୁକ୍ତ କରିଅଛି? 6 ଆମ୍ଭେ ବନକୁ ତାହାର ଗୃହଓ ଲବଣ ଭୂମିକୁ ତାହାର ନିବାସ ସ୍ଥାନ କରିଅଛୁ। 7 ସେ ନଗରର ଚହଳ ତୁଚ୍ଛ କରେ,କିଅବା ଅଡ଼ାଇବା ଲୋକର ଉଚ୍ଚ ଶବ୍ଦ ଶୁଣେ ନାହିଁ। 8 ପର୍ବତଶ୍ରେଣୀ ତାହାର ଚରାସ୍ଥାନଓ ସେ ସର୍ବପ୍ରକାର ସତେଜ ତୃଣାଦି ଅନ୍ଵେଷଣ କରେ। 9 ଅରଣା ଷଣ୍ଢ କି ତୁମ୍ଭର ସେବା କରିବାକୁ ସନ୍ତୁଷ୍ଟ ହେବ?ଅବା ସେ କି ତୁମ୍ଭ କୁଣ୍ଡ ପାଖରେ ରହିବ? 10 ତୁମ୍ଭେ କି ଅରଣା ଷଣ୍ଢକୁ ତାହାର ବନ୍ଧନରେ ବାନ୍ଧି ଲଙ୍ଗଳଶିଆରରେ ଚଳାଇପାର?ଅବା ସେ କି ତୁମ୍ଭ ପଛେ ପଛେ ଉପତ୍ୟକାରେ ମଇ ଦେବ? 11 ତାହାର ବହୁତ ବଳ ଥିବାରୁ ତୁମ୍ଭେ କି ତାହାକୁ ବିଶ୍ୱାସ କରିବ?ଅବା ତୁମ୍ଭେ କି ଆପଣା କର୍ମ ତାହାକୁ ସମର୍ପଣ କରିବ? 12 ସେ ତୁମ୍ଭ ଶସ୍ୟ ଗୃହକୁ ଆଣିବଓ ତୁମ୍ଭ ଖଳାର ଶସ୍ୟ ସଂଗ୍ରହ କରିବ ବୋଲି କି ତୁମ୍ଭେ ତାହାଠାରେ ନିର୍ଭର କରିବ? 13 ଓଟପକ୍ଷୀଣୀର ପକ୍ଷ ଉଲ୍ଲାସ କରେ;ମାତ୍ର ତାହାର ଡେଣା ଓ ପର କି ସ୍ନେହଶୀଳ? 14 କାରଣ ସେ ଭୂମିରେ ଆପଣା ଅଣ୍ଡା ଛାଡ଼େଓ ଧୂଳିରେ ତାହା ଉଷ୍ଣ କରେ, 15 ଆଉ ପାଦରେ ତାହା ଭଗ୍ନଅବା ବନ୍ୟ ପଶୁ ଦ୍ୱାରା ତାହା ଦଳିତ ହେବ ବୋଲି ପାସୋରି ଯାଏ। 16 ତାହାର ଛୁଆମାନେ ତାହାର ନିଜର ନ ଥିଲା ପରି ସେ ସେମାନଙ୍କ ପ୍ରତି ନିର୍ଦ୍ଦୟ ହୁଏ;ତାହାର ପ୍ରସବବେଦନା ବିଫଳ ହେଲେ ହେଁ ସେ ନିଶ୍ଚିନ୍ତ ଥାଏ; 17 କାରଣ ପରମେଶ୍ୱର ତାହାକୁ ଜ୍ଞାନରହିତ କରିଅଛନ୍ତି,ଅଥବା ସେ ତାହାକୁ ବୁଦ୍ଧି ଦେଇ ନାହାନ୍ତି। 18 ସେ ଉପରକୁ ଉଠିଲେ,ଅଶ୍ୱ ଓ ଅଶ୍ୱାରୋହୀକି ପରିହାସ କରେ। 19 ତୁମ୍ଭେ କି ଅଶ୍ୱକୁ ତାହାର ବିକ୍ରମ ଦେଇଅଛ?ତୁମ୍ଭେ କି କମ୍ପମାନ କେଶରରେ ତାହାର ଗ୍ରୀବାଦେଶ ଭୂଷିତ କରିଅଛ? 20 ତୁମ୍ଭେ କି ତାହାକୁ ପଙ୍ଗପାଳ ପରି କୁଦିବାକୁ ଦେଇଅଛ?ତାହାର ନାସାଶବ୍ଦର ତେଜ ଭୟାନକ। 21 ସେ ଉପତ୍ୟକାରେ ଖୁରା ମାରେ ଓ ଆପଣା ବଳରେ ଆନନ୍ଦ କରନ୍ତେସେ ସସଜ୍ଜ ଯୋଦ୍ଧାମାନଙ୍କୁ ଭେଟିବାକୁ ଯାଏ। 22 ସେ ଭୟକୁ ପରିହାସ କରେ ଓ ଉଦ୍‍ବିଗ୍ନ ହୁଏ ନାହିଁ;କିଅବା ଖଡ୍ଗ ସମ୍ମୁଖରୁ ଫେରେ ନାହିଁ। 23 ତୂଣ, ଝଲମଲ ବର୍ଚ୍ଛାଓ ଶୂଳ ତାହା ପ୍ରତିକୂଳରେ ଝନ୍‍ଝନ୍‍ ଶବ୍ଦ କରେ। 24 ସେ ପ୍ରଚଣ୍ଡତା ଓ କ୍ରୋଧରେ ଭୂମି ଗ୍ରାସି ପକାଏ;କିଅବା ଏହା ତୂରୀ ଶବ୍ଦ ବୋଲି ବିଶ୍ୱାସ କରେ ନାହିଁ। 25 ଯେତେ ଥର ତୂରୀ ବାଜେ, ସେତେଥର ସେ ହିଁ ହିଁ ଶବ୍ଦ କରେ!ଓ ସେ ଦୂରରୁ ସଂଗ୍ରାମର,ସେନାପତିମାନଙ୍କର ହୁଙ୍କାର ଓ ସିଂହନାଦର ଗନ୍ଧ ପାଏ। 26 ତୁମ୍ଭ ଜ୍ଞାନରେ କି ବାଜପକ୍ଷୀ ଉପରକୁ ଉଡ଼େଓ ଦକ୍ଷିଣ ଦିଗକୁ ଆପଣା ପକ୍ଷ ବିସ୍ତାର କରେ? 27 ଉତ୍କ୍ରୋଶ ପକ୍ଷୀ ତୁମ୍ଭ ଆଜ୍ଞାରେ କି ଉପରକୁ ଉଠେଓ ଊର୍ଦ୍ଧ୍ୱରେ ଆପଣା ବସା କରେ? 28 ସେ ଶୈଳରେ ବାସ କରେ, ସେଠାରେ ତାହାର ବସା,ସେ ଶୈଳାଗ୍ରରେ ଓ ଦୁର୍ଗମ ସ୍ଥାନରେ ଥାଏ। 29 ସେଠାରୁ ସେ ଶିକାର ନିରୀକ୍ଷଣ କରେ;ତାହାର ଚକ୍ଷୁ ଦୂରରୁ ତାହା ଦେଖେ। 30 ତାହାର ଛୁଆମାନେ ମଧ୍ୟ ରକ୍ତ ଚୁଷନ୍ତି;ଯେଉଁଠାରେ ହତ ଲୋକ, ସେହିଠାରେ ସେ ଥାଏ।”

In Other Versions

Job 39 in the ANGEFD

Job 39 in the ANTPNG2D

Job 39 in the AS21

Job 39 in the BAGH

Job 39 in the BBPNG

Job 39 in the BBT1E

Job 39 in the BDS

Job 39 in the BEV

Job 39 in the BHAD

Job 39 in the BIB

Job 39 in the BLPT

Job 39 in the BNT

Job 39 in the BNTABOOT

Job 39 in the BNTLV

Job 39 in the BOATCB

Job 39 in the BOATCB2

Job 39 in the BOBCV

Job 39 in the BOCNT

Job 39 in the BOECS

Job 39 in the BOGWICC

Job 39 in the BOHCB

Job 39 in the BOHCV

Job 39 in the BOHLNT

Job 39 in the BOHNTLTAL

Job 39 in the BOICB

Job 39 in the BOILNTAP

Job 39 in the BOITCV

Job 39 in the BOKCV

Job 39 in the BOKCV2

Job 39 in the BOKHWOG

Job 39 in the BOKSSV

Job 39 in the BOLCB

Job 39 in the BOLCB2

Job 39 in the BOMCV

Job 39 in the BONAV

Job 39 in the BONCB

Job 39 in the BONLT

Job 39 in the BONUT2

Job 39 in the BOPLNT

Job 39 in the BOSCB

Job 39 in the BOSNC

Job 39 in the BOTLNT

Job 39 in the BOVCB

Job 39 in the BOYCB

Job 39 in the BPBB

Job 39 in the BPH

Job 39 in the BSB

Job 39 in the CCB

Job 39 in the CUV

Job 39 in the CUVS

Job 39 in the DBT

Job 39 in the DGDNT

Job 39 in the DHNT

Job 39 in the DNT

Job 39 in the ELBE

Job 39 in the EMTV

Job 39 in the ESV

Job 39 in the FBV

Job 39 in the FEB

Job 39 in the GGMNT

Job 39 in the GNT

Job 39 in the HARY

Job 39 in the HNT

Job 39 in the IRVA

Job 39 in the IRVB

Job 39 in the IRVG

Job 39 in the IRVH

Job 39 in the IRVK

Job 39 in the IRVM

Job 39 in the IRVM2

Job 39 in the IRVP

Job 39 in the IRVT

Job 39 in the IRVT2

Job 39 in the IRVU

Job 39 in the ISVN

Job 39 in the JSNT

Job 39 in the KAPI

Job 39 in the KBT1ETNIK

Job 39 in the KBV

Job 39 in the KJV

Job 39 in the KNFD

Job 39 in the LBA

Job 39 in the LBLA

Job 39 in the LNT

Job 39 in the LSV

Job 39 in the MAAL

Job 39 in the MBV

Job 39 in the MBV2

Job 39 in the MHNT

Job 39 in the MKNFD

Job 39 in the MNG

Job 39 in the MNT

Job 39 in the MNT2

Job 39 in the MRS1T

Job 39 in the NAA

Job 39 in the NASB

Job 39 in the NBLA

Job 39 in the NBS

Job 39 in the NBVTP

Job 39 in the NET2

Job 39 in the NIV11

Job 39 in the NNT

Job 39 in the NNT2

Job 39 in the NNT3

Job 39 in the PDDPT

Job 39 in the PFNT

Job 39 in the RMNT

Job 39 in the SBIAS

Job 39 in the SBIBS

Job 39 in the SBIBS2

Job 39 in the SBICS

Job 39 in the SBIDS

Job 39 in the SBIGS

Job 39 in the SBIHS

Job 39 in the SBIIS

Job 39 in the SBIIS2

Job 39 in the SBIIS3

Job 39 in the SBIKS

Job 39 in the SBIKS2

Job 39 in the SBIMS

Job 39 in the SBIOS

Job 39 in the SBIPS

Job 39 in the SBISS

Job 39 in the SBITS

Job 39 in the SBITS2

Job 39 in the SBITS3

Job 39 in the SBITS4

Job 39 in the SBIUS

Job 39 in the SBIVS

Job 39 in the SBT

Job 39 in the SBT1E

Job 39 in the SCHL

Job 39 in the SNT

Job 39 in the SUSU

Job 39 in the SUSU2

Job 39 in the SYNO

Job 39 in the TBIAOTANT

Job 39 in the TBT1E

Job 39 in the TBT1E2

Job 39 in the TFTIP

Job 39 in the TFTU

Job 39 in the TGNTATF3T

Job 39 in the THAI

Job 39 in the TNFD

Job 39 in the TNT

Job 39 in the TNTIK

Job 39 in the TNTIL

Job 39 in the TNTIN

Job 39 in the TNTIP

Job 39 in the TNTIZ

Job 39 in the TOMA

Job 39 in the TTENT

Job 39 in the UBG

Job 39 in the UGV

Job 39 in the UGV2

Job 39 in the UGV3

Job 39 in the VBL

Job 39 in the VDCC

Job 39 in the YALU

Job 39 in the YAPE

Job 39 in the YBVTP

Job 39 in the ZBP