Zephaniah 1 (IRVO)

1 ଆମୋନ୍‍ଙ୍କ ପୁତ୍ର ଯିହୁଦାର ରାଜା ଯୋଶୀୟର ଅଧିକାର ସମୟରେ, ହିଜକୀୟଙ୍କ ବୃଦ୍ଧ ପ୍ରପୌତ୍ର, ଅମରୀୟଙ୍କ ପ୍ରପୌତ୍ର, ଗଦଲୀୟଙ୍କ ପୌତ୍ର, କୂଶୀଙ୍କ ପୁତ୍ର ସଫନୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। 2 ସଦାପ୍ରଭୁ କହନ୍ତି, “ଆମ୍ଭେ ଭୂମିରୁ ସମଗ୍ର ବସ୍ତୁ ନିଃଶେଷ ରୂପେ ସଂହାର କରିବା,” 3 “ଆମ୍ଭେ ମନୁଷ୍ୟ ଓ ପଶୁଗଣକୁ ସଂହାର କରିବା; ଆମ୍ଭେ ଆକାଶର ପକ୍ଷୀଗଣକୁ, ସମୁଦ୍ରର ମତ୍ସ୍ୟଗଣକୁଓ ଦୁଷ୍ଟଗଣ ସହିତ ବିଘ୍ନସକଳ ସଂହାର କରିବା;ଆଉ, ଆମ୍ଭେ ଭୂମିରୁ ମନୁଷ୍ୟକୁ ଉଚ୍ଛିନ୍ନ କରିବା,” ଏହା ସଦାପ୍ରଭୁ କହନ୍ତି। 4 ପୁଣି, “ଆମ୍ଭେ ଯିହୁଦାର ବିରୁଦ୍ଧରେ ଓ ଯିରୂଶାଲମର ନିବସୀସକଳର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା;ଆମ୍ଭେ ଏହି ସ୍ଥାନରୁ ବାଲ୍‍ର ଅବଶିଷ୍ଟାଂଶକୁ ଓ ଯାଜକଗଣ ସହିତ ପୁରୋହିତମାନଙ୍କର ନାମ; 5 ଆଉ, ଯେଉଁମାନେ ଛାତ ଉପରେ ଆକାଶର ବାହିନୀକୁ ପ୍ରଣାମ କରନ୍ତିଓ ଯେଉଁମାନେ ସଦାପ୍ରଭୁଙ୍କ ନିକଟରେ ଶପଥ କରନ୍ତି ଓ ମାଲ୍‍କମ୍‍ ନାମରେ ଶପଥ କରି ପ୍ରଣାମ କରନ୍ତି; 6 ଆଉ, ଯେଉଁମାନେ ସଦାପ୍ରଭୁଙ୍କ ପଶ୍ଚାତ୍‍ଗମନରୁ ବିମୁଖ ହୋଇଅଛନ୍ତି; ପୁଣି, ଯେଉଁମାନେ ସଦାପ୍ରଭୁଙ୍କର ଅନ୍ଵେଷଣ କରି ନାହାନ୍ତି, କିଅବା ତାହାଙ୍କର ଅନୁସନ୍ଧାନ କରି ନାହାନ୍ତି, ସେସମସ୍ତଙ୍କୁ ଆମ୍ଭେ ଉଚ୍ଛିନ୍ନ କରିବା।” 7 ତୁମ୍ଭେ ପ୍ରଭୁ ସଦାପ୍ରଭୁଙ୍କ ଛାମୁରେ ନୀରବ ହୁଅ; କାରଣ ସଦାପ୍ରଭୁଙ୍କର ଦିନ ସନ୍ନିକଟ;କାରଣ ସଦାପ୍ରଭୁ ଏକ ଯଜ୍ଞର ଆୟୋଜନ କରିଅଛନ୍ତି, ସେ ଆପଣା ନିମନ୍ତ୍ରିତଗଣକୁ ପବିତ୍ର କରିଅଛନ୍ତି। 8 ପୁଣି, ସଦାପ୍ରଭୁଙ୍କର ସେହି ଯଜ୍ଞ ଦିନ“ଆମ୍ଭେ ଅଧିପତିଗଣକୁ ଓ ରାଜପୁତ୍ରଗଣକୁଓ ବିଦେଶୀୟ ବସ୍ତ୍ରରେ ବସ୍ତ୍ରାନ୍ୱିତ ସମସ୍ତଙ୍କୁ ଦଣ୍ଡ ଦେବା। 9 ଆଉ, ଯେଉଁମାନେ ଚୌକାଠ ଡେଇଁ କରି ଯାʼନ୍ତି, ଯେଉଁମାନେ ଆପଣାମାନଙ୍କ କର୍ତ୍ତାର ଗୃହ ଦୌରାତ୍ମ୍ୟରେଓ ପ୍ରବଞ୍ଚନାରେ ପରିପୂର୍ଣ୍ଣ କରନ୍ତି, ସେସମସ୍ତଙ୍କୁ ଆମ୍ଭେ ସେହି ଦିନ ଦଣ୍ଡ ଦେବା।” 10 ପୁଣି, ସଦାପ୍ରଭୁ କହନ୍ତି, “ସେହି ଦିନମତ୍ସ୍ୟଦ୍ୱାରଠାରୁ କ୍ରନ୍ଦନର ଶବ୍ଦ ଓ (ନଗରର) ଦ୍ୱିତୀୟ ବିଭାଗଠାରୁ ହାହାକାର ଶବ୍ଦଓ ଉପପର୍ବତଗଣରୁ ମହାଭଙ୍ଗର ଶବ୍ଦ ଶୁଣାଯିବ। 11 ହେ ମକ୍ତେଶ ନିବାସୀଗଣ, ତୁମ୍ଭେମାନେ ହାହାକାର କର,କାରଣ କିଣାନର ଲୋକ ସମସ୍ତେ ବିନଷ୍ଟ ହୋଇଅଛନ୍ତି ଓ ରୌପ୍ୟ ବାହକ ସମସ୍ତେ ଉଚ୍ଛିନ୍ନ ହୋଇଅଛନ୍ତି। 12 ପୁଣି, ସେହି ସମୟରେ ଆମ୍ଭେ ପ୍ରଦୀପ ଜ୍ୱଳାଇ ଯିରୂଶାଲମର ଅନ୍ଵେଷଣ କରିବା;ଆଉ, ଯେଉଁମାନେ ଆପଣା ଆପଣା ମଳ ଉପରେ ସୁସ୍ଥିର ହୋଇ ବସିଅଛନ୍ତି ଓ ମନେ ମନେ କହନ୍ତି,ସଦାପ୍ରଭୁ ମଙ୍ଗଳ କରିବେ ନାହିଁ କିଅବା ଅମଙ୍ଗଳ କରିବେ ନାହିଁ, ସେମାନଙ୍କୁ ଆମ୍ଭେ ଦଣ୍ଡ ଦେବା। 13 ପୁଣି, ସେମାନଙ୍କର ସମ୍ପତ୍ତି ଲୁଟିତ ହେବ ଓ ସେମାନଙ୍କର ଗୃହ ଧ୍ୱଂସସ୍ଥାନ ହେବ;ଆହୁରି ସେମାନେ ଗୃହ ନିର୍ମାଣ କରିବେ, ମାତ୍ର ତହିଁରେ ବାସ କରିବେ ନାହିଁ; ଆଉ, ସେମାନେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବେ, ମାତ୍ର ତହିଁରୁ ଦ୍ରାକ୍ଷାରସ ପାନ କରିବେ ନାହିଁ।” 14 ସଦାପ୍ରଭୁଙ୍କର ମହାଦିନ ନିକଟବର୍ତ୍ତୀ, ତାହା ଅର୍ଥାତ୍‍,ସଦାପ୍ରଭୁଙ୍କର ଦିନର ଶବ୍ଦ ନିକଟବର୍ତ୍ତୀ ଓ ଅତି ଶୀଘ୍ର ଆସୁଅଛି; ବୀରପୁରୁଷ ସେହି ସ୍ଥାନରେ ଅତିଶୟ ରୋଦନ କରୁଅଛି। 15 ସେହି ଦିନ କ୍ରୋଧର ଦିନ, ସଙ୍କଟ ଓ କ୍ଳେଶର ଦିନ,ଉଜାଡ଼ ଓ ସର୍ବନାଶର ଦିନ, ଅନ୍ଧକାର ଓ ଘୋର ତିମିରର ଦିନ,ମେଘ ଓ ନିବିଡ଼ ଅନ୍ଧକାରର ଦିନ, 16 ତୂରୀଧ୍ୱନି ଓ ଭୟାନକ ନାଦର ଦିନ, ତାହା ପ୍ରାଚୀର-ବେଷ୍ଟିତ ନଗରଓ ଉଚ୍ଚ ଚୂଡ଼ାସକଳର ବିପକ୍ଷରେ ଉପସ୍ଥିତ ହେବ। 17 ପୁଣି, ଆମ୍ଭେ ମନୁଷ୍ୟମାନଙ୍କ ଉପରେ ଦୁଃଖ ଘଟାଇବା, ତହିଁରେ ସେମାନେ ଅନ୍ଧ ଲୋକ ପରି ବୁଲିବେ,କାରଣ ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛନ୍ତି;ଆଉ, ସେମାନଙ୍କର ରକ୍ତ ଧୂଳି ପରି ଓ ସେମାନଙ୍କର ମାଂସ ମଳ ପରି ଢଳାଯିବ। 18 ପୁଣି, ସଦାପ୍ରଭୁଙ୍କ କ୍ରୋଧର ଦିନରେ ସେମାନଙ୍କର ରୂପା କିଅବା ସେମାନଙ୍କର ସୁନା ସେମାନଙ୍କୁ ଉଦ୍ଧାର କରି ପାରିବ ନାହିଁ;ମାତ୍ର ତାହାଙ୍କର ଅନ୍ତର୍ଜ୍ୱାଳାରୂପ ଅଗ୍ନିରେ ସମୁଦାୟ ଦେଶ ଗ୍ରାସିତ ହେବ;କାରଣ ସେ ଦେଶ ନିବାସୀ ସମସ୍ତଙ୍କୁ ନିଃଶେଷ କରିବେ, ହଁ, ଭୟାନକ ରୂପେ ନିଃଶେଷ କରିବେ।

In Other Versions

Zephaniah 1 in the ANGEFD

Zephaniah 1 in the ANTPNG2D

Zephaniah 1 in the AS21

Zephaniah 1 in the BAGH

Zephaniah 1 in the BBPNG

Zephaniah 1 in the BBT1E

Zephaniah 1 in the BDS

Zephaniah 1 in the BEV

Zephaniah 1 in the BHAD

Zephaniah 1 in the BIB

Zephaniah 1 in the BLPT

Zephaniah 1 in the BNT

Zephaniah 1 in the BNTABOOT

Zephaniah 1 in the BNTLV

Zephaniah 1 in the BOATCB

Zephaniah 1 in the BOATCB2

Zephaniah 1 in the BOBCV

Zephaniah 1 in the BOCNT

Zephaniah 1 in the BOECS

Zephaniah 1 in the BOGWICC

Zephaniah 1 in the BOHCB

Zephaniah 1 in the BOHCV

Zephaniah 1 in the BOHLNT

Zephaniah 1 in the BOHNTLTAL

Zephaniah 1 in the BOICB

Zephaniah 1 in the BOILNTAP

Zephaniah 1 in the BOITCV

Zephaniah 1 in the BOKCV

Zephaniah 1 in the BOKCV2

Zephaniah 1 in the BOKHWOG

Zephaniah 1 in the BOKSSV

Zephaniah 1 in the BOLCB

Zephaniah 1 in the BOLCB2

Zephaniah 1 in the BOMCV

Zephaniah 1 in the BONAV

Zephaniah 1 in the BONCB

Zephaniah 1 in the BONLT

Zephaniah 1 in the BONUT2

Zephaniah 1 in the BOPLNT

Zephaniah 1 in the BOSCB

Zephaniah 1 in the BOSNC

Zephaniah 1 in the BOTLNT

Zephaniah 1 in the BOVCB

Zephaniah 1 in the BOYCB

Zephaniah 1 in the BPBB

Zephaniah 1 in the BPH

Zephaniah 1 in the BSB

Zephaniah 1 in the CCB

Zephaniah 1 in the CUV

Zephaniah 1 in the CUVS

Zephaniah 1 in the DBT

Zephaniah 1 in the DGDNT

Zephaniah 1 in the DHNT

Zephaniah 1 in the DNT

Zephaniah 1 in the ELBE

Zephaniah 1 in the EMTV

Zephaniah 1 in the ESV

Zephaniah 1 in the FBV

Zephaniah 1 in the FEB

Zephaniah 1 in the GGMNT

Zephaniah 1 in the GNT

Zephaniah 1 in the HARY

Zephaniah 1 in the HNT

Zephaniah 1 in the IRVA

Zephaniah 1 in the IRVB

Zephaniah 1 in the IRVG

Zephaniah 1 in the IRVH

Zephaniah 1 in the IRVK

Zephaniah 1 in the IRVM

Zephaniah 1 in the IRVM2

Zephaniah 1 in the IRVP

Zephaniah 1 in the IRVT

Zephaniah 1 in the IRVT2

Zephaniah 1 in the IRVU

Zephaniah 1 in the ISVN

Zephaniah 1 in the JSNT

Zephaniah 1 in the KAPI

Zephaniah 1 in the KBT1ETNIK

Zephaniah 1 in the KBV

Zephaniah 1 in the KJV

Zephaniah 1 in the KNFD

Zephaniah 1 in the LBA

Zephaniah 1 in the LBLA

Zephaniah 1 in the LNT

Zephaniah 1 in the LSV

Zephaniah 1 in the MAAL

Zephaniah 1 in the MBV

Zephaniah 1 in the MBV2

Zephaniah 1 in the MHNT

Zephaniah 1 in the MKNFD

Zephaniah 1 in the MNG

Zephaniah 1 in the MNT

Zephaniah 1 in the MNT2

Zephaniah 1 in the MRS1T

Zephaniah 1 in the NAA

Zephaniah 1 in the NASB

Zephaniah 1 in the NBLA

Zephaniah 1 in the NBS

Zephaniah 1 in the NBVTP

Zephaniah 1 in the NET2

Zephaniah 1 in the NIV11

Zephaniah 1 in the NNT

Zephaniah 1 in the NNT2

Zephaniah 1 in the NNT3

Zephaniah 1 in the PDDPT

Zephaniah 1 in the PFNT

Zephaniah 1 in the RMNT

Zephaniah 1 in the SBIAS

Zephaniah 1 in the SBIBS

Zephaniah 1 in the SBIBS2

Zephaniah 1 in the SBICS

Zephaniah 1 in the SBIDS

Zephaniah 1 in the SBIGS

Zephaniah 1 in the SBIHS

Zephaniah 1 in the SBIIS

Zephaniah 1 in the SBIIS2

Zephaniah 1 in the SBIIS3

Zephaniah 1 in the SBIKS

Zephaniah 1 in the SBIKS2

Zephaniah 1 in the SBIMS

Zephaniah 1 in the SBIOS

Zephaniah 1 in the SBIPS

Zephaniah 1 in the SBISS

Zephaniah 1 in the SBITS

Zephaniah 1 in the SBITS2

Zephaniah 1 in the SBITS3

Zephaniah 1 in the SBITS4

Zephaniah 1 in the SBIUS

Zephaniah 1 in the SBIVS

Zephaniah 1 in the SBT

Zephaniah 1 in the SBT1E

Zephaniah 1 in the SCHL

Zephaniah 1 in the SNT

Zephaniah 1 in the SUSU

Zephaniah 1 in the SUSU2

Zephaniah 1 in the SYNO

Zephaniah 1 in the TBIAOTANT

Zephaniah 1 in the TBT1E

Zephaniah 1 in the TBT1E2

Zephaniah 1 in the TFTIP

Zephaniah 1 in the TFTU

Zephaniah 1 in the TGNTATF3T

Zephaniah 1 in the THAI

Zephaniah 1 in the TNFD

Zephaniah 1 in the TNT

Zephaniah 1 in the TNTIK

Zephaniah 1 in the TNTIL

Zephaniah 1 in the TNTIN

Zephaniah 1 in the TNTIP

Zephaniah 1 in the TNTIZ

Zephaniah 1 in the TOMA

Zephaniah 1 in the TTENT

Zephaniah 1 in the UBG

Zephaniah 1 in the UGV

Zephaniah 1 in the UGV2

Zephaniah 1 in the UGV3

Zephaniah 1 in the VBL

Zephaniah 1 in the VDCC

Zephaniah 1 in the YALU

Zephaniah 1 in the YAPE

Zephaniah 1 in the YBVTP

Zephaniah 1 in the ZBP