1 Peter 3 (SNT)

1 ସେନ୍ତାରିସେ ତମେ ବିବାଅଇ ରଇବା ଏ ମାଇଜିମନ୍‌, ନିଜର୍‌ ନିଜର୍‌ ମୁନୁସ୍‌ମନର୍‌ କାତାମାନିକରି ରୁଆ । କାଇକେବଇଲେ ତାକର୍‌ ବିତ୍‌ରେ କେ ଜଦି ପର୍‌ମେସରର୍‌ ବାକିଅ ବିସ୍‌ବାସ୍‌ ନ କରିରଅତ୍‌, ତମର୍‌ ନିକ ଚଲାଚଲ୍‌ତି ଦେକିକରି ସେମନ୍‌ ମିସା ମନ୍‌ ବାଦ୍‌ଲାଇବାଇ । ତମ୍‌କେ ପଦେକ୍‌ କଇବାକେ ନ ପଡେ । 2 କାଇକେବଇଲେ ତମର୍‌ ସୁଆଲ୍‌ ଚଲାଚଲ୍‌ତି ଆରି ପର୍‌ମେସର୍‌କେ ମାନିକରି ରଇବାଟା ସେମନ୍‌ ଦେକ୍‌ବାଇ । 3 ବିନ୍‍ ମାଇଜିମନ୍‌ ଜେନ୍ତାରିକି, ପିନ୍ଦାଅଡା ଅଇକରି, ସୁନାବାନା ପିନ୍ଦିକରି, ଚେଣ୍ଡି ସାଜାଡିକରି, ନିଜେ ସୁନ୍ଦର୍‌ ଅଇବାଇ, ତମେ ସେନ୍ତାରି ଉଆନାଇ । 4 ମାତର୍‌ ମନ୍‌ବିତ୍‌ରେ ସୁଆଲେ ରଇକରି ଆତ୍‌ମାଇ ସୁସାରେ ରଇବା ଗଟେକ୍‌ ମାଇଜି ପର୍‌ମେସର୍‌ ଦେକ୍‌ବା ଇସାବେ ସୁନ୍ଦର୍‌ । ସେନ୍ତାରି ସୁନ୍ଦର୍‌ ରଇବାଟା ବେସି ମୁଲିଅ ଆରି ସବୁଦିନର୍‌ପାଇ ରଇସି । 5 ପୁର୍‌ବେ ରଇବା ସୁକଲ୍‌ ମାଇଜିମନ୍‌ ଏନ୍ତାରିସେ ସେମନ୍‌ ଆସା କର୍‌ବାଟା ପର୍‌ମେସର୍‌କେ ସର୍‌ପିଦେଇ ନିଜର୍‌ ମୁନୁସ୍‌ମନର୍‌ କାତା ମାନିକରି ସୁନ୍ଦର୍‌ ଅଇତେରଇଲାଇ । 6 ପୁର୍‌ବେ ସାରା ସେନ୍ତାରି କର୍‌ତେରଇଲା । ସେ ତାର୍‌ ମନସ୍‌ ଅବ୍‌ରାଆମ୍‍କେ ନିଜର୍‌ ସାଉକାର୍‌ ଇସାବେ କାତା ମାନିକରି ରଇଲା । ତମେ ଜଦି ସତ୍‌କାମ୍‌ କରି କାଇଟାର୍‌ ପାଇ ଡରି ନ ରଇଲେ, ତମ୍‌କେ ମିସା ତାର୍‌ ଟକିମନ୍‍ ଇସାବେ ଲେକା କର୍‌ସି । 7 ସେନ୍ତାରିସେ ତମେ ବିବାଅଇରଇବା ଏ ମୁନୁସ୍‌ମନ୍‌, ନିଜର୍‌ ମାଇଜିମନର୍‌ ସଙ୍ଗ୍‍ ବୁଜାମାନା ଅଇରୁଆ । କାଇକେବଇଲେ ସେମନ୍‌କେ ତମର୍‌ଟାନେଅନି ଉନା ବପୁଆଚେ । ସେମନ୍‌କେ ସନ୍‌ମାନ୍‌ ଦିଆସ୍‌, କାଇକେବଇଲେ ପର୍‌ମେସର୍‌ ଦେବା ନ ସାର୍‌ବା ଜିବନ୍‌ ତମର୍‌ ସଙ୍ଗ୍‍ ସେମନ୍‌କେ ମିସା ମିଲ୍‌ସି । ତମର୍‌ ପାର୍‌ତନା କର୍‌ବାଟା ବାଦା ନ ଆଇବାକେ ଏ ସବୁ ଆଦେସ୍‌ ମାନିକରି ରୁଆ । 8 ସାରାସାରି ତମର୍‌ ସବୁଲକର୍‌ ମନ୍‌ ଗଟେକ୍‌ ଅ । ଦୁକ୍‌ସୁକ୍‌ ବେଲେ ତମର୍‌ ତମର୍‌ ବିତ୍‌ରେ ମିସିବିଡି ରୁଆ । ନିଜର୍‌ ନିଜର୍‌ ବିତ୍‌ରେ ଆଲାଦ୍‌ ଅଇକରି ସୁଆଲେ ରୁଆ । 9 ତମର୍‌ ବିରୁଦେ କେ କାରାପ୍‌ କାମ୍‌ କଲେ ତାକେ ବେର୍‌ଦାରି ରୁଆନାଇ । ନିନ୍ଦାକାତା କଇଲେ ଟଣ୍ଡ୍‌ ଲାଗାଆ ନାଇ । ତାର୍‌ ବାଦୁଲେ ପର୍‌ମେସର୍‌ ସେମନ୍‌କେ ଦୟା ଦେକାଇବାକେ ପାର୍‌ତନା କରା । କାଇକେବଇଲେ ସେ ତମ୍‌କେ ଡାକ୍‌ଲାବେଲେ ମୁଇ ତମ୍‌କେ ଆସିର୍‌ବାଦ୍‌ କର୍‌ବି । ବଲି କାତା ଦେଇରଇଲା । 10 ସାସ୍‌ତରେ ଲେକା ଅଇଲାପାରା,“ଗଟେକ୍‌ ଲକ୍‌ ଜଦି ତାର୍‌ ଜିବନେ ସାର୍‌ଦାର୍‌ ଦିନ୍‌ଆରି ମଙ୍ଗଲର୍‌ ଦିନ୍‌ ଦେକ୍‌ବିବଲି ମନ୍‌କଲେ,ସେ କାରାପ୍‌ କାତା ନ କଅଆରି ମିଚ୍‌ କାତା ନ କଅ। 11 “ସେ କରାପ୍‌ କାମ୍‌ ଚାଡିକରି, ନିକ ବିସଇ କର୍‌ବାର୍‌ ଆଚେ ।ତାର୍‌ ସଙ୍ଗର୍‌ ଲକର୍‌ ସଙ୍ଗ୍‍ ସୁସାରେ‍ ରଇବାର୍‌ଆଚେ ।” 12 କାଇକେବଇଲେ ଦରମ୍‌ଲକ୍‌କେ ମାପ୍‌ରୁ ଜାଗିଲାଗିରଇସି ।ସେମନ୍‌ ପାର୍‌ତନା କଲାଟା ସୁନ୍‌ସିଜେତ୍‌କି ଲକ୍‌ କାରାପ୍‌ ବିସଇ କର୍‌ବାଇସେମନ୍‌କେ ବିରଦ୍‌ କର୍‌ସି । 13 ତମେ ଜଦି ନିକ କାମ୍‌ କର୍‌ବାକେ ମନ୍‌ କଲେ, ତମର୍‌ ବିରଦେ କେ ମିସା କାରାପ୍‌ କାମ୍‌ ନ କରତ୍‌ । 14 ସତ୍‌ କାମ୍‌ କରି ମୁର୍‌ଚି ରଇଲେ ତମେ କେଡେକ୍‌ କରମର୍‌ ଲକ୍‌ । ଜନ୍‌ ଲକ୍‌ମନ୍‌ ତମ୍‌କେ କସ୍‌ଟ ଦେଲାଇନି, ସେମନ୍‌କେ ଡରିକରି ଚିନ୍ତା କରାନାଇ । 15 ମାତର୍‌ କିରିସ୍‌ଟକେ ମାପ୍‌ରୁବଲି ଡାକ୍‌ପୁଟା କରା ଆରି ସନ୍‌ମାନ୍‌ ଦିଆସ୍‌ । ବିସ୍‌ବାସି ଇସାବେ, ତମେ ଆସା କର୍‌ବା ବିସଇ କେ ମିସା ପାଚାର୍‌ଲେ, ସେମନ୍‌କେ ବାତାଇବାକେ ଜାଗ୍‌ରତ୍‌ ଅଇରୁଆ । 16 ମାତର୍‌ ମନ୍‌ବିତ୍‌ରେ ସୁଆଲ୍‌ ରଇକରି, ସନ୍‌ମାନ୍‌ ଦେଇକରି କାତାଉଆ । ତମର୍‌ ବିବେକ୍‌ ତମ୍‌କେ ଦସି ନ କର । ଜେନ୍ତାରିକି ତମର୍‌ ନିକ ଚଲାଚଲ୍‌ତି ବିରୁଦେ ଜେତ୍‌କି ଲକ୍‌ ନିନ୍ଦା କର୍‌ବାଇ, ତାକର୍‌ କାତାଇସେ ସେମନ୍‌ ଲାଜ୍‌ ଅଇବାଇ । 17 କାଇକେବଇଲେ ତମେ ନିକ କାମ୍‌ କଲାର୍‌ ଲାଗି ଦୁକ୍‌ କସ୍‌ଟ ମୁରଚ୍‌ବାକେ ପର୍‌ମେସର୍‌ ଜଦି ମନ୍‌ କଲେ, ସେନ୍ତାରି ଅଇବାଟା ନିକ । କାରାପ୍‌ କରି ଦୁକ୍‌ କସ୍‌ଟ ମୁରଚ୍‌ବା ବାଦୁଲେ, ସେଟା ନିକ । 18 କିରିସ୍‌ଟ ମିସା ଆମର୍‌ ପାପର୍‌ଲାଗି ଏକାତରେକ୍‌ ସବୁଲକର୍‌ପାଇ ଦୁକ୍‌କସ୍‌ଟ ଅଇ ମୁର୍‌ଚିକରି ମଲା । ସେ ଦରମ୍‌ ରଇ ପାପ୍‌କରିରଇବା ଲକ୍‌ମନ୍‌କେ ପର୍‌ମେସରର୍‌ ଲଗେ ଆନ୍‌ବାକେ ମରିଜାଇରଇଲା । ଲକ୍‌ମନ୍‌ ତାର୍‌ ଗାଗଡ୍‌ ମରାଇଲାଇ, ମାତର୍‌ ତାର୍‌ ଆତ୍‌ମା ଜିବନ୍‌ ଅଇଆଚେ । 19 ମଲା ଲକ୍‌ମନର୍‌ ଆତ୍‌ମା ବନ୍ଦିଅଇରଇବା ଜାଗାଇ, ଆତ୍‌ମାର୍‌ ଇସାବେ ସେ ସୁବ୍‌ କବର୍‌ ଜାନାଇଲା । 20 ଏ ବନ୍ଦି ଆତ୍‌ମାମନ୍‌ ପୁର୍‌ବେ ନଅର୍‌ ବେଲେ ପର୍‌ମେସରର୍‌ କାତା ନ ମାନ୍‌ଲାଟାମନ୍‌ । ସେଡ୍‌କିବେଲେ ନଅ ବଡ୍‌ ଡଙ୍ଗା ତିଆର୍‌ କର୍‌ତେରଇଲା । ତାର୍‌ କାତା ଲକ୍‌ମନ୍‌ ବିସ୍‌ବାସ୍‌ କର୍‌ବାଇ ବଲି ପର୍‌ମେସର୍‌ ମୁର୍‌ଚିକରି ରଇଲା । କାଇକେବଇଲେ, ଏକାଇ ଆଟ୍‌ ଲକ୍‌ସେ ସେ ପାନିତେଇ ବୁଡତ୍‌ନାଇ । ସେମନ୍‌ ଡଙ୍ଗାଇ ଚଗିରଇଲାଇ ଆରି ରକିଆ ପାଇଲାଇ । 21 ସେ ପାନି ଆମର୍‌ ଡୁବନ୍‌ ବିସଇ ଜାନାଇଲାନି । ତମେ ଡୁବନ୍‌ ନେଲାକେ ତମର୍‌ ଗାଗଡର୍‌ ମୁର୍‌କି ଦଇଅଇଲାର୍‌ ପାଇ ନଏଁ, ମାତର୍‌ ଗଟେକ୍‌ ନିକ ବିବେକ୍‌ ସଙ୍ଗ୍‍ ପର୍‌ମେସର୍‌କେ ଦେଇରଇଲା କାତାର୍‌ ଲାଗି ତମ୍‌କେ ମୁକ୍‌ତି କର୍‌ସି । ଜିସୁ କିରିସ୍‌ଟ ମଲାତେଇଅନି ଜିବନ୍‌ ଅଇକରି ଉଟ୍‌ଲାକେ ଏଟା ଅଇସି । 22 ସେ ସର୍‌ଗେ ବାଉଡି ଜାଇ ପର୍‌ମେସରର୍‌ ଉଜାବାଟେ ଆଚେ । ସର୍‌ଗେ ରଇବା ସବୁ ଦୁତ୍‌, ଅଦିକାର୍‌ ଆରି ବପୁ ଉପ୍‌ରେ ସେ ସାସନ୍‌ କଲାନି ।

In Other Versions

1 Peter 3 in the ANGEFD

1 Peter 3 in the ANTPNG2D

1 Peter 3 in the AS21

1 Peter 3 in the BAGH

1 Peter 3 in the BBPNG

1 Peter 3 in the BBT1E

1 Peter 3 in the BDS

1 Peter 3 in the BEV

1 Peter 3 in the BHAD

1 Peter 3 in the BIB

1 Peter 3 in the BLPT

1 Peter 3 in the BNT

1 Peter 3 in the BNTABOOT

1 Peter 3 in the BNTLV

1 Peter 3 in the BOATCB

1 Peter 3 in the BOATCB2

1 Peter 3 in the BOBCV

1 Peter 3 in the BOCNT

1 Peter 3 in the BOECS

1 Peter 3 in the BOGWICC

1 Peter 3 in the BOHCB

1 Peter 3 in the BOHCV

1 Peter 3 in the BOHLNT

1 Peter 3 in the BOHNTLTAL

1 Peter 3 in the BOICB

1 Peter 3 in the BOILNTAP

1 Peter 3 in the BOITCV

1 Peter 3 in the BOKCV

1 Peter 3 in the BOKCV2

1 Peter 3 in the BOKHWOG

1 Peter 3 in the BOKSSV

1 Peter 3 in the BOLCB

1 Peter 3 in the BOLCB2

1 Peter 3 in the BOMCV

1 Peter 3 in the BONAV

1 Peter 3 in the BONCB

1 Peter 3 in the BONLT

1 Peter 3 in the BONUT2

1 Peter 3 in the BOPLNT

1 Peter 3 in the BOSCB

1 Peter 3 in the BOSNC

1 Peter 3 in the BOTLNT

1 Peter 3 in the BOVCB

1 Peter 3 in the BOYCB

1 Peter 3 in the BPBB

1 Peter 3 in the BPH

1 Peter 3 in the BSB

1 Peter 3 in the CCB

1 Peter 3 in the CUV

1 Peter 3 in the CUVS

1 Peter 3 in the DBT

1 Peter 3 in the DGDNT

1 Peter 3 in the DHNT

1 Peter 3 in the DNT

1 Peter 3 in the ELBE

1 Peter 3 in the EMTV

1 Peter 3 in the ESV

1 Peter 3 in the FBV

1 Peter 3 in the FEB

1 Peter 3 in the GGMNT

1 Peter 3 in the GNT

1 Peter 3 in the HARY

1 Peter 3 in the HNT

1 Peter 3 in the IRVA

1 Peter 3 in the IRVB

1 Peter 3 in the IRVG

1 Peter 3 in the IRVH

1 Peter 3 in the IRVK

1 Peter 3 in the IRVM

1 Peter 3 in the IRVM2

1 Peter 3 in the IRVO

1 Peter 3 in the IRVP

1 Peter 3 in the IRVT

1 Peter 3 in the IRVT2

1 Peter 3 in the IRVU

1 Peter 3 in the ISVN

1 Peter 3 in the JSNT

1 Peter 3 in the KAPI

1 Peter 3 in the KBT1ETNIK

1 Peter 3 in the KBV

1 Peter 3 in the KJV

1 Peter 3 in the KNFD

1 Peter 3 in the LBA

1 Peter 3 in the LBLA

1 Peter 3 in the LNT

1 Peter 3 in the LSV

1 Peter 3 in the MAAL

1 Peter 3 in the MBV

1 Peter 3 in the MBV2

1 Peter 3 in the MHNT

1 Peter 3 in the MKNFD

1 Peter 3 in the MNG

1 Peter 3 in the MNT

1 Peter 3 in the MNT2

1 Peter 3 in the MRS1T

1 Peter 3 in the NAA

1 Peter 3 in the NASB

1 Peter 3 in the NBLA

1 Peter 3 in the NBS

1 Peter 3 in the NBVTP

1 Peter 3 in the NET2

1 Peter 3 in the NIV11

1 Peter 3 in the NNT

1 Peter 3 in the NNT2

1 Peter 3 in the NNT3

1 Peter 3 in the PDDPT

1 Peter 3 in the PFNT

1 Peter 3 in the RMNT

1 Peter 3 in the SBIAS

1 Peter 3 in the SBIBS

1 Peter 3 in the SBIBS2

1 Peter 3 in the SBICS

1 Peter 3 in the SBIDS

1 Peter 3 in the SBIGS

1 Peter 3 in the SBIHS

1 Peter 3 in the SBIIS

1 Peter 3 in the SBIIS2

1 Peter 3 in the SBIIS3

1 Peter 3 in the SBIKS

1 Peter 3 in the SBIKS2

1 Peter 3 in the SBIMS

1 Peter 3 in the SBIOS

1 Peter 3 in the SBIPS

1 Peter 3 in the SBISS

1 Peter 3 in the SBITS

1 Peter 3 in the SBITS2

1 Peter 3 in the SBITS3

1 Peter 3 in the SBITS4

1 Peter 3 in the SBIUS

1 Peter 3 in the SBIVS

1 Peter 3 in the SBT

1 Peter 3 in the SBT1E

1 Peter 3 in the SCHL

1 Peter 3 in the SUSU

1 Peter 3 in the SUSU2

1 Peter 3 in the SYNO

1 Peter 3 in the TBIAOTANT

1 Peter 3 in the TBT1E

1 Peter 3 in the TBT1E2

1 Peter 3 in the TFTIP

1 Peter 3 in the TFTU

1 Peter 3 in the TGNTATF3T

1 Peter 3 in the THAI

1 Peter 3 in the TNFD

1 Peter 3 in the TNT

1 Peter 3 in the TNTIK

1 Peter 3 in the TNTIL

1 Peter 3 in the TNTIN

1 Peter 3 in the TNTIP

1 Peter 3 in the TNTIZ

1 Peter 3 in the TOMA

1 Peter 3 in the TTENT

1 Peter 3 in the UBG

1 Peter 3 in the UGV

1 Peter 3 in the UGV2

1 Peter 3 in the UGV3

1 Peter 3 in the VBL

1 Peter 3 in the VDCC

1 Peter 3 in the YALU

1 Peter 3 in the YAPE

1 Peter 3 in the YBVTP

1 Peter 3 in the ZBP