1 Thessalonians 1 (SNT)
1 ମୁଇ ପାଉଲ ଆରି ମର୍ ବାଇମନ୍ ସିଲାନ୍, ଆରି ତିମତି ତେସଲନିକିୟ ମଣ୍ଡଲିତେଇ ରଇବା ଲକ୍ମନ୍କେ ଏ ଚିଟି ଲେକ୍ଲୁନି । ବାବା ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇଲା ସାନ୍ତି ତମ୍କେ ମିଲ । 2 ଆମେ ସବୁବେଲେ ତମର୍ ସବୁ ଲକର୍ପାଇ ପର୍ମେସର୍କେ ଦନିଅବାଦ୍ ଦେଇତେରଇବୁ ଆରି ପାର୍ତନା କଲାବେଲେ ତମର୍ ବିସଇ ସବୁବେଲେ ଜାନାଇତେରଇବୁ । 3 ତମେ ବିସ୍ବାସ୍ କରି କେନ୍ତି ଚଲାଚଲ୍ତି କଲାସ୍ନି ଆରି ତମର୍ ତମର୍ ବିତ୍ରେ ରଇବା ଆଲାଦର୍ ଲାଗି, ମିସିବିଡି କେନ୍ତି ସାଇଜ କରାକରି ଅଇଲାସ୍ନି ଆରି ମାପ୍ରୁ ଜିସୁ କିରିସ୍ଟ ଟାନେ ତମର୍ ବିସ୍ବାସ୍ କେନ୍ତି ଡାଟ୍ ଅଇଆଚାସ୍ । 4 ବାଇବଇନିମନ୍ ! ଆମେ ଜାନିଆଚୁ ଜେ, ପର୍ମେସର୍ ତମ୍କେ ଆଲାଦ୍ କଲାନି । ଆରି ସେ ତମ୍କେ ନିଜର୍ ଲକ୍ କର୍ବି ବଲି ବାଚ୍ଲାଆଚେ । 5 ଜେଡେବେଲେ ଆମେ ତମ୍କେ ଏ ସୁବ୍ କବର୍ ଜାନାଇରଇଲୁ, ସେଟା ଅବ୍କା କାତାଇ ନ ରଇଲା, ମାତର୍ ସୁକଲ୍ଆତ୍ମାର୍ ବପୁ ସଙ୍ଗ୍ ଆରି ସେଟା ସତ୍ ବଲି ପୁରାପୁରୁନ୍ ବିସ୍ବାସର୍ ସଙ୍ଗ୍ ରଇଲା । ତମେ ଜାନାସ୍, ତମର୍ ସଙ୍ଗ୍ ରଇଲାବେଲେ ଆମେ କେନ୍ତି ରକାମେ ଜିଉନାକାଉନା କର୍ତେରଇଲୁ, ଜେନ୍ତିକି ତମର୍ ମଙ୍ଗଲ୍ ଅ ବଲି ଆମର୍ ବାବ୍ନା ରଇଲା । 6 ତମେ ଚଲାଚଲ୍ତିତେଇ ଆମର୍ ପାରା ଆରି ମାପ୍ରୁର୍ ପାରା ରଇଲାସ୍ । ତମ୍କେ ଦୁକ୍କସ୍ଟ ଅଦିକ୍ ରଇଲେ ମିସା ସୁକଲ୍ ଆତ୍ମାର୍ ଟାନେଅନି ମିଲାଇରଇବା ସାର୍ଦା ସଙ୍ଗ୍ ସୁବ୍ କବର୍ ମାନ୍ଲାସ୍ । 7 ତେବେ ତମେ ମାକିଦନିଆ ଆରି ଆକାୟାତେଇ ରଇବା ସବୁ ବିସ୍ବାସିମନ୍କେ ଗଟେକ୍ ବାଟ୍ଦେକାଉ ପାରା ରଇଲାସ୍ । 8 ତମର୍ଲଗେଅନି ମାସିଦନିଆ ଆରି ଆକାୟାର୍ ଜାଗାମନ୍କେ ଅବ୍କା ମାପ୍ରୁର୍ ସୁବ୍କବର୍ସେ ବିଚି ନ ଅଇରଇଲା । ମାତର୍ ତମେ ମାପ୍ରୁକେ ବିସ୍ବାସ୍ କରିରଇବା କାତା ସବୁ ବାଟେ ଜାନାପଡ୍ଲା ଆଚେ । ଏ ବିସଇ ଆରି ଆମେ ଅଦିକ୍ କଇବା ଦର୍କାର୍ ନାଇ । 9 ଆମେ ତମର୍ଲଗେ ଆଇଲାବେଲେ ତମେ ଜେନ୍ତି ଆଲାଦର୍ସଙ୍ଗ୍ ଡାକିରଇଲାସ୍ ଆରି ଚୁଚା ପାକ୍ନାମନ୍ ପୁଜା କର୍ବାଟା ଚାଡିକରି ଜିବନ୍ ରଇବା ପର୍ମେସର୍କେ ଉପାସନା କର୍ବାକେ ଆଗ୍ତୁ ଆସିରଇଲାସ୍ । ଏ ସବୁ ବିସଇ ତେଇର୍ ଲକ୍ମନ୍ କାତା ଅଇଲାଇନି । 10 ଆରି ପର୍ମେସର୍ ତାର୍ ନିଜର୍ ଜନ୍ ପଅକେ, ମଲା ଲକ୍ମନର୍ ବିତ୍ରେ ଅନି ଉଟାଇଲା । ଆରି ଜେ କି ଆଇତେରଇବା ପର୍ମେସରର୍ ବଡ୍ ଡଣ୍ଡ୍ତେଇଅନି ଆମ୍କେ ରକିଆ କର୍ସି । ତାର୍ପିଲା ଜିସୁ ସର୍ଗେଅନି ଆରିତରେକ୍ ଆଇବାଟାକେ ଆମେ ଜାଗିକରି ରଉଁ । ଏ ସବୁ ବିସଇ ମିସା ତେଇର୍ ଲକ୍ମନ୍ କାତାବାର୍ତା ଅଇଲାଇନି ।
In Other Versions
1 Thessalonians 1 in the ANGEFD
1 Thessalonians 1 in the ANTPNG2D
1 Thessalonians 1 in the BBPNG
1 Thessalonians 1 in the BBT1E
1 Thessalonians 1 in the BNTABOOT
1 Thessalonians 1 in the BNTLV
1 Thessalonians 1 in the BOATCB
1 Thessalonians 1 in the BOATCB2
1 Thessalonians 1 in the BOBCV
1 Thessalonians 1 in the BOCNT
1 Thessalonians 1 in the BOECS
1 Thessalonians 1 in the BOGWICC
1 Thessalonians 1 in the BOHCB
1 Thessalonians 1 in the BOHCV
1 Thessalonians 1 in the BOHLNT
1 Thessalonians 1 in the BOHNTLTAL
1 Thessalonians 1 in the BOICB
1 Thessalonians 1 in the BOILNTAP
1 Thessalonians 1 in the BOITCV
1 Thessalonians 1 in the BOKCV
1 Thessalonians 1 in the BOKCV2
1 Thessalonians 1 in the BOKHWOG
1 Thessalonians 1 in the BOKSSV
1 Thessalonians 1 in the BOLCB
1 Thessalonians 1 in the BOLCB2
1 Thessalonians 1 in the BOMCV
1 Thessalonians 1 in the BONAV
1 Thessalonians 1 in the BONCB
1 Thessalonians 1 in the BONLT
1 Thessalonians 1 in the BONUT2
1 Thessalonians 1 in the BOPLNT
1 Thessalonians 1 in the BOSCB
1 Thessalonians 1 in the BOSNC
1 Thessalonians 1 in the BOTLNT
1 Thessalonians 1 in the BOVCB
1 Thessalonians 1 in the BOYCB
1 Thessalonians 1 in the DGDNT
1 Thessalonians 1 in the GGMNT
1 Thessalonians 1 in the IRVM2
1 Thessalonians 1 in the IRVT2
1 Thessalonians 1 in the KBT1ETNIK
1 Thessalonians 1 in the MKNFD
1 Thessalonians 1 in the MRS1T
1 Thessalonians 1 in the NBVTP
1 Thessalonians 1 in the NIV11
1 Thessalonians 1 in the PDDPT
1 Thessalonians 1 in the SBIAS
1 Thessalonians 1 in the SBIBS
1 Thessalonians 1 in the SBIBS2
1 Thessalonians 1 in the SBICS
1 Thessalonians 1 in the SBIDS
1 Thessalonians 1 in the SBIGS
1 Thessalonians 1 in the SBIHS
1 Thessalonians 1 in the SBIIS
1 Thessalonians 1 in the SBIIS2
1 Thessalonians 1 in the SBIIS3
1 Thessalonians 1 in the SBIKS
1 Thessalonians 1 in the SBIKS2
1 Thessalonians 1 in the SBIMS
1 Thessalonians 1 in the SBIOS
1 Thessalonians 1 in the SBIPS
1 Thessalonians 1 in the SBISS
1 Thessalonians 1 in the SBITS
1 Thessalonians 1 in the SBITS2
1 Thessalonians 1 in the SBITS3
1 Thessalonians 1 in the SBITS4
1 Thessalonians 1 in the SBIUS
1 Thessalonians 1 in the SBIVS
1 Thessalonians 1 in the SBT1E
1 Thessalonians 1 in the SUSU2
1 Thessalonians 1 in the TBIAOTANT
1 Thessalonians 1 in the TBT1E
1 Thessalonians 1 in the TBT1E2
1 Thessalonians 1 in the TFTIP
1 Thessalonians 1 in the TGNTATF3T
1 Thessalonians 1 in the TNTIK
1 Thessalonians 1 in the TNTIL
1 Thessalonians 1 in the TNTIN
1 Thessalonians 1 in the TNTIP
1 Thessalonians 1 in the TNTIZ
1 Thessalonians 1 in the TTENT