2 Thessalonians 2 (SNT)

1 ଏ ବାଇବଇନିମନ୍‌, ମାପ୍‌ରୁ ଜିସୁକିରିସ୍‌ଟ ଆରିତରେକ୍‌ ଆଇବା ବିସଇ ଆରି ତାର୍‌ଲଗେ ଆମେ ସବୁଲକ୍‌ ରୁଣ୍ଡ୍‌ଅଇବା ବିସଇ, ତମ୍‌କେ ଆମେ ବାବୁଜିଆ କଲୁନି । 2 କାର୍‌ଲଗେଅନି ମିସା ମାପ୍‌ରୁର୍‌ ଦିନ୍‌ କେଟ୍‌ଲାବେ, ବଲିକରି ସୁନିଦେଇ କିଲ୍‌ବିଲ୍‌ ଉଆନାଇ । ଜଦି ସେ କବର୍‌ ଆମେ ବବିସତ୍‍କାତା କଇଲୁ କି ଜାନାଇଲୁ ନଇଲେ ଚିଟିଟାନେ ଲେକିଆଚତ୍‌ ବଲି ସୁନ୍‌ଲେ ମିସା ସେନ୍ତାର୍‌ ଉଆନାଇ । 3 କେ ମିସା ସେନ୍ତାରିକରି ତମ୍‌କେ ବୁଲ୍‌ ବାଟେ ନ ନେଅ । କାଇକେବଇଲେ ପର୍‌ତୁମ୍‌ ଦରମର୍‌ ପାଇ ବିରଦ୍‌ ଅଇସି । ତାର୍‌ପଚେ ବିନାସ୍‌ କରୁ ଜେ କି ପାପି ମୁନୁସ୍‌ ଆଇବା ଦର୍‌କାର୍‌ । ସେ ପାପି ମୁନୁସ୍‌ ନ ସାର୍‌ବା ମରନେ ଜାଇସି । 4 ସେ ଦୁରାଚାର୍‌ ମୁନୁସ୍‌ ଜନ୍‌ ସବୁ ବିସଇ ପର୍‌ମେସରର୍‌ ବଲି ଲକ୍‌ମନ୍‌ ପୁଜା କଲାଇନି, ସବୁର୍‍ଟାନେଅନି ସେ ନିଜେ ମୁକିଅ ବଲି କଇସି । ଜେନ୍ତି କି ପର୍‌ମେସରର୍‌ ମନ୍ଦିରେ ବସିକରି ମୁଇ ଆକା ପର୍‌ମେସର୍‌, ବଲି ଦେକାଇ ଅଇସି । 5 ମୁଇ ତମର୍‌ ସଙ୍ଗ୍‍ ରଇଲାବେଲେ ତର୍‌କେ ତର୍‌ ଏ ସବୁ ବିସଇ ଏତାଇ ଦେଇତେ ରଇଲି । ସେଟା କାଇ ତମର୍‌ ମନେ ନାଇ କି ? 6 ଅଇଲେମିସା ସେ ବିପଦ୍‌ ଏବେ ନ ଗଟେତା । କାଇକେବଇଲେ ତାର୍‌ସଙ୍ଗ୍‌ ଜୁଜ୍‌ବାକେ ଏବେ ଗଟେକ୍‌ ବପୁ ଆଚେ । ସେଟା କାଇ ତମେ ଜାନାସ୍‌ କି ? ସମାନ୍‌ ବେଲାଇ ସେ କାରାପ୍‌ ଲକ୍‌ ବାରଇସି । 7 କାଇକେବଇଲେ ଏବେ ମିସା ଲୁଚ୍‌ତେ ଅନିଆଇର୍‌ ପାପ୍‌ କାମ୍‌ ଚାଲିଆଚେ । ଜନ୍‌ କାରାପ୍‌ ଲକ୍‌ ମାପ୍‌ରୁର୍‌ ବାଟେ ଜିବା ଲକ୍‌ମନ୍‌କେ ବିରଦ୍‌ କଲାନି, ସେ ଲକ୍‌ ବିନାସ୍‌ ନ ଅଇବା ଜାକ, ଏଟା ଏନ୍ତିସେ ଅଇତେରଇସି । 8 ସେଡ୍‌କିବେଲେ ସେ କାରାପ୍‌ ଲକ୍‌ ଦେକାଇ ଅଇସି । ତାକେ ମାପ୍‌ରୁ ଜିସୁ ତାର୍‌ ନିଜର୍‌ ଟଣ୍ଡେଅନି ବାରଇବା ପୁଣ୍ଡା ସଙ୍ଗ୍‌ ନାସ୍‌ କର୍‌ସି । ଆରି ତରେକ୍‌ ସେ ଡାକ୍‌ପୁଟା ସଙ୍ଗ୍‌ ଆଇବାବେଲେ ସେ କାରାପ୍‌ ଲକ୍‌ ବିନାସ୍‌ ଅଇଜାଇସି । 9 ସେ କାରାପ୍‌ ଲକ୍‌, ସଇତାନର୍‌ ବପୁ ପାଇକରି ଆଇସି । ଆରି କାବା ଅଇବା କାମ୍‌ମନ୍‌ କରି ଦେକାଇସି । 10 କେତେ କେତେ ଲକ୍‌ମନ୍‌ ସେ କର୍‌ବା କାମେ ଜାଇ କିଲ୍‌ବିଲ୍‌ ଅଇବାଇ ଆରି ନସ୍‌ଟ ଅଇଜିବାଇ । ଜନ୍‌ ସତ୍‌ ମାନିକରି ସେବାଟେ ଗାଲେ, ସେମନ୍‌ ନ ସର୍‌ବା ଜିବନ୍‌ ପାଇତାଇ, ସେଟା ଚାଡିଦେଇରଇବା ଲାଗି ସେମନ୍‌କେ ଏ ଦସା ଅଇସି । 11 ସେମନ୍‌ ଜେନ୍ତିକି ମିଚ୍‌ କାତା ବିସ୍‌ବାସ୍‌ କର୍‌ବାଇ, ସେଟାର୍‌ପାଇ ପର୍‌ମେସର୍‌ ସେମନର୍‌ଟାନେ ସତ୍‌ ନଇବା ବପୁ ପାଟାଇସି । 12 ଜେନ୍ତିକି ଜନ୍‌ ଲକ୍‌ମନ୍‌ ସତ୍‌ ବିସଇ ବିସ୍‌ବାସ୍‌ ନ କରି ମିଚ୍‌ ବିସ‍ଇ ବିସ୍‌ବାସ୍‌ କରି ସାର୍‌ଦା ଅଇବାଇ, ସେମନ୍‌ ସବୁଲକ୍‌ ଏ ରକାମ୍‌ ଡଣ୍ଡ୍‌ ପାଇବାଇ । 13 ତେବର୍‌ପାଇ ଏ ବାଇବଇନିମନ୍‌, ତମର୍‌ପାଇ ସବୁବେଲେ ପର୍‌ମେସର୍‌କେ ଦନିଅବାଦ୍‌ ଦେବାର୍‍ ଆଚେ । କାଇକେ ବଇଲେ ପର୍‌ମେସର୍‌ ତମ୍‌କେ ଆଲାଦ୍‌ କଲାନି ଆରି ଆଗେଅନି ସେ ତମ୍‌କେ ବାଚ୍‌ଲା ଆଚେ । ଜେନ୍ତିକି ସେ ତମ୍‌କେ ରକିଆ କରି ପାର୍‌ସି । ସୁକଲ୍‌ ଆତ୍‌ମାର୍‌ କାମର୍‌ ଲାଗି ତମେ ସୁକଲ୍‌ ଅଇ ସତ୍‌ ବିସଇ ବିସ୍‌ବାସ୍‌ କରି ପାର୍‌ସା । 14 ଆମେ ତମର୍‌ଟାନେ ଜନ୍‌ ନିମାନ୍‌ କବର୍‌ ଜାନାଇଆଚୁ, ସେଟାର୍‌ଲାଗି ପର୍‌ମେସର୍‌ ତମ୍‌କେ ବାଚ୍‌ଲା ଆଚେ । ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ନାଉଁ ଡାକ୍‌ପୁଟା ଅଇବା ଟାନେ ମିସାଇବାକେ ବାଚିଆଚେ । 15 ତେବେ ଏ ବାଇବଇନିମନ୍‌, ତମେ ତବିର୍‌ ଅଇକରି ରୁଆ । ଆମେ ବାକିଅ ଦେଲାଟାନେ ଅନି, କି ଚିଟିତେଇ ଅନି ତମେ ଜନ୍‌ଟା ସିକିଆଚାସ୍‌, ସେ ସବୁ ଚାଡାନାଇ । 16 ନିଜେ ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟ, ଆରି ଜନ୍‌ ଆମର୍‌ ବାବା ପର୍‌ମେସର୍‌ ଆମ୍‌କେ ଆଲାଦ୍‌ କଲା, ସେ ଆକା ଆମ୍‌କେ ଜିବନ୍‌ ଦୁକାଇକରି କେବେ ନ ସାର୍‌ବା ବପୁ ଆରି ଆସା ଦେଇଆଚେ । 17 ସେ ସବୁବେଲେ ସତ୍‌ କାମ୍‌ କର୍‌ବାକେ ଆରି ବାକିଅତେଇ ତବିର୍‌ ଅଇ ରଇବାକେ ସାଇଜ କର ।

In Other Versions

2 Thessalonians 2 in the ANGEFD

2 Thessalonians 2 in the ANTPNG2D

2 Thessalonians 2 in the AS21

2 Thessalonians 2 in the BAGH

2 Thessalonians 2 in the BBPNG

2 Thessalonians 2 in the BBT1E

2 Thessalonians 2 in the BDS

2 Thessalonians 2 in the BEV

2 Thessalonians 2 in the BHAD

2 Thessalonians 2 in the BIB

2 Thessalonians 2 in the BLPT

2 Thessalonians 2 in the BNT

2 Thessalonians 2 in the BNTABOOT

2 Thessalonians 2 in the BNTLV

2 Thessalonians 2 in the BOATCB

2 Thessalonians 2 in the BOATCB2

2 Thessalonians 2 in the BOBCV

2 Thessalonians 2 in the BOCNT

2 Thessalonians 2 in the BOECS

2 Thessalonians 2 in the BOGWICC

2 Thessalonians 2 in the BOHCB

2 Thessalonians 2 in the BOHCV

2 Thessalonians 2 in the BOHLNT

2 Thessalonians 2 in the BOHNTLTAL

2 Thessalonians 2 in the BOICB

2 Thessalonians 2 in the BOILNTAP

2 Thessalonians 2 in the BOITCV

2 Thessalonians 2 in the BOKCV

2 Thessalonians 2 in the BOKCV2

2 Thessalonians 2 in the BOKHWOG

2 Thessalonians 2 in the BOKSSV

2 Thessalonians 2 in the BOLCB

2 Thessalonians 2 in the BOLCB2

2 Thessalonians 2 in the BOMCV

2 Thessalonians 2 in the BONAV

2 Thessalonians 2 in the BONCB

2 Thessalonians 2 in the BONLT

2 Thessalonians 2 in the BONUT2

2 Thessalonians 2 in the BOPLNT

2 Thessalonians 2 in the BOSCB

2 Thessalonians 2 in the BOSNC

2 Thessalonians 2 in the BOTLNT

2 Thessalonians 2 in the BOVCB

2 Thessalonians 2 in the BOYCB

2 Thessalonians 2 in the BPBB

2 Thessalonians 2 in the BPH

2 Thessalonians 2 in the BSB

2 Thessalonians 2 in the CCB

2 Thessalonians 2 in the CUV

2 Thessalonians 2 in the CUVS

2 Thessalonians 2 in the DBT

2 Thessalonians 2 in the DGDNT

2 Thessalonians 2 in the DHNT

2 Thessalonians 2 in the DNT

2 Thessalonians 2 in the ELBE

2 Thessalonians 2 in the EMTV

2 Thessalonians 2 in the ESV

2 Thessalonians 2 in the FBV

2 Thessalonians 2 in the FEB

2 Thessalonians 2 in the GGMNT

2 Thessalonians 2 in the GNT

2 Thessalonians 2 in the HARY

2 Thessalonians 2 in the HNT

2 Thessalonians 2 in the IRVA

2 Thessalonians 2 in the IRVB

2 Thessalonians 2 in the IRVG

2 Thessalonians 2 in the IRVH

2 Thessalonians 2 in the IRVK

2 Thessalonians 2 in the IRVM

2 Thessalonians 2 in the IRVM2

2 Thessalonians 2 in the IRVO

2 Thessalonians 2 in the IRVP

2 Thessalonians 2 in the IRVT

2 Thessalonians 2 in the IRVT2

2 Thessalonians 2 in the IRVU

2 Thessalonians 2 in the ISVN

2 Thessalonians 2 in the JSNT

2 Thessalonians 2 in the KAPI

2 Thessalonians 2 in the KBT1ETNIK

2 Thessalonians 2 in the KBV

2 Thessalonians 2 in the KJV

2 Thessalonians 2 in the KNFD

2 Thessalonians 2 in the LBA

2 Thessalonians 2 in the LBLA

2 Thessalonians 2 in the LNT

2 Thessalonians 2 in the LSV

2 Thessalonians 2 in the MAAL

2 Thessalonians 2 in the MBV

2 Thessalonians 2 in the MBV2

2 Thessalonians 2 in the MHNT

2 Thessalonians 2 in the MKNFD

2 Thessalonians 2 in the MNG

2 Thessalonians 2 in the MNT

2 Thessalonians 2 in the MNT2

2 Thessalonians 2 in the MRS1T

2 Thessalonians 2 in the NAA

2 Thessalonians 2 in the NASB

2 Thessalonians 2 in the NBLA

2 Thessalonians 2 in the NBS

2 Thessalonians 2 in the NBVTP

2 Thessalonians 2 in the NET2

2 Thessalonians 2 in the NIV11

2 Thessalonians 2 in the NNT

2 Thessalonians 2 in the NNT2

2 Thessalonians 2 in the NNT3

2 Thessalonians 2 in the PDDPT

2 Thessalonians 2 in the PFNT

2 Thessalonians 2 in the RMNT

2 Thessalonians 2 in the SBIAS

2 Thessalonians 2 in the SBIBS

2 Thessalonians 2 in the SBIBS2

2 Thessalonians 2 in the SBICS

2 Thessalonians 2 in the SBIDS

2 Thessalonians 2 in the SBIGS

2 Thessalonians 2 in the SBIHS

2 Thessalonians 2 in the SBIIS

2 Thessalonians 2 in the SBIIS2

2 Thessalonians 2 in the SBIIS3

2 Thessalonians 2 in the SBIKS

2 Thessalonians 2 in the SBIKS2

2 Thessalonians 2 in the SBIMS

2 Thessalonians 2 in the SBIOS

2 Thessalonians 2 in the SBIPS

2 Thessalonians 2 in the SBISS

2 Thessalonians 2 in the SBITS

2 Thessalonians 2 in the SBITS2

2 Thessalonians 2 in the SBITS3

2 Thessalonians 2 in the SBITS4

2 Thessalonians 2 in the SBIUS

2 Thessalonians 2 in the SBIVS

2 Thessalonians 2 in the SBT

2 Thessalonians 2 in the SBT1E

2 Thessalonians 2 in the SCHL

2 Thessalonians 2 in the SUSU

2 Thessalonians 2 in the SUSU2

2 Thessalonians 2 in the SYNO

2 Thessalonians 2 in the TBIAOTANT

2 Thessalonians 2 in the TBT1E

2 Thessalonians 2 in the TBT1E2

2 Thessalonians 2 in the TFTIP

2 Thessalonians 2 in the TFTU

2 Thessalonians 2 in the TGNTATF3T

2 Thessalonians 2 in the THAI

2 Thessalonians 2 in the TNFD

2 Thessalonians 2 in the TNT

2 Thessalonians 2 in the TNTIK

2 Thessalonians 2 in the TNTIL

2 Thessalonians 2 in the TNTIN

2 Thessalonians 2 in the TNTIP

2 Thessalonians 2 in the TNTIZ

2 Thessalonians 2 in the TOMA

2 Thessalonians 2 in the TTENT

2 Thessalonians 2 in the UBG

2 Thessalonians 2 in the UGV

2 Thessalonians 2 in the UGV2

2 Thessalonians 2 in the UGV3

2 Thessalonians 2 in the VBL

2 Thessalonians 2 in the VDCC

2 Thessalonians 2 in the YALU

2 Thessalonians 2 in the YAPE

2 Thessalonians 2 in the YBVTP

2 Thessalonians 2 in the ZBP