Ephesians 4 (SNT)

1 ଏ ସବୁର୍‌ଲାଗି ମାପ୍‌ରୁର୍‌ ସେବାକାରିଆ ମୁଇ ବନ୍ଦିଗରେ ଆଚି । ମାପ୍‌ରୁ ତମ୍‌କେ କେନ୍ତାରି ଚଲାଚଲ୍‌ତି କର୍‌ବାକେ ଡାକ୍‌ଲାଆଚେ, ସେନ୍ତାରିସେ କରାବଲି ମୁଇ ତମ୍‌କେ ବାବୁଜିଆ କଲିନି । 2 ତମେ ଲକ୍‌ମନର୍‌ ସଙ୍ଗ୍‍ ମିସାବିଡା ଅଇଲାବେଲେ, ପୁରାପୁରୁନ୍‌ ଦରମ୍‌ ଅଇ ସୁଆଲେ ରୁଆ । ତମେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ଆଲାଦ୍‌ କଲାର୍‌ପାଇ ସାଆସ୍‌ ଅଇ, ମୁର୍‌ଚିକରି ରୁଆ । 3 ଜନ୍‌ଟା କି ଗଟେକ୍‌ ମନ୍‍ ଅଇକରି ର‍ଇବାକେ ସୁକଲ୍‌ଆତ୍‌ମା ଆମ୍‌କେ ବାନ୍ଦିଆଚେ, ସେନ୍ତାରି ସାନ୍ତି ଅଇକରି ରୁଆ । 4 ଆମେ ସବୁ ବିସ୍‌ବାସି ବାଇବ‍ଇନିମନ୍‌ ଗଟେକ୍‌ ଗାଗଡ୍‌ ପାରା ଆରି ସବୁଲକ୍‌ ସମାନ୍‌ ଆତ୍‌ମା ମିଲାଇଆଚୁ । ସେନ୍ତାରିସେ ସମାନ୍‌ ଆସିର୍‌ବାଦ୍‌ ମିଲାଇବାକେ ସେ ଆମ୍‌କେ ଡାକ୍‌ଲାଆଚେ । 5 ଆମ୍‌କେ ଗଟେକ୍‌ ମାପ୍‌ରୁ ଆଚେ, ସମାନ୍‌ ସିକିଆଇ ବିସ୍‌ବାସ୍‌ କଲୁନି ଆରି ସମାନ୍‌ ଡୁବନ୍‌ ନେଲୁ ଆଚୁ। 6 ଗଟେକ୍‌ ପର୍‌ମେସର୍‌କେ ଆମେ ଉପାସନା କଲୁନି । ଜେ କି ସବୁର୍‌ ବାବା ଅଇଆଚେ । ସେ ଆମର୍‌ ବିତ୍‌ରେ ର‍ଇକରି ଆରି ଆମ୍‌କେ ଦେଇକରି ସବୁର୍‌ ଉପ୍‌ରେ ସାସନ୍‌ କଲାନି । 7 ମାତର୍‌ କିରିସ୍‌ଟ ଆମେ ବିନ୍‌ ବିନ୍‌ ଲକ୍‌କେ ବିନ୍‌ ବିନ୍‌ ଦାନ୍‌ ଦେଲାଆଚେ । ସେଟା କାକେ କେନ୍ତାରି ବାଟା କର୍‌ବାର୍‌ ଆଚେ, ସେ ସେ ଟିକ୍‌ କଲାଆଚେ । 8 ତେବର୍‌ ପାଇ ସାସ୍‌ତରେ ଲେକାଅଇଲା ଆଚେ,“ସେ ତାର୍‌ ସତ୍‌ରୁମନ୍‌କେ ଆରାଇକରି ଜେଡେବେଲେ ଉଁଚ୍‌ ର‍ଇବା ଜାଗାଇ ଗାଲା,ତାର୍‌ ଆରାଇ ର‍ଇବା ସତ୍‌ରୁମନ୍‌କେ ବାନ୍ଦିକରି ନେଲାଆରି ତାର୍‌ ଦାନ୍‌ ବିନ୍‌ ବିନ୍‌ ଲକ୍‌କେ ଦେଲା । 9 “ସେ ଗଟେକ୍‌ ଉଁଚ୍‌ ଜାଗାଇ ଗାଲା ।” ଏନ୍ତାରି ଲେକ୍‌ବା ଅରତ୍‌ କାଇଟା ? ଏଟାର୍‌ ଆରତ୍‌ ଅଇଲାନି, କିରିସ୍‌ଟ ଉତ୍‌ରି କରି ଏ ଜଗତେ ଆସି ସାରି ଆଚେ । 10 ଜେ କି ଏ ଜଗତେ ଉତ୍‌ରି ଆଇଲା, ସେ ସମାନ୍‌ ଲକ୍‌ସେ, ସର୍‌ଗେ ଅନି ଉପ୍‌ରେ ର‍ଇବା ଜାଗାଇ ଚଗି ଗଲା । ଜେନ୍ତାରି କି ସେ ଗୁଲାଇ ଜଗତ୍‌କେ ପୁରାପୁରୁନ୍‌ କର୍‌ସି । 11 ସେ ଆକା କେତେ ଲକ୍‌ମନ୍‌କେ ପେରିତ୍‌ ଅଇବାକେ, କେତେଲକ୍‌କେ ବବିସତ୍‌ କାତା କ‍ଇବାକେ, କେତେଲକ୍‌କେ ସୁବ୍‌କବର୍‌ ଜାନାଇବାଟା ଅଇବାକେ, କେତେଲକ୍‌କେ ମଣ୍ଡଲି ଚାଲାଇବାକେ ଆରି କେତେଲକ୍‌କେ ସିକାଇବାକେ ବପୁ ଦେଇ ବାଚ୍‌ଲାଆଚେ । 12 ପର୍‌ମେସରର୍‌ ଲକ୍‌ମନ୍‌ ଜେନ୍ତାରି କି ତାକେ ସେବା କରିପାରତ୍‌, ତାର୍‌ଲାଗି ଏ ସବୁ ଦାନ୍‌ ତାର୍‌ ଲକ୍‌ମନ୍‌କେ ଦେଲା । ଏନ୍ତାରି ଅଇ କିରିସ୍‌ଟର୍‌ ଗାଗଡ୍‌ ପାରା ଅଇବା ବିସ୍‌ବାସିମନ୍‌ ବପୁ ଅଇ ସିଦ୍‌ ଅ‍ଅତ୍‌ । 13 ଏନ୍ତାରି ଅଇ ଆମେ ସବୁ ବିସ୍‌ବାସେ ବଡିକରି ଆରି ପର୍‌ମେସରର୍‌ ପ‍ଅକେ ଜାନିକରି, ସିଦ୍‌ ଅଇବୁ । ଆମେ ଜେନ୍ତାରିକି ପୁରାପୁରୁନ୍‌ କିରିସ୍‌ଟର୍‌ ପାରା ଅଇବୁ । ସେ ପୁରାପୁରୁନ୍‌ ସିଦ୍‌ ଆଚେ । 14 ତେବେ ଆମେ ସାନ୍‌ ପିଲାମନର୍‌ ପାରା ନ ଅଇ କରି, ଜଗତର୍‌ ମନସ୍‌ମନର୍‌ ସିକିଆଇ ଆରି ତାକର୍‌ ଦଦାପେଲା ଅଇବା ପାରା ବିଚାର୍‌ନା ଇସାବର୍‌ ବିନ୍‌ ବିନ୍‌ ସିକିଆଇ, ଗାଡର୍‌ ଲ‍ଅଡି ଆରି ମାର୍‌ବା ପବନ୍‌ ଜେନ୍ତାରି ଡଙ୍ଗାକେ ଏନେତେନେ କର୍‌ସି, ସେନ୍ତାରି ତାକର୍‌ ସିକିଆ ସୁନିକରି ଏନେତେନେ ନ ଅଉଁ । 15 ତାର୍‌ ବାଦୁଲେ ଆମେ ପର୍‌ମେସରର୍‌ ସତ୍‌ ବିସ‍ଇର୍‍ ଆଲାଦ୍‌ ଜାନାଉଁ । ସେନ୍ତାରି ମୁଣ୍ଡ୍‌ ଇସାବେ ରଇବା କିରିସ୍‌ଟର୍‌ ପାରା ଆମେ ସବୁ ବିସ‍ଇତେଇ ସିଦ୍‌ ଅଇ, ତାର୍‌ ପାରା ଅଇବୁ । 16 କାଇକେବ‍ଇଲେ କିରିସ୍‌ଟ ତାର୍‌ ସବୁ ଲକ୍‌ମନ୍‌କେ ମିସାଇକରି ସଙ୍ଗ‍ଇ ଆଚେ । ଗଟେକ୍‌ ଗାଗଡର୍‌ ସନ୍ଦି ଜେନ୍ତିକି ସେ ଗାଗଡର୍‌ ସବୁ ବାଗ୍‌କେ ମିସାଇକରି ସଙ୍ଗ‍ଇସି, ସେନ୍ତାରିସେ ଗାଗଡର୍‌ ଗଟେକ୍‌ ଗଟେକ୍‌ ବାଗ୍‌ ନିଜର୍‌ ନିଜର୍‌ କାମ୍‌ କଲେ, ଗୁଲାଇ ଗାଗଡ୍‌ ବଡିକରି ବପୁ ଅଇସି । 17 ତେବର୍‌ ପାଇ ମାପ୍‌ରୁର୍‌ ନାଉଁଦାରି ମୁଇ ତମ୍‌କେ ଜାଗର୍‌ତା କରିଦେଲିନି । ତମେ ଆରି ପର୍‌ମେସର୍‌କେ ନାଜାନ୍‌ଲା ଲକର୍‌ପାରା ଚଲାଚଲ୍‌ତି କରା ନାଇ । 18 ସେମନ୍‌ ଚିନ୍ତାକର୍‌ବାଟା ଚୁଚାଇସେ । ସେମନ୍‌ ପର୍‌ମେସରର୍‌ ବିସ‍ଇ ବୁଜି ନାପାରତ୍‌ । ଆରି ସେ ଦେଇର‍ଇବା ଜିବନେ ଅନି ଦୁରିକେ ଆଚତ୍‌ । ସେମନ୍‌ ତାକର୍‌ ମନ୍‌ ଡାଟ୍‌ କଲାର୍‌ପାଇ ତାକେ ନାଜାନତ୍‌ । 19 ସେମନ୍‌ ପାପ୍‌ କାମ୍‌ କଲେ ମିସା, ବୁଲ୍‌ କଲି ବଲି ଲାଜ୍‌ କି ଦୁକ୍‌ ନ ଅ‍ଅତ୍‌ । ତେବର୍‌ପାଇ ସବୁରକାମର୍‌ ବେସିଆ କାମ୍‌ କର୍‌ବାଟାନେ ସର୍‌ପିଅଇ ଆଚତ୍‌ । ଏନ୍ତାରି କାମ୍‌ କରି କରି ଆରି କର୍‌ବାକେସେ ଲାଲ୍‌ସା ଅଇ ଆଚତ୍‌ । 20 ମାତର୍‌ ତମେ କିରିସ୍‌ଟର୍‌ ଟାନେଅନି ସେନ୍ତାରି ସିକିଆ ସିକାସ୍‌ ନାଇ । 21 ତମେ ଜେଡେବେଲେ ତାର୍‌ ବିସ‍ଇ ସୁନିକରି ସିକ୍‌ଲାସ୍‌, ସେଟା ତାର୍‌ ସତ୍‌ ସିକିଆଇଅନି ସିକ୍‌ଲାସ୍‌ । 22 ଆଗ୍‌ତୁ ଜନ୍‌ ପୁର୍‌ନା ଚଲାଚଲ୍‌ତି କରି ତମେ ଜିଉନା କାଉନା କର୍‌ତେ ରଇଲାସ୍‌, ସେଟା ଚାଡ୍‌ବାକେ ତମ୍‌କେ ସିକାଇ ର‍ଇଲାଇ । ତମର୍‌ ମନେ କାରାପ୍‌ ଚିନ୍ତା ଆଇବାଟା, ତମ୍‌କେ ନାଡାଇକରି ତମର୍‌ ଜିବନ୍‌ ନସାଇ ଦେଲାଇ । 23 ତମେ ଚିନ୍ତା କର୍‌ବାଟା ପର୍‌ମେସର୍‌ ନୁଆକରି ବାଦ୍‌ଲାଇବାକେ ତାକେ ସର୍‌ପି ଦିଆସ୍‌ ବଲି ସିକାଇଲାଇ ଆଚତ୍‌ । 24 ପର୍‌ମେସର୍‌ ତମ୍‌କେ ତାକର୍‌ ଗୁନ୍‌ଚଲନ୍‌ ପାରା ର‍ଇବା ନୁଆ ଗୁନ୍‌ଚଲନ୍‌ ଦେଲାଆଚେ । ତେବର୍‌ପାଇ ସେ ରକାମ୍‌ ଚଲାଚଲ୍‌ତି କରା । ପୁରାପୁରୁନ୍‌ ଦରମ୍‌ ଅଇକରି ସୁକଲ୍‌ ଅଇରୁଆ । 25 ତମର୍‌ ବିତ୍‌ରେ ମିଚ୍‌ କ‍ଇବାଟା ଚାଡିଦିଆସ୍‌, ନିଜର୍‌ ନିଜର୍‌ ବିତ୍‌ରେ ସତ୍‌ କୁଆକୁଇ ଉଆ । କାଇକେବ‍ଇଲେ ଆମେ ସବୁଲକ୍‌ ଗଟେକ୍‌ ଗାଗଡର୍‍ ବିନ୍‌ ବିନ୍‌ ବାଗ୍‌ ଅଇଲୁଆଚୁ । 26 ଜେଡେବେଲେ ରିସା ଆଇଲେ, ସେଡେବେଲେ ପାପ୍‌କରା ନାଇ । ବେଲ୍‌ ନ ବୁଡ୍‌ତେ ତମର୍‌ ରିସା ଚାଡି ଦିଆସ୍‌ । 27 ତମ୍‌କେ ପାପ୍‌ କରାଇବା ସଇତାନ୍‌କେ ଜାଗା ଦିଆସ୍‌ନାଇ । 28 ଜେ ଚରାଇତେ ର‍ଇଲା, ସେ ଆରି ନ ଚର୍‌ ଅଅ । ମାତର୍‌ ନିଜେ ତାର୍‌ ଜିଉନା କାଉନାର୍‌ ପାଇ କାଇଆଲେ ନିକ କାମ୍‌ କର । ସେନ୍ତାର୍‌ଆଲେ ଅର୍‌କିତ୍‌ ଲକ୍‌ମନ୍‌କେ ଦେବାକେ ତାର୍‌ଟାନେ କାଇଟା ମିସା ର‍ଇସି । 29 ଜନ୍‌ କାତା ବିନ୍‌ଲକ୍‌ମନ୍‌କେ ଲଡାକେ ନ ଆସେ, ସେନ୍ତାରି କାତା ତମର୍‌ ଟଣ୍ଡେ ଅନି ନ ବାରଅ । ତାର୍‌ବାଦୁଲେ ସେମନ୍‌କେ ସାର୍‌ଦା କରାଇ ବପୁ ଆଇବା କାତା କୁଆ । ଜେନ୍ତାରିକି ସୁନ୍‌ବା ଲକ୍‌ମନ୍‌ ତାକର୍‌ ଲଡାକେ ଆଇବା ବେଲାଇ ସେଟା ସୁନିକରି ସାର୍‌ଦା ଅଇବାଇ । 30 ପର୍‌ମେସରର୍‌ ସୁକଲ୍‌ ଆତ୍‌ମାକେ ଦୁକ୍‌ ଦିଆସ୍‌ ନାଇ । ତାକେ ମୁକଲ୍‌ବା ଦିନ ଜାକ ଗଟେକ୍‌ ଚିନ୍‌ ଇସାବେ ସେ ତମ୍‌କେ ଦେଲାଆଚେ । 31 ସବୁ ରକାମର୍‌ କୁଟ୍‌ କାତା ଚିନ୍ତା କର୍‌ବାଟା, ରିସା ଅଇବାଟା,କିରଜାଟି କର୍‌ବାଟା, ନିନ୍ଦା କାତା କ‍ଇବାଟା, ଇଁସା ତଲା ଅଇବାଟା, ଏ ସବୁଜାକ ତମର୍‌ଟାନେ ଅନି ଦୁରିକେ ସଙ୍ଗୁଆ । 32 ତାର୍‌ ବାଦୁଲେ ତମର୍‌ ତମର୍‌ ବିତ୍‌ରେ ମାନାମାନି ଅଇକରି ଆଲାଦ୍‌ ସଙ୍ଗ୍‍ ଦରମ୍‌ ଅଇ ରୁଆ । ଜେନ୍ତିକି କିରିସ୍‌ଟର୍‌ ଲାଗି ପର୍‌ମେସର୍‌ ତମ୍‌କେ କେମା କରିଦେଲା ଆଚେ । ତମେମନ୍‌ ମିସା ସେ ରକାମ୍‌ ନିଜର୍‌ ନିଜର୍‌ ବିତ୍‌ରେ କେମା କରାକରି ଉଆ ।

In Other Versions

Ephesians 4 in the ANGEFD

Ephesians 4 in the ANTPNG2D

Ephesians 4 in the AS21

Ephesians 4 in the BAGH

Ephesians 4 in the BBPNG

Ephesians 4 in the BBT1E

Ephesians 4 in the BDS

Ephesians 4 in the BEV

Ephesians 4 in the BHAD

Ephesians 4 in the BIB

Ephesians 4 in the BLPT

Ephesians 4 in the BNT

Ephesians 4 in the BNTABOOT

Ephesians 4 in the BNTLV

Ephesians 4 in the BOATCB

Ephesians 4 in the BOATCB2

Ephesians 4 in the BOBCV

Ephesians 4 in the BOCNT

Ephesians 4 in the BOECS

Ephesians 4 in the BOGWICC

Ephesians 4 in the BOHCB

Ephesians 4 in the BOHCV

Ephesians 4 in the BOHLNT

Ephesians 4 in the BOHNTLTAL

Ephesians 4 in the BOICB

Ephesians 4 in the BOILNTAP

Ephesians 4 in the BOITCV

Ephesians 4 in the BOKCV

Ephesians 4 in the BOKCV2

Ephesians 4 in the BOKHWOG

Ephesians 4 in the BOKSSV

Ephesians 4 in the BOLCB

Ephesians 4 in the BOLCB2

Ephesians 4 in the BOMCV

Ephesians 4 in the BONAV

Ephesians 4 in the BONCB

Ephesians 4 in the BONLT

Ephesians 4 in the BONUT2

Ephesians 4 in the BOPLNT

Ephesians 4 in the BOSCB

Ephesians 4 in the BOSNC

Ephesians 4 in the BOTLNT

Ephesians 4 in the BOVCB

Ephesians 4 in the BOYCB

Ephesians 4 in the BPBB

Ephesians 4 in the BPH

Ephesians 4 in the BSB

Ephesians 4 in the CCB

Ephesians 4 in the CUV

Ephesians 4 in the CUVS

Ephesians 4 in the DBT

Ephesians 4 in the DGDNT

Ephesians 4 in the DHNT

Ephesians 4 in the DNT

Ephesians 4 in the ELBE

Ephesians 4 in the EMTV

Ephesians 4 in the ESV

Ephesians 4 in the FBV

Ephesians 4 in the FEB

Ephesians 4 in the GGMNT

Ephesians 4 in the GNT

Ephesians 4 in the HARY

Ephesians 4 in the HNT

Ephesians 4 in the IRVA

Ephesians 4 in the IRVB

Ephesians 4 in the IRVG

Ephesians 4 in the IRVH

Ephesians 4 in the IRVK

Ephesians 4 in the IRVM

Ephesians 4 in the IRVM2

Ephesians 4 in the IRVO

Ephesians 4 in the IRVP

Ephesians 4 in the IRVT

Ephesians 4 in the IRVT2

Ephesians 4 in the IRVU

Ephesians 4 in the ISVN

Ephesians 4 in the JSNT

Ephesians 4 in the KAPI

Ephesians 4 in the KBT1ETNIK

Ephesians 4 in the KBV

Ephesians 4 in the KJV

Ephesians 4 in the KNFD

Ephesians 4 in the LBA

Ephesians 4 in the LBLA

Ephesians 4 in the LNT

Ephesians 4 in the LSV

Ephesians 4 in the MAAL

Ephesians 4 in the MBV

Ephesians 4 in the MBV2

Ephesians 4 in the MHNT

Ephesians 4 in the MKNFD

Ephesians 4 in the MNG

Ephesians 4 in the MNT

Ephesians 4 in the MNT2

Ephesians 4 in the MRS1T

Ephesians 4 in the NAA

Ephesians 4 in the NASB

Ephesians 4 in the NBLA

Ephesians 4 in the NBS

Ephesians 4 in the NBVTP

Ephesians 4 in the NET2

Ephesians 4 in the NIV11

Ephesians 4 in the NNT

Ephesians 4 in the NNT2

Ephesians 4 in the NNT3

Ephesians 4 in the PDDPT

Ephesians 4 in the PFNT

Ephesians 4 in the RMNT

Ephesians 4 in the SBIAS

Ephesians 4 in the SBIBS

Ephesians 4 in the SBIBS2

Ephesians 4 in the SBICS

Ephesians 4 in the SBIDS

Ephesians 4 in the SBIGS

Ephesians 4 in the SBIHS

Ephesians 4 in the SBIIS

Ephesians 4 in the SBIIS2

Ephesians 4 in the SBIIS3

Ephesians 4 in the SBIKS

Ephesians 4 in the SBIKS2

Ephesians 4 in the SBIMS

Ephesians 4 in the SBIOS

Ephesians 4 in the SBIPS

Ephesians 4 in the SBISS

Ephesians 4 in the SBITS

Ephesians 4 in the SBITS2

Ephesians 4 in the SBITS3

Ephesians 4 in the SBITS4

Ephesians 4 in the SBIUS

Ephesians 4 in the SBIVS

Ephesians 4 in the SBT

Ephesians 4 in the SBT1E

Ephesians 4 in the SCHL

Ephesians 4 in the SUSU

Ephesians 4 in the SUSU2

Ephesians 4 in the SYNO

Ephesians 4 in the TBIAOTANT

Ephesians 4 in the TBT1E

Ephesians 4 in the TBT1E2

Ephesians 4 in the TFTIP

Ephesians 4 in the TFTU

Ephesians 4 in the TGNTATF3T

Ephesians 4 in the THAI

Ephesians 4 in the TNFD

Ephesians 4 in the TNT

Ephesians 4 in the TNTIK

Ephesians 4 in the TNTIL

Ephesians 4 in the TNTIN

Ephesians 4 in the TNTIP

Ephesians 4 in the TNTIZ

Ephesians 4 in the TOMA

Ephesians 4 in the TTENT

Ephesians 4 in the UBG

Ephesians 4 in the UGV

Ephesians 4 in the UGV2

Ephesians 4 in the UGV3

Ephesians 4 in the VBL

Ephesians 4 in the VDCC

Ephesians 4 in the YALU

Ephesians 4 in the YAPE

Ephesians 4 in the YBVTP

Ephesians 4 in the ZBP