Hebrews 6 (SNT)

1 ତେବର୍‌ପାଇ କିରିସ୍‌ଟର୍‌ ମୁଲେଅନି ସିକିରଇବା ବିସଇ ତର୍‌କେ ତର୍‌ ନ ସିକିକରି ତାର୍‌ ଟିକିନିକି ବିସଇ ସିକୁ । ଜେନ୍ତିକି ଆମର୍‌ ବିସ୍‌ବାସ୍‌ ମିସା ଡାଁଟ୍‌ ଅଇସି । ଚୁଚାଇ କାମ୍‌ମନ୍‌ ଚାଡିକରି ପର୍‌ମେସର୍‌ଟାନେ ବାଉଡ୍‌ବା ଜନ୍‌ଟା କି ଆମର୍‌ ବିସ୍‌ବାସର୍‌ ମୁଲ୍‌ ପାକ୍‌ନା ରଇଲା, ତେଇ ଆରିତରେକ୍‌ ସେଟାସେ କର୍‌ବାର୍‌ ନାଇ । 2 ଡୁବନ୍‌ ବିସଇର୍‍ ସିକିଆ ଦେବାଟା, ଆତ୍‌ ସଙ୍ଗଇକରି ପାର୍‌ତନା କର୍‌ବାଟା, ମଲା ଲକ୍‌ମନ୍‌ ଆରିତରେକ୍‌ ବଁଚ୍‌ବାଟା ଆରି ଲକ୍‌ମନ୍‌କେ ସବୁଦିନର୍‌ପାଇ ରଇବା ପର୍‌ମେସରର୍‌ ନ ସାର୍‌ବା ବିଚାର୍‌ନା । 3 ଏବେ ଆମେ ଆଗ୍‌କେ ଜିବାକେ ପଡ୍‌ସି । ମାପ୍‌ରୁକେ ଆସାକରି ଆଗର୍‍ ବିସଇ ସିକୁ । 4 କାଇକେବଇଲେ ଜେତ୍‌କି ଲକ୍‌ ତାକର୍‌ ବିସ୍‌ବାସ୍‌ ଚାଡିଆଚତ୍‌, ସେମନର୍‌ ମନ୍‌ ପର୍‌ମେସରର୍‌ ଉଜଲ୍‌ସଙ୍ଗ୍‌ ଉଗାଡି ଅଇ ଆଚେ । ସେ ଦେଇ ରଇବା ସୁଆଦ୍‌ ସେମନ୍‌ ଚାକିଆଚତ୍‌ । ଆରି ସୁକଲ୍‌ଆତ୍‌ମା ପାଇଆଚତ୍‌ । 5 ପର୍‌ମେସରର୍‌ ବାକିଅ କେଡେକ୍‌ ନିକ ବଲି ସେମନ୍‌ ଜାନିଆଚତ୍‌ । ଆଇବା ଜୁଗେ ତାର୍‍ ଜନ୍‌ ବପୁ ସବୁକେ ଦେକାଇ ଅଇସି, ସେଟା ସେମନ୍‌ ଜାନିଆଚତ୍‌ । 6 ଏଟା ସବୁ ଅଇଲା ପଚେ ସେମନ୍‌ ତାକର୍‌ ବିସ୍‌ବାସ୍‌ ଆରାଇ ଆଚତ୍‌ । ସେଟାର୍‌ପାଇ ସେମନ୍‌କେ ଆରିତରେକ୍‌ ମନ୍‌ ବାଉଡାଇବାକେ ସଅଜ୍‌ ନାଇ । କାଇକେବଇଲେ ସେମନ୍‌ ପର୍‌ମେସରର୍‌ ପଅକେ ଆରିତରେକ୍‌ କୁର୍‌ସେ ମରାଇକରି ଗୁଲାଇ ଲକର୍‌ ମୁଆଟେ ଇଜତ୍‌ ଜିକ୍‌ଲାଇନି । 7 ବର୍‌ସା ପାନି ଜମିଟାନେ ମାର୍‌ଲେ ସେ ପାନି ଜମି ଜିକିନେଇସି । ସେନ୍ତାରି ଜମିକେ ପର୍‌ମେସର୍‌ ଆସିର୍‌ବାଦ୍‌ କର୍‌ସି । ସେନ୍ତାରି ଜମିଟାନେ ଲକ୍‌ମନ୍‌କେ ଦର୍‌କାର୍‌ ଅଇବା ଚାସ୍‌ କରିଅଇସି । 8 ମାତର୍‌ ସେ ଜମିଟାନେ ଜଦି କାଟା ଗଚ୍‌ ଅଇସି, ଆରି ଲାଟାବୁଟା ଗାଜା ଅଇସି, ତେବେ ସେଟା କାଇ ଲଡାକେ ନ ଲାଗେ । ଆରି ସେଟାକେ ପର୍‌ମେସର୍‌ ଡଣ୍ଡ୍ ଦେଇସି ଆରି ସେଟାମନ୍‌କେ ଜଇଟାନେ ପଡାଇଦେଇସି । 9 ଏ ଆଲାଦର୍‌ ମଇତର୍‌ମନ୍‌, ମୁଇ ଏନ୍ତାରି କଇତେରଇଲେ ମିସା ତମେ ସେନ୍ତାରି ନୁଆସ୍‌ ବଲି ମୁଇ ଜାନି । ତମେ ଆଗ୍‌ତୁଅନି ବିସ୍‌ବାସ୍‌ କଲାସ୍‌ନି ଆରି ତମର୍‌ ଚଲାଚଲ୍‌ତି ନିକ ଆଚେ । ଏ ସବୁ ତମେ ମୁକ୍‌ତି ପାଇରଇବା ଗଟେକ୍‌ ଚିନ୍‌ । 10 କାଇକେବଇଲେ, ପର୍‌ମେସର୍‌ ଅନିଆଇ ନ କରେ । ତମେ କରିରଇବା ନିକ କାମ୍‌ ସେ ନ ପାସ୍‌ରେ । ତାର୍‌ପାଇ ରଇବା ତମର୍‌ ଆଲାଦ୍‌ ମିସା । ସେ ଆଲାଦ୍‌ ତମର୍‌ ବିସ୍‌ବାସି ବାଇବଇନିକେ ସାଇଜ କଲାର୍‌ ପାଇ ତମେ ଦେକାଇ ଆଚାସ୍‌ । 11 ମୁଇ ଜନ୍‌ଟା ମନ୍‍ କଲିନି, ସେଟା ଅଇଲାନି ସାରାସାରି ଜାକ ପର୍‌ମେସର୍‌ ଜନ୍‌ କାତା ଦେଇଆଚେ, ସେଟା ପୁରାପୁରୁନ୍‌ ଅଇବାଜାକ ତମର୍‌ ଆସା ନ ଚାଡା । 12 ସେନ୍ତାରି କଲେ ଅଲସ୍‌ ନଅଇ ବିସ୍‌ବାସ୍‌ ଆରି ମୁର୍‌ଚି ରଇବା ଲକ୍‌ ଅଇସା । ସେନ୍ତାରି ଲକ୍‌ ପର୍‌ମେସର୍‌ ଜନ୍‌ଟା ଦେବାକେ କାତା ଦେଇଆଚେ, ସେମନ୍‌ ସେଟା ପାଇବାଇ । 13 ପର୍‌ମେସର୍‌ ଅବ୍‌ରାଆମ୍‍କେ କାତା ଦେଇରଇଲା ବେଲେ, ସେ ପୁରାପୁରୁନ୍‌ କର୍‌ବି ବଲି ସପତ୍‌ କରିରଇଲା । ତାର୍‌ଟାନେ ଅନି ଆରି କେ ମିସା ବଡ୍‌ ନ ରଇଲାକେ ନିଜର୍‌ ନାଉଁ ଦାରି ସପତ୍‌ କଲା । 14 ସେ ଅବ୍‌ରାଆମ୍‍କେ କଇଲା, “ମୁଇ ତମ୍‌କେ ବାଇଦରେ ଆସିର୍‌ବାଦ୍‌ କର୍‌ବି । ଆରି ତର୍‌ କୁଟୁମ୍‌ ଜବର୍‌ କର୍‌ବି ।” 15 ଅବ୍‌ରାଆମ୍ ତାର୍‌ କାତା ଦାରି ଜାଗିରଇଲାକେ, ପର୍‌ମେସର୍‌ ସପତ୍‌ କଲାଟା ସେ ମିଲାଇଲା । 16 ଜେଡେବେଲେ ଲକ୍‌ମନ୍‌ ପର୍‌ମାନ୍‌ ସ‍ଇତ୍‌ କର୍‌ବାଇ, ସେମନ୍‌ ବଡ୍‌ଲକ୍‌ମନର୍‌ ନାଉଁ ଦାରି ପର୍‌ମାନ୍‌ ସଇତ୍‌ କର୍‌ବାଇ । ସେନ୍ତାରି କଲେ ସେ ସପତ୍‌ ଲାଗିରଇବା ସବୁ ଦଦାପେଲାକେ ଚିଡାଇସି । 17 ଜନ୍‌ଲକ୍‌ମନ୍‌ ସେ କାତା ଦେଇରଇବାଟା ମିଲାଇବାଇ, ସେମନ୍‌ ଏ ସବୁ ବିସଇ ଜାନତ୍‌ ବଲି ସେ ମନ୍‍ କରିରଇଲା । ତାର୍‌ ମନ୍‌ କେବେ ନ ବାଦ୍‌ଲେ ବଲି ସବୁ ଲକ୍‌ ଜାନିରଅତ୍‌ । ସେଟାର୍‌ପାଇ ସେ ତାର୍‌ କାତାଦେଇ ରଇବାଟାନେ ତାର୍‌ ସପତ୍‌ ମିସା ମିସାଇଲା । ପର୍‌ମେସର୍‌ ଦେଇରଇବା କାତା ଆରି ତାର୍‌ ସପତ୍‌ ସତ୍‌ସେ । 18 ଏ ଦୁଇଟା ବିସଇ କେବେ ନ ବାଦ୍‌ଲେ । କାଇକେବଇଲେ ପର୍‌ମେସର୍‌ ମିଚ୍‌ ନ କଏ । ତେବର୍‌ପାଇ ଆମେ ମୁକ୍‌ତି ପାଇରଇବା ଲକ୍‌ମନ୍‌, ଆମର୍‌ ମନେ ବେସି ସାଆସ୍‌ ଦାରିଆଚୁ । ଆରି ତାର୍‌ଟାନେ ରଇବା ଆମର୍‌ ଆସା ଡାଁଟ୍‌ ଆଚେ । 19 ଏ ଆସା ଆମର୍‌ ବିସ୍‌ବାସ୍‌ ଡାଁଟ୍‌ କରାଇସି । କାଇକେବଇଲେ ସେଟା ପୁରାପୁରୁନ୍‌ ଅଇସିଆକା । ଅମର୍‌ ଆସାର୍‍ ଲାଗି ଆମେ ପର୍‌ମେସରର୍‌ ଜାଗାଇ ପୁରିଆଚୁ । ଏଟା ଜେନ୍ତାରି ବଡ୍‌ ପୁଜାରି ମନ୍ଦିରର୍‌ ଅଦିକ୍‌ ସୁକଲ୍‌ ଜାଗାଇ ପୁର୍‌ସି । ଜନ୍‌ ଜାଗା କି ପାର୍‌ଦା ବିତ୍‌ରେ ଲୁଚିରଇସି । 20 ସେ ଜାଗାଇସେ ଆମର୍‌ ଜିସୁ ଆଗ୍‌ତୁ ଜାଇଆଚେ । ଆରି ସବୁଦିନର୍‌ପାଇ ମଲ୍‌କିସେଦକର୍‍ ପୁଜାରି ପଦ୍‌ ପାରା ସେ ବଡ୍‌ ପୁଜାରି ଅଇଲାଆଚେ ।

In Other Versions

Hebrews 6 in the ANGEFD

Hebrews 6 in the ANTPNG2D

Hebrews 6 in the AS21

Hebrews 6 in the BAGH

Hebrews 6 in the BBPNG

Hebrews 6 in the BBT1E

Hebrews 6 in the BDS

Hebrews 6 in the BEV

Hebrews 6 in the BHAD

Hebrews 6 in the BIB

Hebrews 6 in the BLPT

Hebrews 6 in the BNT

Hebrews 6 in the BNTABOOT

Hebrews 6 in the BNTLV

Hebrews 6 in the BOATCB

Hebrews 6 in the BOATCB2

Hebrews 6 in the BOBCV

Hebrews 6 in the BOCNT

Hebrews 6 in the BOECS

Hebrews 6 in the BOGWICC

Hebrews 6 in the BOHCB

Hebrews 6 in the BOHCV

Hebrews 6 in the BOHLNT

Hebrews 6 in the BOHNTLTAL

Hebrews 6 in the BOICB

Hebrews 6 in the BOILNTAP

Hebrews 6 in the BOITCV

Hebrews 6 in the BOKCV

Hebrews 6 in the BOKCV2

Hebrews 6 in the BOKHWOG

Hebrews 6 in the BOKSSV

Hebrews 6 in the BOLCB

Hebrews 6 in the BOLCB2

Hebrews 6 in the BOMCV

Hebrews 6 in the BONAV

Hebrews 6 in the BONCB

Hebrews 6 in the BONLT

Hebrews 6 in the BONUT2

Hebrews 6 in the BOPLNT

Hebrews 6 in the BOSCB

Hebrews 6 in the BOSNC

Hebrews 6 in the BOTLNT

Hebrews 6 in the BOVCB

Hebrews 6 in the BOYCB

Hebrews 6 in the BPBB

Hebrews 6 in the BPH

Hebrews 6 in the BSB

Hebrews 6 in the CCB

Hebrews 6 in the CUV

Hebrews 6 in the CUVS

Hebrews 6 in the DBT

Hebrews 6 in the DGDNT

Hebrews 6 in the DHNT

Hebrews 6 in the DNT

Hebrews 6 in the ELBE

Hebrews 6 in the EMTV

Hebrews 6 in the ESV

Hebrews 6 in the FBV

Hebrews 6 in the FEB

Hebrews 6 in the GGMNT

Hebrews 6 in the GNT

Hebrews 6 in the HARY

Hebrews 6 in the HNT

Hebrews 6 in the IRVA

Hebrews 6 in the IRVB

Hebrews 6 in the IRVG

Hebrews 6 in the IRVH

Hebrews 6 in the IRVK

Hebrews 6 in the IRVM

Hebrews 6 in the IRVM2

Hebrews 6 in the IRVO

Hebrews 6 in the IRVP

Hebrews 6 in the IRVT

Hebrews 6 in the IRVT2

Hebrews 6 in the IRVU

Hebrews 6 in the ISVN

Hebrews 6 in the JSNT

Hebrews 6 in the KAPI

Hebrews 6 in the KBT1ETNIK

Hebrews 6 in the KBV

Hebrews 6 in the KJV

Hebrews 6 in the KNFD

Hebrews 6 in the LBA

Hebrews 6 in the LBLA

Hebrews 6 in the LNT

Hebrews 6 in the LSV

Hebrews 6 in the MAAL

Hebrews 6 in the MBV

Hebrews 6 in the MBV2

Hebrews 6 in the MHNT

Hebrews 6 in the MKNFD

Hebrews 6 in the MNG

Hebrews 6 in the MNT

Hebrews 6 in the MNT2

Hebrews 6 in the MRS1T

Hebrews 6 in the NAA

Hebrews 6 in the NASB

Hebrews 6 in the NBLA

Hebrews 6 in the NBS

Hebrews 6 in the NBVTP

Hebrews 6 in the NET2

Hebrews 6 in the NIV11

Hebrews 6 in the NNT

Hebrews 6 in the NNT2

Hebrews 6 in the NNT3

Hebrews 6 in the PDDPT

Hebrews 6 in the PFNT

Hebrews 6 in the RMNT

Hebrews 6 in the SBIAS

Hebrews 6 in the SBIBS

Hebrews 6 in the SBIBS2

Hebrews 6 in the SBICS

Hebrews 6 in the SBIDS

Hebrews 6 in the SBIGS

Hebrews 6 in the SBIHS

Hebrews 6 in the SBIIS

Hebrews 6 in the SBIIS2

Hebrews 6 in the SBIIS3

Hebrews 6 in the SBIKS

Hebrews 6 in the SBIKS2

Hebrews 6 in the SBIMS

Hebrews 6 in the SBIOS

Hebrews 6 in the SBIPS

Hebrews 6 in the SBISS

Hebrews 6 in the SBITS

Hebrews 6 in the SBITS2

Hebrews 6 in the SBITS3

Hebrews 6 in the SBITS4

Hebrews 6 in the SBIUS

Hebrews 6 in the SBIVS

Hebrews 6 in the SBT

Hebrews 6 in the SBT1E

Hebrews 6 in the SCHL

Hebrews 6 in the SUSU

Hebrews 6 in the SUSU2

Hebrews 6 in the SYNO

Hebrews 6 in the TBIAOTANT

Hebrews 6 in the TBT1E

Hebrews 6 in the TBT1E2

Hebrews 6 in the TFTIP

Hebrews 6 in the TFTU

Hebrews 6 in the TGNTATF3T

Hebrews 6 in the THAI

Hebrews 6 in the TNFD

Hebrews 6 in the TNT

Hebrews 6 in the TNTIK

Hebrews 6 in the TNTIL

Hebrews 6 in the TNTIN

Hebrews 6 in the TNTIP

Hebrews 6 in the TNTIZ

Hebrews 6 in the TOMA

Hebrews 6 in the TTENT

Hebrews 6 in the UBG

Hebrews 6 in the UGV

Hebrews 6 in the UGV2

Hebrews 6 in the UGV3

Hebrews 6 in the VBL

Hebrews 6 in the VDCC

Hebrews 6 in the YALU

Hebrews 6 in the YAPE

Hebrews 6 in the YBVTP

Hebrews 6 in the ZBP