Hebrews 7 (SNT)

1 ଏ ମଲ୍‌କିସେଦକ୍‌ ସାଲେମ୍‌ ରାଇଜର୍‌ ରାଜା ରଇଲା । ସେ ସବୁର୍‌ଟାନେଅନି ଉପ୍‌ରେ ରଇବା ପର୍‌ମେସରର୍‌ ପୁଜାରି ରଇଲା । ଚାର୍‌ଟା ରାଜାମନ୍‌କେ ଜୁଇଦେ ଆରାଇକରି ବାଉଡ୍‌ଲାବେଲେ ମଲ୍‌କିସେଦକ୍‌ ଅବ୍‌ରାଆମ୍‍କେ ବେଟ୍‌ ଅଇବାର୍‌ ଗାଲା ଆରି ତାକେ ଆସିର୍‌ବାଦ୍‌ କଲା । ସେଡ୍‌କିବେଲେ ଜୁଇଦେ ଜିତିକରି ତେଇର୍‌ ଜେତ୍‌କି କାଇକାଇଟା ନେଇକରି, ନିଜର୍‌ଟା କରିରଇଲା, ତେଇଅନି ଦସ୍‌ବାଗେ ଅନି ଗଟେକ୍‌ବାଗ୍‌ ଅବ୍‌ରାଆମ୍‍ ତାକେ ଦେଲା । 2 ମଲ୍‌କିସେଦକ୍‌ ନାଉଁର୍‌ ଅରତ୍‌ ଅଇଲାନି, ଦରମ୍‌ସଙ୍ଗ୍‍ ରଇବା ରାଜା । ଆରି ସାନ୍ତିର୍‍ ରାଜା ମିସା । କାଇକେବଇଲେ ସାଲେମ୍‌ ନାଉଁର୍‌ ଅରତ୍‌ ଅଇଲାନି ସାନ୍ତି । 3 ମଲ୍‌କିସେଦକର୍‌ ଆୟା ବାବା, ଆନିଦାଦିମନର୍‌ ବିସଇନେଇ କାଇଟା ଲେକା ଅଏନାଇ । ସେନ୍ତାରିସେ ତାର୍‌ ଜନମ୍‌ ମରନ୍‌ ବିସଇ ମିସା କାଇଟା ନାଇ । ସେଟାର୍‌ ପାଇ ସେ ପର୍‌ମେସରର୍‌ ପଅ ପାରା । ସେ ସବୁଦିନର୍‌ପାଇ ପୁଜାରି ଅଇରଇସି । 4 ମଲ୍‌କିସେଦକ୍‌ କେଡେବଡ୍‌ ଲକ୍‌ ରଇଲାବଲି ଆମେ ଏତାଇଦେକୁ । ପର୍‌ତମେ ଆମେ ଜିଉଦିମନର୍‌ ଡାକ୍‌ପୁଟା ପାଇରଇବା ଆନିଦାଦି ଅବ୍‌ରାଆମ୍ ମିସା ଜୁଇଦ୍‌କରି ତେଇଅନି ମିଲାଇ ଆନିରଇବା କାଇକାଇଟା ଦସ୍‌ ବାଗେଅନି ଗଟେକ୍‌ବାଗ୍‌ ତାକେ ଦେଇରଇଲା । 5 ମସାର୍‌ ନିୟମ୍‌ ଇସାବେ ଜିଉଦିମନ୍‌କେ ଏନ୍ତାରି ଗଟେକ୍‌ ନିୟମ୍‌ ଆଚେ । ଲେବି ବଁସର୍‌ ଜେତ୍‌କି ନାତି ତିତିମନ୍‌ ପୁଜାରିଅଇବାଇ । ତାକର୍‌ ସଙ୍ଗେ ରଇବା ଜିଉଦିମନ୍‌ କାମାଇ ଆନ୍‌ବା ଚାସେଅନି ଦସ୍‌ବାଗେଅନି ଗଟେକ୍‌ ବାଗ୍‌ ନେବାଇ । ସେମନ୍‌ ସବୁ ଅବ୍‌ରାଆମର୍‌ ନାତିତିତି ଅଇରଇଲେ ମିସା ଏନ୍ତାରି କର୍‍ତେରଇଲାଇ । 6 ମାତର୍‌ ମଲ୍‌କିସେଦକ୍‌ ଲେବିର୍‌ ନାତିତିତି ନ ଅଇରଇଲେ ମିସା, ସେ ଅବ୍‌ରାମର୍‌ଟାନେଅନି ଦସ୍‌ବାଗେଅନି ବାଗେକ୍‌ ନେଇତେରଇଲା । ସେବେଲେ ମଲ୍‌କିସେଦକ୍‌ ଅବ୍‌ରାଆମ୍‍କେ ଆସିର୍‌ବାଦ୍‌ କରି ରଇଲା । ଅବ୍‌ରାଆମ୍‍କେସେ ପର୍‌ମେସରର୍‌ ସବୁକାତା ଦେଇରଇଲା । 7 ଆମେସବୁ ଜାନିଆଚୁ, ଜନ୍‌ ଲକ୍‌କେ ଆସିର୍‌ବାଦ୍‌ କର୍‌ବାକେ ଅଦିକାର୍‌ ଆଚେ, ସେ ଆସିର୍‌ବାଦ୍‌ ପାଇବା ଲକର୍‌ଟାନେଅନି ବଡ୍‌ । 8 ଲେବିର୍‌ ଜେତ୍‌କି ନାତିତିତିମନ୍‌, ଦସ୍‌ବାଗେ ଅନି ଗଟେକ୍‌ ବାଗ୍‌ ନେଇରଇଲାଇ, ସେମନ୍‌ ସବୁଲକ୍‌ ଜାକ ଗଟେକ୍‌ ଦିନ୍‌ ମର୍‌ବାଇ । ମାତର୍‌ ମଲ୍‌କିସେଦକର୍‌ ମରନ୍‌ ବିସଇ ସାସ୍‌ତରେ କନ୍ତି ମିସା ଲେକା ଅଏନାଇ । ତାର୍‌ ବାଦୁଲେ ତେଇ ଲେକାଅଇଲା ଆଚେ, ତାର୍‌ ପୁଜାରି ପଦ୍‌ ନ ବାଦ୍‌ଲିକରି ସବୁ ଦିନର୍‌ପାଇ ରଇସି । 9 ଲେବିର୍‌ ଜେତ୍‌କି ସବୁ ନାତିତିତିମନ୍‌ ଦସ୍‌ବାଗେ ଅନି ଗଟେକ୍‌ ବାଗ୍‌ ନେଇତେ ରଇଲାଇ, ସେମନ୍‌ ଅବ୍‌ରାଆମର୍‌ ସଙ୍ଗ୍ ମିସିକରି ମଲ୍‌କିସେଦକ୍‌କେ ଦସ୍‌ବାଗେଅନି ଗଟେକ୍‌ ବାଗ୍‌ ଦେଲାବଲି ଆମେ କଇଅଇସି । 10 କାଇକେବଇଲେ ଜେଡେବଲ୍‌ ମଲ୍‌କିସେଦକ୍‌ ଅବ୍‌ରାମ୍‌କେ ବେଟ୍‌ ଅଇଲା, ସେ ଲେବି ଜନମ୍‌ ନ ଅଇରଇଲା, ମାତର୍‌ ସେ ଅବ୍‌ରାଆମର୍‌ ଗାଗ୍‌ଡେ ରଇଲା । କାଇକେବଇଲେ ଅବ୍‌ରାଆମ୍ ତାର୍‌ ଆନିଦାଦି ରଇଲା । 11 ଲେବିର୍‌ ନାତିତିତି ପୁଜାରି ଇସାବେ ବାଚ୍‌ଲାର୍‌ପାଇ ପର୍‌ମେସର୍‌ ତାର୍‌ ନିୟମ୍‌ ଜିଉଦିମନ୍‌କେ ଦେଇରଇଲା । ମାତର୍‌ ଲେବି ବଁସର୍‌ ପୁଜାରିମନ୍‌ ଜଦି ସିଦ୍‌ଲକ୍‌ ଅଇରଇତାଇ ଆଲେ, ଆରି ଗଟେକ୍‌ ପୁଜାରି ଆଇବାକେ ଦର୍‌କାର୍‌ ନ ରଇଲା । ସେନ୍ତାର୍‌ ଏ ପୁଜାରି ଆରଣ୍‌ ଜେ କି ଲେବିର୍‌ ନାତିତିତି ରଇଲା, ତାର୍‌ ପୁଜାରିପଦ୍‌ ନ ଦାରି ମଲ୍‌କିସେଦକର ପୁଜାରି ପଦ୍‌ ଦାରି ଆଇସି । 12 ଜନ୍‌ ପୁଜାରି ଲକ୍‌ମନର୍‌ ବାଦୁଲେ ପର୍‌ମେସରର୍‌ ମୁଆଟେ ଟିଆ ଅଇସି, ତାର୍‌ ପୁଜାରି ପଦ୍‌ ବାଦ୍‌ଲାଇଲେ ଜନ୍‌ ନିୟମ୍‌ ମାନିଆଇଲାଇନି, ସେଟାମିସା ବାଦଲ୍‌ବାର୍‌ ଆଚେ । 13 ଏ ସବୁ ବିସଇ ବାଦ୍‌ଲିଗାଲା ଆଚେବଲି ଆମେ ଜାନୁ । କାଇକେବଇଲେ ଆମର୍‌ ମାପ୍‌ରୁ ଜିସୁ ଜାର୍‌ ବିସଇନେଇ ଏ ସବୁ କାତା କଇଲୁନି, ସେ ଲେବି ବଁସର୍‌ ନାତିତିତି ନ ରଇଲା । ଜିଉଦା ବଁସେଅନି ଏବେଜାକ କେ ପୁଜାରି ବାବେ ସେବା କରତ୍‌ ନାଇ । 14 ଜିଉଦା ତାର୍‌ ଆନିଦାଦି ରଇଲା । ମସା ଦେଇରଇବା କାତାଇ ମିସା ଜିଉଦାର୍‌ ନାତିତିତିମନ୍‌ ପୁଜାରି ଅଇବା ବିସଇ କାଇଟା କଏ ନାଇ । 15 ଇତିଅନି ନିମାନ୍‌ ଜାନାପଡ୍‌ଲାନି ଜେ, ଆଗର୍‌ ରକାମ୍‌ ପୁଜାରି ଆରି ସେମନ୍‌ ମାନିଆଇତେରଇବା ନିୟମ୍‌ ଏବେ ବାଦ୍‌ଲାଇକରି ଗଟେକ୍‌ ନୁଆ ରକାମ୍‌ ପୁଜାରି ବାରଇଆଚେ । ସେ ମଲ୍‌କିସେଦକର୍‌ ପୁଜାରି ପଦ୍‌ ଦାରି ଆଇବାଟା । 16 ଆରି ସେ ମୁନୁସ୍‌ମନର୍‌ ନିୟମ୍‌ ଆରି ରିତିନିତି ଇସାବେ ପୁଜାରି କରେନାଇ, ମାତର୍‌ କେବେ ନ ସାର୍‌ବା ଗଟେକ୍‌ ବପୁର୍‌ ଜିବନ୍‌ ଲାଗି କଲାଆଚେ । ମଲ୍‌କିସେଦକର୍‌ ପାରା ଗଟେକ୍‌ ବିନ୍‌ ପୁଜାରି ବାରଇଲା । 17 କାଇକେବଇଲେ ତାର୍‌ ବିସଇରେ ସାସ୍‌ତର୍‌ କଇଲାନି, “ମଲ୍‌କିସେଦକର୍‌ ପୁଜାରି ପଦ୍‌ପାରା ତୁଇ ପୁଜାରି ଅଇ ଆଚୁସ୍‌ ।” 18 ପୁର୍‌ନା ନିୟମ୍‌ ବାଦ୍‌ଲାଇଲା । କାଇକେବଇଲେ, ସେଟା ଲକ୍‌ମନ୍‌କେ ପର୍‌ମେସରର୍‌ ଲଗେ ଆନ୍‌ବାକେ ବପୁ ନ ରଇଲା ଆରି ବେକାର୍‌ ରଇଲା । 19 କାଇକେବଇଲେ ମସାର୍‌ ନିୟମ୍‌ କାଇଟା ମିସା ପୁରାପୁରୁନ୍‌ ସିଦ୍‌କରି ନାପାର୍‌ଲା । ମାତର୍‌ ଏବେ ଆମ୍‌କେ ଗଟେକ୍‌ ବପୁର୍‌ ଆସା ମିଲ୍‌ଲା ଆଚେ । ଜାର୍‌ଲାଗି ଆମେ ପରମେସରର୍‌ ଲଗେ ଅଇବାକେ ଆସିପାର୍‌ଲୁନି । 20 ଆରି ଆମର୍‌ ପାଇ ପରମେସରର୍‌ କାତାଦେଇ ରଇବାଟା ମିସା ଆଚେ । ବିନ୍‌ ଲକର୍‌ ନାତିତିତିମନ୍‌ ପୁଜାରି ପଦେ ରଇଲାବେଲେ ସେ ଏନ୍ତି କାଇମିସା ସପତ୍‌ କରି ନ ରଇଲା । 21 ମାତର୍‌ କିରିସ୍‌ଟ ପୁଜାରି ଅଇବାବେଲେ ପରମେସର୍‌ ତାକେ ସପତ୍‌ କରି କଇରଇଲା,“ମାପ୍‌ରୁ ଗଟେକ୍‌ ସପତ୍‌ କଲା ଆଚେତୁଇ ସବୁଦିନର୍‌ପାଇ ପୁଜାରି ଅଇରଇସୁ ।କଇଲା ଏ କାତା କେବେ ନ ବାଦ୍‌ଲାଏ ।ତମେ କାଲ୍‌କାଲ୍‌ ଜୁଗ୍‌ ଜୁଗର୍‌ ପାଇ ପୁଜାରି ଅଇସା ।” 22 କାଇକେବଇଲେ ପର୍‌ମେସର୍‌ ଜନ୍‌ ସପତ୍‌ ତାକେ ଦେଇରଇଲା, ତାର୍‌ ନୁଆ ରାଜିନାମା ପୁରାପୁରୁନ୍‌ ଅଇସିଆକା ବଲି ଜିସୁ ଡାଁଟ୍‌ ସଙ୍ଗ୍‍ କଇଲାନି । 23 ଜିସୁର୍‌ ପୁଜାରି ପଦ୍‌ ଆରି ଲେବି ବଁସର୍‌ କେତେକ୍‌ କେତେକ୍‌ ପୁଜାରି ପଦ୍‌ ଦାରିରଇବା ବେସି ପୁଜାରିମନର୍‌ ବିତ୍‌ରେ ଏନ୍ତାରି ବିନ୍‌ ରଇଲା । ସେମନ୍‌ ସବୁ ତାକର୍‌ ପୁଜାରିପଦ୍‌ କରିଲାଗି ରଅତ୍‌ ନାଇ । କାଇକେବଇଲେ ସେମନ୍‌ ସବୁଲକ୍‌ ମରିଗାଲାଇ । 24 ମାତର୍‌ ଜିସୁ କେବେ ନ ମରେ । ଆରି ପୁଜାରି ଇସାବେ ରଇବା ତାର୍‌ କାମ୍‌ ଆରି କାକେ ମିସା ଦିଆ ନ ଅଏ । 25 ସେଟାର୍‌ ପାଇ ଜନ୍‌ ଲକ୍‌ମନ୍‌ ତାକେ ବିସ୍‌ବାସ୍‌ କରି ଲଗେ ଆଇବାଇ, ସେମନ୍‌କେ ସବୁବେଲର୍‌ପାଇ ରକିଆ କରିପାର୍‌ସି । କାଇକେ ବଇଲେ ସେମନର୍‌ ପାଇ ପରମେସରର୍‌ ମୁଆଟେ ଗୁଆରି କର୍‌ବାକେ ସେ ଜୁଗ୍‌ ଜୁଗର୍‌ ପାଇ ଜିବନ୍‌ ଅଇକରି ଆଚେ । 26 ତେବର୍‌ପାଇ ଜିସୁ ଅଇଲାନି ଆମର୍‌ ବଡ୍‌ ପୁଜାରି । ସେ ଆମର୍‌ପାଇ ସମାନ୍‌ ଆଚେ । କାଇକେବଇଲେ ସେ ସୁକଲ୍‌, ତାର୍‌ଟାନେ କାଇ ବୁଲ୍‌, କି ପାପ୍‌ ନାଇ । ଆମର୍‌ ପାପିମନର୍‌ଟାନେଅନି ସେ ପୁରାପୁରୁନ୍‌ ବିନ୍‌ଆଚେ । ଆରି ପର୍‌ମେସର୍‌ ତାକେ ସରଗ୍‌ ଜେତ୍‌କି ଜାଇ ଉଟାଇଆଚେ । 27 ବିନ୍‌ ବଡ୍‌ ପୁଜାରି ମନ୍‌ ସବୁଦିନ୍‌ ପର୍‌ମେସରର୍‌ଟାନେ ଦିନ୍‌କେ ବଲି ଦେବାର୍‌ ଆଚେ । ତାର୍‌ପଚେ ସେମନ୍‌ ଲକ୍‌ମନର୍‌ ପାପର୍‌ପାଇ ମିସା ବଲି ଦେବାର୍‌ ଆଚେ । ମାତର୍‌ ଜିସୁ ଏନ୍ତାରି ନାଇ । ସେ ସବୁଲକର୍‌ ପାଇ ମିସ୍‌ତେ ଗଟେକ୍‌ତର୍‌ସେ ବଲି ଅଇଲା ଆଚେ । ତାର୍‌ ସେ ମରନ୍‌ ସବୁଦିନର୍‌ପାଇ ଅଇସି । 28 କାଇକେବଇଲେ ମସାର୍‌ ନିୟମ୍‌ ଇସାବେ, ଜନ୍‌ଲକ୍‌ ବଡ୍‌ ପୁଜାରି ପଦ୍‌ପାଇରଇସି, ସେମନ୍‌କେ ମିସା ପାପ୍‌ ରଇସି । ମାତର୍‌ ଜନ୍‌ଟା ପର୍‌ମେସର୍‌ ଗଟେକ୍‌ ସପତ୍‌ କରି କାତା ଦେଇରଇଲା, ସେଟା ନିୟମ୍‌ ପଚେ ଆଇଲା । ଜନ୍‌ ଲକ୍‌ ବାଚାଇଅଇରଇଲା, ତାର୍‌ ପଅ ରଇଲା । ସେ ସବୁଦିନର୍‌ପାଇ କାଇ ପାପ୍‌ ନ ରଇବା ପୁଜାରି ଅଇଆଚେ ।

In Other Versions

Hebrews 7 in the ANGEFD

Hebrews 7 in the ANTPNG2D

Hebrews 7 in the AS21

Hebrews 7 in the BAGH

Hebrews 7 in the BBPNG

Hebrews 7 in the BBT1E

Hebrews 7 in the BDS

Hebrews 7 in the BEV

Hebrews 7 in the BHAD

Hebrews 7 in the BIB

Hebrews 7 in the BLPT

Hebrews 7 in the BNT

Hebrews 7 in the BNTABOOT

Hebrews 7 in the BNTLV

Hebrews 7 in the BOATCB

Hebrews 7 in the BOATCB2

Hebrews 7 in the BOBCV

Hebrews 7 in the BOCNT

Hebrews 7 in the BOECS

Hebrews 7 in the BOGWICC

Hebrews 7 in the BOHCB

Hebrews 7 in the BOHCV

Hebrews 7 in the BOHLNT

Hebrews 7 in the BOHNTLTAL

Hebrews 7 in the BOICB

Hebrews 7 in the BOILNTAP

Hebrews 7 in the BOITCV

Hebrews 7 in the BOKCV

Hebrews 7 in the BOKCV2

Hebrews 7 in the BOKHWOG

Hebrews 7 in the BOKSSV

Hebrews 7 in the BOLCB

Hebrews 7 in the BOLCB2

Hebrews 7 in the BOMCV

Hebrews 7 in the BONAV

Hebrews 7 in the BONCB

Hebrews 7 in the BONLT

Hebrews 7 in the BONUT2

Hebrews 7 in the BOPLNT

Hebrews 7 in the BOSCB

Hebrews 7 in the BOSNC

Hebrews 7 in the BOTLNT

Hebrews 7 in the BOVCB

Hebrews 7 in the BOYCB

Hebrews 7 in the BPBB

Hebrews 7 in the BPH

Hebrews 7 in the BSB

Hebrews 7 in the CCB

Hebrews 7 in the CUV

Hebrews 7 in the CUVS

Hebrews 7 in the DBT

Hebrews 7 in the DGDNT

Hebrews 7 in the DHNT

Hebrews 7 in the DNT

Hebrews 7 in the ELBE

Hebrews 7 in the EMTV

Hebrews 7 in the ESV

Hebrews 7 in the FBV

Hebrews 7 in the FEB

Hebrews 7 in the GGMNT

Hebrews 7 in the GNT

Hebrews 7 in the HARY

Hebrews 7 in the HNT

Hebrews 7 in the IRVA

Hebrews 7 in the IRVB

Hebrews 7 in the IRVG

Hebrews 7 in the IRVH

Hebrews 7 in the IRVK

Hebrews 7 in the IRVM

Hebrews 7 in the IRVM2

Hebrews 7 in the IRVO

Hebrews 7 in the IRVP

Hebrews 7 in the IRVT

Hebrews 7 in the IRVT2

Hebrews 7 in the IRVU

Hebrews 7 in the ISVN

Hebrews 7 in the JSNT

Hebrews 7 in the KAPI

Hebrews 7 in the KBT1ETNIK

Hebrews 7 in the KBV

Hebrews 7 in the KJV

Hebrews 7 in the KNFD

Hebrews 7 in the LBA

Hebrews 7 in the LBLA

Hebrews 7 in the LNT

Hebrews 7 in the LSV

Hebrews 7 in the MAAL

Hebrews 7 in the MBV

Hebrews 7 in the MBV2

Hebrews 7 in the MHNT

Hebrews 7 in the MKNFD

Hebrews 7 in the MNG

Hebrews 7 in the MNT

Hebrews 7 in the MNT2

Hebrews 7 in the MRS1T

Hebrews 7 in the NAA

Hebrews 7 in the NASB

Hebrews 7 in the NBLA

Hebrews 7 in the NBS

Hebrews 7 in the NBVTP

Hebrews 7 in the NET2

Hebrews 7 in the NIV11

Hebrews 7 in the NNT

Hebrews 7 in the NNT2

Hebrews 7 in the NNT3

Hebrews 7 in the PDDPT

Hebrews 7 in the PFNT

Hebrews 7 in the RMNT

Hebrews 7 in the SBIAS

Hebrews 7 in the SBIBS

Hebrews 7 in the SBIBS2

Hebrews 7 in the SBICS

Hebrews 7 in the SBIDS

Hebrews 7 in the SBIGS

Hebrews 7 in the SBIHS

Hebrews 7 in the SBIIS

Hebrews 7 in the SBIIS2

Hebrews 7 in the SBIIS3

Hebrews 7 in the SBIKS

Hebrews 7 in the SBIKS2

Hebrews 7 in the SBIMS

Hebrews 7 in the SBIOS

Hebrews 7 in the SBIPS

Hebrews 7 in the SBISS

Hebrews 7 in the SBITS

Hebrews 7 in the SBITS2

Hebrews 7 in the SBITS3

Hebrews 7 in the SBITS4

Hebrews 7 in the SBIUS

Hebrews 7 in the SBIVS

Hebrews 7 in the SBT

Hebrews 7 in the SBT1E

Hebrews 7 in the SCHL

Hebrews 7 in the SUSU

Hebrews 7 in the SUSU2

Hebrews 7 in the SYNO

Hebrews 7 in the TBIAOTANT

Hebrews 7 in the TBT1E

Hebrews 7 in the TBT1E2

Hebrews 7 in the TFTIP

Hebrews 7 in the TFTU

Hebrews 7 in the TGNTATF3T

Hebrews 7 in the THAI

Hebrews 7 in the TNFD

Hebrews 7 in the TNT

Hebrews 7 in the TNTIK

Hebrews 7 in the TNTIL

Hebrews 7 in the TNTIN

Hebrews 7 in the TNTIP

Hebrews 7 in the TNTIZ

Hebrews 7 in the TOMA

Hebrews 7 in the TTENT

Hebrews 7 in the UBG

Hebrews 7 in the UGV

Hebrews 7 in the UGV2

Hebrews 7 in the UGV3

Hebrews 7 in the VBL

Hebrews 7 in the VDCC

Hebrews 7 in the YALU

Hebrews 7 in the YAPE

Hebrews 7 in the YBVTP

Hebrews 7 in the ZBP