James 2 (SNT)

1 ଏ ବାଇବଇନିମନ୍‌ ଆମର୍‌ ଡାକ୍‌ପୁଟା ମାପ୍‌ରୁ ଜିସୁ କିରିସ୍‌ଟକେ ବିସ୍‌ବାସ୍‌ କଲାର୍‌ଲାଗି, ଲକ୍‌ମନର୍‌ ଅଲ୍‌ଗା ପିନ୍ଦାଅଡା ଦେକିକରି, ନିଜର୍‌ ଚଲାଚଲ୍‌ତି ବାଦ୍‌ଲାଇବାଟା ଟିକ୍‌ ନାଇ । 2 ଜଦି ସବାଇ ଗଟେକ୍‌ ଲକ୍‌ ସୁନାର୍‌ ମୁନ୍ଦି ଆରି ଜକ୍‌ମକି ଜାଇତେରଇବା ବସ୍‌ତର୍‌ ପିନ୍ଦିକରି ତମର୍‌ଲଗେ ଆଇସି, ଆରି ଗଟେକ୍‌ ଲକ୍‌ ମୁର୍‌କି ରଇ ଚିର୍‌ବୁର୍‌ଅଇରଇବା ବସ୍‌ତର୍‌ ପିନ୍ଦିକରି ଆଇସି । 3 ଆରି ତମେ ସୁନ୍ଦର୍‍ ବସ୍‌ତର୍‌ ପିନ୍ଦିଆସି ରଇବା ଲକ୍‌କେ ଅଦିକ୍‌ ସନ୍‌ମାନ୍‌ ଦେଇକରି କଇସା, “ଆସା ଏ ନିକ କୁର୍‌ଚି ଉପ୍‌ରେ ବସା ।” ମାତର୍‌ ଅର୍‌କିତ୍‌ ଲକ୍‌କେ କଇସା “ତେଇ ଜାଇ ଟିଆ ଅ ।” ନଇଲେ “ତଲେ ବସ୍‌ ।” ବଲିକରି କଇସୁ । 4 ସେନ୍ତାର୍‌ ଆଲେତା ତମେ ନିଜର୍‌ ନିଜର୍‌ ବିତ୍‌ରେ ବଡ୍‌ସାନ୍‌ ବଲିକରି ଅଲ୍‌ଗା ଇସାବେ ଦେକ୍‌ଲାସ୍‌ନି । ଆରି କାରାପ୍‌ ଇସାବେ ମୁ ଦେକି, ବିଚାର୍‌ କଲାସ୍‌ନି । 5 ଏ ମର୍‌ ଆଲାଦର୍‌ ମଇତର୍‌ମନ୍‌ ସୁନା, ପର୍‌ମେସର୍‌ ଏ ଜଗତର୍‌ ଅର୍‌କିତ୍‌ ଲକ୍‌ମନ୍‌କେ ବାଚି ଆଚେ । ସେମନ୍‌ ତାକେ ବିସ୍‌ବାସ୍‌ କର୍‌ବାଇ ଆରି ତାର୍‌ ରାଇଜେ କେଟ୍‌ବାଇ । ତାକେ ଆଲାଦ୍‌କର୍‌ବା ସବୁ ଲକ୍‌କେ ସେ ରାଇଜ୍‌ ଦେବିବଲି କାତା ଦେଏ ନାଇ କି ? 6 ମାତର୍‌ ତମେ ଅର୍‌କିତ୍‌ ଲକ୍‌ମନ୍‌କେ ସନ୍‌ମାନ୍‌ ଦିଆସ୍‌ ନାଇ । ସାଉକାର୍‌ ଲକ୍‌ମନ୍‌ସେ ତମ୍‌କେ କସ୍‌ଟ ଦେଲାଇନି । ସେମନ୍‌ସେ ତମ୍‌କେ ବିଚାର୍‌ନା ଜାଗାଇ ଜିକି ନେଲାଇନି । 7 ତମ୍‌କେ ଜନ୍‌ ନାଉଁ ଜିସୁ କିରିସ୍‌ଟ ଦିଆଅଇଆଚେ, ସେ ନାଉଁ ନେଇକରି ନିନ୍ଦା କଲାଇନି । 8 ନିଜ୍‌କେ ଆଲାଦ୍‌ କଲାପାରା ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କରା । ସାସ୍‌ତରେ ଲେକା ଅଇରଇଲାପାରା ପର୍‌ମେସରର୍‌ ରାଇଜର୍‌ ଏ ନିୟମ୍‌ ଜଦି ତମେ ମାନ୍‌ସା, ସେନ୍ତାର୍‌ ଆଲେ ଟିକ୍‌ କଲାସ୍‌ନି । 9 ମାତର୍‌ ତମେ ଜଦି ବଡ୍‌ ସାନ୍‌ ଦେକ୍‌ଲାସ୍‌ନି, ପାପ୍‌ କଲାସ୍‌ନି । ଆରି ସେ ରିତିନିତିର୍‌ ଲାଗି ଦସି ବଲାଇ ଅଇଲାସ୍‌ନି । 10 କାଇକେବଇଲେ ଜେ ମିସା ସବୁ ନିଅମ ମାନିକରି ଗଟେକ୍‌ ନିୟମ୍‌ ଚାଡିଦେଲେ, କାଇ ନିୟମ୍‌ ନ ମାନ୍‌ଲା ଲକର୍‌ ପାରା ଦସିଅଇ ଡଣ୍ଡ୍‌ ପାଇସା । 11 କାଇକେବଇଲେ ପର୍‌ମେସର୍‌ କଇଲାଆଚେ “ତମେ ବେସିଆ କାମ୍‌ କର୍‌ବାର୍‌ନାଇ, ଆରି ନର୍‌ ମାର୍‌ବାର୍‌ ନାଇ” ବଲିକରି । ତେବେ ତମେ ଜଦି ବେସିଆ କାମ୍‌ ନ କରି, ଲକ୍‌ମନ୍‌କେ ମାର୍‌ସା, ତେବେ ତାର୍‌ ନିଅମ୍‌ ମାନାସ୍‌ ନାଇ । 12 ପର୍‌ମେସର୍‌ ବିଚାର୍‌ନା କର୍‌ସି ବଲି ଜାନିକରି ସେନ୍ତାରି କାତା କଇ କାମ୍‌ କରି ଦେକାଆ । ଜନ୍‌ ନିୟମ୍‌ ଆମ୍‌କେ ମୁକ୍‌ଲାଇସି, ସେ ନିୟମ୍‌ ଇସାବେ ଆମ୍‌କେ ବିଚାର୍‌ନା କର୍‌ସି । 13 କାଇକେବଇଲେ ଜନ୍‌ଲକ୍‌ ବିନ୍‌ ଲକ୍‌କେ ଦୟା ନ ଦେକାଏ, ପର୍‌ମେସର୍‌ ବିଚାର୍‌ନା କର୍‌ବାବେଲେ ତାକେ ମିସା ଦୟା ନ ଦେକାଏ । ଜନ୍‌ ଲକ୍‌ମନ୍‍ ବିନ୍‌ ଲକ୍‌ମନ୍‍କେ ଦୟା କରିଆଚେ, ସେମନ୍‍ ବିଚାର୍‌ନାଟାନେ ଡର୍‌ବାର୍‌ ନାଇ । 14 ଏ ମର୍‌ ବାଇବଇନିମନ୍‌, ଜଦି ଗଟେକ୍‌ ଲକ୍‌ ମୁଇ ବିସ୍‌ବାସ୍‌ କଲିନି ବଲି କଇସି । ମାତର୍‌ ତାର୍‌ କାମ୍‌ କଲାଟାନେ ସେଟା ନ ଡିସେ ବଇଲେ, ତାର୍‌ ପାଇ କାଇ ମୁଲିଅ ନାଇ । ଏନ୍ତାରି ବିସ୍‌ବାସ୍‌ ତାକେ କାଇ ମୁକ୍‌ତି ଦେଇ ନାପାରେ । 15 ଜଦି ଗଟେକ୍‌ ବିସ୍‌ବାସି ବାଇ କି ବଇନିକେ, ସେ ଦିନର୍‌ ପାଇ କାଇବାକେ କି ପିନ୍ଦ୍‌ବାକେ ନ ରଇଲେ, 16 ତମର୍‌ ବିତ୍‌ରେ କେଆଲେ ଗଟେକ୍‌ ଲକ୍‌ ତାର୍‌ ଲଗେ ଜାଇ, ତକେ ପେଟ୍‌କେ କାଦି ଆରି ଗାଗଡ୍‌କେ ଲୁଗା ମିଲ ବଲି କଇସା । ତମେ ତାକେ ଲଡାକେ ଲାଗ୍‌ବାଟା ନ ଦେଇ ଏନ୍ତାରି କଇଲେ କାଇ ଲାବ୍‌ ? 17 ସେନ୍ତାରିସେ ଗଟେକ୍‌ ବିସ୍‌ବାସ୍‌ କର୍‌ବା ଲକ୍‌ ତାର୍‌ ବିସ୍‌ବାସ୍‌ ସଙ୍ଗ୍‍ ନିକ କାମ୍‌ ମିସା ନ ଡିସ୍‌ଲେ ତାର୍‌ ବିସ୍‌ବାସ୍‌ ମରିଗାଲା ଆଚେ । 18 ମାତର୍‌ କେ ଆଲେ ମକେ କଇସି, ଗଟେକ୍‌ ଲକର୍‌ ବିସ୍‌ବାସ୍‌ ଆଚେ ଆରି ଗଟେକ୍‌ ଲକର୍‌ ନିକ କାମ୍‌ ଆଚେ, ମୁଇ ତାକେ କଇବି ନିକ କାମ୍‌ ଚାଡି, ଗଟେକ୍‌ ଲକ୍‌କେ କେନ୍ତି ବିସ୍‌ବାସ୍‌ ଅଇସି ? । ଅବ୍‌କା ବିସ୍‌ବାସ୍‌ କର୍‌ତେରଇବା ଲକ୍‌ ରଇଲେ ମକେ ଦେକାଆ । ମର୍‌ କର୍‌ବା ନିକ କାମ୍‌ ସଙ୍ଗ୍‍ ମର୍‌ ବିସ୍‌ବାସ୍‌ ମୁଇ ଦେକାଇବି । 19 ପର୍‌ମେସର୍‌ ଗଟେକ୍‌ସେ ଆଚେବଲି ତମେ ବିସ୍‌ବାସ୍‌ କଲାସ୍‌ନି, ସେଟା ନିକ । ଡୁମାମନ୍‌ ମିସା ସେନ୍ତାରି ବିସ୍‌ବାସ୍‌ କଲାଇନି ଆରି ଡରିକରି ଗଜ୍‌ଗଜି ଜିବାଇ । 20 ମାତର୍‌ ଏ ନିଲ୍‍ଜାଇ ଲକ୍‌ମନ୍‌ ତମେ ବୁଜିନାପାରାସ୍‌, ଜଦି ଗଟେକ୍‌ ଲକ୍‌ ମୁଇ ବିସ୍‌ବାସ୍‌ କଲିନି, ବଲି କଇସି ଆରି ନିକ କାମ୍‌ ନ କରେ, ସେନ୍ତାର୍‍ଆଲେ ତାର୍‌ ବିସ୍‌ବାସ୍‌ କର୍‌ବାଟା ଚୁଚାଇସେ । 21 ଆମର୍‌ ପୁର୍‌ବର୍‌ ଆନିଦାଦି ଅବ୍‌ରାଆମ୍ କେ ଦେକା, ପର୍‌ମେସର୍‌ ତାକେ ଦରମ୍‌ ଲକ୍‌ ବଲି ଡାକ୍‌ଲା । ସେଟା ତାର୍‌ ନିକ କାମ୍‌ ପାଇ । ଜେଡେବେଲେ ନିଜର୍‌ ପିଲା ଇସାକ୍‌କେ ବେଦିଟାନେ ବଲି ଦେବାବେଲେ ନେଇରଇଲା । 22 ତମେ ଦେକ୍‌ଲାସ୍‌ନିଜେ, ତାର୍‌ ବିସ୍‌ବାସ୍‌ ଆରି କରମ୍‌ ମିସିକରି ରଇଲା । ସେ କରିରଇବା କରମର୍‌ ଲାଗି ବିସ୍‌ବାସ୍‌ ସିଦ୍‌ ଅଇଲା । 23 ଏଟାର୍‌ ଲାଗି ଦରମ୍‌ ସାସ୍‌ତରର୍‌ ଏ ବାକିଅ ପୁରାପୁରୁନ୍‌ ଅଇଲା । ଅବ୍‌ରାଆମ୍ ପର୍‌ମେସର୍‌କେ ବିସ୍‌ବାସ୍‌ କଲା । ତାର୍‌ ବିସ୍‌ବାସର୍‌ ଲାଗି ପର୍‌ମେସର୍‌ ଦେକ୍‌ବା ଇସାବେ ଦରମ୍‌ ଲକ୍‌ ବଲି ଏଜାଇଅଇଲା । ଆରି ଲକ୍‌ମନ୍‌ ତାକେ ପର୍‌ମେସରର୍‌ ମଇତର୍‌ ବଲି ଡାକିରଇଲାଇ । 24 ଅବ୍‌କା ବିସ୍‌ବାସ୍‌ କଲେସେ ଗଟେକ୍‌ ଲକ୍‌ ଦରମ୍‌ ବଲି ନାମାଇଅଇ ନଏଁ, ମାତର୍‌ ତାର୍‌ କର୍‌ବା ନିକ କାମର୍‌ ଲାଗି ଅଇସି । ଏଟା ତମେ ଦେକ୍‌ଲାସ୍‌ନି । 25 ସେନ୍ତାରିସେ ବେସିଆ ମାଇଜି ରାଆବ୍‌କେ ମିସା ଅଇଲା । ସେ ଇସ୍‌ରାଏଲର୍‌ ଦେକାଦେକି କର୍‌ବା ଲକ୍‌ମନ୍‌କେ ଡାକିନେଲା ଆରି ବିନ୍‌ ବାଟେ ବାରଇଜିବାକେ ସାଇଜ କଲା । ସେ ଏନ୍ତାରି କଲାକେ ପର୍‌ମେସର୍‌ ଦେକ୍‌ବା ଇସାବେ ଗଟେକ୍‌ ଦରମ୍‌ ଲକ୍‌ ବଲି ଜାନାଇଅଇଲା । 26 ତେବେ, ଆତ୍‌ମା ଚାଡିଗାଲେ ଲକ୍‌ମନର୍‌ ଗାଗଡ୍‌ ଜେନ୍ତିକି ମଲା ସମାନ୍‌, ସେନ୍ତାରିସେ ନିକ କାମ୍‌ ନ କଲେ, ବିସ୍‌ବାସ୍‌ ମିସା ମଲା ସମାନ୍‌ ଆଚେ ।

In Other Versions

James 2 in the ANGEFD

James 2 in the ANTPNG2D

James 2 in the AS21

James 2 in the BAGH

James 2 in the BBPNG

James 2 in the BBT1E

James 2 in the BDS

James 2 in the BEV

James 2 in the BHAD

James 2 in the BIB

James 2 in the BLPT

James 2 in the BNT

James 2 in the BNTABOOT

James 2 in the BNTLV

James 2 in the BOATCB

James 2 in the BOATCB2

James 2 in the BOBCV

James 2 in the BOCNT

James 2 in the BOECS

James 2 in the BOGWICC

James 2 in the BOHCB

James 2 in the BOHCV

James 2 in the BOHLNT

James 2 in the BOHNTLTAL

James 2 in the BOICB

James 2 in the BOILNTAP

James 2 in the BOITCV

James 2 in the BOKCV

James 2 in the BOKCV2

James 2 in the BOKHWOG

James 2 in the BOKSSV

James 2 in the BOLCB

James 2 in the BOLCB2

James 2 in the BOMCV

James 2 in the BONAV

James 2 in the BONCB

James 2 in the BONLT

James 2 in the BONUT2

James 2 in the BOPLNT

James 2 in the BOSCB

James 2 in the BOSNC

James 2 in the BOTLNT

James 2 in the BOVCB

James 2 in the BOYCB

James 2 in the BPBB

James 2 in the BPH

James 2 in the BSB

James 2 in the CCB

James 2 in the CUV

James 2 in the CUVS

James 2 in the DBT

James 2 in the DGDNT

James 2 in the DHNT

James 2 in the DNT

James 2 in the ELBE

James 2 in the EMTV

James 2 in the ESV

James 2 in the FBV

James 2 in the FEB

James 2 in the GGMNT

James 2 in the GNT

James 2 in the HARY

James 2 in the HNT

James 2 in the IRVA

James 2 in the IRVB

James 2 in the IRVG

James 2 in the IRVH

James 2 in the IRVK

James 2 in the IRVM

James 2 in the IRVM2

James 2 in the IRVO

James 2 in the IRVP

James 2 in the IRVT

James 2 in the IRVT2

James 2 in the IRVU

James 2 in the ISVN

James 2 in the JSNT

James 2 in the KAPI

James 2 in the KBT1ETNIK

James 2 in the KBV

James 2 in the KJV

James 2 in the KNFD

James 2 in the LBA

James 2 in the LBLA

James 2 in the LNT

James 2 in the LSV

James 2 in the MAAL

James 2 in the MBV

James 2 in the MBV2

James 2 in the MHNT

James 2 in the MKNFD

James 2 in the MNG

James 2 in the MNT

James 2 in the MNT2

James 2 in the MRS1T

James 2 in the NAA

James 2 in the NASB

James 2 in the NBLA

James 2 in the NBS

James 2 in the NBVTP

James 2 in the NET2

James 2 in the NIV11

James 2 in the NNT

James 2 in the NNT2

James 2 in the NNT3

James 2 in the PDDPT

James 2 in the PFNT

James 2 in the RMNT

James 2 in the SBIAS

James 2 in the SBIBS

James 2 in the SBIBS2

James 2 in the SBICS

James 2 in the SBIDS

James 2 in the SBIGS

James 2 in the SBIHS

James 2 in the SBIIS

James 2 in the SBIIS2

James 2 in the SBIIS3

James 2 in the SBIKS

James 2 in the SBIKS2

James 2 in the SBIMS

James 2 in the SBIOS

James 2 in the SBIPS

James 2 in the SBISS

James 2 in the SBITS

James 2 in the SBITS2

James 2 in the SBITS3

James 2 in the SBITS4

James 2 in the SBIUS

James 2 in the SBIVS

James 2 in the SBT

James 2 in the SBT1E

James 2 in the SCHL

James 2 in the SUSU

James 2 in the SUSU2

James 2 in the SYNO

James 2 in the TBIAOTANT

James 2 in the TBT1E

James 2 in the TBT1E2

James 2 in the TFTIP

James 2 in the TFTU

James 2 in the TGNTATF3T

James 2 in the THAI

James 2 in the TNFD

James 2 in the TNT

James 2 in the TNTIK

James 2 in the TNTIL

James 2 in the TNTIN

James 2 in the TNTIP

James 2 in the TNTIZ

James 2 in the TOMA

James 2 in the TTENT

James 2 in the UBG

James 2 in the UGV

James 2 in the UGV2

James 2 in the UGV3

James 2 in the VBL

James 2 in the VDCC

James 2 in the YALU

James 2 in the YAPE

James 2 in the YBVTP

James 2 in the ZBP