Revelation 9 (SNT)

1 ତାର୍‌ପଚେ ପାଁଚ୍‌ ଲମରର୍‌ ଦୁତ୍‌ ତାର୍‌ ମଇରି ପୁକ୍‌ଲା । ଆରି ଏଦେ ଦେକା ! ବାଦଲେଅନି ଦର୍‌ତନି ଉପ୍‌ରେ ଅଦ୍‌ରି ରଇବା ଗଟେକ୍‌ ତାରା ଦେକ୍‌ଲି । ତାକେ ପାତାଲର୍‌ କୁଚିକାଡି ଦିଆଅଇରଇଲା । 2 ସେ ତାରା ପାତାଲ୍‌ ଉଗାଡ୍‌ଲା ଆରି ତେଇଅନି ଗଟେକ୍‌ ଜଇଲାଗ୍‌ବା ବାଟି ଅନି ଦୁଆଁ ବାରଇଲା ପାରା ବାରଇଲା । ପାତାଲେଅନି ଆଇବା ଦୁଆଁର୍‌ ଲାଗି ବେଲର୍‌ ଉଜଲ୍‌ ଆରି ପବନ୍‌ ଆନ୍ଦାର୍‌ ଅଇଗାଲା । 3 ଦର୍‌ତନିଟାନେ ରଇବା ଦୁଆଁର୍‌ ଲାଗି, ତେଇଅନି ଚିଟ୍‌କାମନ୍‌ ବାରଇଲାଇ । ସେଟାମନ୍‌କେ ବିସ୍‌କାକ୍‌ଡାର୍‌ ପାରା ବପୁ ଦିଆଅଇରଇଲା । 4 ସେମନ୍‌କେ ଦର୍‌ତନିର୍‌ ଗାଁସ୍‌ କି ଗଚ୍‌ କି ବିନ୍‌ ବାଡର୍‌ ଗଚ୍‌କୁଟ୍‌କେ ମାରାନାଇ ବଲି କୁଆଅଇରଇଲା । ପର୍‌ମେସରର୍‌ ସିଲର୍‌ ଚିନ୍‌, ଜନ୍‌ ଲକ୍‌ମନର୍‌ କାପାଲେ ନ ରଇଲା, ସେମନ୍‌କେ ଆକା ମାର୍‌ବାକେ ଆଦେସ୍‌ ରଇଲା । 5 ଏ ଲକ୍‌ମନ୍‌କେ ମରାଇବାକେ ଚିଟ୍‌କାମନ୍‌କେ ଆଦେସ୍‌ ନ ଦେଇରଇଲା । ମାତର୍‌ ପାଁଚ୍‌ମାସ୍‌ ଜାକ ସେମନ୍‌କେ କସ୍‌ଟ ଦେବାକେ ସେମନ୍‌ ଜନ୍‌ କସ୍‌ଟ ପାଇବାଇ, ସେଟା ଗଟେକ୍‌ ବିସ୍‌କାକ୍‌ଡା ଚାବ୍‌ଲାବେଲର୍‌ ଦୁକାପାରା ରଇସି । 6 ସେ ପାଁଚ୍‌ମାସ୍‌ ଜାକ କେନ୍ତି କରି ମର୍‌ବୁ ବଲି ବାଟ୍‌ କଜ୍‌ବାଇ । ମାତର୍‌ ସେଟା ମିଲାଇନାପାରତ୍‌ । ସେମନ୍‌ ମର୍‌ବାକେ ବେସି ମନ୍‍ କର୍‌ବାଇ, ମାତର୍‌ ସେଟା ନ ଅଏ । 7 ଜୁଇଦ୍‌ ପାଇ ତିଆର୍‌ ଅଇରଇବା ଗଡାମନର୍‌ପାରା ସେ ଚିଟ୍‌କାମନ୍‌ ଡିସ୍‌ତେରଇଲାଇ । ସେମନର୍‌ ମୁଣ୍ଡ୍‌ ସୁନାର୍‌ ମୁକୁଟ୍‌ ପିନ୍ଦି ରଇଲାଇ । ସେମନର୍‌ ମୁ ଲକ୍‌ମନର୍‌ ମୁ ପାରା ରଇଲା । 8 ସେମନର୍‌ ଚେଣ୍ଡି ମାଇଜିଟକିମନର୍‌ପାରା ଆରି ଦାତ୍‌ ସିଅଁମନର୍‌ପାରା ରଇଲା । ତାକର୍‌ ବୁକେ ଲୁଆର୍‌ ସାଞ୍ଜୁ ଡାବିଅଇରଇଲା । 9 ତାକର୍‌ ଡେନାମନ୍‌ ଜାଡ୍‌ଲେ ଜୁଇଦ୍‌କେ ଜିବା ଗଡାର୍‌ ରତର୍‌ ସବଦ୍‌ ପାରା ସୁନିଅଇତେରଇଲା । 10 ବିସ୍‌କାକ୍‌ଡା ମନର୍‌ ପାରା ସେମନର୍‌ ଲେଞ୍ଜ୍‌ ଗଜିଆ ରଇଲା । ଆରି ବିସ୍‌କାକ୍‌ଡା ପାରା ଚାବ୍‌ତେରଇଲା । ପାଁଚ୍‌ମାସ୍‌ ଜାକ ଲକ୍‌ମନ୍‌କେ ନସାଇବାକେ ତାକର୍‌ ଲେଞ୍ଜର୍‌ ବପୁ ରଇଲା । 11 ତାକର୍‌ ଉପ୍‌ରେ ଗଟେକ୍‌ ରାଜା ସାସନ୍‌ କର୍‌ତେରଇଲା । ସେ ପାତାଲେ ଦେକା ରକା କର୍‌ବା ଦୁତ୍‌ । ଏବ୍‌ରି ବାସାଇ ତାର୍‌ ନାଉଁ ଅଇଲାନି ଅବଦନ୍‌ । ଆରି ଗିରିକ୍‌ ବାସାଇ ଅପଲିୟନ୍‌ । ତାର୍‌ ଅରତ୍‌ ଅଇଲାନି କୁରୁପ୍‌ନାସ୍‌ କର୍‌ବା ଲକ୍‌ । 12 ପର୍‌ତୁମର୍‌ ଡର୍‌ ଲାଗ୍‌ବା ଦୁକ୍‌ କସ୍‌ଟ ସାର୍‌ଲା । ତାର୍‌ପଚେ ଆରି ଦୁଇଟା ଅଦିକ୍‌ ଦୁକ୍‌ କସ୍‌ଟ ଅଇବାଟା ଆଇଲାନି । 13 ତାର୍‌ପଚେ ଚଅ ଲମରର୍‌ ଦୁତ୍‌ ତାର୍‌ ମଇରି ପୁକ୍‌ଲା । ଆରି ଏଦେ ଦେକା ! ପର୍‌ମେସର୍‌ ମୁଆଁଟେ ରଇବା ସୁନା ବେଦିର୍‌ ଚାରିଟା କନେଅନି ମୁଇ ଗଟେକ୍‌ ସବଦ୍‌ ସୁନ୍‌ଲି । 14 ସେ ସବଦ୍‌ ଚଅ ଲମର୍‌ ଦୁତ୍‌କେ କଇଲା, ବଡ୍‌ ଗାଡ୍‌ ଇଉପର୍‌ଟିସ୍‌ ଗାଡେ, ବାନ୍ଦି ସଙ୍ଗଇବା ଚାରିଟା ଦୁତ୍‌ମନ୍‌କେ ମୁକ୍‌ଲାଇଦେସ୍‌ । 15 ଚାର୍‌ଟା ଦୁତ୍‌ମନ୍‌କେ ମୁକ୍‌ଲାଇଲା । ଗୁଲାଇ ମୁନୁସ୍‌ଜାତିର୍‌ ତିନ୍‌ ବାଗେଅନି ଗଟେକ୍‌ ବାଗ୍‌କେ ମରାଇବାକେ ସେମନ୍‌କେ ତିଆର୍‌ କରି ସଙ୍ଗଇରଇଲା । ଏ ସମାନ୍‌ ବରସର୍‌, ସମାନ୍‌ ମାସର୍‌, ସମାନ୍‌ ଦିନର୍‌, ସମାନ୍‌ ଗଁଟାର୍‌ପାଇ ସେମନ୍‌କେ ସଙ୍ଗଇରଇଲା । 16 ତାର୍‌ପଚେ ଗଟେକ୍‌ ବଡ୍‌ଦଲ୍‌ ଅଇକରି ଗଡାଲଗେ ଆଇତେ ରଇବା ସନିଅମନ୍‌ ଜନ୍‌ଲକ୍‌ମନ୍‌ କି ଦୁଇସ ଲକିଅ ଲକ୍‌ମନ୍‌ ଆଚତ୍‌ ବଲି ସେମନ୍‌ କଇଲାଇ, ସେଟା ଦେକ୍‌ଲି । 17 ମୁଇ ମର୍‌ ଦର୍‌ସନେ ଗଡାମନ୍‌କେ ଆରି ତାର୍‌ ଚାଲାଉମନ୍‌କେ ଦେକ୍‌ଲି । ତାକର୍‌ ସାଞ୍ଜୁମନ୍‌ ଜଇପାରା ରଙ୍ଗ୍‌ ଆରି ନିଲି ପାରା ନିଲିଆ, ଅଲ୍‌ଦି ପାରା ରଇଲା । ସେ ଗଡା ମନର୍‌ ମୁଣ୍ଡ୍‌ ସିଅଁମନର୍‌ ମୁଣ୍ଡ୍‌ ପାରା ରଇଲା । ଆରି ତାକର୍‌ ଟଣ୍ଡେଅନି ଜଇ ଦୁଆଁ ଆରି ରକତ୍‌ ପାରାଟା ବାରଇତେରଇଲା । 18 ଗୁଲାଇ ମୁନୁସ୍‌ ଜାତିର୍‌ ତିନ୍‌ବାଗେ ଅନି ଗଟେକ୍‌ ବାଗ୍‌ ସେ ତିନ୍‌ଟା ମର୍‌ଡିର୍‌ଲାଗି ମରିଗାଲାଇ । ଗଡାମନର୍‌ ଟଣ୍ଡେଅନି ଆଇବା ଜଇ ଦୁଆଁ ଆରି ଗନ୍ଦ୍‌ପାରା ତିନ୍‌ଟା ମର୍‌ଡି ଅଇଲା । 19 ଗଡାମନର୍‌ ବପୁ ତାକର୍‌ ଟଣ୍ଡେ ଆରି ତାକର୍‌ ଲେଞ୍ଜେ ମିସିକରି ରଇଲା । ତାକର୍‌ ଲେଞ୍ଜ୍‌ ମୁଣ୍ଡ୍‌ ରଇବା ସାଁପ୍‌ମନର୍‌ ପାରା ରଇଲା । ସେଟାସଙ୍ଗ୍‍ ସେମନ୍‌ ଲକ୍‌ମନ୍‌କେ ମାର୍‌ତେରଇଲାଇ । 20 ଏ ମର୍‌ଡି ଅଇଲାର୍‌ ପାଇ ଜେତ୍‌କି ରଇଲା ମନସ୍‌ ଜାତି, ଆତେ ତିଆର୍‌କରି ରଇବାଟାକେ ଚାଡତ୍‌ନାଇ । ଗଚ୍‌ସଙ୍ଗ୍‍, ପାକ୍‌ନାସଙ୍ଗ୍‍, ପିତଲ୍‌ସଙ୍ଗ୍, ରୁପାସଙ୍ଗ୍‍ ଆରି ସୁନାସଙ୍ଗ୍‍ ତିଆର୍‌ କରିରଇବା ମୁର୍‌ତିମନ୍‌କେ ଆରି ଡୁମାମନ୍‌କେ ସେବା କର୍‌ବାଟା ସେମନ୍‌ ଚାଡତ୍‌ନାଇ । 21 ସେମନ୍‌ ଚରାଇବାଟା, ବେସିଆ କାମ୍‌ କର୍‌ବାଟା, ଜାଦୁ ମଁତର୍‌ କର୍‌ବାଟା ଆରି ନର୍‌ ମରାଇବାଟା ମିସା ଚାଡତ୍‌ନାଇ ।

In Other Versions

Revelation 9 in the ANGEFD

Revelation 9 in the ANTPNG2D

Revelation 9 in the AS21

Revelation 9 in the BAGH

Revelation 9 in the BBPNG

Revelation 9 in the BBT1E

Revelation 9 in the BDS

Revelation 9 in the BEV

Revelation 9 in the BHAD

Revelation 9 in the BIB

Revelation 9 in the BLPT

Revelation 9 in the BNT

Revelation 9 in the BNTABOOT

Revelation 9 in the BNTLV

Revelation 9 in the BOATCB

Revelation 9 in the BOATCB2

Revelation 9 in the BOBCV

Revelation 9 in the BOCNT

Revelation 9 in the BOECS

Revelation 9 in the BOGWICC

Revelation 9 in the BOHCB

Revelation 9 in the BOHCV

Revelation 9 in the BOHLNT

Revelation 9 in the BOHNTLTAL

Revelation 9 in the BOICB

Revelation 9 in the BOILNTAP

Revelation 9 in the BOITCV

Revelation 9 in the BOKCV

Revelation 9 in the BOKCV2

Revelation 9 in the BOKHWOG

Revelation 9 in the BOKSSV

Revelation 9 in the BOLCB

Revelation 9 in the BOLCB2

Revelation 9 in the BOMCV

Revelation 9 in the BONAV

Revelation 9 in the BONCB

Revelation 9 in the BONLT

Revelation 9 in the BONUT2

Revelation 9 in the BOPLNT

Revelation 9 in the BOSCB

Revelation 9 in the BOSNC

Revelation 9 in the BOTLNT

Revelation 9 in the BOVCB

Revelation 9 in the BOYCB

Revelation 9 in the BPBB

Revelation 9 in the BPH

Revelation 9 in the BSB

Revelation 9 in the CCB

Revelation 9 in the CUV

Revelation 9 in the CUVS

Revelation 9 in the DBT

Revelation 9 in the DGDNT

Revelation 9 in the DHNT

Revelation 9 in the DNT

Revelation 9 in the ELBE

Revelation 9 in the EMTV

Revelation 9 in the ESV

Revelation 9 in the FBV

Revelation 9 in the FEB

Revelation 9 in the GGMNT

Revelation 9 in the GNT

Revelation 9 in the HARY

Revelation 9 in the HNT

Revelation 9 in the IRVA

Revelation 9 in the IRVB

Revelation 9 in the IRVG

Revelation 9 in the IRVH

Revelation 9 in the IRVK

Revelation 9 in the IRVM

Revelation 9 in the IRVM2

Revelation 9 in the IRVO

Revelation 9 in the IRVP

Revelation 9 in the IRVT

Revelation 9 in the IRVT2

Revelation 9 in the IRVU

Revelation 9 in the ISVN

Revelation 9 in the JSNT

Revelation 9 in the KAPI

Revelation 9 in the KBT1ETNIK

Revelation 9 in the KBV

Revelation 9 in the KJV

Revelation 9 in the KNFD

Revelation 9 in the LBA

Revelation 9 in the LBLA

Revelation 9 in the LNT

Revelation 9 in the LSV

Revelation 9 in the MAAL

Revelation 9 in the MBV

Revelation 9 in the MBV2

Revelation 9 in the MHNT

Revelation 9 in the MKNFD

Revelation 9 in the MNG

Revelation 9 in the MNT

Revelation 9 in the MNT2

Revelation 9 in the MRS1T

Revelation 9 in the NAA

Revelation 9 in the NASB

Revelation 9 in the NBLA

Revelation 9 in the NBS

Revelation 9 in the NBVTP

Revelation 9 in the NET2

Revelation 9 in the NIV11

Revelation 9 in the NNT

Revelation 9 in the NNT2

Revelation 9 in the NNT3

Revelation 9 in the PDDPT

Revelation 9 in the PFNT

Revelation 9 in the RMNT

Revelation 9 in the SBIAS

Revelation 9 in the SBIBS

Revelation 9 in the SBIBS2

Revelation 9 in the SBICS

Revelation 9 in the SBIDS

Revelation 9 in the SBIGS

Revelation 9 in the SBIHS

Revelation 9 in the SBIIS

Revelation 9 in the SBIIS2

Revelation 9 in the SBIIS3

Revelation 9 in the SBIKS

Revelation 9 in the SBIKS2

Revelation 9 in the SBIMS

Revelation 9 in the SBIOS

Revelation 9 in the SBIPS

Revelation 9 in the SBISS

Revelation 9 in the SBITS

Revelation 9 in the SBITS2

Revelation 9 in the SBITS3

Revelation 9 in the SBITS4

Revelation 9 in the SBIUS

Revelation 9 in the SBIVS

Revelation 9 in the SBT

Revelation 9 in the SBT1E

Revelation 9 in the SCHL

Revelation 9 in the SUSU

Revelation 9 in the SUSU2

Revelation 9 in the SYNO

Revelation 9 in the TBIAOTANT

Revelation 9 in the TBT1E

Revelation 9 in the TBT1E2

Revelation 9 in the TFTIP

Revelation 9 in the TFTU

Revelation 9 in the TGNTATF3T

Revelation 9 in the THAI

Revelation 9 in the TNFD

Revelation 9 in the TNT

Revelation 9 in the TNTIK

Revelation 9 in the TNTIL

Revelation 9 in the TNTIN

Revelation 9 in the TNTIP

Revelation 9 in the TNTIZ

Revelation 9 in the TOMA

Revelation 9 in the TTENT

Revelation 9 in the UBG

Revelation 9 in the UGV

Revelation 9 in the UGV2

Revelation 9 in the UGV3

Revelation 9 in the VBL

Revelation 9 in the VDCC

Revelation 9 in the YALU

Revelation 9 in the YAPE

Revelation 9 in the YBVTP

Revelation 9 in the ZBP