Romans 2 (SNT)

1 ତେବେ ଏ ମର୍‍ ମଇତର୍‍ମନ୍‍, ତମେ କାଇ ବିନ୍‌ ଲକର୍‌ ବିଚାର୍‌ କଲାସ୍‌ନି କି ? ତମେ ଜେ ଅଇରଇଲେ ମିସା, ଏନ୍ତି କର୍‌ବାଟା ଟିକ୍‌ ନଏଁ । ବିନ୍‌ ଲକର୍‌ ଦସ୍‌ଦାରି ତମେ ଜଦି ନିଜେ ସେ ଦସ୍‌ କର୍‌ତେ ରଇସା ବଇଲେ, ତମେ ନିଜେ, ନିଜ୍‌କେ ଦସି ବଲାଇ ଅଇଲାସ୍‌ନି । 2 ଆମେ ଜାନୁ, ପରମେସର୍‌ ଏନ୍ତି କର୍‌ତେ ରଇବା ଲକ୍‌ମନ୍‌କେ ଟିକ୍‌ ସଙ୍ଗ୍‌ ବିଚାର୍‌ କର୍‌ସି । 3 ଜନ୍‌ କାରାପ୍‌ କାମର୍‍ ଲାଗି ତମେ ବିନ୍‌ ଲକ୍‌ମନର୍‍ ଦସ୍‍ ଦାର୍‌ଲାସ୍‌ନି, ସେଟା ତମେ ନିଜେ କର୍‌ତେ ରଇସା, ସେଟାର୍‌ ପାଇ ତମେ ପରମେସରର୍‌ ବିଚାର୍‌ ଜାଗାଇ ଟିଆ ନଉଁ ବଲି ବାବ୍‌ଲାସ୍‌ନି କି ? 4 ସେନ୍ତି ବଇଲେ ତା, ତମେ ପରମେସରର୍‌ ବେସି ଜିବନ୍‌ ଦୁକାଇଲାଟା, ଉଦାର୍‌ କର୍‌ବାଟା ଆରି ମୁରଚ୍‌ବାଟାକେ ନାମାସ୍‌ ନାଇ । ତମେ ସତଇସେ ଜାନିଆଚାସ୍‌ ଜେ, ତମର୍‌ ମନେ କାରାପ୍‌ କାମ୍‌ ଅଇଲାଟା ମାନିଅଇବାକେ ପରମେସର୍‌ ଏଡେକ୍‌ ଦୟା କଲାଆଚେ । 5 ମାତର୍‌ ତମେ ବଡ୍‌ପନିଆ ଆରି ମନ୍‌ ଜିଦିଆ । ସେଟାର୍‌ ପାଇ ସାରାସାରି ବିଚାର୍‌ନା ଦିନେ ପରମେସର୍‌ ଟିକ୍‌ ସଙ୍ଗ୍‍ ତାର୍‍ ବିଚାର୍‌ନା ଦେକାଇସି । ସେ ରିସାର୍‌ ଦିନେ ନିଜର୍‌ ପାଇ ରିସା ଟୁଲିଆଇଲାସ୍‌ନି । 6 କାଇକେବଇଲେ ପରମେସର୍‌ ସେ ଦିନେ ତାର୍‌ କରମ୍‌ ଇସାବେ ସବୁକେ ପୁରୁସ୍‌କାର୍‌ ଦେଇସି । 7 ଜନ୍‌ ଲକ୍‌ମନ୍‌ ଡାକ୍‌ପୁଟା, ସନ୍‌ମାନ୍‌ ଆରି ଅମର୍‌ ଅଇବା ଆସାଇ ମୁର୍‌ଚିକରି ସତ୍‌କାମ୍‌ କରିଜିବାଇ, ସେମନ୍‌କେ ପରମେସର୍‌ ନ ସାର୍‌ବା ଜିବନ୍‌ ଦେଇସି । 8 ମାତର୍‌ ଜନ୍‌ ଲକ୍‌ମନ୍‌ ନିଜର୍‌ ଲାବ୍‌ ଆରି ସତ୍‌ ରଇବା ବିସଇ ନ ମାନି, ମିଚ୍‌କାତା ମାନ୍‌ବାଇ, ସେମନର୍‌ ଉପ୍‌ରେ ବଡ୍‌ ରିସା ଆଇସି । 9 ଜନ୍‌ ଲକ୍‌ମନ୍‌ କାରାପ୍‌ କାମେ ବୁଡି ଆଚତ୍‌, ସେମନର୍‌ ପାଇ କସ୍‌ଟ ଆରି ଦୁକର୍‌ ଦିନ୍‌ ଆଇଲାନି । ସବୁକେ ଆଗ୍‌ତୁ ଜିଉଦିକେ ଆରି ତାର୍‌ ପଚେ ଜିଉଦି ନଇଲା ଲକ୍‌ମନର୍‌ ପାଇ । 10 ମାତର୍‌ ଜନ୍‌ ଲକ୍‌ମନ୍‌ ସତ୍‌ ଇସାବେ କାମ୍‌ କଲାଇନି, ସେମନ୍‌ ଜିଉଦି ଅଅତ୍‌ କି ଜିଉଦି ନଇଲା ଲକ୍‌ ଅଅତ୍‌, ସେମନ୍‌କେ ପରମେସର୍‌ ଡାକ୍‌ପୁଟାକରି ସନ୍‌ମାନ୍‌ ଆରି ସାନ୍ତି ଦେଇସି । 11 କାଇକେ ବଇଲେ ପରମେସର୍‌ ଗଟେକ୍‌ ତୁଲାଇସେ ସବୁର୍‌ ବିଚାର୍‌ କର୍‌ସି । 12 ଜିଉଦି ନଇଲା ଲକ୍‌ମନ୍‌, ମସା ଲେକ୍‌ଲା ନିୟମ୍‌ ପାଅତ୍‌ ନାଇ । ନିୟମ୍‌ ନ ପାଇ ପାପ୍‌ କଲାଇ, ସେମନ୍‌ ନିୟମ୍‌ ନ ଅଇତେ କୁରୁପ୍‌ନାସ୍‌ ଅଇବାଇ । ଆରି ଗଟେକ୍‌ବାଟେ ଜିଉଦିମନ୍‌ ନିୟମ୍‌ ଜାନିକରି ମିସା, ପାପ୍‌ କଲାଇ, ସେମନ୍‌ ସେ ନିୟମ୍‌ ଇସାବେ ଡଣ୍ଡ୍ ପାଇବାଇ । 13 କାଇକେବଇଲେ ଲକ୍‌ମନ୍‌ ଉଜେ ନିୟମ୍‌ ସୁନ୍‌ଲେସେ ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ବଲି ଏଜାଇଅଇ ନାପାରତ୍‌, ମାତର୍‌ ନିୟମ୍‌ ନାମ୍‍ଲେସେ ଅଇପାରତ୍‌ । 14 ଜିଉଦିନଇଲା ଲକ୍‌ମନର୍‌ ନିୟମ୍‌ ନାଇ, ମାତର୍‌ ସେମନ୍‌ ଅବିଆସ୍‌ କରି ନିୟମର୍‌ ବିଦିମନ୍‌ ନାମ୍‌ବାଇ, ସେଟାସେ ସେମନର୍‌ ନିୟମ୍‌ ପାରା । 15 ସେମନର୍‌ କାମ୍‌ଦାମ୍‌ଟାନେଅନି ଟିକ୍‌ ସଙ୍ଗ୍‍ ଜାନାପଡ୍‌ଲାନି ଜେ, ନିୟମର୍‌ ବିଦିବିଦାନ୍‌ ସେମନର୍‌ ମନେ ଲେକାଅଇଲା ଆଚେ । ଏ କାତା ସତ୍‌, ସେମନର୍‌ ବିବେକ୍‍ ଟିକ୍‍ ବଲି କଇବା ଚଲାଚଲ୍‌ତିଅନି ଜାନାପଡ୍‌ଲା । ଜେନ୍ତାରିକି ସତ୍‌ କାମ୍‍ କଲାବେଲେ ତାକର୍‍ ବିବେକ୍‍, ଉଁ ବଲି କଇସି, ଆରି କାରାପ୍‌ କାମ୍‍ କଲାବେଲେ ବିବେକ୍‍ ସେମନ୍‍କେ ଦସି କରାଇସି । 16 ଜନ୍‌ ଦିନେ ପରମେସର୍‌ ଜିସୁକିରିସ୍‌ଟର୍‌ ଟାନେଅନି ମୁନୁସର୍‌ ବିତ୍‌ରେ ଲୁଚ୍‌ଲା ବିସଇମନ୍‌ ବିଚାର୍‌ କର୍‌ସି, ସେ ଦିନେ ମୁଇ ଜାନାଇ ରଇଲା ସୁବ୍‌କବର୍‌ ଇସାବେ ଏ ସବୁ ଗଟ୍‌ସି । 17 ତମେମନ୍‌ ତେବେ ? ନିଜ୍‌କେ ଜିଉଦି ବଲାଇଅଇଲାସ୍‌ନି, ନିୟମ୍‍କେ ଆସାକରି ଆରି ପରମେସର୍‌ ସଙ୍ଗ୍‌ ମିସାବିଡା କର୍‌ବାଟା ନେଇ ବଡ୍‌ପନ୍‌ ଅଇଲାସ୍‌ନି, 18 ପରମେସର୍‌ ତମର୍‌ଟାନେଅନି କାଇଟା ମନ୍‍ କଲାନି ସେଟା ତମେ ଜାନିଆଚାସ୍‌ । ଆରି ନିୟମେଅନି ସତ୍‌ ଆରି ସତ୍‌ ନ ଅଇବା ଗିଆନ୍‌ ପାଇଆଚାସ୍‌, 19 ସତଇସେ ଜାନିଆଚାସ୍‌ ଜେ, ତମେ କାଣାକେ ବାଟ୍‍ଦେକାଇବା ଲକ୍‌, ଆନ୍ଦାରେ ରଇବା ଲକ୍‌ମନର୍‌ ପାଇ ଉଜଲ୍‌ ପାରା । 20 ବକୁଆମନ୍‌କେ ନିମାନ୍‌ କାତା କଇବା ଲକ୍‌, ଗିଆନ୍‌ ନ ରଇବା ଲକ୍‌ମନର୍‌ ଗୁରୁ । ତମେ ବିସ୍‌ବାସ୍‌ କଲାସ୍‌ନି ଜେ, ନିୟମ୍‌ ଜାନିକରି ପୁରାପୁରୁନ୍‌ ସତ୍‌ ଆରି ଗିଆନ୍‌ ପାଇଆଚାସ୍‌ ବଲି । 21 ତମେ ବିନ୍‌ଲକ୍‌ମନ୍‌କେ ସିକାଇଲାସ୍‌ନି, ମାତର୍‌ କାଇକେ ନିଜେ ସିକାସ୍‌ ନାଇ ? ଚରାଇବାର୍‌ ନାଇ ବଲି ସିକିଆ ଦେଇ ନିଜେ ଚରାଇଲାସ୍‌ନି କି ? 22 ପାଦ୍‌ରା କାମ୍‌ କରାନାଇ ବଲି କଇ, ନିଜେ ପାଦ୍‌ରା କାମ୍‌ କଲାସ୍‌ନି କି ? ପୁତ୍‌ଲା ପୁଜାକେ ଗିନ୍‌ କରି ଦେଉଲର୍‌ ଦିନ୍‍ସୁ ଚର୍‌ଲାସ୍‌ନି କି ? 23 ପରମେସରର୍‌ ନିୟମ୍‌ ମିଲାଇଆଚୁ ବଲି ବଡ୍‌ପନ୍‌ ଦେକାଇଲାସ୍‌ନି, ମାତର୍‌ ସେଟାକେ ଏଡିଦେଇକରି ତାକେ ଲାଜ୍‌ କରାଇଲାସ୍‌ନି କି ? 24 ସାସ୍‌ତରେ ଲେକାଅଇଲା ଆଚେ, “ତମର୍‌ଲାଗି ଜିଉଦି ନଇଲା ଲକ୍‌ମନର୍‌ ବିତ୍‌ରେ ପରମେସର୍‌ ନିନ୍ଦା ପାଇଲାନି ।” 25 ଜଦି ତମେ ନିୟମ୍‌ ମାନ୍‌ଲେ, ତମର୍‌ ସୁନତ୍‌ ଅଇବାଟା ଟିକ୍‌ ଆଚେ । ଜଦି ନିୟମ୍‌ ନ ମାନ୍‌ଲେ ସୁନତ୍‌ ନ ଅଇଲା ଲକ୍‌ମନର୍‌ ସଙ୍ଗ୍‌ ସମାନ୍‌ । 26 ଜଦି ସୁନତ୍‌ ନ ଅଇଲା ଗଟେକ୍‌ ଜିଉଦି ନଇଲା ଲକ୍‌ ନିୟମର୍‌ ବିଦିବିଦାନ୍‌ ସବୁ ନାମ୍‌ତେ ରଇସି, ପରମେସର୍‌ ତାକେ ସୁନତ୍‌ ଲକ୍‌ ଇସାବେ ନ ଡାକେ କି ? 27 ସେଟାର୍‌ ପାଇ ଗାଗ୍‌ଡେ ସୁନତ୍‌ ନ ଅଇରଇଲା ଜିଉଦି ନ ଅଇଲା ଲକ୍‌ମନ୍‌, ନିୟମ୍‌ ମାନିକରି ତମର୍‌ ବିଚାର୍‌ କର୍‌ବାଇ, କାଇକେ ବଇଲେ ତମେ ଗାଗ୍‌ଡେ ସୁନତ୍‌ ଅଇ ନିୟମ୍‌ ପାଇରଇଲେ ମିସା, ସେଟା ନାମାସ୍‌ ନାଇ । 28 ଉଜେ ଗାଗ୍‌ଡେ ସୁନତ୍‌ ଅଇ ଉପ୍‌ରେ ଉପ୍‌ରେ ଜିଉଦି ବଲି ଚିନାଇଅଇବା ଲକ୍‌ ସତଇସେ ଜିଉଦି ନଅତ୍‌ । 29 ଜେ ମନ୍‌ ବିତ୍‌ରେଅନି ଜିଉଦି, ସେ ଅଇଲାନି ସତଇସେ ଜିଉଦି । ସତଇସେ ସୁନତ୍‌ ମନ୍‌ ବିତ୍‌ରର୍‌ ବିସଇ । ସେଟା ସୁକଲ୍‌ ଆତ୍‌ମାର୍‌ କାମ୍‌ । ଲେକ୍‌ଲା ନିୟମ୍‌ ସେଟା କରିନାପାରେ । ଏନ୍ତାରି ଲକ୍‌ ଲକ୍‌ମନର୍‌ଟାନେଅନି ଡାକ୍‌ପୁଟା ନ ପାଏ, ମାତର୍‌ ପରମେସର୍‌ଅନି ପାଇସି ।

In Other Versions

Romans 2 in the ANGEFD

Romans 2 in the ANTPNG2D

Romans 2 in the AS21

Romans 2 in the BAGH

Romans 2 in the BBPNG

Romans 2 in the BBT1E

Romans 2 in the BDS

Romans 2 in the BEV

Romans 2 in the BHAD

Romans 2 in the BIB

Romans 2 in the BLPT

Romans 2 in the BNT

Romans 2 in the BNTABOOT

Romans 2 in the BNTLV

Romans 2 in the BOATCB

Romans 2 in the BOATCB2

Romans 2 in the BOBCV

Romans 2 in the BOCNT

Romans 2 in the BOECS

Romans 2 in the BOGWICC

Romans 2 in the BOHCB

Romans 2 in the BOHCV

Romans 2 in the BOHLNT

Romans 2 in the BOHNTLTAL

Romans 2 in the BOICB

Romans 2 in the BOILNTAP

Romans 2 in the BOITCV

Romans 2 in the BOKCV

Romans 2 in the BOKCV2

Romans 2 in the BOKHWOG

Romans 2 in the BOKSSV

Romans 2 in the BOLCB

Romans 2 in the BOLCB2

Romans 2 in the BOMCV

Romans 2 in the BONAV

Romans 2 in the BONCB

Romans 2 in the BONLT

Romans 2 in the BONUT2

Romans 2 in the BOPLNT

Romans 2 in the BOSCB

Romans 2 in the BOSNC

Romans 2 in the BOTLNT

Romans 2 in the BOVCB

Romans 2 in the BOYCB

Romans 2 in the BPBB

Romans 2 in the BPH

Romans 2 in the BSB

Romans 2 in the CCB

Romans 2 in the CUV

Romans 2 in the CUVS

Romans 2 in the DBT

Romans 2 in the DGDNT

Romans 2 in the DHNT

Romans 2 in the DNT

Romans 2 in the ELBE

Romans 2 in the EMTV

Romans 2 in the ESV

Romans 2 in the FBV

Romans 2 in the FEB

Romans 2 in the GGMNT

Romans 2 in the GNT

Romans 2 in the HARY

Romans 2 in the HNT

Romans 2 in the IRVA

Romans 2 in the IRVB

Romans 2 in the IRVG

Romans 2 in the IRVH

Romans 2 in the IRVK

Romans 2 in the IRVM

Romans 2 in the IRVM2

Romans 2 in the IRVO

Romans 2 in the IRVP

Romans 2 in the IRVT

Romans 2 in the IRVT2

Romans 2 in the IRVU

Romans 2 in the ISVN

Romans 2 in the JSNT

Romans 2 in the KAPI

Romans 2 in the KBT1ETNIK

Romans 2 in the KBV

Romans 2 in the KJV

Romans 2 in the KNFD

Romans 2 in the LBA

Romans 2 in the LBLA

Romans 2 in the LNT

Romans 2 in the LSV

Romans 2 in the MAAL

Romans 2 in the MBV

Romans 2 in the MBV2

Romans 2 in the MHNT

Romans 2 in the MKNFD

Romans 2 in the MNG

Romans 2 in the MNT

Romans 2 in the MNT2

Romans 2 in the MRS1T

Romans 2 in the NAA

Romans 2 in the NASB

Romans 2 in the NBLA

Romans 2 in the NBS

Romans 2 in the NBVTP

Romans 2 in the NET2

Romans 2 in the NIV11

Romans 2 in the NNT

Romans 2 in the NNT2

Romans 2 in the NNT3

Romans 2 in the PDDPT

Romans 2 in the PFNT

Romans 2 in the RMNT

Romans 2 in the SBIAS

Romans 2 in the SBIBS

Romans 2 in the SBIBS2

Romans 2 in the SBICS

Romans 2 in the SBIDS

Romans 2 in the SBIGS

Romans 2 in the SBIHS

Romans 2 in the SBIIS

Romans 2 in the SBIIS2

Romans 2 in the SBIIS3

Romans 2 in the SBIKS

Romans 2 in the SBIKS2

Romans 2 in the SBIMS

Romans 2 in the SBIOS

Romans 2 in the SBIPS

Romans 2 in the SBISS

Romans 2 in the SBITS

Romans 2 in the SBITS2

Romans 2 in the SBITS3

Romans 2 in the SBITS4

Romans 2 in the SBIUS

Romans 2 in the SBIVS

Romans 2 in the SBT

Romans 2 in the SBT1E

Romans 2 in the SCHL

Romans 2 in the SUSU

Romans 2 in the SUSU2

Romans 2 in the SYNO

Romans 2 in the TBIAOTANT

Romans 2 in the TBT1E

Romans 2 in the TBT1E2

Romans 2 in the TFTIP

Romans 2 in the TFTU

Romans 2 in the TGNTATF3T

Romans 2 in the THAI

Romans 2 in the TNFD

Romans 2 in the TNT

Romans 2 in the TNTIK

Romans 2 in the TNTIL

Romans 2 in the TNTIN

Romans 2 in the TNTIP

Romans 2 in the TNTIZ

Romans 2 in the TOMA

Romans 2 in the TTENT

Romans 2 in the UBG

Romans 2 in the UGV

Romans 2 in the UGV2

Romans 2 in the UGV3

Romans 2 in the VBL

Romans 2 in the VDCC

Romans 2 in the YALU

Romans 2 in the YAPE

Romans 2 in the YBVTP

Romans 2 in the ZBP