Jeremiah 10 (IRVO)

1 ହେ ଇସ୍ରାଏଲ ବଂଶ, ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ କଥା କହନ୍ତି, ତାହା ଶୁଣ; 2 ସଦାପ୍ରଭୁ ଏହି କଥା କହନ୍ତି,“ତୁମ୍ଭେମାନେ ଅନ୍ୟଦେଶୀୟମାନଙ୍କର ବ୍ୟବହାର ଶିଖ ନାହିଁ,ଆକାଶର ଓ ନାନା ଚିହ୍ନରେ ଭୀତ ହୁଅ ନାହିଁ,କାରଣ ଅନ୍ୟ ଦେଶୀୟମାନେ ତହିଁରେ ଭୀତ ହୁଅନ୍ତି। 3 ଅନ୍ୟଦେଶୀୟମାନଙ୍କର ବିଧିସକଳ ଅସାର;ଯେହେତୁ ବନରୁ ଜଣେ ବୃକ୍ଷ ଛେଦନ କରେ, ତାହା ଅସ୍ତ୍ର ଦ୍ୱାରା କାରିଗରର ହସ୍ତକୃତ କର୍ମ। 4 ସେମାନେ ରୂପା ଓ ସୁନାରେ ତାହା ମଣ୍ଡନ କରନ୍ତି;ପୁଣି, ତାହା ଯେପରି ଟଳଟଳ ହେବ ନାହିଁ, ଏଥିପାଇଁ ହାତୁଡ଼ି ଦ୍ୱାରା କଣ୍ଟା ମାରି ତାହା ଦୃଢ଼ କରନ୍ତି। 5 ସେସବୁ ତାଳଗଛ ତୁଲ୍ୟ, କୁନ୍ଦା କର୍ମ ଓ କଥା କହନ୍ତି ନାହିଁ;ସେମାନେ ଚାଲି ପାରନ୍ତି ନାହିଁ, ଏଥିପାଇଁ ସେମାନଙ୍କୁ ବହିବାକୁ ହୁଏ।ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ; କାରଣ ସେମାନେ ଅମଙ୍ଗଳ କରିପାରନ୍ତି ନାହିଁକିଅବା ମଙ୍ଗଳ କରିବାକୁ ହିଁ ସେମାନଙ୍କର ସାଧ୍ୟ ନାହିଁ।” 6 ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ କେହି ନାହିଁ;ତୁମ୍ଭେ ମହାନ, ଓ ପରାକ୍ରମରେ ତୁମ୍ଭର ନାମ ମହତ। 7 ହେ ସର୍ବଦେଶୀୟମାନଙ୍କର ରାଜନ୍‍, ତୁମ୍ଭଙ୍କୁ କିଏ ଭୟ ନ କରିବ?କାରଣ ତାହା ତୁମ୍ଭର ପ୍ରାପ୍ୟ;ଯେହେତୁ ନାନା ଦେଶୀୟ ସମୁଦାୟ ଜ୍ଞାନୀମାନଙ୍କ ମଧ୍ୟରେଓ ସେମାନଙ୍କ ସମୁଦାୟ ରାଜକୀୟ ଐଶ୍ୱର୍ଯ୍ୟଶାଳୀମାନଙ୍କ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହିଁ। 8 ସେମାନେ ସମସ୍ତେ ପଶୁବତ୍‍ ଓ ଅଜ୍ଞାନ ପ୍ରତିମାଗଣର ଶିକ୍ଷା କାଷ୍ଠ ମାତ୍ର। 9 ତର୍ଶୀଶରୁ ପିଟା ରୂପାପାତ୍ର ଓ ଉଫସରୁ ସୁନା ଅଣାଯାଏ,ତାହା କାରିଗରର କର୍ମ ଓ ସ୍ୱର୍ଣ୍ଣକାରର ହସ୍ତନିର୍ମିତ;ସେମାନଙ୍କର ବସ୍ତ୍ର ନୀଳ ଓ ଧୂମ୍ରବର୍ଣ୍ଣ, ସେସବୁ ନିପୁଣ ଶିଳ୍ପକରମାନଙ୍କର କୃତ କର୍ମ। 10 ମାତ୍ର ସଦାପ୍ରଭୁ ସତ୍ୟ ପରମେଶ୍ୱର ଅଟନ୍ତି;ସେ ଜୀବିତ ପରମେଶ୍ୱର ଓ ଅନନ୍ତକାଳସ୍ଥାୟୀ ରାଜା;ତାହାଙ୍କ କୋପରେ ପୃଥିବୀ କମ୍ପିତ ହୁଏ,ପୁଣି ସର୍ବଦେଶୀୟମାନେ ତାହାଙ୍କର କ୍ରୋଧ ସହି ପାରନ୍ତି ନାହିଁ। 11 ତୁମ୍ଭେମାନେ ସେମାନଙ୍କୁ ଏହି କଥା କହିବ,“ଯେଉଁ ଦେବତାମାନେ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ନାହାନ୍ତି,ସେମାନେ ପୃଥିବୀରୁ ଓ ଆକାଶମଣ୍ଡଳର ତଳୁ ବିନଷ୍ଟ ହେବେ।” 12 ସେ ଆପଣା ପରାକ୍ରମ ଦ୍ୱାରା ପୃଥିବୀ ନିର୍ମାଣ କରିଅଛନ୍ତି,ସେ ଆପଣା ଜ୍ଞାନ ଦ୍ୱାରା ଜଗତ ସ୍ଥାପନ କରିଅଛନ୍ତିଓ ଆପଣାର ବୁଦ୍ଧି ଦ୍ୱାରା ସେ ଆକାଶମଣ୍ଡଳ ବିସ୍ତାର କରିଅଛନ୍ତି; 13 ଯେତେବେଳେ ସେ ଆପଣା ରବ ଉଚ୍ଚାରଣ କରନ୍ତି,ସେତେବେଳେ ଆକାଶରେ ଜଳରାଶିର ଶବ୍ଦ ହୁଏ,ପୁଣି ସେ ପୃଥିବୀର ପ୍ରାନ୍ତରୁ ବାଷ୍ପ ଉତ୍ଥାପନ କରାନ୍ତି;ସେ ବୃଷ୍ଟି ନିମନ୍ତେ ବିଜୁଳି ପ୍ରସ୍ତୁତ କରନ୍ତିଓ ଆପଣା ଭଣ୍ଡାରସମୂହରୁ ବାୟୁ ବାହାର କରି ଆଣନ୍ତି। 14 ପ୍ରତ୍ୟେକ ମନୁଷ୍ୟ ପଶୁବତ୍‍ ଓ ଜ୍ଞାନହୀନ ହୋଇଅଛି;ପ୍ରତ୍ୟେକ ସ୍ୱର୍ଣ୍ଣକାର ଆପଣା ଖୋଦିତ ପ୍ରତିମା ଦ୍ୱାରା ଲଜ୍ଜିତ ହୋଇଅଛି;କାରଣ ତାହାର ଢଳା ପ୍ରତିମା ମିଥ୍ୟା ଓ ସେମାନଙ୍କଠାରେ ପ୍ରାଣବାୟୁ ନାହିଁ। 15 ସେସବୁ ଅସାର ଓ ଭ୍ରାନ୍ତିର କର୍ମ;ସେମାନେ ଆପଣା ପ୍ରତିଫଳ ପାଇବା ସମୟରେ ବିନଷ୍ଟ ହେବେ। 16 ଯେ ଯାକୁବର ବାଣ୍ଟ ସ୍ୱରୂପ, ସେ ଏମାନଙ୍କ ପରି ନୁହନ୍ତି;କାରଣ ସେ ସର୍ବ ବସ୍ତୁର ନିର୍ମାଣକର୍ତ୍ତା ଓ ଇସ୍ରାଏଲ ବଂଶ ତାହାଙ୍କର ଅଧିକାର ସ୍ୱରୂପ;ତାହାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ। 17 ହେ ଅବରୁଦ୍ଧ ସ୍ଥାନ ନିବାସୀନ୍‍, ତୁମ୍ଭେ ଦେଶରୁ ଆପଣା ସାମଗ୍ରୀ ସଂଗ୍ରହ କର। 18 କାରଣ ସଦାପ୍ରଭୁ ଏହି କଥା କହନ୍ତି,“ଦେଖ, ଆମ୍ଭେ ଏହି ସମୟରେ ଦେଶ ନିବାସୀମାନଙ୍କୁ ଛାଟିଣୀ ମାରିବା ପରି ଫିଙ୍ଗି ଦେବାଓ ସେମାନଙ୍କୁ ଏପରି କ୍ଳେଶ ଦେବା ଯେ, ସେମାନେ ତାହା ବୋଧ ପାଇବେ।” 19 ହାୟ ହାୟ, ମୋହର ଦୁଃଖ! ମୋହର କ୍ଷତ ଅତି ବେଦନାଯୁକ୍ତ;ତଥାପି ମୁଁ କହିଲି, “ଏହି ମୋହର ବେଦନା, ମୋତେ ଏହା ସହିବାକୁ ହେବ।” 20 ମୋର ତମ୍ବୁ ଲୁଟିତ ହୋଇଅଛି ଓ ମୋର ରଜ୍ଜୁସବୁ ଛିଣ୍ଡି ଯାଇଅଛି;ମୋର ବାଳକମାନେ ମୋʼ ନିକଟରୁ ବାହାରି ଯାଇଅଛନ୍ତି, ସେମାନେ ନାହାନ୍ତି,ମୋର ତମ୍ବୁ ଆଉ ପ୍ରସାରିବାକୁ ଓ ମୋର ତମ୍ବୁର ବାଡ଼ ଲଗାଇବାକୁ କେହି ନାହିଁ। 21 କାରଣ ପାଳକଗଣ ପଶୁବତ୍‍ ହୋଇଅଛନ୍ତିଓ ସଦାପ୍ରଭୁଙ୍କ ନିକଟରେ ପଚାରି ନାହାନ୍ତି;ଏହେତୁ ସେମାନେ ଉନ୍ନତି କରି ନାହାନ୍ତି ଓ ସେମାନଙ୍କର ପଲସବୁ ଛିନ୍ନଭିନ୍ନ ହୋଇଅଛନ୍ତି। 22 କୋଳାହଳର ରବ, ଦେଖ ତାହା ଉପସ୍ଥିତ ହେଉଅଛି,ଆଉ ଯିହୁଦାର ନଗରସବୁ ଉଚ୍ଛିନ୍ନ ଓ ଶୃଗାଳମାନଙ୍କର ବାସସ୍ଥାନ କରିବା ପାଇଁଉତ୍ତର ଦେଶରୁ ମହାଚହଳ ଆସୁଅଛି। 23 ହେ ସଦାପ୍ରଭୁ, ମୁଁ ଜାଣେ; ମନୁଷ୍ୟର ଗତି ତାହାର ଆୟତ୍ତ ନୁହେଁ;ନିଜ ପାଦବିକ୍ଷେପ ସ୍ଥିର କରିବାର ଗମନକାରୀ ମନୁଷ୍ୟର ସାଧ୍ୟ ନୁହେଁ। 24 ହେ ସଦାପ୍ରଭୁ, ମୋତେ ଶାସନ କର, ମାତ୍ର ବିଚାରପୂର୍ବକ କର;କ୍ରୋଧରେ ତାହା ନ କର, କଲେ ତୁମ୍ଭେ ମୋତେ ବିନାଶ କରିବ। 25 ଯେଉଁ ଅନ୍ୟ ଦେଶୀୟମାନେ ତୁମ୍ଭଙ୍କୁ ଜାଣନ୍ତି ନାହିଁଓ ଯେଉଁ ଗୋଷ୍ଠୀସକଳ ତୁମ୍ଭ ନାମରେ ପ୍ରାର୍ଥନା କରନ୍ତି ନାହିଁ,ସେମାନଙ୍କ ଉପରେ ତୁମ୍ଭେ ଆପଣା କୋପ ଢାଳିଦିଅ;କାରଣ ସେମାନେ ଯାକୁବକୁ ଗ୍ରାସ କରିଅଛନ୍ତି,ହଁ, ସେମାନେ ତାହାକୁ ଗ୍ରାସ କରି ସଂହାର କରିଅଛନ୍ତିଓ ତାହାର ବାସସ୍ଥାନ ଉଚ୍ଛିନ୍ନ କରିଅଛନ୍ତି।

In Other Versions

Jeremiah 10 in the ANGEFD

Jeremiah 10 in the ANTPNG2D

Jeremiah 10 in the AS21

Jeremiah 10 in the BAGH

Jeremiah 10 in the BBPNG

Jeremiah 10 in the BBT1E

Jeremiah 10 in the BDS

Jeremiah 10 in the BEV

Jeremiah 10 in the BHAD

Jeremiah 10 in the BIB

Jeremiah 10 in the BLPT

Jeremiah 10 in the BNT

Jeremiah 10 in the BNTABOOT

Jeremiah 10 in the BNTLV

Jeremiah 10 in the BOATCB

Jeremiah 10 in the BOATCB2

Jeremiah 10 in the BOBCV

Jeremiah 10 in the BOCNT

Jeremiah 10 in the BOECS

Jeremiah 10 in the BOGWICC

Jeremiah 10 in the BOHCB

Jeremiah 10 in the BOHCV

Jeremiah 10 in the BOHLNT

Jeremiah 10 in the BOHNTLTAL

Jeremiah 10 in the BOICB

Jeremiah 10 in the BOILNTAP

Jeremiah 10 in the BOITCV

Jeremiah 10 in the BOKCV

Jeremiah 10 in the BOKCV2

Jeremiah 10 in the BOKHWOG

Jeremiah 10 in the BOKSSV

Jeremiah 10 in the BOLCB

Jeremiah 10 in the BOLCB2

Jeremiah 10 in the BOMCV

Jeremiah 10 in the BONAV

Jeremiah 10 in the BONCB

Jeremiah 10 in the BONLT

Jeremiah 10 in the BONUT2

Jeremiah 10 in the BOPLNT

Jeremiah 10 in the BOSCB

Jeremiah 10 in the BOSNC

Jeremiah 10 in the BOTLNT

Jeremiah 10 in the BOVCB

Jeremiah 10 in the BOYCB

Jeremiah 10 in the BPBB

Jeremiah 10 in the BPH

Jeremiah 10 in the BSB

Jeremiah 10 in the CCB

Jeremiah 10 in the CUV

Jeremiah 10 in the CUVS

Jeremiah 10 in the DBT

Jeremiah 10 in the DGDNT

Jeremiah 10 in the DHNT

Jeremiah 10 in the DNT

Jeremiah 10 in the ELBE

Jeremiah 10 in the EMTV

Jeremiah 10 in the ESV

Jeremiah 10 in the FBV

Jeremiah 10 in the FEB

Jeremiah 10 in the GGMNT

Jeremiah 10 in the GNT

Jeremiah 10 in the HARY

Jeremiah 10 in the HNT

Jeremiah 10 in the IRVA

Jeremiah 10 in the IRVB

Jeremiah 10 in the IRVG

Jeremiah 10 in the IRVH

Jeremiah 10 in the IRVK

Jeremiah 10 in the IRVM

Jeremiah 10 in the IRVM2

Jeremiah 10 in the IRVP

Jeremiah 10 in the IRVT

Jeremiah 10 in the IRVT2

Jeremiah 10 in the IRVU

Jeremiah 10 in the ISVN

Jeremiah 10 in the JSNT

Jeremiah 10 in the KAPI

Jeremiah 10 in the KBT1ETNIK

Jeremiah 10 in the KBV

Jeremiah 10 in the KJV

Jeremiah 10 in the KNFD

Jeremiah 10 in the LBA

Jeremiah 10 in the LBLA

Jeremiah 10 in the LNT

Jeremiah 10 in the LSV

Jeremiah 10 in the MAAL

Jeremiah 10 in the MBV

Jeremiah 10 in the MBV2

Jeremiah 10 in the MHNT

Jeremiah 10 in the MKNFD

Jeremiah 10 in the MNG

Jeremiah 10 in the MNT

Jeremiah 10 in the MNT2

Jeremiah 10 in the MRS1T

Jeremiah 10 in the NAA

Jeremiah 10 in the NASB

Jeremiah 10 in the NBLA

Jeremiah 10 in the NBS

Jeremiah 10 in the NBVTP

Jeremiah 10 in the NET2

Jeremiah 10 in the NIV11

Jeremiah 10 in the NNT

Jeremiah 10 in the NNT2

Jeremiah 10 in the NNT3

Jeremiah 10 in the PDDPT

Jeremiah 10 in the PFNT

Jeremiah 10 in the RMNT

Jeremiah 10 in the SBIAS

Jeremiah 10 in the SBIBS

Jeremiah 10 in the SBIBS2

Jeremiah 10 in the SBICS

Jeremiah 10 in the SBIDS

Jeremiah 10 in the SBIGS

Jeremiah 10 in the SBIHS

Jeremiah 10 in the SBIIS

Jeremiah 10 in the SBIIS2

Jeremiah 10 in the SBIIS3

Jeremiah 10 in the SBIKS

Jeremiah 10 in the SBIKS2

Jeremiah 10 in the SBIMS

Jeremiah 10 in the SBIOS

Jeremiah 10 in the SBIPS

Jeremiah 10 in the SBISS

Jeremiah 10 in the SBITS

Jeremiah 10 in the SBITS2

Jeremiah 10 in the SBITS3

Jeremiah 10 in the SBITS4

Jeremiah 10 in the SBIUS

Jeremiah 10 in the SBIVS

Jeremiah 10 in the SBT

Jeremiah 10 in the SBT1E

Jeremiah 10 in the SCHL

Jeremiah 10 in the SNT

Jeremiah 10 in the SUSU

Jeremiah 10 in the SUSU2

Jeremiah 10 in the SYNO

Jeremiah 10 in the TBIAOTANT

Jeremiah 10 in the TBT1E

Jeremiah 10 in the TBT1E2

Jeremiah 10 in the TFTIP

Jeremiah 10 in the TFTU

Jeremiah 10 in the TGNTATF3T

Jeremiah 10 in the THAI

Jeremiah 10 in the TNFD

Jeremiah 10 in the TNT

Jeremiah 10 in the TNTIK

Jeremiah 10 in the TNTIL

Jeremiah 10 in the TNTIN

Jeremiah 10 in the TNTIP

Jeremiah 10 in the TNTIZ

Jeremiah 10 in the TOMA

Jeremiah 10 in the TTENT

Jeremiah 10 in the UBG

Jeremiah 10 in the UGV

Jeremiah 10 in the UGV2

Jeremiah 10 in the UGV3

Jeremiah 10 in the VBL

Jeremiah 10 in the VDCC

Jeremiah 10 in the YALU

Jeremiah 10 in the YAPE

Jeremiah 10 in the YBVTP

Jeremiah 10 in the ZBP