2 Timothy 1 (SNT)
1 ମୁଇ ପାଉଲ୍ ଏ ଚିଟି ଲେକ୍ଲିନି । ଜିସୁକିରିସ୍ଟର୍ ଗଟେକ୍ ପେରିତ୍ ଅଇବାକେ ପର୍ମେସର୍ ମକେ ବାଚ୍ଲା ଆଚେ । ନ ସାର୍ବା ଜିବନ୍ ପାଇବା ଜନ୍ ସୁବ୍ କବର୍ ପର୍ମେସର୍ କାତା ଦେଇରଇଲା, ସେଟା ଜାନାଇବାକେ ମକେ ପାଟାଇଲାଆଚେ । ସେ ଜିବନ୍ କିରିସ୍ଟର୍ ସଙ୍ଗ୍ ମିସିରଇବା ଜିବନ୍ । 2 ଏ ଚିଟି ତିମତି ମୁଇ ତକେ ଲେକ୍ଲିନି । ତୁଇ ମର୍ ଆଲାଦର୍ ପଅ ପାରା ଅଇ ଆଚୁସ୍ । ଆମର୍ ବାବା ପର୍ମେସର୍ ଆରି ଆମର୍ ମାପ୍ରୁ ଜିସୁକିରିସ୍ଟ, ତକେ ଜିବନ୍ ଦୁକାଇ ଦୟା ଦେକାଅ ଆରି ସାନ୍ତି ଦେଅ । 3 ମୁଇ ପର୍ମେସର୍କେ ଦନିଅବାଦ୍ ଦେଲିନି । ମର୍ ଆନିଦାଦିମନ୍ ଜେନ୍ତାର୍ ତାକେ ସେବା କଲାଇ, ସେନ୍ତାରି ମୁଇ ମିସା ତାକେ ସେବା କଲିନି । ମର୍ ବିବେକ୍ ମକେ ଦସ୍ ଦେଏ ନାଇ । ମୁଇ ତର୍ପାଇ ଦିନ୍ରାତି ପାର୍ତନା କଲିନି । 4 ଆମେ ଦୁଇ ଲକ୍ ବେଗଲ୍ଲାବେଲେ ତୁଇ ଦୁକ୍ ଅଇ ଆଁସୁ ଜରାଇଲୁସ୍, ସେଟା ମର୍ ମନେଆଚେ । ତେବର୍ପାଇ ତକେ ଦେକ୍ବି ବଲି ମୁଇ ବେସି ମନ୍ କଲିନି । ଜେନ୍ତାରି କି ମୁଇ ପୁରାପୁରୁନ୍ ସାର୍ଦା ଅଇବି । 5 ତୁଇ ସତଇସେ ଜିସୁକିରିସ୍ଟକେ ବିସ୍ବାସ୍ କରିଆଚୁସ୍ ବଲି ମର୍ ମନେଆଚେ । ତୁଇ ବିସ୍ବାସ୍ କର୍ବା ଆଗ୍ତୁ ତର୍ ଆମା ଲଇ ଆରି ତର୍ ଆୟା ଉନିସ୍ ତାକେ ବିସ୍ବାସ୍ କର୍ତେରଇଲାଇ । ସେନ୍ତାରିସେ ତୁଇ ବିସ୍ବାସ୍ କର୍ବାଟା ଡାଁଟ୍ ଆଚେବଲି ମୁଇ ଜାନ୍ଲିନି । 6 ତେବର୍ପାଇ ମୁଇ ମର୍ ଆତ୍, ତର୍ ମୁଣ୍ଡେ ସଙ୍ଗଇ ପାର୍ତନା କଲାବେଲେ, ଜନ୍ ଆତ୍ମାର୍ ଦାନ୍ ପର୍ମେସର୍ ତକେ ଦେଇରଇଲା, ସେଟା ବଁଚାଇକରି ସଙ୍ଗ ବଲି ଏତାଇଦେଲିନି । 7 କାଇକେବଇଲେ ଜନ୍ ଆତ୍ମା ପର୍ମେସର୍ ଆମ୍କେ ଦେଲାଆଚେ, ସେଟା ଆମ୍କେ ଡର୍ବାକେ ନ ଦେଏ । ତାର୍ ବାଦୁଲେ ଆତ୍ମାଇ ବପୁ ଦେଇସି, ବିନ୍ ଲକ୍ମନ୍କେ ଆଲାଦ୍ କର୍ବାକେ ସିକାଇସି ଆରି ନିଜ୍କେ ଜାଗରତ୍ ରଇବାକେ ସିକାଇସି । 8 ତେବର୍ପାଇ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବିସଇ, ବିନ୍ ଲକ୍କେ ଜାନାଇବାକେ ଲାଜ୍ ଅ ନାଇ । ତାର୍ ପାଇ ମୁଇ ଏବେ ବନ୍ଦିଗରେ ଆଚି, ମର୍ପାଇ ମିସା ଲାଜ୍ ଅ ନାଇ । ମାତର୍ ସୁବ୍ କବରର୍ ଲାଗି ଦୁକ୍ କସ୍ଟ ପାଇବାକେ ମର୍ସଙ୍ଗ୍ ମିସ୍ । ସେନ୍ତି କର୍ବାକେ ପର୍ମେସର୍ ତକେ ବପୁ ଦେଇସି । ପର୍ମେସର୍ ଆମ୍କେ ନ ସାର୍ବା ମରନେଅନି ବଁଚାଇକରି ଗଟେକ୍ ସୁକଲ୍ ଚଲାଚଲ୍ତି କର୍ବାକେ ଡାକିନେଲା ଆଚେ । 9 ନିକ କାମ୍ କଲାର୍ ପାଇ ସେ ଆମ୍କେ ବାଚେନାଇ । ମାତର୍ ତାର୍ ନିଜର୍ ଜଜ୍ନା ଇସାବେ ସେ ଆମ୍କେ ବାଚିକରି ତାର୍ ଦୟା ଦେକାଇଲା ଆଚେ । ଏ ଜଗତ୍ ତିଆର୍ ନ ଅଇତେ ପର୍ମେସର୍ ଜିବନ୍ ଦୁକାଇ, ଜିସୁକିରିସ୍ଟକେ ଆମର୍ଲାଗି ଏ ଜଗତେ ପାଟାଇଲା । 10 ଆରି ଏବେ ସେ ଜିବନ୍ ଦୁକାଇ ଦୟା ଦେକାଇଲାଟା, ପର୍ମେସର୍ ଆମ୍କେ ଜାନାଇଆଚେ । ଏଟା ଆମର୍ ରକିଆକାରି ଜିସୁକିରିସ୍ଟ ଜେ କି ଆମର୍ଟାନେ ଆଇଲା । ମରନର୍ ବପୁକେ ସେ କୁରୁପ୍ନାସ୍ କଲା । ଆରି ସୁବ୍ କବର୍ ଜାନ୍ଲାର୍ପାଇ ନ ସାର୍ବା ଜିବନ୍ ପାଇବାକେ ସେ ଆମ୍କେ ବାଟ୍ ଦେକାଇଲା । 11 ଜିସୁକିରିସ୍ଟର୍ ବିସଇ ରଇବା ଏ ସୁବ୍ କବର୍ ପର୍ମେସର୍ ମକେ ଜାନାଇବାକେ କଇଆଚେ । ଗଟେକ୍ ସିକାଇବା ଲକ୍ ଆରି ପେରିତ୍ ଇସାବେ, ସେ ମକେ ବାଚିଆଚେ । 12 ଏଟାର୍ ଲାଗି ମୁଇ ଏ ବନ୍ଦିଗରେ ଦୁକ୍ କସ୍ଟ ପାଇଲିନି । ପାଇଲେ ମିସା ଲାଜ୍ ଅଇନାଇ । କାଇକେବଇଲେ ମୁଇ ଜାକେ ବିସ୍ବାସ୍ କରିଆଚି, ତାକେ ଜାନି, ଆରି ମୁଇ ତାକେ ଜନ୍ଟା ସର୍ପି ଆଚେ, ସେଟା ସେ ବାଉଡି ଆଇବା ଦିନ୍ ଜାକ, ଜତନ୍ କରି ସଙ୍ଗଇବାକେ ତାର୍ ବପୁ ଆଚେ । ଏଟା ମୁଇ ଡାଟ୍ ସଙ୍ଗ୍ ବିସ୍ବାସ୍ କଲିନି । 13 ତୁଇ ମର୍ଟାନେଅନି ସତ୍ ସିକିଆ ସୁନିଆଚୁସ୍ । ସେନ୍ତାରିସେ ଚଲାଚଲ୍ତି କର୍ । ଜିସୁକିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ଏଟା ବିସ୍ବାସ୍ ଆରି ଆଲାଦ୍ ସଙ୍ଗ୍ କର୍ । 14 ଜନ୍ ସୁବ୍କବର୍ ପର୍ମେସର୍ ତକେ ଦେଇଆଚେ, ସେଟାକେ ଦେକାରକା କର୍ । ଆମର୍ ବିତ୍ରେ ରଇବା ସୁକଲ୍ ଆତ୍ମାର୍ ବପୁସଙ୍ଗ୍ ସେଟା ଦେକାରକା କର୍ । 15 ଆସିଆ ଦେସେ ରଇବା ବେସି ବିସ୍ବାସିମନ୍ ମକେ ଚାଡିକରି ଗାଲାଇ ଆଚତ୍ ବଲି ତୁଇ ଜାନିଆଚୁସ୍ । ତେଇ ପୁଗେଲ୍ ଆରି ଅର୍ମଗେନା ମିସା ମକେ ଚାଡି ଉଟିଗାଲାଇ । 16 ଅନିସିପର୍ ଆରି ତାର୍ କୁଟୁମ୍କେ ମାପ୍ରୁ ଦୟାକର । କାଇକେବଇଲେ ମୁଇ ବନ୍ଦିଗରେ ରଇଲାବେଲେ ସେ ମକେ ଦେକ୍ବାକେ ଲାଜ୍ ଅଏନାଇ । ତାର୍ ବାଦୁଲେ ସେ ତର୍କେ ତର୍ ଆସି ମକେ ସାର୍ଦା କରାଇଲା । 17 ସେ ରମ୍ ଦେସେ ଆଇଲା ଦାପ୍ରେ ମକେ ବେଟ୍ ଅଇବାଜାକ ସବୁ ଜାଗାଇ କଜ୍ଲା । 18 ବଡ୍ ବିଚାର୍ନା ଦିନେ ତାକେ ଜେନ୍ତି ମାପ୍ରୁ ଦୟା କର । ତୁଇ ନିଜେ ଜାନିଆଚୁସ୍ ଏପିସିତେଇ ସେ ମକେ କେତେକ୍ ସାଇଜ କଲା ।
In Other Versions
2 Timothy 1 in the ANGEFD
2 Timothy 1 in the ANTPNG2D
2 Timothy 1 in the AS21
2 Timothy 1 in the BAGH
2 Timothy 1 in the BBPNG
2 Timothy 1 in the BBT1E
2 Timothy 1 in the BDS
2 Timothy 1 in the BEV
2 Timothy 1 in the BHAD
2 Timothy 1 in the BIB
2 Timothy 1 in the BLPT
2 Timothy 1 in the BNT
2 Timothy 1 in the BNTABOOT
2 Timothy 1 in the BNTLV
2 Timothy 1 in the BOATCB
2 Timothy 1 in the BOATCB2
2 Timothy 1 in the BOBCV
2 Timothy 1 in the BOCNT
2 Timothy 1 in the BOECS
2 Timothy 1 in the BOGWICC
2 Timothy 1 in the BOHCB
2 Timothy 1 in the BOHCV
2 Timothy 1 in the BOHLNT
2 Timothy 1 in the BOHNTLTAL
2 Timothy 1 in the BOICB
2 Timothy 1 in the BOILNTAP
2 Timothy 1 in the BOITCV
2 Timothy 1 in the BOKCV
2 Timothy 1 in the BOKCV2
2 Timothy 1 in the BOKHWOG
2 Timothy 1 in the BOKSSV
2 Timothy 1 in the BOLCB
2 Timothy 1 in the BOLCB2
2 Timothy 1 in the BOMCV
2 Timothy 1 in the BONAV
2 Timothy 1 in the BONCB
2 Timothy 1 in the BONLT
2 Timothy 1 in the BONUT2
2 Timothy 1 in the BOPLNT
2 Timothy 1 in the BOSCB
2 Timothy 1 in the BOSNC
2 Timothy 1 in the BOTLNT
2 Timothy 1 in the BOVCB
2 Timothy 1 in the BOYCB
2 Timothy 1 in the BPBB
2 Timothy 1 in the BPH
2 Timothy 1 in the BSB
2 Timothy 1 in the CCB
2 Timothy 1 in the CUV
2 Timothy 1 in the CUVS
2 Timothy 1 in the DBT
2 Timothy 1 in the DGDNT
2 Timothy 1 in the DHNT
2 Timothy 1 in the DNT
2 Timothy 1 in the ELBE
2 Timothy 1 in the EMTV
2 Timothy 1 in the ESV
2 Timothy 1 in the FBV
2 Timothy 1 in the FEB
2 Timothy 1 in the GGMNT
2 Timothy 1 in the GNT
2 Timothy 1 in the HARY
2 Timothy 1 in the HNT
2 Timothy 1 in the IRVA
2 Timothy 1 in the IRVB
2 Timothy 1 in the IRVG
2 Timothy 1 in the IRVH
2 Timothy 1 in the IRVK
2 Timothy 1 in the IRVM
2 Timothy 1 in the IRVM2
2 Timothy 1 in the IRVO
2 Timothy 1 in the IRVP
2 Timothy 1 in the IRVT
2 Timothy 1 in the IRVT2
2 Timothy 1 in the IRVU
2 Timothy 1 in the ISVN
2 Timothy 1 in the JSNT
2 Timothy 1 in the KAPI
2 Timothy 1 in the KBT1ETNIK
2 Timothy 1 in the KBV
2 Timothy 1 in the KJV
2 Timothy 1 in the KNFD
2 Timothy 1 in the LBA
2 Timothy 1 in the LBLA
2 Timothy 1 in the LNT
2 Timothy 1 in the LSV
2 Timothy 1 in the MAAL
2 Timothy 1 in the MBV
2 Timothy 1 in the MBV2
2 Timothy 1 in the MHNT
2 Timothy 1 in the MKNFD
2 Timothy 1 in the MNG
2 Timothy 1 in the MNT
2 Timothy 1 in the MNT2
2 Timothy 1 in the MRS1T
2 Timothy 1 in the NAA
2 Timothy 1 in the NASB
2 Timothy 1 in the NBLA
2 Timothy 1 in the NBS
2 Timothy 1 in the NBVTP
2 Timothy 1 in the NET2
2 Timothy 1 in the NIV11
2 Timothy 1 in the NNT
2 Timothy 1 in the NNT2
2 Timothy 1 in the NNT3
2 Timothy 1 in the PDDPT
2 Timothy 1 in the PFNT
2 Timothy 1 in the RMNT
2 Timothy 1 in the SBIAS
2 Timothy 1 in the SBIBS
2 Timothy 1 in the SBIBS2
2 Timothy 1 in the SBICS
2 Timothy 1 in the SBIDS
2 Timothy 1 in the SBIGS
2 Timothy 1 in the SBIHS
2 Timothy 1 in the SBIIS
2 Timothy 1 in the SBIIS2
2 Timothy 1 in the SBIIS3
2 Timothy 1 in the SBIKS
2 Timothy 1 in the SBIKS2
2 Timothy 1 in the SBIMS
2 Timothy 1 in the SBIOS
2 Timothy 1 in the SBIPS
2 Timothy 1 in the SBISS
2 Timothy 1 in the SBITS
2 Timothy 1 in the SBITS2
2 Timothy 1 in the SBITS3
2 Timothy 1 in the SBITS4
2 Timothy 1 in the SBIUS
2 Timothy 1 in the SBIVS
2 Timothy 1 in the SBT
2 Timothy 1 in the SBT1E
2 Timothy 1 in the SCHL
2 Timothy 1 in the SUSU
2 Timothy 1 in the SUSU2
2 Timothy 1 in the SYNO
2 Timothy 1 in the TBIAOTANT
2 Timothy 1 in the TBT1E
2 Timothy 1 in the TBT1E2
2 Timothy 1 in the TFTIP
2 Timothy 1 in the TFTU
2 Timothy 1 in the TGNTATF3T
2 Timothy 1 in the THAI
2 Timothy 1 in the TNFD
2 Timothy 1 in the TNT
2 Timothy 1 in the TNTIK
2 Timothy 1 in the TNTIL
2 Timothy 1 in the TNTIN
2 Timothy 1 in the TNTIP
2 Timothy 1 in the TNTIZ
2 Timothy 1 in the TOMA
2 Timothy 1 in the TTENT
2 Timothy 1 in the UBG
2 Timothy 1 in the UGV
2 Timothy 1 in the UGV2
2 Timothy 1 in the UGV3
2 Timothy 1 in the VBL
2 Timothy 1 in the VDCC
2 Timothy 1 in the YALU
2 Timothy 1 in the YAPE
2 Timothy 1 in the YBVTP
2 Timothy 1 in the ZBP