Acts 3 (SNT)

1 ଗଟେକ୍‌ ଦିନେ ପିତର୍‌ ଆରି ଜଅନ୍‌ ପାର୍‌ତନା କର୍‌ବାକେ ମନ୍ଦିରେ ଗାଲାଇ, ଜେଡେବେଲେ କି ପାର୍‌ତନା କର୍‌ବା ବେଲା ମୁଇଦାନିଆ ତିନ୍‌ ଗଁଟା ଅଇରଇଲା । 2 ତେଇ ଗଟେକ୍‌ ଲକ୍‌ ରଇଲା । ସେ ଜନମେଅନି ଚଟା । ତାକେ ସବୁଦିନ୍‌ ଲକ୍‌ମନ୍‌ ବଇକରି ସୁନ୍ଦର୍‌ ବଲି କଇବା ମନ୍ଦିରର୍‌ ଡିଆଗଡି, ନିଆ ଆନା କର୍‌ତେରଇଲାଇ । ସେ ଜେନ୍ତିକି ମନ୍ଦିରେ ଆଇଲା ଲକ୍‌ମନ୍‌କେ ବିକ୍‌ ମାଙ୍ଗି ପାର୍‌ସି । 3 ପିତର୍‌ ଆରି ଜଅନ୍‌ ମନ୍ଦିର୍‌ ବିତ୍‌ରେ ପୁର୍‌ବାଟା ଦେକି ସେ ସେମନ୍‌କେ କାଇଟା ମିସା ଦିଆ, ବଲି ବିକ୍‌ମାଗ୍‌ଲା । 4 ପିତର୍‌ ଆରି ଜଅନ୍‌ ତାକେ ନିମାନ୍‌କରି ତିରିଆଇ ଦେକ୍‌ଲାଇ ଆରି ପିତର୍‌ କଇଲା, “ଆମର୍‌ ବାଟେ ଦେକ୍‌ !” 5 ସେ କାଇଟାଆଲେ ପାଇବା ଆସାଇ ସେମନର୍‌ ବାଟେ ମୁ ବୁଲାଇ ଦେକ୍‌ଲା । 6 ମାତର୍‌ ପିତର୍‌ ତାକେ କଇଲା, “ମର୍‌ଲଗେ ସୁନା କି ରୁପା ନାଇ, ମକେ ଜାଇଟା ଆଚେ ସେଟା ତକେ ଦେଲିନି । ନାଜରିତର୍‌ ଜିସୁର୍‌ ନାଉଁଦାରି ମୁଇ ଆଦେସ୍‌ ଦେଲିନି, ଉଟ୍‌ ଆରି ଇଣ୍ଡ୍ !” 7 ଏନ୍ତି କଇକରି ପିତର୍‌ ତାକେ ଉଜା ଆତ୍‌ ଦାରି ଉଟାଇଲା, ସେ ଦାପ୍‌ରେ ସେ ଲକର୍‌ ପାଦ୍‌ ଆରି ଗଡ୍‌ ସବୁ ଡାଟ୍‌ ଅଇଲା । 8 ସେ ଚିକାଲ୍‌ନା ଡେଗଇକରି ଉଟ୍‌ଲା ଆରି ଇଣ୍ଡ୍‌ବାର୍‌ ଦାର୍‌ଲା । ସେ ଇଣ୍ଡି ଇଣ୍ଡି ଡେଗଇ ଡେଗଇ ପର୍‌ମେସରର୍‌ ଡାକ୍‌ପୁଟା କରିକରି ତାକର୍‌ ସଙ୍ଗ୍‍ ମନ୍ଦିରେ ଗାଲା । 9 ତେଇ ରଇବା ଲକ୍‌ମନ୍‌ ତାକେ ଇଣ୍ଡ୍‌ବାଟା ଆରି ପର୍‌ମେସର୍‌କେ ଡାକ୍‌ପୁଟା କର୍‌ବାଟା ଦେକ୍‌ଲାଇ । 10 ମନ୍ଦିରର୍‌ ସୁନ୍ଦର୍‌ ନାଉଁର୍‌ ଡିଆଗଡି ବସି ରଇଲା ମାଙ୍ଗ୍‌ତିଆ ବଲି ଚିନ୍‌ଲାଇ । ଆରି ତାକେ ଜାଇଟା ଗଟି ରଇଲା ସବୁ ଜାନି କାବାଅଇଜାଇ କାନାବାନା ଅଇଲାଇ । 11 ସେ ଲକ୍‌ ପିତର୍‌କେ ଆରି ଜଅନ୍‌କେ ନ ଚାଡ୍‌ତେରଇଲା । ସଲ୍‌ମନର୍‌ ପିଣ୍ଡାଇ ତାକର୍‌ ସଙ୍ଗ୍‌ ରଇବାଟା ଦେକି, ଲକ୍‌ମନ୍‌ କାବାଅଇଗାଲାଇ । ପଚେ ପାଲାଇ ଆଇଲାଇ । 12 ପିତର୍‌ ସେମନ୍‌କେ ଦେକି କଇଲା, “ଏ ଇସ୍‌ରାଏଲର୍‌ ବାଇମନ୍‌, ତମେ କାଇକେ କାବାଅଇଜାଇ ଆମର୍‌ ବାଟେ ଏନ୍ତାର୍‌ ଦେକ୍‌ଲାସ୍‌ନି ? କାଇଟା ବାବ୍‌ଲାସ୍‌ନି ? ଆମର୍‌ ନିଜର୍‌ ବପୁସଙ୍ଗ୍‍ କି ଦରମ୍‌ସଙ୍ଗ୍‍ ଏ ଲକ୍‌କେ ଇଣ୍ଡ୍‌ବା ବପୁ ଦେଲୁଆଚୁ ? 13 ଆମର୍‌ ଆନିଦାଦିମନର୍‌ ପର୍‌ମେସର୍‌ ଅବ୍‌ରାଆମର୍‌, ଇସାକର୍‌ ଆରି ଜାକୁବର୍‌ ପରମେସର୍‌ ତାର୍‌ ସେବାକାରିଆ ଜିସୁକେ ଡାକ୍‌ପୁଟା କଲାଆଚେ । ମାତର୍‌ ତମେ ତାକେ ସାସନ୍‌କାରିଆମନର୍‌ ଆତେ ସର୍‌ପିଦେଲାସ୍‌ । ଏନ୍ତି କି ପିଲାତ୍‌ ତାକେ ଚାଡିଦେବାକେ ମନ୍‌କରି ରଇଲେ ମିସା ତାର୍‌ ମୁଆଟେ ଚାଡ୍‌ନାଇ ବଲି କଇଲାସ୍‌ । 14 ସେ ଆକା ଗଟେକ୍‌ସେ ସୁକଲ୍‌ ଆରି ଦରମ୍‌ ଲକ୍‌ ରଇଲା । ମାତର୍‌ ତମେ ତାକେ ନାମାସ୍‌ ନାଇ ଆରି ତାର୍‌ ବାଦୁଲେ ଗଟେକ୍‌ ନର୍‌ମାରୁକେ ମୁକ୍‌ଲାଇବାକେ ପିଲାତ୍‌କେ ଗୁଆରି କଲାସ୍‌ । 15 ଜେ ଜିବନର୍‌ ବାଟ୍‌ ଦେକାଉ, ତାକେ ତମେ ମାର୍‌ଲାସ୍‌, ମାତର୍‌ ପର୍‌ମେସର୍‌ ତାକେ ମଲାଟାନେଅନି ଆରି ତରେକ୍‌ ଜିବନ୍‌ କରି ଉଟାଇଲା । ଆମେ ଅଇଲୁନି ତାର୍‌ ସାକି । 16 ତାର୍‌ ନାଉଁର୍‌ ବପୁ ସଙ୍ଗ୍‍ ଏ ଚଟା ନିମାନ୍‌ ଅଇଲାଆଚେ । ଜନ୍‌ ଗଟ୍‍ନା ଏବେ ତମେ ନିଜେ ଦେକି ସତ୍‌ ବଲି ଜାନ୍‌ଲାସ୍‌, ସେଟା ଅବ୍‌କା ତାର୍‌ ନାଉଁଦାରି ବିସ୍‌ବାସ୍‌ କଲାକେସେ ମିଲ୍‌ଲା ଆଚେ । ଜିସୁକେ ବିସ୍‌ବାସ୍‌ କଲାକେ ସେ ନିମାନ୍‌ ଅଇଲା ଆଚେ, ଏଟା ତମେ ଦେକ୍‌ଲାସ୍‌ ।” 17 “ସେଟାର୍‌ ପାଇ ଏ ଇସ୍‌ରାଏଲର୍‌ ବାଇମନ୍‌, ତମେ ଆରି ତମର୍‌ ନେତାମନ୍‌ ଜିସୁକେ ଜାଇଟା କଲାସ୍‌, ସେଟା ନାଜାନିକରି କଲାସ୍‌, ଏଟା ମୁଇ ଜାନି । 18 ବେସି ବରସ୍‌ ଆଗ୍‌ତୁ ତାର୍‌ ବବିସତ୍‌ବକ୍‌ତା ମନର୍‌ଟାନେ ଅନି ଜାନାଇରଇବା କାତା ଇସାବେ ଏବେ ସିଦ୍‌ ଅଇଲା ଜେ, ସେ ମସିଅ ଦୁକ୍‌ପାଇବାକେ ଅଇସି । 19 ସେନ୍ତିଆଲେ ତମେ ମନ୍‌ବାଦ୍‌ଲାଇ କରି ପରମେସରର୍‌ ବାଟେ ବାଉଡି ଆସା । ତେବେ ସେ ତମର୍‌ ପାପ୍‌ କେମା କର୍‌ସି ।” 20 ଆରି ମାପ୍‌ରୁର୍‌ଟାନେଅନି ଆତ୍‌ମାଇ ବପୁ ପାଇସା, ପରମେସର୍‌ ତମର୍‌ପାଇ ସେ ଆଗେଅନି ବାଚ୍‌ଲା, ମସିଅ ଜିସୁକେ ପାଟାଇସି । 21 ପର୍‌ମେସର୍‌ ସବୁ ବିସଇ ନୁଆ କର୍‌ବା ବେଲା ଜାକ ସେ ସର୍‌ଗେ ରଇସି । ଏଟା ପର୍‌ମେସର୍‌ ପୁର୍‌ବେ ରଇଲା ତାର୍‌ ସୁକଲ୍‌ ବବିସତ୍‌ବକ୍‌ତାମନ୍‌କେ ସପତ୍‌ କରିରଇଲା । 22 ସେ ବିସଇ ମସା କଇରଇଲା, ତମର୍‌ ମାପ୍‌ରୁ ପରମେସର୍‌ ତମର୍‌ ଲଗେ ମର୍‌ପାରା ବବିସତ୍‌ବକ୍‌ତାକେ ପାଟାଇସି । ତମର୍‌ ବାଇମନର୍‌ ବିତ୍‌ରେ ଅନି ଗଟେକ୍‌ ଲକ୍‌କେ ପାଟାଇସି । ସେ ଜେତ୍‌କି ବିସଇ କଇସି, ସେଟା ସବୁ ତମେ ମାନ୍‌ବାର୍‌ ଆଚେ । 23 କେ ଜଦି ସେ ବବିସତ୍‌ବକ୍‌ତାର୍‌ କାତା ନ ନାମେ ତାକେ ପରମେସରର୍‌ ଲକ୍‌ମନର୍‌ଟାନେଅନି ଅଲ୍‌ଗା କରି କୁରୁପ୍‌ନାସ୍‌ କରିପାକାଇସି । 24 ଜେତ୍‌କି କବର୍‌ ସୁନିରଇବା ବବିସତ୍‌ବକ୍‌ତା ରଇଲାଇ, ସାମୁଏଲ୍‌ ଆରି ଜେ ଜେ ତାର୍‌ ପଚେ ଆଇଲାଇ ଆରି ଏବେ ଜାଇଟା ଗଟ୍‌ଲା, ସେ ବିସଇ କଇରଇଲାଇ । 25 ପର୍‌ମେସର୍‌ ବବିସତ୍‌ବକ୍‌ତାମନର୍‌ ଟଣ୍ଡେଅନି ଜନ୍‍ସବୁ କାତା ଦେଲାଆଚେ ସେଟା ତମର୍‌ ପାଇସେ ଟିକ୍‌ । ତମର୍‌ ଆନିଦାଦିମନର୍‌ ସଙ୍ଗ୍‍ ଜନ୍‌ ରାଜିନାମା କଲାଆଚେ, ତମେ ମିସା ତେଇ ମିସିଆଚାସ୍‌ । ପର୍‌ମେସର୍‌ ଅବ୍‌ରାଆମ୍‍କେ କଇରଇଲା, “ମୁଇ ତମର୍‌ ନାତିତିତି ମନର୍‌ଟାନେଅନି ଜଗତର୍‌ ସବୁ ଲକ୍‌କେ ଆସିର୍‌ବାଦ୍‌ କର୍‌ବି । 26 ସେଟାର୍‌ପାଇ ପରମେସର୍‌ ତାର୍‌ ସେବାକାରିଆକେ ବାଚ୍‌ଲା ଆରି ତମ୍‌କେ ସବୁ ଲକ୍‌କେ ବାନିଆ ବାଟେଅନି ବାଉଡାଇଆନ୍‌ବାକେ ଆରି ଆସିର୍‌ବାଦ୍‌ କର୍‌ବାକେ ପର୍‌ତୁମ୍‌ ତାକେ ତମର୍‌ ଲଗେ ପାଟାଇଲା ।”

In Other Versions

Acts 3 in the ANGEFD

Acts 3 in the ANTPNG2D

Acts 3 in the AS21

Acts 3 in the BAGH

Acts 3 in the BBPNG

Acts 3 in the BBT1E

Acts 3 in the BDS

Acts 3 in the BEV

Acts 3 in the BHAD

Acts 3 in the BIB

Acts 3 in the BLPT

Acts 3 in the BNT

Acts 3 in the BNTABOOT

Acts 3 in the BNTLV

Acts 3 in the BOATCB

Acts 3 in the BOATCB2

Acts 3 in the BOBCV

Acts 3 in the BOCNT

Acts 3 in the BOECS

Acts 3 in the BOGWICC

Acts 3 in the BOHCB

Acts 3 in the BOHCV

Acts 3 in the BOHLNT

Acts 3 in the BOHNTLTAL

Acts 3 in the BOICB

Acts 3 in the BOILNTAP

Acts 3 in the BOITCV

Acts 3 in the BOKCV

Acts 3 in the BOKCV2

Acts 3 in the BOKHWOG

Acts 3 in the BOKSSV

Acts 3 in the BOLCB

Acts 3 in the BOLCB2

Acts 3 in the BOMCV

Acts 3 in the BONAV

Acts 3 in the BONCB

Acts 3 in the BONLT

Acts 3 in the BONUT2

Acts 3 in the BOPLNT

Acts 3 in the BOSCB

Acts 3 in the BOSNC

Acts 3 in the BOTLNT

Acts 3 in the BOVCB

Acts 3 in the BOYCB

Acts 3 in the BPBB

Acts 3 in the BPH

Acts 3 in the BSB

Acts 3 in the CCB

Acts 3 in the CUV

Acts 3 in the CUVS

Acts 3 in the DBT

Acts 3 in the DGDNT

Acts 3 in the DHNT

Acts 3 in the DNT

Acts 3 in the ELBE

Acts 3 in the EMTV

Acts 3 in the ESV

Acts 3 in the FBV

Acts 3 in the FEB

Acts 3 in the GGMNT

Acts 3 in the GNT

Acts 3 in the HARY

Acts 3 in the HNT

Acts 3 in the IRVA

Acts 3 in the IRVB

Acts 3 in the IRVG

Acts 3 in the IRVH

Acts 3 in the IRVK

Acts 3 in the IRVM

Acts 3 in the IRVM2

Acts 3 in the IRVO

Acts 3 in the IRVP

Acts 3 in the IRVT

Acts 3 in the IRVT2

Acts 3 in the IRVU

Acts 3 in the ISVN

Acts 3 in the JSNT

Acts 3 in the KAPI

Acts 3 in the KBT1ETNIK

Acts 3 in the KBV

Acts 3 in the KJV

Acts 3 in the KNFD

Acts 3 in the LBA

Acts 3 in the LBLA

Acts 3 in the LNT

Acts 3 in the LSV

Acts 3 in the MAAL

Acts 3 in the MBV

Acts 3 in the MBV2

Acts 3 in the MHNT

Acts 3 in the MKNFD

Acts 3 in the MNG

Acts 3 in the MNT

Acts 3 in the MNT2

Acts 3 in the MRS1T

Acts 3 in the NAA

Acts 3 in the NASB

Acts 3 in the NBLA

Acts 3 in the NBS

Acts 3 in the NBVTP

Acts 3 in the NET2

Acts 3 in the NIV11

Acts 3 in the NNT

Acts 3 in the NNT2

Acts 3 in the NNT3

Acts 3 in the PDDPT

Acts 3 in the PFNT

Acts 3 in the RMNT

Acts 3 in the SBIAS

Acts 3 in the SBIBS

Acts 3 in the SBIBS2

Acts 3 in the SBICS

Acts 3 in the SBIDS

Acts 3 in the SBIGS

Acts 3 in the SBIHS

Acts 3 in the SBIIS

Acts 3 in the SBIIS2

Acts 3 in the SBIIS3

Acts 3 in the SBIKS

Acts 3 in the SBIKS2

Acts 3 in the SBIMS

Acts 3 in the SBIOS

Acts 3 in the SBIPS

Acts 3 in the SBISS

Acts 3 in the SBITS

Acts 3 in the SBITS2

Acts 3 in the SBITS3

Acts 3 in the SBITS4

Acts 3 in the SBIUS

Acts 3 in the SBIVS

Acts 3 in the SBT

Acts 3 in the SBT1E

Acts 3 in the SCHL

Acts 3 in the SUSU

Acts 3 in the SUSU2

Acts 3 in the SYNO

Acts 3 in the TBIAOTANT

Acts 3 in the TBT1E

Acts 3 in the TBT1E2

Acts 3 in the TFTIP

Acts 3 in the TFTU

Acts 3 in the TGNTATF3T

Acts 3 in the THAI

Acts 3 in the TNFD

Acts 3 in the TNT

Acts 3 in the TNTIK

Acts 3 in the TNTIL

Acts 3 in the TNTIN

Acts 3 in the TNTIP

Acts 3 in the TNTIZ

Acts 3 in the TOMA

Acts 3 in the TTENT

Acts 3 in the UBG

Acts 3 in the UGV

Acts 3 in the UGV2

Acts 3 in the UGV3

Acts 3 in the VBL

Acts 3 in the VDCC

Acts 3 in the YALU

Acts 3 in the YAPE

Acts 3 in the YBVTP

Acts 3 in the ZBP