Colossians 1 (SNT)

1 ଏ ଚିଟି ମୁଇ ପାଉଲ୍‌ ଆରି ବିସ୍‌ବାସର୍‌ ଲାଗି ଆମର୍‌ ବାଇଅଇରଇବା ତିମତି ମିସି ଲେକ୍‌ଲୁନି । ପର୍‌ମେସର୍‌ ମକେ ବାଚ୍‌ଲାର୍‌ପାଇ ମୁଇ ଜିସୁକିରିସ୍‌ଟର୍‌ ଗଟେକ୍‌ ପେରିତ୍‌ ଅଇଆଚି । 2 କଲସି ନଅରେ ରଇବା ପର୍‌ମେସରର୍‌ ଲକ୍‌ମନ୍‌ ତମ୍‌କେ, ମୁଇ ଏ ଚିଟି ଲେକି ପାଟାଇଲିନି । ତମେ ଆମର୍‌ ବିସ୍‌ବାସ୍‌ ରଇବା ବାଇବଇନିମନ୍‌ ଆରି କିରିସ୍‌ଟର୍‌ ସଙ୍ଗ୍‍ ମିସିଆଚାସ୍‌ ।ଆମର୍‌ ବାବା ପର୍‌ମେସର୍‌ ତମ୍‌କେ ଜିବନ୍‌ ଦୁକାଇ ସାନ୍ତି ଦେଅ । 3 ଆମେ ତମର୍‌ପାଇ ପାର୍‌ତନା କଲାବେଲେ ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ବାବା ପର୍‌ମେସର୍‌କେ ଦନିଅବାଦ୍‌ ଦେଲୁନି । 4 କାଇକେବଇଲେ ମାପ୍‌ରୁ ଜିସୁକିରିସ୍‌ଟର୍‍ ତେଇ ରଇବା ତମର୍‌ ବିସ୍‌ବାସ୍‌ ଆରି ପର୍‌ମେସରର୍‌ ଲକ୍‌ମନର୍‌ ପାଇ ରଇବା ତମର୍‌ ଆଲାଦର୍‍ ବିସଇ ଆମେ ସୁନିଆଚୁ । 5 ତମେ ପର୍‌ତୁମ୍‌ ସୁବ୍‌ କବରର୍‌ ବିସଇ ସୁନ୍‌ଲାବେଲେ, ସୁବ୍‌କବରେ ରଇବା ଆସାକର୍‌ବା ବିସଇ ଜାନିରଇଲାସ୍‌ । ତେବର୍‌ପାଇ ତମେ ବିସ୍‌ବାସ୍‌ କରି ପର୍‌ମେସରର୍‌ ଲକ୍‌ମନ୍‍କେ ଆଲାଦ୍‌ କର୍‍ତେ ରଇଲାସ୍‍ । ତମର୍‌ପାଇ ସର୍‌ଗେ ତିଆର୍‌ ଅଇରଇବା ପୁରୁସ୍‌କାର୍‌ ଆସାକରି ଏନ୍ତାରି କଲାସ୍‌ । 6 ଗୁଲାଇ ଜଗତର୍‌ କେତେକ୍‌ କେତେକ୍‌ ଲକ୍‌ମନ୍‌ ଏ ସୁବ୍‌କବର୍‌ ବିସ୍‌ବାସ୍‌କରି ତାକର୍‌ ମନ୍‌ ବାଦ୍‌ଲାଇଲାଇନି । ତମେ ସୁବ୍‌କବର୍‌ ସୁନ୍‌ଲା ପର୍‌ତୁମ୍‌ ଦିନେଅନି ତମର୍‌ ବିତ୍‌ରେ ମିସା ଏନ୍ତାରିସେ ଅଇରଇଲା ଆରି ପର୍‌ମେସର୍‌ ଜିବନ୍‌ ଦୁକାଇଲା ସତ୍‌ ବିସଇ ତମେ ପୁରାପୁରୁନ୍‌ ଜାନିରଇଲାସ୍‌ । 7 ପର୍‌ମେସର୍‌ ତାର୍‌ ଜିବନ୍‌ ଦୁକାଇ ଦୟା ଦେକାଇଲା ବିସଇ ଆମର୍‌ ଆଲାଦର୍‌ ଗତିଦାଙ୍ଗ୍‌ଡା ଏପାପରାସ୍‌ ତମ୍‌କେ ସିକାଇରଇଲା । ଆମର୍‌ ବାଦୁଲେ ସେ ବିସ୍‌ବାସ୍‌ ରଇକରି କିରିସ୍‌ଟକେ ସେବାକଲାନି । 8 ପର୍‌ମେସର୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ବାକେ ତମ୍‌କେ ସୁକଲ୍‌ଆତ୍‌ମା କେନ୍ତାରି ସାଇଜ କଲାଆଚେ ବଲି ଏପାପରସ୍‌ ଆମ୍‌କେ ଜାନାଇଆଚେ । 9 ଆମେ ତମର୍‌ ବିସଇର୍‍ ଏ ନିକ କବର୍‌ ସୁନିକରି, ତମର୍‌ପାଇ ପାର୍‌ତନା କରିଲାଗିଆଚୁ । ତାର୍‌ ସୁକଲ୍‌ଆତ୍‌ମାଇଅନି ପାଇରଇବା ଗିଆନ୍‌ ଆରି ବୁଜ୍‌ବା ବପୁସଙ୍ଗ୍‍ ସେ ମନ୍‌କଲାଟା ତମେ ପୁରାପୁରୁନ୍‌ ଜାନିପାର୍‌ସା ବଲି ଆମେ ମାପ୍‌ରୁକେ ଗୁଆରି କଲୁନି । 10 ତେବର୍‌ପାଇ ତମେ ତାକେ ସାର୍‌ଦା କରାଇଲାପାରା ଚଲାଚଲ୍‌ତିକରି ସେ ମନ୍‌କଲାପାରା ଜିଉନାକାଉନା କର୍‌ସା । ବିନ୍‌ ଲକ୍‌ମନ୍‌କେ ସାଇଜ କରିଲାଗିରଇସା ଆରି ପର୍‌ମେସରର୍‌ ବିସଇ ଜାନ୍‌ବାକେ ଅଦିକ୍‌ ଅଦିକ୍‌ ବଡିଆଇସା । 11 ତାର୍‌ ବଡ୍‌ ବପୁସଙ୍ଗ୍‍ ନିଜେ ବପୁଅଇ ତମେ ସାର୍‌ଦାସଙ୍ଗ୍‍ ମୁର୍‌ଚିକରି ରଇପାର୍‌ସା । 12 ବାବା ପର୍‌ମେସର୍‌ ଉଜଲର୍‌ ରାଇଜେ ତାର୍‌ ଲକ୍‌ମନର୍‌ ପାଇ ଜାଇଟା ଟୁଲିଆଇ ଆଚେ, ତେଇ ମିସ୍‌ବାକେ ସେ ତମ୍‌କେ ବାଚ୍‌ଲା ଆଚେ । ସେଟାର୍‌ପାଇ ସାର୍‌ଦା ସଙ୍ଗ୍‍ ତାକେ ଦନିଅବାଦ୍‌ ଦେଇସା । 13 ସେ ଆମ୍‌କେ ଆନ୍ଦାରର୍‌ ବପୁତେଇଅନି ମୁକ୍‌ଲାଇକରି ତାର୍‌ ଆଲାଦର୍‌ ପଅର୍‌ ରାଇଜେ ଡାକିଆନିଆଚେ । 14 ତାର୍‌ ପଅର୍‌ଲାଗି ସେ ଆମ୍‌କେ ମୁକ୍‌ଲାଇକରି ଆମର୍‌ ସବୁ ପାପ୍‌ କେମା କରିଦେଲାଆଚେ । 15 କିରିସ୍‌ଟ ନ ଡିସ୍‌ବା ପର୍‌ମେସରର୍‌ ସମାନ୍‌ ବାନିମୁର୍‌ତି ଆଚେ । ତିଆର୍‌ କରିରଇବା ସବୁର୍‌ ଉପ୍‌ରେ, ପର୍‌ତୁମ୍‌ ଜନମ୍‌ ଅଇଲା ପଅ ଇସାବେ, ତାର୍‌ ଅଦିକାର୍‌ ଆଚେ । 16 କାଇକେବଇଲେ ପର୍‌ମେସର୍‌ ତାର୍‌ଟାନେଅନି ସବୁ ବିସଇ ତିଆର୍‌କଲା ଆଚେ । ଜଗତେ ରଇବାଟା ସବୁଜାକ, ସର୍‌ଗେ ରଇବାଟା ସବୁଜାକ, ଡିସ୍‌ବାଟା ଆରି ନ ଡିସ୍‌ବାଟା, ବପୁରଇ ସାସନ୍‌ କର୍‌ବା ଦୁତ୍‌ମନ୍‌ ଆରି ଆତ୍‌ମା ରଇବାଟାମନ୍‌ । କିରିସ୍‌ଟର୍‌ତେଇଅନି ସବୁ ବିସଇ ତିଆର୍‌ କରିରଇଲା ଆରି ତାର୍‌ଲାଗିସେ ସବୁ ବଁଚିଆଚତ୍‌ । 17 କାଇଟା ତିଆର୍‌ ନ ଅଇତେ ସେ ରଇଲା, ଆରି ତାର୍‌ଟାନେ ସବୁ ବିସଇ ମିସିକରି ଚାଲ୍‌ତେରଇସି । 18 ମଣ୍ଡଲି ଅଇଲାନି ତାର୍‌ ଗାଗଡ୍‌ ଆରି ସେ ମଣ୍ଡଲିର୍‌ ମୁଣ୍ଡ୍‌ । ମୁଣ୍ଡ୍‌ ଗାଗଡ୍‌କେ ସାସନ୍‌ କଲାପାରା, ସେ ମଣ୍ଡଲିକେ ସାସନ୍‌ କଲାନି । ତାକେସେ ପର୍‌ମେସର୍‌ ମରନେଅନି ପର୍‌ତୁମ୍‌ ଉଟାଇରଇଲା । ଜେନ୍ତିକି କିରିସ୍‌ଟ ସବୁର୍‌ ଉପ୍‌ରେ ସାସନ୍‌ କର୍‌ସି । 19 କାଇକେବଇଲେ ପର୍‌ମେସର୍‌ ତାର୍‌ ପଅକେ ତାର୍‌ ପୁରାପୁରୁନ୍‌ ଗୁନ୍‌ଚଲନ୍‌ସଙ୍ଗ୍‍ ରଅ ବଲି ଟିକ୍‌ କରିରଇଲା । 20 ଆରି କିରିସ୍‌ଟର୍‌ଟାନେଅନି ସେ ତିଆର୍‌ କରିରଇବା ସବୁଜାକ, ତାର୍‌ଟାନେ ବାଉଡାଇ ଆନ୍‌ବି ବଲି ଟିକ୍‌ କରିରଇଲା । ଦର୍‌ତନିଟାନେ ରଇବାଟା ଅ କି ସର୍‌ଗେ ରଇବାଟା ଅ । ତାର୍‌ ପଅ କୁରୁସ୍‌କାଟେ ମରି ବନି ଜରାଇଲାର୍‌ପାଇ ସବୁ ବିସଇ ତାର୍‌ଟାନେ ସାନ୍ତିଅଇ ରଇସି । 21 ଗଟେକ୍‌ ବେଲାଇ ତମେ ପର୍‌ମେସରର୍‌ ଟାନେଅନି ବେଗ୍‌ଲି ରଇଲାସ୍‌ । ତମେ କରିରଇବା ଆରି ମନେ ବାବିରଇବା କାରାପ୍‌ ବିସଇର୍‌ ଲାଗି ତାର୍‌ ସତ୍‌ରୁ ଅଇରଇଲାସ୍‌ । 22 ମାତର୍‌ ଏବେ କିରିସ୍‌ଟ ନର୍‌ ରୁପ୍‌ ନେଇ ମଲାର୍‌ ପାଇ ସେ ତମ୍‌କେ ତାର୍‌ ମୁଆଟେ ସାନ୍ତି ସଙ୍ଗ୍‍ ଆଇବାକେ ଟିକ୍‌ କଲାଆଚେ । ତମେ ତାର୍‌ ମୁଆଟେ ଟିଆଅଇଲାବେଲେ ତମ୍‌କେ ପୁରାପୁରୁନ୍‌ ସୁକଲ୍‌ ଇସାବେ କାଇ ପାପ୍‌ ନ କରି, କାଇ ନିନ୍ଦା ନ ରଇଲା ଲକର୍‌ପାରା ସେ ଦେକ୍‌ସି । 23 ତମେ ବିସ୍‌ବାସ୍‌ କରିଲାଗିରଇଲେ, ତମର୍‌ ବିସ୍‌ବାସ୍‌ ଡାଟ୍‌ ରଇସି । ସୁବ୍‌ କବର୍‌ଟାନେ ମାପ୍‌ରୁ ଜନ୍‌ ଆସା ଦେବି ବଲି କାତା ଦେଇଆଚେ, ସେ ଆସା ପାଇବାଟାନେଅନି ତମ୍‌କେ କେ ମିସା ନ ତେବାଅତ୍‌ । ଏ କବର୍‌ ତମେ ଆଗ୍‌ତୁ ସୁନିସାରାଇଆଚାସ୍‌ । ଆରି ଜଗତର୍‌ ଗୁଲାଇଲକ୍‌କେ ଜାନାଇଅଇଆଚେ । ଏ ସୁବ୍‌ କବର୍‌ ଜାନାଇବାକେ ମୁଇ ପାଉଲ୍‌ ଗଟେକ୍‌ ଗତିଦାଙ୍ଗ୍‌ଡା ଅଇଲିଆଚି । 24 ଏବେ ମୁଇ ସାର୍‌ଦାଅଇଆଚି । କାଇକେବଇଲେ ଜେତ୍‌କି ଦୁକ୍‌କସ୍‌ଟ ମୁଇ ମୁର୍‌ଚିକରିଆଚି, ସେଟା ତମର୍‌ ନିକପାଇ । ତାର୍‌ ବାଦୁଲେ ରଇକରି ଜେତ୍‌କି ଦୁକ୍‌କସ୍‌ଟ ମକେ ମୁରଚ୍‌ବାକେ କିରିସ୍‌ଟ ମନ୍‌ କଲାନି, ସେଟା ସବୁ ସାର୍‌ଦାସଙ୍ଗ୍‍ କଲିନି । ତାର୍‌ ଗାଗଡ୍‌ ପାରା ରଇବା ତାର୍‌ ମଣ୍ଡଲିର୍‌ ନିକପାଇ ମୁଇ ସେଟା କଲିନି । 25 ପର୍‌ମେସର୍‌ ମକେ ମଣ୍ଡଲିର୍‌ ଗତିଦାଙ୍ଗ୍‌ଡା କରିଆଚେ । ତମ୍‌କେ ସାଇଜ କର୍‌ବାକେ ସେ ମକେ ବାଚିଆଚେ । ତାର୍‌ କବର୍‌ ତମ୍‌କେ ପୁରାପୁରୁନ୍‌ ଜାନାଇବାଟା ଅଇଲାନି ମର୍‌ କାମ୍‌ । 26 ପୁର୍‌ବେ ବଁଚିରଇବା ସବୁଲକର୍‌ ଟାନେଅନି ଏ ବିସଇ ଲୁଚାଇକରି ସଙ୍ଗଇରଇଲା । ମାତର୍‌ ଏବେ ସେଟା ତାର୍‌ ଲକ୍‌ମନ୍‌କେ ସେ ଜାନାଇଆଚେ । 27 ଜିଉଦି ନ ଅଇଲା ଲକ୍‌ମନର୍‌ ପାଇ ସେ ଟିକ୍‌ କରିରଇବା ମଇମାସଙ୍ଗର୍‌ ଜଜ୍‌ନା ତାର୍‌ ଲକ୍‌ମନ୍‌କେ ଜାନାଇବାକେ ପର୍‌ମେସର୍‌ ଟିକ୍‌କଲା । ସେ ଲୁଚିରଇବା ବିସଇ ଅଇଲାନି, ଜିଉଦି ନଇଲା ଲକ୍‌ମନର୍‌ଟାନେମିସା କିରିସ୍‌ଟ ରଇସି । ଆରି ସେ କାତା ଦେଇରଇବା ସବୁ ରକାମର୍‌ ମଇମା ତମେମିସା ପାଇସା ବଲି ଜାନିରୁଆ । 28 କିରିସ୍‌ଟର୍‌ ବିସଇ ରଇବା ଏ କବର୍‌ ଆମେ ସବୁକେ ଜାନାଇଲୁନି । ଆମେ ସବୁକେ ଜାଗ୍‌ରତ୍‌ କରାଇ, ସେ ଆମ୍‌କେ ଦେଇରଇବା ଗିଆନ୍‌ ସଙ୍ଗ୍‍ ସିକାଇଲୁନି । ଜେନ୍ତାରିକି ସେମନ୍‌ ତାର୍‌ ମୁଆଟେ ଟିଆଅଇଲାବେଲେ କିରିସ୍‌ଟର୍‌ସଙ୍ଗ୍‍ ମିସିରଇଲା ସବୁଲକ୍‌ ପୁରାପୁରୁନ୍‌ ସିଦ୍‌ ଅଇରଇବାଇ । 29 ଏ କାମ୍‌ ମୁଇ ପୁରାପୁରୁନ୍‌ କର୍‌ବାକେ ମକେ କିରିସ୍‌ଟ ଦେଇରଇବା ବଡ୍‌ ବପୁସଙ୍ଗ୍‍ ଆବଡ୍‌ ଅଇ କଲିନି ।

In Other Versions

Colossians 1 in the ANGEFD

Colossians 1 in the ANTPNG2D

Colossians 1 in the AS21

Colossians 1 in the BAGH

Colossians 1 in the BBPNG

Colossians 1 in the BBT1E

Colossians 1 in the BDS

Colossians 1 in the BEV

Colossians 1 in the BHAD

Colossians 1 in the BIB

Colossians 1 in the BLPT

Colossians 1 in the BNT

Colossians 1 in the BNTABOOT

Colossians 1 in the BNTLV

Colossians 1 in the BOATCB

Colossians 1 in the BOATCB2

Colossians 1 in the BOBCV

Colossians 1 in the BOCNT

Colossians 1 in the BOECS

Colossians 1 in the BOGWICC

Colossians 1 in the BOHCB

Colossians 1 in the BOHCV

Colossians 1 in the BOHLNT

Colossians 1 in the BOHNTLTAL

Colossians 1 in the BOICB

Colossians 1 in the BOILNTAP

Colossians 1 in the BOITCV

Colossians 1 in the BOKCV

Colossians 1 in the BOKCV2

Colossians 1 in the BOKHWOG

Colossians 1 in the BOKSSV

Colossians 1 in the BOLCB

Colossians 1 in the BOLCB2

Colossians 1 in the BOMCV

Colossians 1 in the BONAV

Colossians 1 in the BONCB

Colossians 1 in the BONLT

Colossians 1 in the BONUT2

Colossians 1 in the BOPLNT

Colossians 1 in the BOSCB

Colossians 1 in the BOSNC

Colossians 1 in the BOTLNT

Colossians 1 in the BOVCB

Colossians 1 in the BOYCB

Colossians 1 in the BPBB

Colossians 1 in the BPH

Colossians 1 in the BSB

Colossians 1 in the CCB

Colossians 1 in the CUV

Colossians 1 in the CUVS

Colossians 1 in the DBT

Colossians 1 in the DGDNT

Colossians 1 in the DHNT

Colossians 1 in the DNT

Colossians 1 in the ELBE

Colossians 1 in the EMTV

Colossians 1 in the ESV

Colossians 1 in the FBV

Colossians 1 in the FEB

Colossians 1 in the GGMNT

Colossians 1 in the GNT

Colossians 1 in the HARY

Colossians 1 in the HNT

Colossians 1 in the IRVA

Colossians 1 in the IRVB

Colossians 1 in the IRVG

Colossians 1 in the IRVH

Colossians 1 in the IRVK

Colossians 1 in the IRVM

Colossians 1 in the IRVM2

Colossians 1 in the IRVO

Colossians 1 in the IRVP

Colossians 1 in the IRVT

Colossians 1 in the IRVT2

Colossians 1 in the IRVU

Colossians 1 in the ISVN

Colossians 1 in the JSNT

Colossians 1 in the KAPI

Colossians 1 in the KBT1ETNIK

Colossians 1 in the KBV

Colossians 1 in the KJV

Colossians 1 in the KNFD

Colossians 1 in the LBA

Colossians 1 in the LBLA

Colossians 1 in the LNT

Colossians 1 in the LSV

Colossians 1 in the MAAL

Colossians 1 in the MBV

Colossians 1 in the MBV2

Colossians 1 in the MHNT

Colossians 1 in the MKNFD

Colossians 1 in the MNG

Colossians 1 in the MNT

Colossians 1 in the MNT2

Colossians 1 in the MRS1T

Colossians 1 in the NAA

Colossians 1 in the NASB

Colossians 1 in the NBLA

Colossians 1 in the NBS

Colossians 1 in the NBVTP

Colossians 1 in the NET2

Colossians 1 in the NIV11

Colossians 1 in the NNT

Colossians 1 in the NNT2

Colossians 1 in the NNT3

Colossians 1 in the PDDPT

Colossians 1 in the PFNT

Colossians 1 in the RMNT

Colossians 1 in the SBIAS

Colossians 1 in the SBIBS

Colossians 1 in the SBIBS2

Colossians 1 in the SBICS

Colossians 1 in the SBIDS

Colossians 1 in the SBIGS

Colossians 1 in the SBIHS

Colossians 1 in the SBIIS

Colossians 1 in the SBIIS2

Colossians 1 in the SBIIS3

Colossians 1 in the SBIKS

Colossians 1 in the SBIKS2

Colossians 1 in the SBIMS

Colossians 1 in the SBIOS

Colossians 1 in the SBIPS

Colossians 1 in the SBISS

Colossians 1 in the SBITS

Colossians 1 in the SBITS2

Colossians 1 in the SBITS3

Colossians 1 in the SBITS4

Colossians 1 in the SBIUS

Colossians 1 in the SBIVS

Colossians 1 in the SBT

Colossians 1 in the SBT1E

Colossians 1 in the SCHL

Colossians 1 in the SUSU

Colossians 1 in the SUSU2

Colossians 1 in the SYNO

Colossians 1 in the TBIAOTANT

Colossians 1 in the TBT1E

Colossians 1 in the TBT1E2

Colossians 1 in the TFTIP

Colossians 1 in the TFTU

Colossians 1 in the TGNTATF3T

Colossians 1 in the THAI

Colossians 1 in the TNFD

Colossians 1 in the TNT

Colossians 1 in the TNTIK

Colossians 1 in the TNTIL

Colossians 1 in the TNTIN

Colossians 1 in the TNTIP

Colossians 1 in the TNTIZ

Colossians 1 in the TOMA

Colossians 1 in the TTENT

Colossians 1 in the UBG

Colossians 1 in the UGV

Colossians 1 in the UGV2

Colossians 1 in the UGV3

Colossians 1 in the VBL

Colossians 1 in the VDCC

Colossians 1 in the YALU

Colossians 1 in the YAPE

Colossians 1 in the YBVTP

Colossians 1 in the ZBP