Hebrews 13 (SNT)
1 କିରିସ୍ଟଟାନେ ମିସିବିଡି ରଇବା ବିସ୍ବାସି ବାଇବଇନି ପାରା ଆଲାଦ୍ କରାକରି ଅଇ ରୁଆ । 2 ନ ଚିନ୍ଲା ଲକ୍ମନ୍କେ ମିସା ତମର୍ ଗର୍ମନ୍କେ ଡାକିନିଆ । କାଇକେବଇଲେ କେତେଲକ୍ ନାଜାନିକରି ସେନ୍ତାରି ଦୁତ୍ମନ୍କେ ଡାକିନେଲାଇ । 3 ବନ୍ଦି ଗରେ ରଇବା ଲକ୍ମନ୍କେ ତମେ ତାକର୍ ସଙ୍ଗ୍ ରଇଲାପାରା ଦୟା ଦେକାଆ । ଦୁକ୍କସ୍ଟ ଅଇରଇବା ଲକ୍ମନ୍କେ ନିଜେ ତାକର୍ପାରା ଦୁକ୍କସ୍ଟ ପାଇଲୁନି ବଲି ଏତାଆ । 4 ବିବା ଅଇବାଟା ସବୁଲକ୍ ନିକ ବଲି ମାନତ୍ । ସବୁ ମାଇଜିମନସ୍ ମନ୍ ଗଟେକ୍ ମାଇଜି ଆରି ଗଟେକ୍ ମନସ୍ ଅଇକରି ସତ୍ସଙ୍ଗ୍ ରଇବାର୍ଆଚେ । ଜନ୍ ଲକ୍ମନ୍ ବେସିଆ କାମ୍ କରି ରଇବାଇ, ସେମନ୍କେ ପର୍ମେସର୍ ଡଣ୍ଡ୍ ଦେଇସି । 5 ଡାବୁ ଆସା ଅଇକରି ତାର୍ପଚେ ପାଲାଆ ନାଇ । କାଇକେବଇଲେ ପର୍ମେସର୍ କଇଲାଆଚେ, “ମୁଇ ତମ୍କେ କେବେ ନ ପାସ୍ରି କି ନ ଚାଡି ।” 6 ତେବର୍ପାଇ ଆମେ ସାସ୍ ଦାରି କଇପାର୍ବୁପର୍ମେସର୍ ଆକା ମକେ ସାଇଜ କର୍ସି,ମୁଇ କେବେ ନ ଡରିଲକ୍ମନ୍ ମକେ କାଇଟା କରି ନାପାରତ୍ । 7 ଜନ୍ ଲକ୍ମନ୍ ତମ୍କେ ମୁକିଅ ଇସାବେ ଡାକିନେଇ ପର୍ମେସରର୍ ବାକିଅ ସିକାଇତେରଇଲାଇ, ସେମନର୍ ବିସଇ ବାବିଦେକା । ସେମନ୍ କେନ୍ତି ଜିଇଲାଇ ଆରି ମଲାଇ ? ତମେ ତାର୍ ପାରା ବିସ୍ବାସ୍ କରା । 8 କାଇକେବଇଲେ, ଜିସୁକିରିସ୍ଟ କେବେ ନ ବାଦ୍ଲେ । ସେ ଆଜିର୍ପାଇ, କାଲିକର୍ପାଇ, ଆରି ସବୁଦିନର୍ ପାଇ ସମାନ୍ ସେ ରଇସି । 9 ତେବର୍ପାଇ ଲକ୍ମନ୍ ତମ୍କେ ବିନ୍ ବିନ୍ ସିକିଆ ସୁନାଇକରି ସତ୍ବାଟେଅନି ବିନେ ନେବାକେ ରାଜି ଉଆନାଇ । କାଇକେବଇଲେ ପର୍ମେସର୍ ଜିବନ୍ ଦୁକାଇକରି ଦୟା ଦେକାଇଲାଟା ଆମର୍ ମନ୍କେ ଡାଟ୍ କର୍ସି । କାଦିର୍ ଲାଗି ରଇବା ନିୟମ୍ ମାନ୍ବାଟା ନଏଁ । ସେନ୍ତାରି ନିୟମ୍ ମାନ୍ବା ଲକ୍, ତେଇ ଅନି କାଇଟା ମିସା ପାଅତ୍ ନାଇ । 10 ଜିଉଦିମନର୍ ବେଦିଟାନେ ସେବା କର୍ବା ପୁଜାରିମନ୍ ତେଇ ସର୍ପି ଦେଇରଇବା କାଇଟା ମିସା କାଇବାର୍ ନଏଁ । 11 ବଡ୍ ପୁଜାରି ପସୁମନର୍ ବନି ନେଇକରି, ପାପର୍ ବଲି ସର୍ପିଦେବାକେ ଅଦିକ୍ ସୁକଲ୍ ଜାଗାଇ ନେଇସି । ମାତର୍ ପଡିଜାଇରଇବା ପସୁମନର୍ ଗାଗଡ୍ ତୁମ୍ ଗର୍ ବାଇରେ ରଇସି । 12 ସେଟାସେ ଜିସୁକେ ଅଇରଇଲା । କାଇକେବଇଲେ, ତାକେ ନଅରର୍ ବାଇରେ ଲକ୍ମନ୍ ମରାଇରଇଲାଇ । ଆରି ତାର୍ ବନି ଗୁଲାଇ ମୁନୁସ୍ ଜାତିର୍ ପାପ୍ ଦଇଦେଲା । 13 ତେବର୍ପାଇ ନଅରର୍ ବାଇରେ ଜୁ । ଆରି ତାକେ ଆମେ ବିସ୍ବାସ୍ କଲାର୍ପାଇ, ଲକ୍ମନ୍ ଜେତ୍କି ନିନ୍ଦା କଲାଟା ଆମେ ମୁର୍ଚିକରି ରଉ । 14 କାଇକେ ବଇଲେ ଆମେ ସବୁଦିନ୍ ଏ ଜଗତେ ନ ରଉ । ମାତର୍ ଆଇବା ଦିନ୍ମନ୍କେ କେବେ ନ ସାର୍ବା ଦିନ୍ଜାକ ରଇବା ନଅରେ ରଇବୁ ବଲି ଆମେ ଜାଗିଆଚୁ । 15 ତେବେ ଆସା । ଜିସୁକିରିସ୍ଟକେ ଦେଇକରି ଆମେ ସବୁବେଲେ ପର୍ମେସର୍କେ ବଲି ସର୍ପି ଦେଇତେ ରଉ । ସେଟା ଆମର୍ ଟଣ୍ଡେଅନି ଆଇବା ଉପାସନା । ସେ ଆକା ମାପ୍ରୁ ବଲି ଆମେ କଉଁ । 16 ନିକ କାମ୍ କର୍ବାକେ ପାସ୍ରା ନାଇ । ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ସାଇଜ କରା । କାଇକେବଇଲେ, ଏନ୍ତାରି ରଇବା ଚଲାଚଲ୍ତି ପର୍ମେସର୍କେ ସାର୍ଦା କରାଇବା ଗଟେକ୍ ବଲି । 17 ତମର୍ ମୁକିଅ ଲକ୍ମନର୍ କାତା ମାନିକରି ଆଦେସ୍ ଦେଲାଟା କରା । ସେମନ୍ ଜାଗୁଆଲ୍ମନର୍ ପାରା ନ ତାକିକରି ତମର୍ ଆତ୍ମାମନ୍କେ ଜତନ୍ କଲାନି । କାଇକେବଇଲେ ସେମନ୍କେ ତାକର୍ କରିରଇବା କାମ୍ ପର୍ମେସର୍ କେ ଇସାବ୍ ଦେବାକେ ପଡ୍ସି । ତମେ ଜଦି ତାକର୍ କାତା ମାନ୍ସା, ସେମନ୍ ସାର୍ଦା ସଙ୍ଗ୍ ସେବା କାମ୍ କର୍ବାଇ । ତମେ ତାକର୍ କାତା ନ ମାନ୍ଲେ, ସେମନ୍ ଦୁକ୍ ଅଇବାଇ । ତେବେ ତମ୍କେ କାଇ ସାଇଜ ନଏଁ । 18 ଆମର୍ ପାଇ ପାର୍ତନା କର୍ତେରୁଆ । ଆମର୍ ବିବେକ୍ ଆମେ କରିରଇବା କାମ୍ ସତ୍ ବଲି ସାକିଦେଲାନି । 19 ମର୍ପାଇ ମିସା ପାର୍ତନା କରା । ଜେନ୍ତାରି କି ପର୍ମେସର୍ ଦାପ୍ରେ ମକେ ତମର୍ଲଗେ ପାଟାଇସି । 20 ଆମର୍ ମାପ୍ରୁ ଜିସୁକେ ପର୍ମେସର୍ ମଲାତେଇଅନି ଉଟାଇଲା । ସେ ଗଟେକ୍ ଗଉଡ୍ପାରା ଆମ୍କେ ଜାଗିରଇସି । ଆମେ ପର୍ମେସର୍ ସଙ୍ଗ୍ ସବୁଦିନର୍ପାଇ ଗଟେକ୍ ଅଇବାଟାକେ ତାର୍ ବନି ଜରାଇଲା । 21 ଜିସୁକିରିସ୍ଟର୍ ଲାଗି ସାନ୍ତି ଦେବା ପର୍ମେସର୍ ତମ୍କେ ସବୁ ରକାମର୍ ସାଇଜ ଦେଅ । ଜେନ୍ତାରି କି ସେ ମନ୍ କଲାଟା ତମେ ପୁରାପୁରୁନ୍ କର୍ସା । ଆମେ କର୍ବା କାମ୍ ତାକେ ସାର୍ଦା ଦେଅ । ଜିସୁକିରିସ୍ଟକେ ଆମେ ନ ସାର୍ବା ଦିନ୍ଜାକ ଡାକ୍ପୁଟା ଦେଉଁ । 22 ଏ ମର୍ ବାଇବଇନିମନ୍, ମୁଇଁ ତମ୍କେ ବାବୁଜିଆ କଲିନି, ମୁଇ ତମ୍କେ କଇଲା ଏ ସବୁ କାତା ମୁର୍ଚିକରି ସୁନା । କାଇକେବଇଲେ, ଏ ଚିଟି ବେସି ଡେଙ୍ଗ୍ ନାଇ । 23 ଆମର୍ ବାଇ ତିମତି ବନ୍ଦିଗରେ ଅନି ମୁକ୍ଲି ଆଚେବଲି ଜାନ୍ସା । ସେ ଜଦି ସେ ଦାପ୍ରେ ଆଇସି, ତେବେ ମର୍ସଙ୍ଗ୍ ତାକେ ଡାକିଆନ୍ବି । 24 ତେଇ ରଇବା ତମର୍ ମୁକିଅ ଲକ୍ମନ୍କେ ଆରି ପର୍ମେସରର୍ ସବୁ ଲକ୍ମନ୍କେ ମର୍ ଜୁଆର୍ ଜାନାଇ ଦିଆସ୍ । ଇଟାଲିତେଇ ମର୍ ସଙ୍ଗ୍ ରଇବା ଆମର୍ ବାଇବନିମନ୍ ମିସା ଜୁଆର୍ ଜାନାଇଲାଇନି । 25 ପର୍ମେସର୍ ତମ୍କେ ସବୁଲକ୍କେ ତାର୍ ଜିବନ୍ ଦୁକାଇ ଦୟା ଦେକାଅ ।
In Other Versions
Hebrews 13 in the ANGEFD
Hebrews 13 in the ANTPNG2D
Hebrews 13 in the AS21
Hebrews 13 in the BAGH
Hebrews 13 in the BBPNG
Hebrews 13 in the BBT1E
Hebrews 13 in the BDS
Hebrews 13 in the BEV
Hebrews 13 in the BHAD
Hebrews 13 in the BIB
Hebrews 13 in the BLPT
Hebrews 13 in the BNT
Hebrews 13 in the BNTABOOT
Hebrews 13 in the BNTLV
Hebrews 13 in the BOATCB
Hebrews 13 in the BOATCB2
Hebrews 13 in the BOBCV
Hebrews 13 in the BOCNT
Hebrews 13 in the BOECS
Hebrews 13 in the BOGWICC
Hebrews 13 in the BOHCB
Hebrews 13 in the BOHCV
Hebrews 13 in the BOHLNT
Hebrews 13 in the BOHNTLTAL
Hebrews 13 in the BOICB
Hebrews 13 in the BOILNTAP
Hebrews 13 in the BOITCV
Hebrews 13 in the BOKCV
Hebrews 13 in the BOKCV2
Hebrews 13 in the BOKHWOG
Hebrews 13 in the BOKSSV
Hebrews 13 in the BOLCB
Hebrews 13 in the BOLCB2
Hebrews 13 in the BOMCV
Hebrews 13 in the BONAV
Hebrews 13 in the BONCB
Hebrews 13 in the BONLT
Hebrews 13 in the BONUT2
Hebrews 13 in the BOPLNT
Hebrews 13 in the BOSCB
Hebrews 13 in the BOSNC
Hebrews 13 in the BOTLNT
Hebrews 13 in the BOVCB
Hebrews 13 in the BOYCB
Hebrews 13 in the BPBB
Hebrews 13 in the BPH
Hebrews 13 in the BSB
Hebrews 13 in the CCB
Hebrews 13 in the CUV
Hebrews 13 in the CUVS
Hebrews 13 in the DBT
Hebrews 13 in the DGDNT
Hebrews 13 in the DHNT
Hebrews 13 in the DNT
Hebrews 13 in the ELBE
Hebrews 13 in the EMTV
Hebrews 13 in the ESV
Hebrews 13 in the FBV
Hebrews 13 in the FEB
Hebrews 13 in the GGMNT
Hebrews 13 in the GNT
Hebrews 13 in the HARY
Hebrews 13 in the HNT
Hebrews 13 in the IRVA
Hebrews 13 in the IRVB
Hebrews 13 in the IRVG
Hebrews 13 in the IRVH
Hebrews 13 in the IRVK
Hebrews 13 in the IRVM
Hebrews 13 in the IRVM2
Hebrews 13 in the IRVO
Hebrews 13 in the IRVP
Hebrews 13 in the IRVT
Hebrews 13 in the IRVT2
Hebrews 13 in the IRVU
Hebrews 13 in the ISVN
Hebrews 13 in the JSNT
Hebrews 13 in the KAPI
Hebrews 13 in the KBT1ETNIK
Hebrews 13 in the KBV
Hebrews 13 in the KJV
Hebrews 13 in the KNFD
Hebrews 13 in the LBA
Hebrews 13 in the LBLA
Hebrews 13 in the LNT
Hebrews 13 in the LSV
Hebrews 13 in the MAAL
Hebrews 13 in the MBV
Hebrews 13 in the MBV2
Hebrews 13 in the MHNT
Hebrews 13 in the MKNFD
Hebrews 13 in the MNG
Hebrews 13 in the MNT
Hebrews 13 in the MNT2
Hebrews 13 in the MRS1T
Hebrews 13 in the NAA
Hebrews 13 in the NASB
Hebrews 13 in the NBLA
Hebrews 13 in the NBS
Hebrews 13 in the NBVTP
Hebrews 13 in the NET2
Hebrews 13 in the NIV11
Hebrews 13 in the NNT
Hebrews 13 in the NNT2
Hebrews 13 in the NNT3
Hebrews 13 in the PDDPT
Hebrews 13 in the PFNT
Hebrews 13 in the RMNT
Hebrews 13 in the SBIAS
Hebrews 13 in the SBIBS
Hebrews 13 in the SBIBS2
Hebrews 13 in the SBICS
Hebrews 13 in the SBIDS
Hebrews 13 in the SBIGS
Hebrews 13 in the SBIHS
Hebrews 13 in the SBIIS
Hebrews 13 in the SBIIS2
Hebrews 13 in the SBIIS3
Hebrews 13 in the SBIKS
Hebrews 13 in the SBIKS2
Hebrews 13 in the SBIMS
Hebrews 13 in the SBIOS
Hebrews 13 in the SBIPS
Hebrews 13 in the SBISS
Hebrews 13 in the SBITS
Hebrews 13 in the SBITS2
Hebrews 13 in the SBITS3
Hebrews 13 in the SBITS4
Hebrews 13 in the SBIUS
Hebrews 13 in the SBIVS
Hebrews 13 in the SBT
Hebrews 13 in the SBT1E
Hebrews 13 in the SCHL
Hebrews 13 in the SUSU
Hebrews 13 in the SUSU2
Hebrews 13 in the SYNO
Hebrews 13 in the TBIAOTANT
Hebrews 13 in the TBT1E
Hebrews 13 in the TBT1E2
Hebrews 13 in the TFTIP
Hebrews 13 in the TFTU
Hebrews 13 in the TGNTATF3T
Hebrews 13 in the THAI
Hebrews 13 in the TNFD
Hebrews 13 in the TNT
Hebrews 13 in the TNTIK
Hebrews 13 in the TNTIL
Hebrews 13 in the TNTIN
Hebrews 13 in the TNTIP
Hebrews 13 in the TNTIZ
Hebrews 13 in the TOMA
Hebrews 13 in the TTENT
Hebrews 13 in the UBG
Hebrews 13 in the UGV
Hebrews 13 in the UGV2
Hebrews 13 in the UGV3
Hebrews 13 in the VBL
Hebrews 13 in the VDCC
Hebrews 13 in the YALU
Hebrews 13 in the YAPE
Hebrews 13 in the YBVTP
Hebrews 13 in the ZBP