Jude 1 (SNT)

1 ମୁଇ ଜିଉଦା । ଜିସୁ କିରିସ୍‌ଟର୍‌ ଗଟେକ୍‌ ଗତିଦାଙ୍ଗ୍‌ଡା ଆରି ଜାକୁବର୍‌ ବାଇ । ଜନ୍‌ ଲକ୍‌ମନ୍‌କେ ପର୍‌ମେସର୍‌ ବାଚ୍‌ଲାଆଚେ, ସେମନର୍‌ପାଇ ମୁଇ ଏ ଚିଟି ଲେକ୍‌ଲିନି । ବାବା ପର୍‌ମେସର୍‌ ତମ୍‌କେ ଆଲାଦ୍‌ କଲାନି । ଆରି ତମ୍‌କେ ଜିସୁକିରିସ୍‌ଟ ଦେକାରକା କର୍‌ବାକେ ସଙ୍ଗଇଆଚେ । 2 ପର୍‌ମେସର୍‌ ତମ୍‌କେ ଦୟା ଦେକାଅ, ତାର୍‌ ସାନ୍ତି ଆରି ଆଲାଦ୍‌ ତମ୍‌କେ ଜବର୍‌ ଅଇତେ ମିଲ । 3 ଏ ମର୍‌ ଆଲାଦର୍‌ ମଇତର୍‌ମନ୍‌, ଆମେ ପାଇରଇବା ମୁକ୍‌ତିର୍‌ ବିସଇ ତମ୍‌କେ ଲେକ୍‌ବି ବଲି ମନ୍‍ କଲିନି ମିସା, ସତ୍‌ ବିସଇର୍‌ପାଇ ଟିଆ ଅଇବାକେ ତମ୍‌କେ ସାର୍‌ଦା କରାଇବି ବଲି ମନ୍‌କଲି । ତାର୍‌ ସୁକଲ୍‌ ଲକ୍‌ମନର୍‌ପାଇ ପର୍‌ମେସର୍‌ ଏ ସତ୍‌ ସିକିଆ ଗଟେକ୍‌ ବେଲେ ସବୁଲକର୍‌ପାଇ ଦେଲାଆଚେ । 4 କାଇକେବଇଲେ ବିସ୍‌ବାସି ବଲି କେତେକ୍‌ ନାଡାଇବା ଲକ୍‌ କେ ନାଜାନ୍‌ତେ ପୁରିଆଚତ୍‌ । ଏ ଲକ୍‌ମନ୍‌ ପାଇବା ଡଣ୍ଡ୍‌ ଆଗର୍‌ କାଲେଅନି ସାସ୍‌ତରେ ଲେକାଅଇଆଚେ । ଏ ଲକ୍‌ମନ୍‌ ପର୍‌ମେସରର୍‌ ଅଦିକାର୍‌ ନାମତ୍‌ନାଇ । ଆମର୍‌ ପର୍‌ମେସର୍‌ ଦରମ୍‌ଟା ବଲି ଲକ୍‌ମନ୍‌ ଜେନ୍ତାର୍‌ ସେନ୍ତାର୍‌ ବେସିଆ କାମ୍‌ କଲେମିସା କାଇଟା ନଏଁ ବଲି କଇଲାଇନି । ମାପ୍‌ରୁ ଜିସୁକିରିସ୍‌ଟସେ ଆମର୍‌ ମାଲିକ୍‌ ବଲି ସେମନ୍‌ ନାମତ୍‌ନାଇ । 5 ଏ ସବୁ ବିସଇ ତମେ ଜାନିରଇଲେ ମିସା ମାପ୍‌ରୁ ଇସ୍‌ରାଏଲର୍‌ ଲକ୍‌ମନ୍‌କେ ମିସର୍‌ ଦେସେଅନି ମୁକ୍‌ଲାଇକରି ଆନ୍‌ଲା ବିସଇ ତମ୍‌କେ ଏତାଇଦେବାକେ ମୁଇ ମନ୍‍ କଲିନି । ମାତର୍‌ ପଚେ ଜେତ୍‌କି ଲକ୍‌ ବିସ୍‌ବାସ୍‌ କରତ୍‌ନାଇ, ସେମନ୍‌କେ ସବୁକେ କୁରୁପ୍‌ନାସ୍‌ କଲା । 6 ସେତ୍‌କିସେ ନଏଁ ସେ ଦୁତ୍‌ମନ୍‌କେ ମିସା ଡଣ୍ଡ୍‌ ଦେଇରଇଲା । ପର୍‌ମେସର୍‌ ସେମନ୍‌କେ ଜେତ୍‌କି ଅଦିକାର୍‌ ସର୍‌ପି ଦେଇରଇଲା, ସେମନ୍‌ ତାର୍‌ତେଇଅନି ଅଦିକ୍‌ ନେଲାଇ । ଆରି ତାକର୍‌ ଦେଇରଇବା ଜାଗା ଚାଡ୍‌ଲାଇ । ସେ ସେମନ୍‌କେ ବିଚାର୍‌ କର୍‌ବା ଦିନ୍‌ ଜାକ, ଗଟେକ୍‌ ଆନ୍ଦାରର୍‌ ଜାଗାଇ, କେ ବାଙ୍ଗାଇ ନାପାର୍‌ଲା ପାରା, ସିକ୍‌ଲି ସଙ୍ଗ୍‍ ବାନ୍ଦିଆଚେ । 7 ସଦମ୍‌ ଗମ୍‌ରା ଆରି ତାର୍‌ ଚାରିବେଟ୍‌ତି ରଇବା ନଅର୍‌ମନର୍‌ ବିସଇ ଏତାଇଦେକା । ନ ଲିବ୍‌ବା ଜଇଟାନେ ଡଣ୍ଡ୍‌ ଇସାବେ ସେମନ୍‌ ଜେତ୍‌କି ଦୁକ୍‌ କସ୍‌ଟ ପାଇଲାଇ, ସେଟା ସବୁଲକର୍‌ପାଇ ଗଟେକ୍‌ ଜାଗ୍‌ରତ୍‌ ଅଇରଇବା ବିସଇ । ସେମନ୍‌ ଅବ୍‌କା ପାଦ୍‌ରା ପାଦ୍‌ରି କାମ୍‌ସେ କରତ୍‌ନାଇ ମାତର୍‌ ମନସ୍‌ ମନସ୍‌ ବିତ୍‌ରେ ମାଇଜି ମାଇଜି ବିତ୍‌ରେ ବେସିଆ କାମ୍‍ କର୍‌ତେ ରଇଲାଇ । 8 ସେନ୍ତାରିସେ ଏ ଲକ୍‌ମନ୍‌ ନିଜେ ଦର୍‌ସନ୍‌ ପାଇକରି ମିସା ପାଦ୍‌ରା ପାଦ୍‌ରି କାମ୍‌ କରି ନିଜର୍‌ ଗାଗଡ୍‌ ଅସୁକଲ୍‌ କଲାଇନି । ମାପ୍‌ରୁର୍‌ ଅଦିକାର୍‌ ସେମନ୍‌ ଗିନ୍‌ କରି ସର୍‌ଗେ ରଇବାଟାମନ୍‌କେ ନିନ୍ଦା କଲାଇନି । 9 ମୁକିଅ ଦୁତ୍‌ ମିକାଏଲ୍‌ ମିସା ମସାର୍‌ ମଲା ଗାଗଡ୍‌ ନେଇକରି ତପ୍‌ବାକେ କାର୍‌ ଅଦିକାର୍‌ ଆଚେ ବଲିକରି ସଇତାନର୍‌ ସଙ୍ଗ୍‍ ଦଦାପେଲା କର୍‌ତେରଇଲା । ସେଡ୍‌କିବେଲେ ପର୍‌ମେସରର୍‌ ଜାଗାଇ ରଇ, ସଇତାନ୍‌କେ ବିଚାର୍‌ କର୍‌ବା ଅଦିକାର୍‌ ନେବାକେ ସେ ସାଆସ୍‌ କରେନାଇ । ତାର୍‌ ବାଦୁଲେ ମାପ୍‌ରୁ ତକେ ଡଣ୍ଡ୍‌ ଦେଇସି ବଲି କଇଲା । 10 ଏଲେମିସା ଏ ଲକ୍‌ମନ୍‌ ନ ବୁଜ୍‌ବା ବିସଇ ନେଇ ନିନ୍ଦା କାତା କଲାଇନି । ସେମନ୍‌ ଜେତ୍‌କି ବିସଇ ବୁଜ୍‌ଲାଇନି, ସେଟା ସେମନ୍‌କେ ଅଦିକ୍‌ ବାବ୍‌ବାକେ ନ ପଡେ । ଜେନ୍ତାରି, କି ପସୁମନ୍‌ କାଇ ବିସଇ ନ ବାବତ୍‌ । ଏ ସମାନ୍‌ ବିସଇ ଆକା ସେମନ୍‌କେ କୁରୁପ୍‌ନାସ୍‌ କର୍‌ସି । 11 ସେମନ୍‌ କେତେକ୍‌ ଡଣ୍ଡ୍‌ ପାଇବା ଲକ୍‌ ସେମନ୍‌ କଇନର୍‌ ବାଟ୍‌ ଦାର୍‌ଲାଇ ଆଚତ୍‌ । ବିଲିଆମ୍‌ ପାପ୍‌ କଲାପାରା ସାର୍‌ଦା ସଙ୍ଗ୍‍ ପାପ୍‌ କଲାଇଆଚତ୍‌ । କରା ବିରଦ୍‌ କଲାପାରା ସେମନ୍‌ ବିରଦ୍‌ କରି କୁରୁପ୍‌ନାସ୍‌ ଅଇବାଇ । 12 ତମେ ଗଟେକ୍‌ତେଇ ରୁଣ୍ଡିକରି ମିସି କାଇଲାବେଲେ, ତମର୍‌ ସଙ୍ଗ୍‍ ସେମନ୍‌ ଲାଜ୍‌ ଲାଗ୍‌ବା କାମ୍‌ କଲେ ମିସା ସେମନ୍‌ ତମର୍‌ ମୁଆଟେ ଲାଜ୍‌ ନ ଅଇକରି ସାଆସ୍‌ ସଙ୍ଗ୍‍ କାଇଲାଇନି । ମେଣ୍ଡାମନ୍‌କେ ନ ଚାରାଇ ନିଜେ ଚାରାଇଅଇଲା ଗଉଡ୍‌ ପାରା ଅଇଲାଇନି । ପବନ୍‌ ଆଇଲେ ଉଡାଇନେବା ପାନି ନ ମାର୍‌ବା ବାଦଲ୍‌ପାରା ଏମନ୍‌ ଆଚତ୍‌ । ପଲ୍‌ ଦେବା ବେଲାଇ କାଇପଲ୍‌ ନ ରଇବା ଗଚ୍‌ ଜେନ୍ତାରି ଉପାଡିକରି ସୁକ୍‌ବାକେ ଚାଡ୍‌ଲାପାରା, ସେନ୍ତାରି ଅଇ ସେମନ୍‌ ଆଚତ୍‌ । 13 ସେମନ୍‌ ସମ୍‌ଦୁରର୍‌ ଲଅଡି ଜେନ୍ତି ପେପୁଲ୍‌ ବାର୍‌କର୍‌ସି, ସେ ପେପୁଲ୍‌ପାରା ତାକର୍‌ ଲାଜର୍‌ ଚଲାଚଲ୍‌ତି ଡିସ୍‌ସି । ଆକାସର୍‌ କେତେକ୍‌ କେତେକ୍‌ ତାରାମନ୍‌ ଜେନ୍ତି ତାକର୍‌ ପାଇ ରଇବା ଜାଗାଇ ନ କିନ୍ଦ୍‌ରିକରି ବିନ୍‌ବାଟେ ବୁଲ୍‌ତେରଇବାଇ, ସେମନ୍‌ ସମାନ୍‌ ସେନ୍ତାରିସେ । ପର୍‌ମେସର୍‌ ସେମନର୍‌ପାଇ ଗଟେକ୍‌ ବଡ୍‌ ଗଇରି ରଇବା ଆନ୍ଦାରର୍‌ ଜାଗା ସଙ୍ଗଇଆଚେ । ଜନ୍ତିକି ସେମନ୍‌ ସବୁଦିନର୍‌ପାଇ ରଇବାଇ । 14 ଅନକର୍‌ ବିସଇ ବାବିଦେକା । ସେ ଆଦମର୍‌ଟାନେ ଅନି ଆଇବା ସାତ୍‌ ଲମର୍‌ ନାତିତିତି । ଏନ୍ତାରିଲକ୍‌ମନର୍‌ ବିସଇନେଇ ସେ ବବିସତ୍‌ବକ୍‌ତା ଏନ୍ତାରି କଇଲା, ଦେକା ମାପ୍‌ରୁ ତାର୍‌ ଅଜାର୍‌ ଅଜାର୍‌ ସୁକଲ୍‌ ଦୁତ୍‌ମନର୍‌ ସଙ୍ଗ୍‍ ଆଇସି । 15 ସେ ସବୁଲକ୍‌କେ ବିଚାର୍‌ କର୍‌ସି । ଆରି ଜେତ୍‌କି ଲକ୍‌ ତାକେ ନାମତ୍‌ନାଇ, ସେମନ୍‌ ସବୁଲକ୍‌କେ ଦସି କର୍‌ସି । ସେମନ୍‌ କରିରଇବା ସବୁ କାରାପ୍‌ କାମର୍‌ ଲାଗି ମିସା ଦସିଅଇବାଇ । 16 ଏ ଲକ୍‌ମନ୍‌ ମୁର୍‌ମୁରା ଅଇକରି ବିନ୍‌ ଲକ୍‌ମନ୍‌କେ ନିନ୍ଦା କର୍‌ବାଇ । ନିଜର୍‌ କାରାପ୍‌ ମନ୍‍ କଲାଟା ପୁରାପୁରୁନ୍‌ କର୍‌ବାକେ ମନ୍‌ କର୍‌ବାଇ, ନିଜର୍‌ ବିସଇନେଇ ବଡ୍‌ପନ୍‌ ଅଇବାଇ ଆରି ନିଜର୍‌ ଲାବ୍‌ ପାଇବାକେ ବିନ୍‌ଲକ୍‌କେ ନିକ କାତା କଇ ସୁତ୍‌ରାଇବାଇ । 17 ମାତର୍‌ ଏ ମର୍‌ ଆଲାଦର୍‌ ମଇତର୍‌ମନ୍‌, ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ପେରିତ୍‌ ସିସ୍‌ମନ୍‌ କାଇଟା ଅଇସି ବଲି କଇଲାଟା ତମର୍‌ ମନେ ରଅ । 18 “ସାରାସାରି ଦିନ୍‌ ମନ୍‌କେ ମାପ୍‌ରୁକେ କିଜାଇକରି ନିଜର୍‌ କାରାପ୍‌ ମନ୍‍ କଲାଟା ପୁରାପୁରୁନ୍‌ କର୍‌ବାକେ ମନ୍‌ କର୍‌ବା ଲକ୍‌ମନ୍‌ ରଇବାଇ ।” ସେମନ୍‌ ତମ୍‌କେ ଏନ୍ତି କଇରଇଲାଇ । 19 ଏନ୍ତାରି ସେମନ୍‌ ଲକ୍‌ମନ୍‌କେ ବେଗ୍‌ଲାଇବାଇ, ନିଜର୍‌ କାରାପ୍‌ ମନ୍‍ କଲାଟା ପୁରାପୁରୁନ୍‌ କର୍‌ବାକେ ମନ୍‌ କର୍‌ବାଇ । ସେମନ୍‌ ସୁକଲ୍‌ଆତ୍‌ମା ପାଅତ୍‌ନାଇ । 20 ମାତର୍‌ ତମେ ମର୍‌ ଆଲାଦର୍‌ ମଇତର୍‌ମନ୍‌, ଆମର୍‌ ବେସି ସୁକଲ୍‌ ରଇବା ବିସ୍‌ବାସେ ନିଜେ ଡାଟ୍‌ ଅଇତେରୁଆ । ସୁକଲ୍‌ଆତ୍‌ମାର୍‌ ସାଇଜ ନେଇ ପାର୍‌ତନା କର୍‌ତେରୁଆ । 21 ମାପ୍‌ରୁ ଜିସୁକିରିସ୍‌ଟ ବାଉଡି ଆଇବା ଦିନ୍‌କେ ଜାଗ୍‌ତେରୁଆ ଆରି ପର୍‌ମେସରର୍‌ ଆଲାଦେ ବଡିଆସା । ସେନ୍ତାର୍‌ଆଲେ ତମେ ତାର୍‌ସଙ୍ଗ୍‍ କାଲ୍‌କାଲ୍‌ ଜୁଗ୍‌ଜୁଗ୍‌ ରଇସା । କାଇକେବଇଲେ ସେ ଆମ୍‌କେ ଦୟା ଦେକାଇଲା ଆଚେ । 22 ଦୁଇମନିଆ ଅଇବା ଲକ୍‌ମନ୍‌କେ ଦୟା ଦେକାଆ । 23 କେବେ ନ ଲିବ୍‌ବା ଜଇଟାନେଅନି ଚାଡାଇକରି ସେମନ୍‌କେ ରକିଆ କରା । ଡରିକରି ପାପ୍‍କର୍‍ବା ଲକ୍‌ମନ୍‌କେ ଦୟା ଦେକାଆ । ମାତର୍‍ ତାକର୍‌ ପାପ୍‌କାମେ ମୁର୍‌କି ରଇବା ବସ୍‌ତର୍‌ ମିସା ଗିନ୍‌ କରା । 24 ତମେ ଜେନ୍ତାରିକି ନ ଅଦର୍‍ତେ, ପର୍‌ମେସର୍‌ ତମ୍‌କେ ଦେକାରକା କର୍‌ସି । ସେ ଅଇଲାନି ମଇମା ପାଇବା ପର୍‌ମେସର୍‌ । କାଇ ଦସ୍‌ ନ ଦାରି ସାର୍‌ଦାସଙ୍ଗ୍‍ ତମ୍‌କେ ତାର୍‌ ମୁଆଟେ ଟିଆକରାଇବାକେ ତାର୍‌ ବପୁଆଚେ । 25 ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ଲାଗି ସେ ଗଟେକ୍‌ ସେ ପର୍‌ମେସର୍‌, ଜେ କି ଆମ୍‌କେ ରକିଆ କଲାଆଚେ । ସବୁ ଡାକ୍‌ପୁଟା, ମଇମା, ବପୁ ଆରି ସାସନ୍‌ କାଇଟା ନ ଅଇତେ ତାର୍‌ଟାସେ ରଇଲା, ଏବେ ତାର୍‌ଟାସେ ଆଚେ ଆରି କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ତାର୍‌ଟାସେ ରଇସି । ଆମେନ୍‌ !

In Other Versions

Jude 1 in the ANGEFD

Jude 1 in the ANTPNG2D

Jude 1 in the AS21

Jude 1 in the BAGH

Jude 1 in the BBPNG

Jude 1 in the BBT1E

Jude 1 in the BDS

Jude 1 in the BEV

Jude 1 in the BHAD

Jude 1 in the BIB

Jude 1 in the BLPT

Jude 1 in the BNT

Jude 1 in the BNTABOOT

Jude 1 in the BNTLV

Jude 1 in the BOATCB

Jude 1 in the BOATCB2

Jude 1 in the BOBCV

Jude 1 in the BOCNT

Jude 1 in the BOECS

Jude 1 in the BOGWICC

Jude 1 in the BOHCB

Jude 1 in the BOHCV

Jude 1 in the BOHLNT

Jude 1 in the BOHNTLTAL

Jude 1 in the BOICB

Jude 1 in the BOILNTAP

Jude 1 in the BOITCV

Jude 1 in the BOKCV

Jude 1 in the BOKCV2

Jude 1 in the BOKHWOG

Jude 1 in the BOKSSV

Jude 1 in the BOLCB

Jude 1 in the BOLCB2

Jude 1 in the BOMCV

Jude 1 in the BONAV

Jude 1 in the BONCB

Jude 1 in the BONLT

Jude 1 in the BONUT2

Jude 1 in the BOPLNT

Jude 1 in the BOSCB

Jude 1 in the BOSNC

Jude 1 in the BOTLNT

Jude 1 in the BOVCB

Jude 1 in the BOYCB

Jude 1 in the BPBB

Jude 1 in the BPH

Jude 1 in the BSB

Jude 1 in the CCB

Jude 1 in the CUV

Jude 1 in the CUVS

Jude 1 in the DBT

Jude 1 in the DGDNT

Jude 1 in the DHNT

Jude 1 in the DNT

Jude 1 in the ELBE

Jude 1 in the EMTV

Jude 1 in the ESV

Jude 1 in the FBV

Jude 1 in the FEB

Jude 1 in the GGMNT

Jude 1 in the GNT

Jude 1 in the HARY

Jude 1 in the HNT

Jude 1 in the IRVA

Jude 1 in the IRVB

Jude 1 in the IRVG

Jude 1 in the IRVH

Jude 1 in the IRVK

Jude 1 in the IRVM

Jude 1 in the IRVM2

Jude 1 in the IRVO

Jude 1 in the IRVP

Jude 1 in the IRVT

Jude 1 in the IRVT2

Jude 1 in the IRVU

Jude 1 in the ISVN

Jude 1 in the JSNT

Jude 1 in the KAPI

Jude 1 in the KBT1ETNIK

Jude 1 in the KBV

Jude 1 in the KJV

Jude 1 in the KNFD

Jude 1 in the LBA

Jude 1 in the LBLA

Jude 1 in the LNT

Jude 1 in the LSV

Jude 1 in the MAAL

Jude 1 in the MBV

Jude 1 in the MBV2

Jude 1 in the MHNT

Jude 1 in the MKNFD

Jude 1 in the MNG

Jude 1 in the MNT

Jude 1 in the MNT2

Jude 1 in the MRS1T

Jude 1 in the NAA

Jude 1 in the NASB

Jude 1 in the NBLA

Jude 1 in the NBS

Jude 1 in the NBVTP

Jude 1 in the NET2

Jude 1 in the NIV11

Jude 1 in the NNT

Jude 1 in the NNT2

Jude 1 in the NNT3

Jude 1 in the PDDPT

Jude 1 in the PFNT

Jude 1 in the RMNT

Jude 1 in the SBIAS

Jude 1 in the SBIBS

Jude 1 in the SBIBS2

Jude 1 in the SBICS

Jude 1 in the SBIDS

Jude 1 in the SBIGS

Jude 1 in the SBIHS

Jude 1 in the SBIIS

Jude 1 in the SBIIS2

Jude 1 in the SBIIS3

Jude 1 in the SBIKS

Jude 1 in the SBIKS2

Jude 1 in the SBIMS

Jude 1 in the SBIOS

Jude 1 in the SBIPS

Jude 1 in the SBISS

Jude 1 in the SBITS

Jude 1 in the SBITS2

Jude 1 in the SBITS3

Jude 1 in the SBITS4

Jude 1 in the SBIUS

Jude 1 in the SBIVS

Jude 1 in the SBT

Jude 1 in the SBT1E

Jude 1 in the SCHL

Jude 1 in the SUSU

Jude 1 in the SUSU2

Jude 1 in the SYNO

Jude 1 in the TBIAOTANT

Jude 1 in the TBT1E

Jude 1 in the TBT1E2

Jude 1 in the TFTIP

Jude 1 in the TFTU

Jude 1 in the TGNTATF3T

Jude 1 in the THAI

Jude 1 in the TNFD

Jude 1 in the TNT

Jude 1 in the TNTIK

Jude 1 in the TNTIL

Jude 1 in the TNTIN

Jude 1 in the TNTIP

Jude 1 in the TNTIZ

Jude 1 in the TOMA

Jude 1 in the TTENT

Jude 1 in the UBG

Jude 1 in the UGV

Jude 1 in the UGV2

Jude 1 in the UGV3

Jude 1 in the VBL

Jude 1 in the VDCC

Jude 1 in the YALU

Jude 1 in the YAPE

Jude 1 in the YBVTP

Jude 1 in the ZBP