Romans 6 (SNT)

1 ସେନ୍ତିଆଲେ କାଇଟା କଉଁ ? ପରମେସରର୍‌ ଜିବନ୍‌ଦୁକାନି ଆରି ଅଦିକ୍‌ ମିଲ୍‌ସି ବଲି ଆମେ କାଇ ଆରି ସେ ପାପେ ରଇକରି ଚଲାଚଲ୍‌ତି କରୁ କି ? 2 ନାଇ କେବେ ନାଇ । ପାପ୍‌ କର୍‌ବା ବିସଇତେଇ ଆମେ ମରିଗାଲୁଆଚୁ । ଆରି କେନ୍ତି ପାପ୍‌ କର୍‌ତେସେ ରଇବୁ ? 3 ତମେ ଜାନାସ୍‌, ଡୁବନ୍‌ ନେଲାକେ ଜିସୁକିରିସ୍‌ଟର୍‌ ସଙ୍ଗ୍‌ ମିସିକରି ଆମେ ତାର୍‌ ମରନେ ମିସା ମିସିଆଚୁ । 4 ସେଟାର୍‌ପାଇ ଡୁବନ୍‌ ନେଲାପଚେ ଆମେ ତାର୍‌ ମରନେ ମିସି, ତାର୍‌ ସଙ୍ଗ୍‌ ତପି ଅଇଲୁଆଚୁ । ସେ ଜେନ୍ତାରି ବାବାର୍‌ ଡାକ୍‌ପୁଟା ବପୁ ସଙ୍ଗ୍‍ ଆରିତରେକ୍‌ ଉଟ୍‌ଲା, ଆମେ ମିସା ସେନ୍ତାରି ନୁଆ ଜିବନ୍‌ ପାଇକରି ଚଲାଚଲ୍‌ତି କର୍‌ବାର୍‌ ଆଚେ । 5 କାଇକେବଇଲେ ଆମେ ମରନେ ମିସି ତାର୍‌ ସଙ୍ଗ୍‌ ଗଟେକ୍‌ ଅଇଲୁ ଆଚୁ, ତାକେ ଆରିତରେକ୍‌ ଉଟ୍‌ବାତେଇ ମିସା, ତାର୍‌ ସଙ୍ଗ୍‌ ଗଟେକ୍‌ ଅଇକରି ରଇବୁ । 6 ଆମେ ଜାନିଆଚୁ, କିରିସ୍‌ଟର୍‌ ସଙ୍ଗ୍‌ କୁର୍‌ସେ ଆମର୍‌ ପୁର୍‌ନା ଜିବନ୍‌ ମରିଗାଲାଆଚେ । ତେଇଅନି ଆମର୍‌ ପାପର୍‌ ଚଲାଚଲ୍‌ତି କୁରୁପ୍‌ନାସ୍‌ ଅଇଲା ଆଚେ ଆରି ଆମେ ପାପର୍‌ ଗତିଅନି ମୁକ୍‌ଲିଆଚୁ । 7 କାଇକେବଇଲେ ମୁନୁସ୍‌ ମରିଗାଲେସେ, ପାପର୍‌ ବାନ୍ଦନେଅନି ରକିଆ ପାଇସି । 8 ଆମେ ଜିସୁର୍‌ ସଙ୍ଗ୍‌ ମରିରଇଲାର୍‌ ପାଇ, ତାର୍‌ ସଙ୍ଗ୍‌ ମିସା ଜିବନ୍‌ ଅଇବୁ ବଲି ବିସ୍‌ବାସ୍‌ କଲୁନି । 9 ଆମେ ଜାନୁ, କିରିସ୍‌ଟ ମଲାତେଇଅନି ଉଟ୍‌ଲାର୍‌ପାଇ, ସେ ଆରି କେବେ ମିସା ନ ମରେ । ତାର୍‌ ଉପ୍‌ରେ ଆରି କେବେ ମରନର୍‌ ସାସନ୍‌ ନ ଚାଲେ । 10 ସେ ଜନ୍‌ ମରନ୍‌ ପାଇଲା, ତାର୍‌ଲାଗି ପାପର୍‌ ବପୁତେଇଅନି ଏକାତରେକ୍‌ ଆମ୍‍କେ ମୁକ୍‌ଲାଇଲା । ସେ ଏବେ ଜନ୍‌ ଜିବନେ ଜିଇଲାନି, ସେଟା ପରମେସର୍‌ ସଙ୍ଗ୍‌ ମିସିକରି ରଇଲା ଜିବନ୍‌ । 11 ସେନ୍ତାରି ତମେ ମିସା ପାପେ ମରିଜାଇଆଚୁ ବଲି ଏତାଆ । ତମେ ଏବେ କିରିସ୍‌ଟ ଜିସୁର୍‌ ଜିବନେଅନି ପରମେସର୍‌ ସଙ୍ଗ୍‌ ମିସ୍‌ଲାସ୍‌ । 12 ତମର୍‌ ନସିଜିବା ଗାଗଡ୍‌ ଉପ୍‌ରେ ଆରି ପାପ୍‌ ଅଦିକାର୍‌ ନ କର, ସେଟାର୍‌ପାଇ ଆମର୍‌ ଏ ଗାଗଡ୍‌ ମନ୍‌କର୍‌ବା କାରାପ୍‌ ବିସଇ ମାନିକରି ରୁଆନାଇ । 13 କାରାପ୍‌ କାମର୍‌ ଲାଗି ଆମର୍‌ ଗାଗଡର୍‌ କଣ୍ଡେକ୍‌ ବାଗ୍‌ ମିସା ପାପ୍‌ କର୍‌ବାକେ ଦିଆସ୍‌ନାଇ । ମାତର୍‌ ଦରମ୍‌ କାମ୍‌ କର୍‌ବାପାଇ ତମର୍‌ ଗୁଲାଇ ଗାଗଡ୍‌ ତାକେ ସର୍‌ପି ଦିଆସ୍‌ । ପର୍‌ମେସର୍‌ ତମ୍‌କେ ମରନେଅନି ଜିବନ୍‌ କରି ଆନ୍‌ଲାଆଚେ । 14 କାଇକେ ବଇଲେ ପାପ୍‌ ତମର୍‌ ଉପ୍‌ରେ ସାସନ୍‌ ନ କର । ତମେ ଆରି ନିୟମର୍‌ ତଲେ ନାଇ । ମାତର୍‌ ପରମେସରର୍‌ ଜିବନ୍‌ଦୁକାନି ଅନି କାଇଟା ନ ଅଇତେ ଆଚାସ୍‌ । 15 ସେନ୍ତିଆଲେ ଆମେ ନିୟମର୍‌ ତଲେ ନ ରଇ, ପରମେସରର୍‌ ଜିବନ୍‌ଦୁକାନି ପାଇଲୁ ଆଚୁ ବଲି ପାପ୍‌ କର୍‌ତେ ରଉଁ କି ? ନାଇ, କେବେ ମିସା ନଏଁ । 16 ଏଲେ ମିସା ତମେ ଜାନିଆଚାସ୍‌, ଜଦି ତମେ କାକେ ତର୍‌ ତଲେ ଆକା ମୁଇ ବଲି କଇକରି ତାର୍‌ ପୁରାପୁରୁନ୍‌ କାତାମାନ୍‍ସା ବଇଲେ, ତମେ ତାର୍‌ ଗେନ୍‌ଲା ଗତିଦାଙ୍ଗ୍‌ଡା । ଜଦି ପାପର୍‌ ଗତିଦାଙ୍ଗ୍‌ଡା ଅଇସା, ଏଟାର୍‌ ଦସା ଅଇସି ମରନ୍‌, ଜଦି ଦରମର୍‌ ବାଟେ ଇଣ୍ଡ୍‌ସା, ବଇଲେ ନ ସାର୍‌ବା ଜିବନ୍‌ ପାଇସା । 17 ମୁଇ ପରମେସର୍‌କେ ଦନିଅବାଦ୍‌ କଲିନି, ତମେ ଗଟେକ୍‌ ବେଲାଇ ପାପର୍‌ ଗତିଦାଙ୍ଗ୍‌ଡା ଅଇରଇଲାସ୍‌ ମିସା, ଏବେ ଜନ୍‌ ସିକିଆ ଟାନେ ପାଇରଇବା ସତ୍‌, ପୁରାପୁରୁନ୍‌ ମନ୍‌ଦେଇକରି ନାମ୍‍ଲାସ୍‌ନି । 18 ଏବେ ତମେ ପାପେଅନି ମୁକ୍‌ଲିକରି ଦରମର୍‌ ଗତିଦାଙ୍ଗ୍‌ଡା ଅଇଆଚାସ୍‌ । 19 ଗଟେକ୍‌ ବେଲାଇ ତମେ ତମର୍‌ ଗୁଲାଇ ଗାଗଡ୍‌, ମନ୍‌, ପରାନ୍‌, ଅସୁକଲ୍‌ ଆରି କାରାପ୍‌ ଚଲାଚଲ୍‌ତି କର୍‌ବାକେ ଗତିଦାଙ୍ଗ୍‌ଡା ଅଇ ସର୍‌ପି ଦେଇରଇଲାସ୍‌ । ସେନ୍ତାରିସେ ସୁକଲ୍‌ ଆରି ଦରମ୍‌ ଚଲାଚଲ୍‌ତିର୍‌ପାଇ ଦରମର୍‌ ଲଗେ ନିଜ୍‌କେ ପୁରାପୁରୁନ୍‌ ସର୍‌ପିଦିଆସ୍‌ । 20 ତମେ ପାପର୍‌ ଗତିଦାଙ୍ଗ୍‌ଡା ରଇଲାବେଲେ, ଦରମ୍‌ ଜିବନ୍‌ ଜିଇବାକେ ମୁର୍‌ମୁରା ଅଇରଇଲାସ୍‌ । 21 ଏବେ ତମ୍‌କେ ଜନ୍‌ କାମ୍‌ମନ୍‌ କର୍‌ବାକେ ଲାଜ୍‌ଲାଗ୍‌ଲାନି, ସେଡ୍‌କିବେଲେ ସେ ସବୁ କର୍‌ତେ ରଇଲାସ୍‌ । ତେଇଅନି ତମ୍‌କେ କାଇ ଲାବ୍‌ ଅଇଲା ? ସେ ସବୁ କାମର୍‌ ଦସା ଅଇଲାନି ମରନ୍‌ । 22 ମାତର୍‌ ତମେ ଏବେ ପାପେଅନି ମୁକ୍‌ଲିକରି ପରମେସରର୍‌ ଗତିଦାଙ୍ଗ୍‌ଡା ଅଇଆଚାସ୍‌ । ଏଟାର୍‌ ଲାବ୍‌ ଅଇଲାନି, ପରମେସରର୍‌ତେଇ ପୁରାପୁରୁନ୍‌ ସଲଦ୍‌ । ଆରି ଇତିଅନି ମିଲ୍‌ବାଟା ଅଇଲାନି ନ ସାର୍‌ବା ଜିବନ୍‌ । 23 ପାପ୍‌ କାମର୍‌ ବୁତି ଅଇଲାନି ମରନ୍‌, ମାତର୍‌ ପରମେସର୍‌ ଜାଚାଇକରି ଦାନ୍‌ ଦେଇଆଚେ । ସେଟା ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ସଙ୍ଗ୍‌ ମିସିକରି ମିଲାଇର‍ଇବା ନ ସାର୍‌ବା ଜିବନ୍‌ ।

In Other Versions

Romans 6 in the ANGEFD

Romans 6 in the ANTPNG2D

Romans 6 in the AS21

Romans 6 in the BAGH

Romans 6 in the BBPNG

Romans 6 in the BBT1E

Romans 6 in the BDS

Romans 6 in the BEV

Romans 6 in the BHAD

Romans 6 in the BIB

Romans 6 in the BLPT

Romans 6 in the BNT

Romans 6 in the BNTABOOT

Romans 6 in the BNTLV

Romans 6 in the BOATCB

Romans 6 in the BOATCB2

Romans 6 in the BOBCV

Romans 6 in the BOCNT

Romans 6 in the BOECS

Romans 6 in the BOGWICC

Romans 6 in the BOHCB

Romans 6 in the BOHCV

Romans 6 in the BOHLNT

Romans 6 in the BOHNTLTAL

Romans 6 in the BOICB

Romans 6 in the BOILNTAP

Romans 6 in the BOITCV

Romans 6 in the BOKCV

Romans 6 in the BOKCV2

Romans 6 in the BOKHWOG

Romans 6 in the BOKSSV

Romans 6 in the BOLCB

Romans 6 in the BOLCB2

Romans 6 in the BOMCV

Romans 6 in the BONAV

Romans 6 in the BONCB

Romans 6 in the BONLT

Romans 6 in the BONUT2

Romans 6 in the BOPLNT

Romans 6 in the BOSCB

Romans 6 in the BOSNC

Romans 6 in the BOTLNT

Romans 6 in the BOVCB

Romans 6 in the BOYCB

Romans 6 in the BPBB

Romans 6 in the BPH

Romans 6 in the BSB

Romans 6 in the CCB

Romans 6 in the CUV

Romans 6 in the CUVS

Romans 6 in the DBT

Romans 6 in the DGDNT

Romans 6 in the DHNT

Romans 6 in the DNT

Romans 6 in the ELBE

Romans 6 in the EMTV

Romans 6 in the ESV

Romans 6 in the FBV

Romans 6 in the FEB

Romans 6 in the GGMNT

Romans 6 in the GNT

Romans 6 in the HARY

Romans 6 in the HNT

Romans 6 in the IRVA

Romans 6 in the IRVB

Romans 6 in the IRVG

Romans 6 in the IRVH

Romans 6 in the IRVK

Romans 6 in the IRVM

Romans 6 in the IRVM2

Romans 6 in the IRVO

Romans 6 in the IRVP

Romans 6 in the IRVT

Romans 6 in the IRVT2

Romans 6 in the IRVU

Romans 6 in the ISVN

Romans 6 in the JSNT

Romans 6 in the KAPI

Romans 6 in the KBT1ETNIK

Romans 6 in the KBV

Romans 6 in the KJV

Romans 6 in the KNFD

Romans 6 in the LBA

Romans 6 in the LBLA

Romans 6 in the LNT

Romans 6 in the LSV

Romans 6 in the MAAL

Romans 6 in the MBV

Romans 6 in the MBV2

Romans 6 in the MHNT

Romans 6 in the MKNFD

Romans 6 in the MNG

Romans 6 in the MNT

Romans 6 in the MNT2

Romans 6 in the MRS1T

Romans 6 in the NAA

Romans 6 in the NASB

Romans 6 in the NBLA

Romans 6 in the NBS

Romans 6 in the NBVTP

Romans 6 in the NET2

Romans 6 in the NIV11

Romans 6 in the NNT

Romans 6 in the NNT2

Romans 6 in the NNT3

Romans 6 in the PDDPT

Romans 6 in the PFNT

Romans 6 in the RMNT

Romans 6 in the SBIAS

Romans 6 in the SBIBS

Romans 6 in the SBIBS2

Romans 6 in the SBICS

Romans 6 in the SBIDS

Romans 6 in the SBIGS

Romans 6 in the SBIHS

Romans 6 in the SBIIS

Romans 6 in the SBIIS2

Romans 6 in the SBIIS3

Romans 6 in the SBIKS

Romans 6 in the SBIKS2

Romans 6 in the SBIMS

Romans 6 in the SBIOS

Romans 6 in the SBIPS

Romans 6 in the SBISS

Romans 6 in the SBITS

Romans 6 in the SBITS2

Romans 6 in the SBITS3

Romans 6 in the SBITS4

Romans 6 in the SBIUS

Romans 6 in the SBIVS

Romans 6 in the SBT

Romans 6 in the SBT1E

Romans 6 in the SCHL

Romans 6 in the SUSU

Romans 6 in the SUSU2

Romans 6 in the SYNO

Romans 6 in the TBIAOTANT

Romans 6 in the TBT1E

Romans 6 in the TBT1E2

Romans 6 in the TFTIP

Romans 6 in the TFTU

Romans 6 in the TGNTATF3T

Romans 6 in the THAI

Romans 6 in the TNFD

Romans 6 in the TNT

Romans 6 in the TNTIK

Romans 6 in the TNTIL

Romans 6 in the TNTIN

Romans 6 in the TNTIP

Romans 6 in the TNTIZ

Romans 6 in the TOMA

Romans 6 in the TTENT

Romans 6 in the UBG

Romans 6 in the UGV

Romans 6 in the UGV2

Romans 6 in the UGV3

Romans 6 in the VBL

Romans 6 in the VDCC

Romans 6 in the YALU

Romans 6 in the YAPE

Romans 6 in the YBVTP

Romans 6 in the ZBP