Song of Songs 8 (IRVO)

1 ଆହା, ଯେ ମୋʼ ମାତାଙ୍କର ସ୍ତନ୍ୟପାନ କରିଅଛି,ଏପରି ମୋʼ ସହୋଦର ତୁଲ୍ୟ ଯେବେ ତୁମ୍ଭେ ହୁଅନ୍ତ!ତେବେ ମୁଁ ତୁମ୍ଭକୁ ବାହାରେ ଦେଖିଲେ, ତୁମ୍ଭକୁ ଚୁମ୍ବନ ଦିଅନ୍ତି;ଆଉ, କେହି ମୋତେ ତୁଚ୍ଛ କରନ୍ତା ନାହିଁ। 2 ମୁଁ ତୁମ୍ଭକୁ ପଥ କଢ଼ାଇ ଆପଣା ମାତାଙ୍କ ଗୃହକୁ ଘେନି ଆସନ୍ତି,ସେ ମୋତେ ଶିକ୍ଷା ଦିଅନ୍ତେ;ମୁଁ ତୁମ୍ଭକୁ ସୁଗନ୍ଧି ମିଶ୍ରିିତ ଦ୍ରାକ୍ଷାରସ,ମୋହର ଡାଳିମ୍ବରସ ପାନ କରାନ୍ତି। 3 ତାଙ୍କ ବାମ ହସ୍ତ ମୋʼ ମସ୍ତକ ତଳେ ରହିବଓ ତାଙ୍କ ଡାହାଣ ହସ୍ତ ମୋତେ ଆଲିଙ୍ଗନ କରିବ। 4 ହେ ଯିରୂଶାଲମର କନ୍ୟାଗଣ, ମୁଁ ତୁମ୍ଭମାନଙ୍କୁ ଶପଥ ଦେଉଅଛି ଯେ,ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତତୁମ୍ଭେମାନେ ପ୍ରେମକୁ ଜଗାଅ ନାହିଁ, କି ଉତ୍ତେଜିତ କର ନାହିଁ। 5 ଆପଣା ପ୍ରିୟତମଙ୍କ ଉପରେ ଆଉଜିପଡ଼ି ପ୍ରାନ୍ତରରୁ ଆସୁଅଛି ଯେ, ସେ କିଏ?ନାଗରଙ୍ଗ ବୃକ୍ଷ ତଳେ ମୁଁ ତୁମ୍ଭକୁ ଜଗାଇଲି;ସେଠାରେ ତୁମ୍ଭ ମାତା ତୁମ୍ଭ ପାଇଁ ପ୍ରସବ ବେଦନାଗ୍ରସ୍ତା ହେଲେ,ସେଠାରେ ସେ ପ୍ରସବ ବେଦନାଗ୍ରସ୍ତା ହୋଇ ତୁମ୍ଭକୁ ପ୍ରସବ କଲେ। 6 ତୁମ୍ଭେ ମୋତେ ମୋହର ତୁଲ୍ୟ ଆପଣା ହୃଦୟରେ,ମୋହର ତୁଲ୍ୟ ଆପଣା ବାହୁରେ ଧାରଣ କର;କାରଣ ପ୍ରେମ ମୃତ୍ୟୁୁ ପରି ବଳବାନ;ଅନ୍ତର୍ଜ୍ୱାଳା ପାତାଳ ପରି ଦୃଢ଼;ତହିଁର ଶିଖା ଅଗ୍ନିଶିଖା, ଅତି ଭୟଙ୍କର ଅଗ୍ନିଶିଖା। 7 ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନ ପାରେ,କିଅବା ବଢ଼ି ତାହା ବୁଡ଼ାଇ ନ ପାରେ;ଯଦି କେହି ପ୍ରେମ ନିମନ୍ତେ ଆପଣା ଗୃହର ସର୍ବସ୍ୱ ଦେବ,ତେବେ ସେ ଲୋକ ନିତାନ୍ତ ତୁଚ୍ଛୀକୃତ ହେବ। 8 ଆମ୍ଭମାନଙ୍କର ଗୋଟିଏ ସାନ ଭଗିନୀ ଅଛି,ତାହାର ସ୍ତନ ହୋଇ ନାହିଁ;ଲୋକେ ଆମ୍ଭମାନଙ୍କ ଭଗିନୀକୁ ମାଗିବା ଦିନରେଆମ୍ଭେମାନେ ତାହା ପାଇଁ କଅଣ କରିବା? 9 ଯଦି ସେ ପ୍ରାଚୀର ସ୍ୱରୂପା ହୁଏ,ତେବେ ଆମ୍ଭେମାନେ ତାହା ଉପରେ ରୂପାର ଦୁର୍ଗ ନିର୍ମାଣ କରିବା;ଆଉ, ଯଦି ସେ ଦ୍ୱାର ସ୍ୱରୂପା ହୁଏ,ତେବେ ଆମ୍ଭେମାନେ ଏରସ ପଟାରେ ତାହାକୁ ଆବରଣ କରିବା। 10 ମୁଁ ପ୍ରାଚୀର ସ୍ୱରୂପା ଓ ମୋହର ସ୍ତନ ତହିଁର ଦୁର୍ଗ ସ୍ୱରୂପ;ସେହି ସମୟରେ ତାଙ୍କ ଦୃଷ୍ଟିରେ ମୁଁ ଶାନ୍ତିପ୍ରାପ୍ତାର ତୁଲ୍ୟ ଥିଲି। 11 ବାଲ-ହାମୋନରେ ଶଲୋମନଙ୍କର ଏକ ଦ୍ରାକ୍ଷାକ୍ଷେତ୍ର ଥିଲା;ସେ ରକ୍ଷକମାନଙ୍କୁ ତାହା ଭଡ଼ା ଦେଇଥିଲେ;ପ୍ରତ୍ୟେକ ରକ୍ଷକକୁ ତହିଁର ଫଳ ପାଇଁ ଏକ ଏକ ସହସ୍ର ରୂପା ମୁଦ୍ରା ଦେବାକୁ ପଡ଼ିଲା। 12 ମୋହର ଦ୍ରାକ୍ଷାକ୍ଷେତ୍ର ମୋʼ ସମ୍ମୁଖରେ ଅଛି;ହେ ଶଲୋମନ, ସେହି ସହସ୍ର ମୁଦ୍ରା ତୁମ୍ଭେ ପାଇବଓ ତହିଁର ଫଳରକ୍ଷକମାନେ ଦୁଇ ଶତ ମୁଦ୍ରା ପାଇବେ। 13 ହେ ଉପବନବାସିନୀ,ମିତ୍ରଗଣ ତୁମ୍ଭର ରବ ଶୁଣନ୍ତି;ତାହା ମୋତେ ଶ୍ରବଣ କରାଅ। 14 ହେ ମୋହର ପ୍ରିୟତମ, ଚଞ୍ଚଳ ହୁଅ,ସୁଗନ୍ଧିମୟ ପର୍ବତଶ୍ରେଣୀ ଉପରେତୁମ୍ଭେ ମୃଗ ବା ହରିଣଶାବକ ତୁଲ୍ୟ ହୁଅ।

In Other Versions

Song of Songs 8 in the ANGEFD

Song of Songs 8 in the ANTPNG2D

Song of Songs 8 in the AS21

Song of Songs 8 in the BAGH

Song of Songs 8 in the BBPNG

Song of Songs 8 in the BBT1E

Song of Songs 8 in the BDS

Song of Songs 8 in the BEV

Song of Songs 8 in the BHAD

Song of Songs 8 in the BIB

Song of Songs 8 in the BLPT

Song of Songs 8 in the BNT

Song of Songs 8 in the BNTABOOT

Song of Songs 8 in the BNTLV

Song of Songs 8 in the BOATCB

Song of Songs 8 in the BOATCB2

Song of Songs 8 in the BOBCV

Song of Songs 8 in the BOCNT

Song of Songs 8 in the BOECS

Song of Songs 8 in the BOGWICC

Song of Songs 8 in the BOHCB

Song of Songs 8 in the BOHCV

Song of Songs 8 in the BOHLNT

Song of Songs 8 in the BOHNTLTAL

Song of Songs 8 in the BOICB

Song of Songs 8 in the BOILNTAP

Song of Songs 8 in the BOITCV

Song of Songs 8 in the BOKCV

Song of Songs 8 in the BOKCV2

Song of Songs 8 in the BOKHWOG

Song of Songs 8 in the BOKSSV

Song of Songs 8 in the BOLCB

Song of Songs 8 in the BOLCB2

Song of Songs 8 in the BOMCV

Song of Songs 8 in the BONAV

Song of Songs 8 in the BONCB

Song of Songs 8 in the BONLT

Song of Songs 8 in the BONUT2

Song of Songs 8 in the BOPLNT

Song of Songs 8 in the BOSCB

Song of Songs 8 in the BOSNC

Song of Songs 8 in the BOTLNT

Song of Songs 8 in the BOVCB

Song of Songs 8 in the BOYCB

Song of Songs 8 in the BPBB

Song of Songs 8 in the BPH

Song of Songs 8 in the BSB

Song of Songs 8 in the CCB

Song of Songs 8 in the CUV

Song of Songs 8 in the CUVS

Song of Songs 8 in the DBT

Song of Songs 8 in the DGDNT

Song of Songs 8 in the DHNT

Song of Songs 8 in the DNT

Song of Songs 8 in the ELBE

Song of Songs 8 in the EMTV

Song of Songs 8 in the ESV

Song of Songs 8 in the FBV

Song of Songs 8 in the FEB

Song of Songs 8 in the GGMNT

Song of Songs 8 in the GNT

Song of Songs 8 in the HARY

Song of Songs 8 in the HNT

Song of Songs 8 in the IRVA

Song of Songs 8 in the IRVB

Song of Songs 8 in the IRVG

Song of Songs 8 in the IRVH

Song of Songs 8 in the IRVK

Song of Songs 8 in the IRVM

Song of Songs 8 in the IRVM2

Song of Songs 8 in the IRVP

Song of Songs 8 in the IRVT

Song of Songs 8 in the IRVT2

Song of Songs 8 in the IRVU

Song of Songs 8 in the ISVN

Song of Songs 8 in the JSNT

Song of Songs 8 in the KAPI

Song of Songs 8 in the KBT1ETNIK

Song of Songs 8 in the KBV

Song of Songs 8 in the KJV

Song of Songs 8 in the KNFD

Song of Songs 8 in the LBA

Song of Songs 8 in the LBLA

Song of Songs 8 in the LNT

Song of Songs 8 in the LSV

Song of Songs 8 in the MAAL

Song of Songs 8 in the MBV

Song of Songs 8 in the MBV2

Song of Songs 8 in the MHNT

Song of Songs 8 in the MKNFD

Song of Songs 8 in the MNG

Song of Songs 8 in the MNT

Song of Songs 8 in the MNT2

Song of Songs 8 in the MRS1T

Song of Songs 8 in the NAA

Song of Songs 8 in the NASB

Song of Songs 8 in the NBLA

Song of Songs 8 in the NBS

Song of Songs 8 in the NBVTP

Song of Songs 8 in the NET2

Song of Songs 8 in the NIV11

Song of Songs 8 in the NNT

Song of Songs 8 in the NNT2

Song of Songs 8 in the NNT3

Song of Songs 8 in the PDDPT

Song of Songs 8 in the PFNT

Song of Songs 8 in the RMNT

Song of Songs 8 in the SBIAS

Song of Songs 8 in the SBIBS

Song of Songs 8 in the SBIBS2

Song of Songs 8 in the SBICS

Song of Songs 8 in the SBIDS

Song of Songs 8 in the SBIGS

Song of Songs 8 in the SBIHS

Song of Songs 8 in the SBIIS

Song of Songs 8 in the SBIIS2

Song of Songs 8 in the SBIIS3

Song of Songs 8 in the SBIKS

Song of Songs 8 in the SBIKS2

Song of Songs 8 in the SBIMS

Song of Songs 8 in the SBIOS

Song of Songs 8 in the SBIPS

Song of Songs 8 in the SBISS

Song of Songs 8 in the SBITS

Song of Songs 8 in the SBITS2

Song of Songs 8 in the SBITS3

Song of Songs 8 in the SBITS4

Song of Songs 8 in the SBIUS

Song of Songs 8 in the SBIVS

Song of Songs 8 in the SBT

Song of Songs 8 in the SBT1E

Song of Songs 8 in the SCHL

Song of Songs 8 in the SNT

Song of Songs 8 in the SUSU

Song of Songs 8 in the SUSU2

Song of Songs 8 in the SYNO

Song of Songs 8 in the TBIAOTANT

Song of Songs 8 in the TBT1E

Song of Songs 8 in the TBT1E2

Song of Songs 8 in the TFTIP

Song of Songs 8 in the TFTU

Song of Songs 8 in the TGNTATF3T

Song of Songs 8 in the THAI

Song of Songs 8 in the TNFD

Song of Songs 8 in the TNT

Song of Songs 8 in the TNTIK

Song of Songs 8 in the TNTIL

Song of Songs 8 in the TNTIN

Song of Songs 8 in the TNTIP

Song of Songs 8 in the TNTIZ

Song of Songs 8 in the TOMA

Song of Songs 8 in the TTENT

Song of Songs 8 in the UBG

Song of Songs 8 in the UGV

Song of Songs 8 in the UGV2

Song of Songs 8 in the UGV3

Song of Songs 8 in the VBL

Song of Songs 8 in the VDCC

Song of Songs 8 in the YALU

Song of Songs 8 in the YAPE

Song of Songs 8 in the YBVTP

Song of Songs 8 in the ZBP