1 John 4 (SNT)

1 ଏ ଆଲାଦର୍‌ ବାଇବଇନିମନ୍‌, ଜଦି କେ ମିସା ପର୍‌ମେସରର୍‌ ଆତ୍‌ମା ମର୍‌ଟାନେ ଆଚେ, ବଲି କଇବା ଲକ୍‌ମନର୍‌ କାତା ବିସ୍‌ବାସ୍‌ କର୍‌ବାର୍‌ ନାଇ । ମାତର୍‌ ସେନ୍ତାରି ଲକର୍‌ଟାନେ ସତଇସେ ପର୍‌ମେସରର୍‌ ଆତ୍‌ମା ଆଚେ କି ନାଇ ଜାନ୍‌ବାକେ ମନ୍‌ଦିଆନ୍‌ ଦେଇ ସେ କଇବା କାତା ପରିକା କର୍‌ବାର୍‌ ଆଚେ । କାଇକେବଇଲେ ମିଚ୍‌ କାତା ସିକାଉମନ୍‌ ବେସି ଲକ୍‌ ବାରଇଆଚତ୍‌ । ପର୍‌ମେସରର୍‌ ଟାନେଅନି ମିଲାଇଲା କବର୍‌ ବଲି ସବୁବାଟେ ଗାଲାଇ ଆଚତ୍‌ । 2 ଗଟେକ୍‌ ଲକର୍‌ଟାନେ ପର୍‌ମେସରର୍‌ ଆତ୍‌ମା ଆଚେ କି ନାଇ ବଲି ଏନ୍ତାରି ତମେ ଜାନ୍‌ସା । ଜେ ଜିସୁକିରିସ୍‌ଟ ନର୍‌ରୁପ୍‌ ଦାରି ଏ ଜଗତେ ଆଇଲା ବଲି କଇଲେ, ତାର୍‌ଟାନେ ପର୍‌ମେସରର୍‌ ଆତ୍‌ମା ଆଚେ । 3 ମାତର୍‌ ଜେ କି ଏ କାତା ନ ମାନେ, ତାର୍‌ଟାନେ ପର୍‌ମେସରର୍‌ ଆତ୍‌ମା ନାଇ । ସେନ୍ତାରି ଲକ୍‌ମନର୍‌ଟାନେ କିରିସ୍‌ଟର୍‌ ବିରଦିର୍‌ ଆତ୍‌ମା ଆଚେ । ଏ ଆତ୍‌ମା ଜଗତେ ଆଇସି ବଲି ତମେ ସୁନିଆଚାସ୍‌ । ସେନ୍ତାରି ସେ ଆତ୍‌ମା ଆଇଲାଆଚେ । ଆରି ଏବେ ମିସା ସେଟା ଜଗତେ ଆଚେ । 4 ମାତର୍‌ ତମେ ପର୍‌ମେସରର୍‌ ଲକ୍‌ । ଏ ଆଲାଦର୍‌ ପିଲାମନ୍‌, ସେନ୍ତାରି ବୁଲ୍‌ ସିକିଆ ଦେଉମନର୍‌ କାତା ମାନା ନାଇ । କାଇକେବଇଲେ ତମର୍‌ଟାନେ ରଇବା ଆତ୍‌ମା ଏ ଜଗତର୍‌ ଲକ୍‌ମନର୍‌ ଆତ୍‌ମାତେଇଅନି ଅଦିକ୍‌ ବପୁଟା । 5 ସେମନ୍‌ ଏ ଜଗତର୍‌ ଲକ୍‌ । ଆରି ଏ ଜଗତର୍‌ ଲକ୍‌ମନ୍‌ ତାକର୍‌ କାତା ସୁନ୍‌ବାଇ । କାଇକେବଇଲେ ସେମନର୍‌ ସିକିଆ ଆରି ଏ ଜଗତର୍‌ ଲକ୍‌ମନର୍‌ ସିକିଆ ସମାନ୍‌ଆଚେ । 6 ମାତର୍‌ ଆମେ ପର୍‌ମେସରର୍‌ ଲକ୍‌ । ଆରି ଜେତ୍‌କି ଲକ୍‌ ପର୍‌ମେସର୍‌କେ ଜାନିଆଚତ୍‌, ସେମନ୍‌ ସବୁ ଆମର୍‌ ସିକିଆ ମାନ୍‌ବାଇ । ମାତର୍‌ ଜେତ୍‌କି ପର୍‌ମେସରର୍‌ ଲକ୍‌ ନଅତ୍‌, ଆମର୍‌ ସିକିଆ ନ ମାନତ୍‌ । ଏଟାର୍‌ଲାଗି ଗଟେକ୍‌ ଲକ୍‌କେ ସତ୍‌ ଆତ୍‌ମା ଆଚେ କି ସଇତାନର୍‌ ଆତ୍‌ମା ଆଚେ ବଲି ଜାନିଅଇସି । 7 ଏ ମର୍‌ ଆଲାଦର୍‌ ମଇତର୍‌ମନ୍‌, ଆମେ ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଆଲାଦ୍‌ କରାକରି ଅଉଁ । କାଇକେବଇଲେ ଆଲାଦ୍‌ କର୍‌ବାକେ ପର୍‌ମେସର୍‌ ଆମ୍‌କେ ସାଇଜ କର୍‌ସି । ଜେ ଜଦି ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ସି, ସେ ପର୍‌ମେସରର୍‌ ପିଲା ଆରି ପର୍‌ମେସର୍‌କେ ଜାନେ । 8 ଜେ ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ ନ କରେ, ସେ ପର୍‌ମେସର୍‌କେ ନାଜାନେ । କାଇକେବଇଲେ ପର୍‌ମେସର୍‌ ସବୁବେଲେ ଆଲାଦ୍‌କାରିଆ । 9 ପର୍‌ମେସର୍‌ ଏନ୍ତାରି ଆମର୍‌ପାଇ ତାର୍‌ ଆଲାଦ୍‌ ଦେକାଇଲା । ସେ ଗଟେକ୍‌ ବଲି ତାର୍‌ ପିଲାକେ ଏ ଜଗତେ ପାଟାଇଲା । ଜେନ୍ତାରିକି ତାର୍‌ଲାଗି ଆମେ ନ ସାର୍‌ବା ଜିବନ୍‌ ପାଇବୁ । 10 ଏନ୍ତାରି ନଏଁଜେ, ଆମେ ପର୍‌ମେସର୍‌କେ ଆଲାଦ୍‌ କଲୁ, ମାତର୍‌ ସେ ଆମ୍‌କେ ଆଲାଦ୍‌ କଲା । ଆରି କୁରୁସ୍‌କାଟେ ମଲାର୍‌ପାଇ ଆମର୍‌ ଡଣ୍ଡ୍‌ ପାଇବାକେ ତାର୍‌ ପଅକେ ପାଟାଇଲା । ଏଟା ଅଇଲାନି ସତ୍‌ସଙ୍ଗ୍ ଆଲାଦ୍‌ କର୍‌ବାଟା । 11 ଏ ମର୍‌ ଆଲାଦର୍‌ ମଇତର୍‌ମନ୍‌, ଜେନ୍ତିକି ପର୍‌ମେସର୍‌ ଆମ୍‌କେ ଏତେକ୍‌ ଆଲାଦ୍‌ କଲାର୍‌ପାଇ, ଆମେମିସା ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ସେନ୍ତାରି ଆଲାଦ୍‌ କର୍‌ବାର୍‌ ଆଚେ । 12 କେ ମିସା ପର୍‌ମେସର୍‌କେ ଦେକତ୍‌ ନାଇତା । ମାତର୍‌ ଆମେ ଜଦି ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଆଲାଦ୍‌ କଲେ, ପର୍‌ମେସର୍‌ ଆମର୍‌ ସଙ୍ଗ୍ ମିସିଆଚେ । ସେ ଆମର୍‌ଟାନେ ତାର୍‍ ଆଲାଦ୍‌ ସିଦ୍‍ କର୍‌ସି । 13 ପର୍‌ମେସରର୍‌ ସଙ୍ଗ୍ ମିସିଆଚୁ ବଲି ଆମେ ଜାନୁ । ଆରି ସେ ମିସା ଆମର୍‌ ସଙ୍ଗ୍ ମିସିଆଚେ । କାଇକେବଇଲେ ସେ ତାର୍‌ ଆତ୍‌ମା ଆମ୍‌କେ ଦେଲାଆଚେ । 14 ଆରି ଆମେ ଦେକିଆଚୁ ପାପର୍‌ ଡଣ୍ଡେଅନି ଲକ୍‌ମନ୍‌କେ ରକିଆ କର୍‌ବାକେ ବାବା ପର୍‌ମେସର୍‌ ତାର୍‌ ପଅକେ ଏ ଜଗତେ ପାଟାଇଲା । ଏଟା ସତ୍‌ କାତା ବଲି ବିନ୍‌ ଲକ୍‌ମନ୍‌କେ କଇଲୁନି । 15 ଜେ ମିସା ଜିସୁକେ ପର୍‌ମେସରର୍‌ ପଅ ବଲି ନାମ୍‌ଲେ, ପର୍‌ମେସର୍‌ ସେ ଲକର୍‌ ସଙ୍ଗ୍ ମିସିରଇସି । ଆରି ସେ ମିସା ପର୍‌ମେସରର୍‌ ସଙ୍ଗ୍ ରଇସି । 16 ପର୍‌ମେସର୍‌ ଜନ୍‌ ଆଲାଦ୍‌ ଆମର୍‌ପାଇ ଦେକାଇଆଚେ, ସେଟା ଆମେ ଜାନ୍‌ଲୁନି ଆରି ବିସ୍‌ବାସ୍‌ କଲୁନି ।ସେ ସବୁବେଲେ ଲକ୍‌ମନ୍‌କେ ଆଲାଦ୍‌ କର୍‌ସି । ଜେତ୍‌କି ଲକ୍‌ ପର୍‌ମେସର୍‌କେ ଆରି ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ବାଇ, ସେମନ୍‌ ପର୍‌ମେସରର୍‌ ସଙ୍ଗ୍ ମିସିଆଚତ୍‌ । ଆରି ସେ ମିସା ତାକର୍‌ ସଙ୍ଗ୍ ଆଚେ । 17 ପର୍‌ମେସର୍‌ ଆମ୍‍କେ ଦେଇ ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ବା କାମ୍‌ କଲାଆଚେ । ଜେନ୍ତିକି ସେ ସବୁକେ ବିଚାର୍‌ନା କର୍‌ବା ଦିନେ ଆମେ ଡରିକରି ନ ରଉଁ । କିରିସ୍‌ଟ ଏ ଜଗତେ ରଇଲାବେଲେ, ଜେନ୍ତି ଚଲାଚଲ୍‌ତି କର୍‌ତେରଇଲା, ସେନ୍ତାରିସେ ଆମେମିସା ଚଲାଚଲ୍‌ତି କରୁ । ଆରି ଆମେ ଡରିକରି ନ ରଉଁ । 18 ଜେ ପର୍‌ମେସର୍‌କେ ଆଲାଦ୍‌ କର୍‌ସି, ସେ ତାକେ ନ ଡରେ । ତାର୍‌ ଆଲାଦ୍‌ ଆମର୍‌ ବିତ୍‌ରେ କାମ୍‌ କର୍‌ସି, ଆମେ ତାକେ ଡରିନଏଁ । ସେ ସେମନ୍‌କେ ଡଣ୍ଡ୍‌ ଦେଇସି ବଲି ଲକ୍‌ମନ୍‌ ତାକେ ଡର୍‌ଲାଇନି । ଜଦି କେ ମିସା ପର୍‌ମେସର୍‌କେ ଡର୍‌ସି, ତାର୍‌ ଆଲାଦ୍‌ ସେ ଲକର୍‌ଟାନେ କାମ୍‌ କରେନାଇ ବଲି ଜାନାପଡ୍‌ସି । 19 ଆମେ ତାକେ ଆଲାଦ୍‌ କର୍‌ବା ଆଗ୍‌ତୁ ପର୍‌ମେସର୍‌ ଆମ୍‌କେ ଆଲାଦ୍‌ କଲା । ସେଟାର୍‌ପାଇ ଆମେ ତାକେ ଆଲାଦ୍‌ କଲୁନି । 20 ଜଦି କେ ମିସା ମୁଇ ପର୍‌ମେସର୍‌କେ ଆଲାଦ୍‌ କଲିନି ବଲି କଇସି, ମାତର୍‌ ନିଜର୍‌ ବିସ୍‌ବାସି ବାଇବଇନିକେ ଗିନ୍‌ କର୍‌ସି, ସେନ୍ତାର୍‌ଆଲେ ସେ ମିଚ୍‌ କଇଲାନି । କାଇକେବଇଲେ ଦୁଇଟା ଆଁକିତେଇ ଡିସ୍‌ବା ବାଇବଇନିମନ୍‌କେ ଆଲାଦ୍‌ ନ କର୍‌ବା ଗଟେକ୍‌ ଲକ୍‌, ନ ଡିସ୍‌ବା ପର୍‌ମେସର୍‌କେ ଆଲାଦ୍‌ କରିନାପାରେ । 21 ଆରି ସେ ଆମ୍‌କେ ଏ ଆଦେସ୍‌ ଦେଇ ତିଆର୍‌ଲାଆଚେ, ଜେ ପର୍‌ମେସର୍‌କେ ଆଲାଦ୍‌ କର୍‌ସି, ତାର୍‌ ମିସିବିଡି ରଇବା ବିସ୍‌ବାସି ବାଇବଇନିମନ୍‌କେ ମିସା ଆଲାଦ୍‌ କର୍‌ବାର୍‌ ଆଚେ ।

In Other Versions

1 John 4 in the ANGEFD

1 John 4 in the ANTPNG2D

1 John 4 in the AS21

1 John 4 in the BAGH

1 John 4 in the BBPNG

1 John 4 in the BBT1E

1 John 4 in the BDS

1 John 4 in the BEV

1 John 4 in the BHAD

1 John 4 in the BIB

1 John 4 in the BLPT

1 John 4 in the BNT

1 John 4 in the BNTABOOT

1 John 4 in the BNTLV

1 John 4 in the BOATCB

1 John 4 in the BOATCB2

1 John 4 in the BOBCV

1 John 4 in the BOCNT

1 John 4 in the BOECS

1 John 4 in the BOGWICC

1 John 4 in the BOHCB

1 John 4 in the BOHCV

1 John 4 in the BOHLNT

1 John 4 in the BOHNTLTAL

1 John 4 in the BOICB

1 John 4 in the BOILNTAP

1 John 4 in the BOITCV

1 John 4 in the BOKCV

1 John 4 in the BOKCV2

1 John 4 in the BOKHWOG

1 John 4 in the BOKSSV

1 John 4 in the BOLCB

1 John 4 in the BOLCB2

1 John 4 in the BOMCV

1 John 4 in the BONAV

1 John 4 in the BONCB

1 John 4 in the BONLT

1 John 4 in the BONUT2

1 John 4 in the BOPLNT

1 John 4 in the BOSCB

1 John 4 in the BOSNC

1 John 4 in the BOTLNT

1 John 4 in the BOVCB

1 John 4 in the BOYCB

1 John 4 in the BPBB

1 John 4 in the BPH

1 John 4 in the BSB

1 John 4 in the CCB

1 John 4 in the CUV

1 John 4 in the CUVS

1 John 4 in the DBT

1 John 4 in the DGDNT

1 John 4 in the DHNT

1 John 4 in the DNT

1 John 4 in the ELBE

1 John 4 in the EMTV

1 John 4 in the ESV

1 John 4 in the FBV

1 John 4 in the FEB

1 John 4 in the GGMNT

1 John 4 in the GNT

1 John 4 in the HARY

1 John 4 in the HNT

1 John 4 in the IRVA

1 John 4 in the IRVB

1 John 4 in the IRVG

1 John 4 in the IRVH

1 John 4 in the IRVK

1 John 4 in the IRVM

1 John 4 in the IRVM2

1 John 4 in the IRVO

1 John 4 in the IRVP

1 John 4 in the IRVT

1 John 4 in the IRVT2

1 John 4 in the IRVU

1 John 4 in the ISVN

1 John 4 in the JSNT

1 John 4 in the KAPI

1 John 4 in the KBT1ETNIK

1 John 4 in the KBV

1 John 4 in the KJV

1 John 4 in the KNFD

1 John 4 in the LBA

1 John 4 in the LBLA

1 John 4 in the LNT

1 John 4 in the LSV

1 John 4 in the MAAL

1 John 4 in the MBV

1 John 4 in the MBV2

1 John 4 in the MHNT

1 John 4 in the MKNFD

1 John 4 in the MNG

1 John 4 in the MNT

1 John 4 in the MNT2

1 John 4 in the MRS1T

1 John 4 in the NAA

1 John 4 in the NASB

1 John 4 in the NBLA

1 John 4 in the NBS

1 John 4 in the NBVTP

1 John 4 in the NET2

1 John 4 in the NIV11

1 John 4 in the NNT

1 John 4 in the NNT2

1 John 4 in the NNT3

1 John 4 in the PDDPT

1 John 4 in the PFNT

1 John 4 in the RMNT

1 John 4 in the SBIAS

1 John 4 in the SBIBS

1 John 4 in the SBIBS2

1 John 4 in the SBICS

1 John 4 in the SBIDS

1 John 4 in the SBIGS

1 John 4 in the SBIHS

1 John 4 in the SBIIS

1 John 4 in the SBIIS2

1 John 4 in the SBIIS3

1 John 4 in the SBIKS

1 John 4 in the SBIKS2

1 John 4 in the SBIMS

1 John 4 in the SBIOS

1 John 4 in the SBIPS

1 John 4 in the SBISS

1 John 4 in the SBITS

1 John 4 in the SBITS2

1 John 4 in the SBITS3

1 John 4 in the SBITS4

1 John 4 in the SBIUS

1 John 4 in the SBIVS

1 John 4 in the SBT

1 John 4 in the SBT1E

1 John 4 in the SCHL

1 John 4 in the SUSU

1 John 4 in the SUSU2

1 John 4 in the SYNO

1 John 4 in the TBIAOTANT

1 John 4 in the TBT1E

1 John 4 in the TBT1E2

1 John 4 in the TFTIP

1 John 4 in the TFTU

1 John 4 in the TGNTATF3T

1 John 4 in the THAI

1 John 4 in the TNFD

1 John 4 in the TNT

1 John 4 in the TNTIK

1 John 4 in the TNTIL

1 John 4 in the TNTIN

1 John 4 in the TNTIP

1 John 4 in the TNTIZ

1 John 4 in the TOMA

1 John 4 in the TTENT

1 John 4 in the UBG

1 John 4 in the UGV

1 John 4 in the UGV2

1 John 4 in the UGV3

1 John 4 in the VBL

1 John 4 in the VDCC

1 John 4 in the YALU

1 John 4 in the YAPE

1 John 4 in the YBVTP

1 John 4 in the ZBP