Song of Songs 5 (IRVO)

1 ହେ ମୋହର ପ୍ରିୟେ, ମୋହର କନ୍ୟା, ମୁଁ ଆପଣା ଉଦ୍ୟାନକୁ ଆସିଅଛି;ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ୟ ସଂଗ୍ରହ କରିଅଛି;ମୁଁ ଆପଣା ମଧୁଚାକ ଓ ମଧୁ ଭୋଜନ କରିଅଛି;ମୁଁ ଆପଣା ଦ୍ରାକ୍ଷାରସ ଓ ଦୁଗ୍ଧ ପାନ କରିଅଛି।ହେ ବନ୍ଧୁଗଣ, ଭୋଜନ କର;ହେ ପ୍ରିୟତମଗଣ, ପାନ କର, ହଁ, ଯଥେଷ୍ଟ ପାନ କର। 2 ମୁଁ ନିଦ୍ରିତା ଥିଲି, ମାତ୍ର ମୋହର ହୃଦୟ ଜାଗ୍ରତ ଥିଲା;ଏହି ତ ମୋʼ ପ୍ରିୟତମଙ୍କ ରବ, ସେ ଦ୍ୱାରରେ ଆଘାତ କରି କହୁଅଛନ୍ତି,“ହେ ମୋହର ଭଗିନୀ, ମୋହର ପ୍ରିୟେ, ମୋହର କପୋତୀ, ମୋହର ଶୁଦ୍ଧମତେ; ମୋʼ ପାଇଁ ଦ୍ୱାର ଫିଟାଅ;କାରଣ ମୋହର ମସ୍ତକ ଶିଶିରରେ,ମୋହର କେଶ ରାତ୍ରିର ଜଳବିନ୍ଦୁରେ ପରିପୂର୍ଣ୍ଣ।” 3 ମୁଁ ଆପଣା ଜାମା କାଢ଼ି ପକାଇଅଛି, କିପରି ପୁନର୍ବାର ତାହା ପିନ୍ଧିବି?ମୁଁ ଆପଣା ପାଦ ଧୋଇଅଛି; କିପରି ପୁନର୍ବାର ତାହା ମଳିନ କରିବି? 4 ମୋʼ ପ୍ରିୟତମ ଦ୍ୱାରର ଛିଦ୍ରରେ ଆପଣା ହସ୍ତ ଥୋଇଲେ,ତହିଁରେ ମୋହର ହୃଦୟ ତାଙ୍କ ପାଇଁ ଉତ୍ତେଜିତ ହେଲା। 5 ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇବାକୁ ଉଠିଲି;କିଳିଣୀର ବେଣ୍ଟ ଉପରେ ମୋʼ ହସ୍ତରୁ ଗନ୍ଧରସ,ମୋʼ ଅଙ୍ଗୁଳିରୁ ଦ୍ରବ ଗନ୍ଧରସ କ୍ଷରିଲା। 6 ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇଲି;ମାତ୍ର ମୋହର ପ୍ରିୟତମ ସ୍ଥାନାନ୍ତରେ ଚାଲି ଯାଇଥିଲେ।ସେ କଥା କହିବା ବେଳେ ମୋହର ପ୍ରାଣ ଉଡ଼ିଗଲା;ମୁଁ ତାଙ୍କୁ ଖୋଜିଲି, ମାତ୍ର ପାଇପାରିଲି ନାହିଁ;ମୁଁ ତାଙ୍କୁ ଡାକିଲି, ମାତ୍ର ସେ ମୋତେ କୌଣସି ଉତ୍ତର ଦେଲେ ନାହିଁ। 7 ନଗର ଭ୍ରମଣକାରୀ ପ୍ରହରୀମାନେ ମୋତେ ଦେଖିଲେ,ସେମାନେ ମୋତେ ପ୍ରହାର କଲେ, ସେମାନେ ମୋତେ କ୍ଷତବିକ୍ଷତ କଲେ।ପ୍ରାଚୀର-ରକ୍ଷକମାନେ ମୋʼ ଠାରୁ ମୋହର ଆଚ୍ଛାଦନ ବସ୍ତ୍ର କାଢ଼ି ନେଇଗଲେ। 8 ହେ ଯିରୂଶାଲମର କନ୍ୟାଗଣ, ଯେବେ ତୁମ୍ଭେମାନେ ମୋʼ ପ୍ରିୟତମଙ୍କର ଦେଖା ପାଇବ,ତେବେ ମୁଁ ତୁମ୍ଭମାନଙ୍କୁ ଶପଥ ଦେଇ କହୁଅଛି,ମୁଁ ପ୍ରେମପୀଡ଼ିତା ବୋଲି ତୁମ୍ଭେମାନେ ତାଙ୍କୁ କହିବ। 9 ହେ ନାରୀଗଣ ମଧ୍ୟରେ ପରମାସୁନ୍ଦରୀ,ତୁମ୍ଭ ପ୍ରିୟତମ କି ବିଷୟରେ ଅନ୍ୟ ପ୍ରିୟତମଠାରୁ ଅଧିକ?ତୁମ୍ଭେ ଯେ ଆମ୍ଭମାନଙ୍କୁ ଶପଥ ଦେଉଅଛ,ତୁମ୍ଭ ପ୍ରିୟତମ କି ବିଷୟରେ ଅନ୍ୟ ପ୍ରିୟତମଠାରୁ ଅଧିକ? 10 ମୋହର ପ୍ରିୟତମ ଶ୍ଵେତ ଓ ରକ୍ତବର୍ଣ୍ଣ,ଦଶ ସହସ୍ର ମଧ୍ୟରେ ପ୍ରଧାନ। 11 ତାଙ୍କର ମସ୍ତକ ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ,ତାଙ୍କର କେଶ କୁଞ୍ଚିତ ଓ ଡାମରା କାଉ ତୁଲ୍ୟ କୃଷ୍ଣବର୍ଣ୍ଣ। 12 ତାଙ୍କର ନେତ୍ରଯୁଗଳ ଜଳସ୍ରୋତ ନିକଟସ୍ଥ କପୋତ ତୁଲ୍ୟ;ଦୁଗ୍ଧରେ ଧୌତ ଓ ଯଥାସ୍ଥାନରେ ସ୍ଥାପିତ। 13 ତାଙ୍କର ଗାଲ ସୁଗନ୍ଧି ଲତାର କିଆରି ସ୍ୱରୂପ,ସୁଗନ୍ଧି ତୃଣର ତଟ ସ୍ୱରୂପ;ତାଙ୍କର ଓଷ୍ଠାଧର କଇଁଫୁଲ ତୁଲ୍ୟ, ତହିଁରୁ ଦ୍ରବ ଗନ୍ଧରସ କ୍ଷରେ। 14 ତାଙ୍କ ହସ୍ତଦ୍ୱୟ ବୈଦୁର୍ଯ୍ୟ ମଣିରେ ଖଚିତ ସୁବର୍ଣ୍ଣ ମୁଦ୍ରିକା ତୁଲ୍ୟ;ତାଙ୍କ ଶରୀର ନୀଳକାନ୍ତମଣି-ମଣ୍ଡିତ ଗଜଦନ୍ତମୟ ଶିଳ୍ପକର୍ମ ତୁଲ୍ୟ। 15 ତାଙ୍କ ଗୋଡ଼ ଦୁଇଟି ଶୁଦ୍ଧ ସୁବର୍ଣ୍ଣ ଚୁଙ୍ଗୀରେ ସ୍ଥାପିତ ମର୍ମର ପ୍ରସ୍ତରର ସ୍ତମ୍ଭ ତୁଲ୍ୟ;ତାଙ୍କର ଦୃଶ୍ୟ ଲିବାନୋନ ସଦୃଶ, ଏରସ ବୃକ୍ଷ ତୁଲ୍ୟ ଉତ୍କୃଷ୍ଟ। 16 ତାଙ୍କ ମୁଖ ଅତ୍ୟନ୍ତ ସୁମିଷ୍ଟ;ହଁ, ସେ ସର୍ବତୋଭାବେ ମନୋହର।ହେ ଯିରୂଶାଲମର କନ୍ୟାଗଣ,ଏହି ମୋହର ପ୍ରିୟତମ, ଏହି ମୋହର ସଖା।

In Other Versions

Song of Songs 5 in the ANGEFD

Song of Songs 5 in the ANTPNG2D

Song of Songs 5 in the AS21

Song of Songs 5 in the BAGH

Song of Songs 5 in the BBPNG

Song of Songs 5 in the BBT1E

Song of Songs 5 in the BDS

Song of Songs 5 in the BEV

Song of Songs 5 in the BHAD

Song of Songs 5 in the BIB

Song of Songs 5 in the BLPT

Song of Songs 5 in the BNT

Song of Songs 5 in the BNTABOOT

Song of Songs 5 in the BNTLV

Song of Songs 5 in the BOATCB

Song of Songs 5 in the BOATCB2

Song of Songs 5 in the BOBCV

Song of Songs 5 in the BOCNT

Song of Songs 5 in the BOECS

Song of Songs 5 in the BOGWICC

Song of Songs 5 in the BOHCB

Song of Songs 5 in the BOHCV

Song of Songs 5 in the BOHLNT

Song of Songs 5 in the BOHNTLTAL

Song of Songs 5 in the BOICB

Song of Songs 5 in the BOILNTAP

Song of Songs 5 in the BOITCV

Song of Songs 5 in the BOKCV

Song of Songs 5 in the BOKCV2

Song of Songs 5 in the BOKHWOG

Song of Songs 5 in the BOKSSV

Song of Songs 5 in the BOLCB

Song of Songs 5 in the BOLCB2

Song of Songs 5 in the BOMCV

Song of Songs 5 in the BONAV

Song of Songs 5 in the BONCB

Song of Songs 5 in the BONLT

Song of Songs 5 in the BONUT2

Song of Songs 5 in the BOPLNT

Song of Songs 5 in the BOSCB

Song of Songs 5 in the BOSNC

Song of Songs 5 in the BOTLNT

Song of Songs 5 in the BOVCB

Song of Songs 5 in the BOYCB

Song of Songs 5 in the BPBB

Song of Songs 5 in the BPH

Song of Songs 5 in the BSB

Song of Songs 5 in the CCB

Song of Songs 5 in the CUV

Song of Songs 5 in the CUVS

Song of Songs 5 in the DBT

Song of Songs 5 in the DGDNT

Song of Songs 5 in the DHNT

Song of Songs 5 in the DNT

Song of Songs 5 in the ELBE

Song of Songs 5 in the EMTV

Song of Songs 5 in the ESV

Song of Songs 5 in the FBV

Song of Songs 5 in the FEB

Song of Songs 5 in the GGMNT

Song of Songs 5 in the GNT

Song of Songs 5 in the HARY

Song of Songs 5 in the HNT

Song of Songs 5 in the IRVA

Song of Songs 5 in the IRVB

Song of Songs 5 in the IRVG

Song of Songs 5 in the IRVH

Song of Songs 5 in the IRVK

Song of Songs 5 in the IRVM

Song of Songs 5 in the IRVM2

Song of Songs 5 in the IRVP

Song of Songs 5 in the IRVT

Song of Songs 5 in the IRVT2

Song of Songs 5 in the IRVU

Song of Songs 5 in the ISVN

Song of Songs 5 in the JSNT

Song of Songs 5 in the KAPI

Song of Songs 5 in the KBT1ETNIK

Song of Songs 5 in the KBV

Song of Songs 5 in the KJV

Song of Songs 5 in the KNFD

Song of Songs 5 in the LBA

Song of Songs 5 in the LBLA

Song of Songs 5 in the LNT

Song of Songs 5 in the LSV

Song of Songs 5 in the MAAL

Song of Songs 5 in the MBV

Song of Songs 5 in the MBV2

Song of Songs 5 in the MHNT

Song of Songs 5 in the MKNFD

Song of Songs 5 in the MNG

Song of Songs 5 in the MNT

Song of Songs 5 in the MNT2

Song of Songs 5 in the MRS1T

Song of Songs 5 in the NAA

Song of Songs 5 in the NASB

Song of Songs 5 in the NBLA

Song of Songs 5 in the NBS

Song of Songs 5 in the NBVTP

Song of Songs 5 in the NET2

Song of Songs 5 in the NIV11

Song of Songs 5 in the NNT

Song of Songs 5 in the NNT2

Song of Songs 5 in the NNT3

Song of Songs 5 in the PDDPT

Song of Songs 5 in the PFNT

Song of Songs 5 in the RMNT

Song of Songs 5 in the SBIAS

Song of Songs 5 in the SBIBS

Song of Songs 5 in the SBIBS2

Song of Songs 5 in the SBICS

Song of Songs 5 in the SBIDS

Song of Songs 5 in the SBIGS

Song of Songs 5 in the SBIHS

Song of Songs 5 in the SBIIS

Song of Songs 5 in the SBIIS2

Song of Songs 5 in the SBIIS3

Song of Songs 5 in the SBIKS

Song of Songs 5 in the SBIKS2

Song of Songs 5 in the SBIMS

Song of Songs 5 in the SBIOS

Song of Songs 5 in the SBIPS

Song of Songs 5 in the SBISS

Song of Songs 5 in the SBITS

Song of Songs 5 in the SBITS2

Song of Songs 5 in the SBITS3

Song of Songs 5 in the SBITS4

Song of Songs 5 in the SBIUS

Song of Songs 5 in the SBIVS

Song of Songs 5 in the SBT

Song of Songs 5 in the SBT1E

Song of Songs 5 in the SCHL

Song of Songs 5 in the SNT

Song of Songs 5 in the SUSU

Song of Songs 5 in the SUSU2

Song of Songs 5 in the SYNO

Song of Songs 5 in the TBIAOTANT

Song of Songs 5 in the TBT1E

Song of Songs 5 in the TBT1E2

Song of Songs 5 in the TFTIP

Song of Songs 5 in the TFTU

Song of Songs 5 in the TGNTATF3T

Song of Songs 5 in the THAI

Song of Songs 5 in the TNFD

Song of Songs 5 in the TNT

Song of Songs 5 in the TNTIK

Song of Songs 5 in the TNTIL

Song of Songs 5 in the TNTIN

Song of Songs 5 in the TNTIP

Song of Songs 5 in the TNTIZ

Song of Songs 5 in the TOMA

Song of Songs 5 in the TTENT

Song of Songs 5 in the UBG

Song of Songs 5 in the UGV

Song of Songs 5 in the UGV2

Song of Songs 5 in the UGV3

Song of Songs 5 in the VBL

Song of Songs 5 in the VDCC

Song of Songs 5 in the YALU

Song of Songs 5 in the YAPE

Song of Songs 5 in the YBVTP

Song of Songs 5 in the ZBP