1 Peter 1 (SNT)

1 ମୁଇ ପିତର୍‌, ଜିସୁକିରିସ୍‌ଟର୍‌ ଗଟେକ୍‌ ପେରିତ୍‌ ସିସ୍‌ ।ପନ୍ତ୍‌, ଗାଲାତିଅ, କାପାଦକିଆ, ଆସିଆ ଆରି ବିତୁନିଆ ରାଇଜ୍‌ମନ୍‌କେ, ବିନ୍‌ଦେସର୍‌ ଲକ୍‌ମନର୍‌ପାରା ଚିନ୍‌ବିନ୍‌ ଅଇଜାଇରଇବା ପର୍‌ମେସରର୍‌ ଲକ୍‌ମନ୍‌କେ ମୁଇ ଏ ଚିଟି ଲେକ୍‌ଲିନି । 2 ତାର୍‌ ଜଜ୍‌ନା ଇସାବେ ବାବା ପର୍‌ମେସର୍‌ ତମ୍‌କେ ଡାକ୍‌ଲା ଆଚେ । ତାର୍‌ ସୁକଲ୍‌ ଆତ୍‌ମାଇ ସେ ତମ୍‌କେ ତାର୍‌ ସୁକଲ୍‌ ଲକ୍‌ କରାଇସି । ତମେ ଜିସୁ କିରିସ୍‌ଟକେ ମାନିକରି, ତାର୍‌ ବନିତେଇ ଦଇଅଇକରି ରଇବାକେ ସେ ଏନ୍ତାରି ଜଜ୍‌ନା କଲା ।ତାର୍‌ ଜିବନ୍‌ଦୁକାଇଲାଟା ଆରି ସାନ୍ତି ପୁରାପୁରୁନ୍‌ ତମ୍‌କେ ମିଲ । 3 ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ବାବା ପର୍‌ମେସର୍‌କେ ଦନିଅବାଦ୍‌ ଦେଉଁ । କାଇକେବଇଲେ ସେ ଜବର୍‌ ଅଇତେ ଦୟା କଲାର୍‌ପାଇ ଆମ୍‌କେ ନୁଆ ଜିବନ୍‌ ଦେଲା ଆଚେ । ଜିସୁକିରିସ୍‌ଟକେ ମଲାଟାନେଅନି ଉଟାଇକରି ଏନ୍ତାରି କରିଆଚେ । ଆମେ ମଲେ ମିସା ଆମ୍‌କେ ଉଟାଇସି ବଲିକରି ପୁରାପୁରୁନ୍‌ ଆସାଆଚେ । 4 ସେଟାର୍‌ପାଇ ପର୍‌ମେସର୍‌ ତାର୍‌ ଲକ୍‌ମନର୍‌ପାଇ ଜେତ୍‌କି ସବୁ ଆସିର୍‌ବାଦ୍‌ ସର୍‌ଗେ ଜତନ୍‌ କରି ସଙ୍ଗଇଆଚେ, ସେଟା ସବୁ ଆମର୍‌ ଅଇସି ବଲି ଆସାକଲୁନି । ତେଇ ସେଟା ନ ନସେ କି ଚିଲମ୍‌ ନ ଦାରେ କି ଉନା ମିସା ନ ଅଏ । 5 ଏ ସବୁ ଆସିର୍‌ବାଦ୍‌ ଆମର୍‌ପାଇ । ତମେ ପର୍‌ମେସର୍‌କେ ବିସ୍‌ବାସ୍‌ କଲାର୍‌ପାଇ, ତାର୍‌ ବପୁ ତମ୍‌କେ କାଇଟା ନ ଅଇତେ ସଙ୍ଗଇଲା ଆଚେ । ସାରାସାରିଦିନେ ତାର୍‌ ମୁକ୍‌ତି ସବୁଲକ୍‌ ଜାନ୍‌ବା ଜାକ, ତମର୍‌ ଉପ୍‌ରେ ଜାଗ୍‌ତେରଇସି । 6 ଚନେକର୍‌ପାଇ ତମର୍‌ ଜିବନେ ବିନ୍‌ ବିନ୍‌ ଦୁକ୍‌କସ୍‌ଟ ଆଇଲାକେ ମୁର୍‌ଚିକରି ରଇବାକେ ପଡ୍‌ଲେ ମିସା, ସେଟାର୍‌ପାଇ ତମେ ସାର୍‌ଦା ଅଇକରି ରୁଆ । 7 ତମର୍‌ ଜିବନେ ଆଇଲା ଦୁକ୍‌କସ୍‌ଟ ସବୁ ତମର୍‌ ବିସ୍‌ବାସ୍‌ ସତ୍‌ଆଚେ କି ନାଇ ବଲି ପରିକା କର୍‌ବାକେସେ । ସୁନାର୍‌ ବିସଇ ବାବିଦେକା, ଏ ଜଗତର୍‌ ସବୁ ବିସଇର୍‌ପାରା ସୁନା ମିସା ନସିଜାଇସି । ସୁନା ନିକଟା କି କାରାପ୍‌ଟା ବଲି ଜାନ୍‌ବାକେ ଜଇଟାନେ ସିଲାଇବାଇ । ତମର୍‌ ବିସ୍‌ବାସ୍‌ ସୁନାଟାନେଅନି ଅଦିକ୍‌ ମୁଲିଅ । ସେନ୍ତାର୍‌ଆଲେ ତମର୍‌ ବିସ୍‌ବାସ୍‌ ନିକଟା କି ନାଇ ବଲି ପରିକା କର୍‌ବାର୍‌ ଆଚେ । ତମର୍‌ ବିସ୍‌ବାସ୍‌ ଜଦି ନିକଟା, ଜିସୁ କିର୍‌ସଟ୍‌ ଦେକା ଅଇବା ସେ ଦିନେ ତମେ ଡାକ୍‌ପୁଟା ଆରି ମଇମା ପାଇସା । 8 ଏବେ ତମେ ତାକେ ନ ଦେକିରଇଲେ ମିସା ଆଲାଦ୍‌ କଲାସ୍‌ନି ଆରି ବିସ୍‌ବାସ୍‌ କଲାସ୍‌ନି । ସେଟାର୍‌ପାଇ ତମର୍‌ ସାର୍‌ଦା ବେସି ବଡ୍‌ । 9 ତମେ ବିସ୍‌ବାସ୍‌ କଲାର୍‌ପାଇ ତମ୍‌କେ ସର୍‌ଗେ ନ ସାର୍‌ବା ଜିବନ୍‌ ଆଚେ । 10 ପର୍‌ମେସର୍‌ ମୁନୁସ୍‌ମନ୍‌କେ ତାକର୍‌ ପାପେଅନି କେନ୍ତି ମୁକ୍‌ଲାଇସି ବଲି ପୁର୍‌ବର୍‌ ବବିସତ୍‌ବକ୍‌ତାମନ୍‌ ମନ୍‌ଦିଆନ୍‌ କରି ପଡ୍‌ଲାଇ । ପର୍‌ମେସର୍‌ ତମ୍‌କେ ଦେବା ଏ ଦାନ୍‌ ବିସଇ, ସେମନ୍‌ ଆଗ୍‌କେ ଗଟ୍‌ବା କାତା କଇଲାଇ । 11 କିରିସ୍‌ଟ କେନ୍ତି ଦୁକ୍‌କସ୍‌ଟ ମୁରଚ୍‌ଲା, ଆରି ସବୁ ନିନ୍ଦା ସାର୍‌ଲା ପଚେ ସେ କେନ୍ତି ଡାକ୍‌ପୁଟା ପାଇଲା, ସେ ବିସଇ ପର୍‌ମେସରର୍‌ ଆତ୍‌ମା ସେମନ୍‌କେ ଜାନାଇଲା । ଏଟା ସବୁ କେବେ ଅଇସି ଆରି କେନ୍ତାରି ଅଇସି, ସେଟା ଜାନ୍‌ବାକେ ସେମନ୍‌ ବେସି ମନ୍‍ କଲାଇ । ସେଟାର୍‌ପାଇ ସେମନ୍‌ ସେ ବିସଇ ମନ୍‌ଦିଆନ୍‌ କରି ପଡ୍‌ଲାଇ । 12 ମାତର୍‌ ଜନ୍‌ ଆଗ୍‌କେ ଗଟ୍‌ବା କାତା ସେମନ୍‌ କଇରଇଲାଇ, ସେଟା ସେମନର୍‌ ବଲ୍‌ପାଇ ନାଇ ମାତର୍‌ ତମର୍‌ ବଲ୍‌ପାଇ ବଲି ପର୍‌ମେସର୍‌ ସେମନ୍‌କେ ଜାନାଇଲା । ଆରି ଏବେ ସେଟା ପୁରାପୁରୁନ୍‌ ଅଇଲା । କାଇକେବଇଲେ ଜନ୍‌ ଲକ୍‌ମନ୍‌ ତମ୍‌କେ ସୁବ୍‌ କବର୍‌ ଜାନାଇଲାଇ ଆଚତ୍‌, ତମେ ସେ କାତା ସୁନିଆଚାସ୍‌ । ସର୍‌ଗେଅନି ପାଟାଇରଇବା ସୁକଲ୍‌ଆତ୍‌ମା ସେମନ୍‌କେ ବପୁଦେଲା । ଦୁତ୍‌ମନ୍‌ ମିସା ଏ ବିସଇ ଜାନ୍‌ବାକେ ମନ୍‍ କଲାଇ । 13 ସେଟାର୍‌ପାଇ ତମେ ନିଜର୍‌ ନିଜର୍‌ ମନେ ପର୍‌ମେସର୍‍ ମନ୍‍କଲାଟା ପୁରାପୁରୁନ୍‌ କର୍‌ବାକେ ଜାଗିରୁଆ । ଆରି ଜିସୁ କିରିସ୍‌ଟ ବାଉଡି ଆଇବା ବେଲାଇ ସେ ଜନ୍‌ ଆସିର୍‌ବାଦ୍‌ ତମ୍‌କେ ଦେଇସି, ସେଟା ମିଲ୍‌ସି ବଲି ପୁରାପୁରୁନ୍‌ ଆସା ଉଆ । 14 ପର୍‌ମେସରର୍‌ ଆଦେସ୍‌ ମାନିକରି ରୁଆ । ତାର୍‌ ସତ୍‌ ସିକିଆ ଜାନ୍‌ବା ଆଗ୍‌ତୁ ତମେ କେନ୍ତାରି ନିଜେ ମନ୍‍ କଲାଟା ପୁରାପୁରୁନ୍‌ କର୍‌ତେରଇଲାସ୍‌, ସେନ୍ତାରି ଆରି କରାନାଇ । 15 ମାତର୍‌ ତମ୍‌କେ ଡାକ୍‌ଲା ମାପ୍‌ରୁ ଜେନ୍ତାର୍‌ ସୁକଲ୍‌ ଆଚେ, ସେନ୍ତାରିସେ ତମେମନ୍‌ ମିସା ତମର୍‌ ସବୁ ବିସଇଟାନେ ସୁକଲ୍‌ ଉଆ । 16 ତେବେ ସାସ୍‌ତରେ ଲେକା ଆଚେ, ପର୍‌ମେସର୍‌ କଇଲାଆଚେ, ମୁଇ ଜେନ୍ତାରି ସୁକଲ୍‌, ତମେ ମିସା ସେନ୍ତାରି ସୁକଲ୍‌ ଉଆ । 17 ପର୍‌ମେସର୍‌ ଜେଡେବେଲେ ମୁନୁସ୍‌ମନ୍‌କେ ବିଚାର୍‌ କର୍‌ସି, ସେ କାର୍‌ବିତ୍‌ରେ ସାନ୍‌ ବଡ୍‌ ନ ଦେକେ । ଗଟେକ୍‌ ଗଟେକ୍‌ ଲକ୍‌କେ ତାକର୍‌ କଲା କାମ୍‌ ଇସାବେ ସେ ବିଚାର୍‌ କର୍‌ସି । ତେବେ ତମେ ପାର୍‌ତନା କର୍‌ବାବେଲେ ପର୍‌ମେସର୍‌କେ ବାବା ବଲି ଡାକ୍‌ଲାସ୍‌ନି । ତମେ ଜେତ୍‌କି ଦିନ୍‌ ଏ ଜଗତେ ବଁଚିଆଚାସ୍‌, ତାକେ ମାନିକରି ରଇବାର୍‌ଆଚେ । 18 ତମର୍‌ ଆନିଦାଦିମନର୍‌ ଟାନେଅନି ଲଡାକେ ନ ଆଇବା ରିତିନିତିଅନି ସେ କାଇ ମୁଲିଅ ଦେଇକରି ତମ୍‌କେ ମୁକ୍‌ଲାଇଆଚେ, ସେଟା ତମେ ଜାନିଆଚାସ୍‌ । ତମ୍‌କେ ମୁକ୍‌ଲାଇବାକେ ସେ ନସି ଜିବା ସୁନା କି ରୁପାର୍‌ ମୁଲିଅ ଦେଏ ନାଇ । 19 ମାତର୍‌ ବେସି ମୁଲିଅ ରଇବା ଜିସୁକିରିସ୍‌ଟର୍‌ ବନି, ଜନ୍‌ଟା ସେ ତାର୍‌ ମରନେ ରକଇଦେଲା । କାଇ ଦସ୍‌ କି କାଇ ଅବାବ୍‌ ନ ରଇବା ମେଣ୍ଡାପିଲା ପାରା ବଲିଅଇଲା । 20 ଏ ଜଗତ୍‌ ତିଆର୍‌ ନ ଅଇବା ଆଗ୍‌ତୁ ପର୍‌ମେସର୍‌ କିରିସ୍‌ଟକେ ବାଚିରଇଲା । ମାତର୍‌ ଏବେ ଏ ସାରାସାରି ଦିନେ ସେ ତାକେ ଦେକାଇଲା ଆଚେ । ଜେନ୍ତାରି କି ସେ ଆମ୍‌କେ ସାଇଜକରିପାର୍‌ସି । 21 ଜିସୁକିରିସ୍‌ଟର୍‌ ଲାଗି ତମେ ଏବେ ପର୍‌ମେସର୍‌କେ ବିସ୍‌ବାସ୍‌ କଲାସ୍‌ନି । ସେ ଆକା କିରିସ୍‌ଟକେ ମରନେଅନି ଉଟାଇକରି ଡାକ୍‌ପୁଟା କଲା ଆଚେ । ତେବର୍‌ପାଇ ତମର୍‌ ବିସ୍‌ବାସ୍‌ ଆରି ଆସା ଏବେ ପର୍‌ମେସର୍‌ଟାନେ ଆଚେ । 22 ତମେ ସତ୍‌ ମାନ୍‌ଲାର୍‌ ପାଇ, କାରାପ୍‌ ଚଲାଚଲ୍‌ତି ଚାଡିକରି ତମର୍‌ ସଙ୍ଗର୍‌ ବିସ୍‌ବାସିମନ୍‌କେ ସତ୍‌ସଙ୍ଗ୍‍ ଆଲାଦ୍‌ କଲାସ୍‌ନି । ମନ୍‌ ପରାନ୍‌ ଦେଇକରି ଗଟେକ୍‌ଲକ୍‌ ଆରି ଗଟେକ୍‌ ଲକ୍‌କେ ଆଲାଦ୍‌ କଲାସ୍‌ନି । 23 ତମେ ଆରିତରେକ୍‌ ଜନମ୍‌ ଅଇଲାସ୍‌କେ ଏନ୍ତାରି କଲାସ୍‌ନି । କେବେ ନ ମର୍‌ବା ବାବାମାଆର୍‌ ପିଲାମନର୍‌ ଇସାବେ । ତାର୍‌ ବାକିଅ ତମ୍‌କେ ନୁଆ ଜିବନ୍‌ ଦେଲାଆଚେ । ତାର୍‌ ବାକିଅ ସବୁଦିନର୍‌ପାଇ ରଇସି । 24 ସାସ୍‌ତରେ ଲେକାଅଇଲାପାରା,ଗୁଲାଇ ମୁନୁସ୍‌ ଜାତି ଗାଁସ୍‌ ପାରା ।ତାକର୍‌ ବାନିମୁର୍‌ତି ଗାଁସର୍‌ ପୁଲ୍‌ପାରା ।ଗାଁସ୍‌ ସୁକିଜାଇସି ଆରି ପୁଲ୍‌ ଜଡିଜାଇସି । 25 ମାତର୍‌ ପର୍‌ମେସରର୍‌ ବାକିଅ ସବୁଦିନ୍‌ ପାଇ ରଇସି ।ଏ ବାକିଅ ଅଇଲାନି ତମ୍‌କେ ଜାନାଇରଇବା ସୁବ୍‌କବର୍‌ ।

In Other Versions

1 Peter 1 in the ANGEFD

1 Peter 1 in the ANTPNG2D

1 Peter 1 in the AS21

1 Peter 1 in the BAGH

1 Peter 1 in the BBPNG

1 Peter 1 in the BBT1E

1 Peter 1 in the BDS

1 Peter 1 in the BEV

1 Peter 1 in the BHAD

1 Peter 1 in the BIB

1 Peter 1 in the BLPT

1 Peter 1 in the BNT

1 Peter 1 in the BNTABOOT

1 Peter 1 in the BNTLV

1 Peter 1 in the BOATCB

1 Peter 1 in the BOATCB2

1 Peter 1 in the BOBCV

1 Peter 1 in the BOCNT

1 Peter 1 in the BOECS

1 Peter 1 in the BOGWICC

1 Peter 1 in the BOHCB

1 Peter 1 in the BOHCV

1 Peter 1 in the BOHLNT

1 Peter 1 in the BOHNTLTAL

1 Peter 1 in the BOICB

1 Peter 1 in the BOILNTAP

1 Peter 1 in the BOITCV

1 Peter 1 in the BOKCV

1 Peter 1 in the BOKCV2

1 Peter 1 in the BOKHWOG

1 Peter 1 in the BOKSSV

1 Peter 1 in the BOLCB

1 Peter 1 in the BOLCB2

1 Peter 1 in the BOMCV

1 Peter 1 in the BONAV

1 Peter 1 in the BONCB

1 Peter 1 in the BONLT

1 Peter 1 in the BONUT2

1 Peter 1 in the BOPLNT

1 Peter 1 in the BOSCB

1 Peter 1 in the BOSNC

1 Peter 1 in the BOTLNT

1 Peter 1 in the BOVCB

1 Peter 1 in the BOYCB

1 Peter 1 in the BPBB

1 Peter 1 in the BPH

1 Peter 1 in the BSB

1 Peter 1 in the CCB

1 Peter 1 in the CUV

1 Peter 1 in the CUVS

1 Peter 1 in the DBT

1 Peter 1 in the DGDNT

1 Peter 1 in the DHNT

1 Peter 1 in the DNT

1 Peter 1 in the ELBE

1 Peter 1 in the EMTV

1 Peter 1 in the ESV

1 Peter 1 in the FBV

1 Peter 1 in the FEB

1 Peter 1 in the GGMNT

1 Peter 1 in the GNT

1 Peter 1 in the HARY

1 Peter 1 in the HNT

1 Peter 1 in the IRVA

1 Peter 1 in the IRVB

1 Peter 1 in the IRVG

1 Peter 1 in the IRVH

1 Peter 1 in the IRVK

1 Peter 1 in the IRVM

1 Peter 1 in the IRVM2

1 Peter 1 in the IRVO

1 Peter 1 in the IRVP

1 Peter 1 in the IRVT

1 Peter 1 in the IRVT2

1 Peter 1 in the IRVU

1 Peter 1 in the ISVN

1 Peter 1 in the JSNT

1 Peter 1 in the KAPI

1 Peter 1 in the KBT1ETNIK

1 Peter 1 in the KBV

1 Peter 1 in the KJV

1 Peter 1 in the KNFD

1 Peter 1 in the LBA

1 Peter 1 in the LBLA

1 Peter 1 in the LNT

1 Peter 1 in the LSV

1 Peter 1 in the MAAL

1 Peter 1 in the MBV

1 Peter 1 in the MBV2

1 Peter 1 in the MHNT

1 Peter 1 in the MKNFD

1 Peter 1 in the MNG

1 Peter 1 in the MNT

1 Peter 1 in the MNT2

1 Peter 1 in the MRS1T

1 Peter 1 in the NAA

1 Peter 1 in the NASB

1 Peter 1 in the NBLA

1 Peter 1 in the NBS

1 Peter 1 in the NBVTP

1 Peter 1 in the NET2

1 Peter 1 in the NIV11

1 Peter 1 in the NNT

1 Peter 1 in the NNT2

1 Peter 1 in the NNT3

1 Peter 1 in the PDDPT

1 Peter 1 in the PFNT

1 Peter 1 in the RMNT

1 Peter 1 in the SBIAS

1 Peter 1 in the SBIBS

1 Peter 1 in the SBIBS2

1 Peter 1 in the SBICS

1 Peter 1 in the SBIDS

1 Peter 1 in the SBIGS

1 Peter 1 in the SBIHS

1 Peter 1 in the SBIIS

1 Peter 1 in the SBIIS2

1 Peter 1 in the SBIIS3

1 Peter 1 in the SBIKS

1 Peter 1 in the SBIKS2

1 Peter 1 in the SBIMS

1 Peter 1 in the SBIOS

1 Peter 1 in the SBIPS

1 Peter 1 in the SBISS

1 Peter 1 in the SBITS

1 Peter 1 in the SBITS2

1 Peter 1 in the SBITS3

1 Peter 1 in the SBITS4

1 Peter 1 in the SBIUS

1 Peter 1 in the SBIVS

1 Peter 1 in the SBT

1 Peter 1 in the SBT1E

1 Peter 1 in the SCHL

1 Peter 1 in the SUSU

1 Peter 1 in the SUSU2

1 Peter 1 in the SYNO

1 Peter 1 in the TBIAOTANT

1 Peter 1 in the TBT1E

1 Peter 1 in the TBT1E2

1 Peter 1 in the TFTIP

1 Peter 1 in the TFTU

1 Peter 1 in the TGNTATF3T

1 Peter 1 in the THAI

1 Peter 1 in the TNFD

1 Peter 1 in the TNT

1 Peter 1 in the TNTIK

1 Peter 1 in the TNTIL

1 Peter 1 in the TNTIN

1 Peter 1 in the TNTIP

1 Peter 1 in the TNTIZ

1 Peter 1 in the TOMA

1 Peter 1 in the TTENT

1 Peter 1 in the UBG

1 Peter 1 in the UGV

1 Peter 1 in the UGV2

1 Peter 1 in the UGV3

1 Peter 1 in the VBL

1 Peter 1 in the VDCC

1 Peter 1 in the YALU

1 Peter 1 in the YAPE

1 Peter 1 in the YBVTP

1 Peter 1 in the ZBP