Romans 7 (SNT)

1 ଏ ବାଇବଇନିମନ୍‌, ଏବେ ମୁଇ ଜାଇଟା କଇବାକେ ଗାଲିନି, ସେଟା ଅଇଲାନି ନିୟମ୍‍ । ନିୟମ୍‌ କାଇଟା ବଲି ତମେ ବୁଜିପାରାସ୍‌, ତାର୍‌ ଅରତ୍‌ ମିସା ଜାନାସ୍‌ । ମୁନୁସ୍‌ ଅବ୍‌କା ତାର୍‌ ଜିଇବା କାଇବା ଦିନ୍‍ ଜାକ ନିୟମର୍‌ ତଲେ ରଇସି । 2 ବିବା ଅଇବା ବିସଇ ଦେକ୍‍ଲେ, ମୁନୁସ୍‌ ବଁଚି ରଇବା ଜାକ, ତାର୍‌ ମାଇଜି ସଙ୍ଗ୍‌ ବିବା ବାନ୍ଦନେ ବାନ୍ଦିଅଇରଇସି । ମାତର୍‌ ମୁନୁସ୍‌ ମରିଗାଲା ପଚେ ତାର୍‌ ମାଇଜି ଏ ନିୟମେଅନି ମୁକଲ୍‌ସି । 3 ସେ ବଁଚି ରଇଲା ବେଲେ, ତାର୍‍ ମାଇଜି ଜଦି ବିନ୍‌ ମୁନୁସ୍‌କେ ବିବା ଅଇସି, ତେବେ ତାକେ ଚାଡ୍‌ରି ବଲି କଇବାଇ, ମାତର୍‌ ମୁନୁସର୍‌ ମରନ୍‌ ପଚେ ବିନ୍‌ ମୁନୁସ୍‌କେ ବିବା ଅଇଲେ, ତାକେ ଆରି ଚାଡ୍‌ରି ବଲି ନ କଅତ୍‌ । ନିୟମ୍‌ ଇସାବେ ସେ ଗଟେକ୍‌ ମୁକ୍‌ଲି ରଇବା ମାଇଜି । 4 ଏ ମର୍‌ ବାଇବଇନିମନ୍‌, ତମେ ମିସା ସମାନ୍‌ ସେନ୍ତାରିସେ । ନିୟମ୍‌ ଇସାବେ କିରିସ୍‌ଟର୍‌ ଗାଗ୍‌ଡେ ମିସ୍‌ଲାର୍‌ପାଇ ତମେମିସା ମରିଆଚାସ୍‌ । ଏବେ ତମେ ତାର୍‌ଟା । ପର୍‌ମେସର୍‌ ତାକେ ମରନେଅନି ଉଟାଇଆଚେ । ଜେନ୍ତାରିକି ତାର୍‍ ସେବାକାମେ ଆମେ ମିସା ମିସ୍‌ବୁ । 5 ଜେତେଦିନ୍‌ ଜାକ ଆମେ ଗାଗଡ୍‌ ମନ୍‍ କଲା ଇସାବେ ବାନ୍ଦିଅଇରଇଲୁ, ନିୟମ୍‌ ଆମ୍‌କେ ନାଇ ବଲି କଇତେରଇଲା । ସେଟା ଆମର୍‌ ପାପ୍‌ ଅଦିକ୍‌ ଅଦିକ୍‌ କରାଇତେ ରଇଲା । ଆରି ଆମେ ମରନ୍‌ ବାଟେ ଜାଇତେରଇଲୁ । 6 ଏବେ ଆମେ ନିୟମର୍‌ ସାସନେଅନି ମୁକଲ୍‌ଲୁ ଆଚୁ, କାଇକେବଇଲେ ଜନ୍‌ଟା ଆମ୍‌କେ ଦିନେକ୍‌ ବନ୍ଦି କରି ସଙ୍ଗାଇରଇଲା, ସେଟା ଆମର୍‌ ବିତ୍‌ରେ ମରିଗାଲାଆଚେ । ଆମେ ଆରି ଆଗ୍‌ତୁର୍‌ ପାରା ଲେକାଅଇଲା ନିୟମ୍‌ ଇସାବେ ପର୍‌ମେସର୍‌କେ ସେବାକରୁ ନାଇ । ଏବେ ସୁକଲ୍‌ ଆତ୍‌ମା ଦେକାଇଲା ବାଟେ ଇଣ୍ଡ୍‌ଲୁନି । 7 ତେବେ ଆମେ କାଇଟା ବଲି କଉଁ, ନିୟମେସେ ପାପ୍‌ ଆଚେ କି ? ସେଟା ସତଇସେ ନଏଁ । ମାତର୍‌ ପାପ୍‌ କାଇଟା ? ସେଟା, ମକେ ନିୟମ୍‌ ଜାନାଇଦେଲା ଆଚେ । “ବିନ୍‌ ଲକର୍‌ ଦିନ୍‍ସୁ ଲବାଇବାର୍‌ ନାଇ ।” ଏ ଆଦେସ୍‌ ଜଦି ନିୟମ୍‌ତେଇ ନ ରଇତା, ଲବାଇବାଟା କାଇଟା ବଲି ମୁଇ ନାଜାନ୍‌ତି । 8 ମାତର୍‌ ଉପ୍‌ରର୍‌ ଆଦେସର୍‌ ସୁବିଦାନେଇ ପାପ୍‌ ମର୍‌ ବିତ୍‌ରେ ବିନ୍‌ବିନ୍‌ ରକାମର୍‌ କାରାପ୍‌ ମନ୍‍ କର୍‍ବାଟା ଜନ୍‌ମାଇଲା । ନିୟମ୍‌କେ ଚାଡିଦେଲେ ପାପ୍‌ ମଲା ସମାନ୍‌ ଆଚେ । 9 ଗଟେକ୍‌ ବେଲାଇ, ମୁଇ ନିୟମ୍‌ ନାଜାନି କରି ଜି‍ଇତେ ରଇଲି, ନିୟମ୍‌ ଜାନ୍‌ଲା ପଚେ ପାପ୍‌ ପୁର୍‌ଲା, 10 ଆରି ମୁଇ ମରିଗାଲି । ଜନ୍‌ ନିୟମ୍‌ ଜିବନ୍‌ ଦେବାକେ ଟିକ୍‌ କରିରଇଲା, ସେଟା ମର୍‌ ପାଇ ମରନ୍‌ ଆନ୍‌ଲା । 11 କାଇକେବ‍ଇଲେ ନିୟମର୍‌ ସୁବିଦା ନେଇ ମକେ ପାପ୍‌ ନାଡାଇଲା ଆରି ମରାଇଲା । 12 ନିୟମ୍‌ ପର୍‌ମେସରର୍‌ଟାନେଅନି ଆଇଲାକେ ସୁକଲ୍‌ ଆଚେ । ତାର୍‌ ଆଦେସ୍‌ ସବୁ ସୁକଲ୍‌, ଟିକ୍‌ ଆରି ବେସି ନିକ । 13 ସେନ୍ତିଆଲେ ଜନ୍‌ଟା ନିକ, ସେଟା କାଇକେ ମର୍‌ ମରନ୍‌ ଆନ୍‌ବାଟା ଅଇରଇଲା ? ସେନ୍ତାରି କେବେ ନ ଅ । ମାତର୍‌ ପାପର୍‌ ମରନ୍‌ ଅଇଲା । ତାର୍‌ ନିୟମ୍‌, ଜେନ୍ତିକି ଆମର୍‌ ପାପ୍‌ କେତେକ୍‌ କାରାପ୍‌ ଆଚେବଲି ଡିସାଇବାକେ ପର୍‌ମେସରର୍‌ ଜଜ୍‌ନା ରଇଲା । ତେବର୍‌ପାଇ ତାର୍‌ ନିୟମର୍‌ଲାଗି ଏଟା ସାଦନ୍‌ କଲା । 14 ଆମେ ଜାନୁ ଜେ, ନିୟମ୍‌ ଆତ୍‌ମାଇ ଆଇସି, ମାତର୍‌ ମୁଇ ମର୍‌ ଗାଗଡ୍‌ ମନ୍‍ କଲାଟାକେ ମାନ୍‌ଲାର୍‌ପାଇ ପାପର୍‌ ଗତିଦାଙ୍ଗ୍‌ଡା ଅଇଲିଆଚି । 15 ମୁଇ ଜନ୍‌ଟା କଲିନି, ସେଟା ବୁଜି ନାଇ, ମାତର୍‌ ଜନ୍‌ ନିକ କାମ୍‌ କର୍‌ବାକେ ମନ୍‌ କଲିନି ସେଟାସେ କରିନାପାର୍‌ଲିନି । ଆରି ଜନ୍‌ କାରାପ୍‌ କାମ୍‌ କର୍‌ବାକେ ମୁଇ ମୁଲ୍‌କେ ମନ୍‍ କରି ନାଇ, ସେଟାସେ କଲିନି । 16 ମାତର୍‌ ମୁଇ ମନ୍‍ ନ କରି ରଇବା କାମ୍‌ କର୍‌ବାର୍‍ ଲାଗି, ନିୟମ୍‌ ଟିକ୍‌ ଆଚେ ବଲି ମାନ୍‌ଲିନି । 17 ସେଟାର୍‌ ପାଇ ଏ ସବୁ ଜାକ କାମ୍‌ ମୁଇ କରି ନାଇ । ମର୍‌ ବିତ୍‌ରେ ରଇବା ପାପ୍‌ସେ ସେଟା କଲାନି । 18 ମର୍‌ ଗାଗଡର୍‌ କାରାପ୍‌ ମନ୍‍ କର୍‍ବାଟାନେଅନି କାଇମିସା ନିମାନ୍‌ ବିସଇ ନ ଆସେ ବଲି ମୁଇ ଜାନ୍‌ଲିନି । କାଇକେବଇଲେ ନିକ କାମ୍‌ କର୍‌ବାକେ ମନ୍‍ ରଇଲେ ମିସା ସେଟା କରି ନାପାର୍‌ଲିନି । 19 ସେଟାର୍‌ ପାଇ ଜନ୍‌ ନିକ କାମ୍‌ କର୍‌ବାକେ ମୁଇ ମନ୍‌ କଲିନି, ସେ କାମ୍‌ ନ କରି, ଜନ୍‌ କାରାପ୍‌ କାମ୍‌ କର୍‍ବାକେ ମୁଲ୍‌କେ ମନ୍‍ ନାଇ, ସେଟାସେ କଲିନି । 20 ଜଦି ମୁଇ ମନ୍‍ ନ କର୍‍ବାଟା କରିଲାଗି ଆଚି, ସେନ୍ତାର୍‌ଆଲେ ଜାଇଟା କଲିନି, ସେଟା ମୁଇ ସତଇସେ କରିନାଇ, ମର୍‌ ବିତ୍‌ରେ ରଇଲା ପାପ୍‌ସେ ସେଟା କଲାନି । 21 ଏଟା ମର୍‌ ବିତ୍‌ରେ ଗଟେକ୍‌ କାମ୍‌କର୍‌ବା ନିୟମ୍‌ ବଲି ମନେ ଅଇଲାନି । ଜନ୍‌ଟା ନିକ, ସେଟା ମୁଇ କର୍‌ବାକେ ଗାଲାବେଲେ, ଅବ୍‌କା କାରାପ୍‌ ବିସ‍ଇସେ କଲିନି । 22 ପରମେସରର୍‌ ନିୟମ୍‌ ନାମ୍‌ବାକେ ମୁଇ ବେସି ମନ୍‍ କଲିନି, 23 ମାତର୍‌ ମର୍‌ ମନ୍‍ କଲା ବିରଦେ ମର୍‌ ଗାଗଡ୍‌ ତେବାଇବା ବିଦି ସବୁବେଲେ ଜୁଇଦ୍‌ କଲାନି । ମର୍‌ ଗାଗ୍‌ଡେ କାମ୍‌କର୍‌ତେ ରଇବା ସବୁ ପାପ୍‌ ମକେ ବନ୍ଦି କରି ସଙ୍ଗଇଲା ଆଚେ । 24 କେଡେ କରମ୍‌ ନଇଲା ଲକ୍‌ ମୁଇ ! ମରନର୍‍ ମୁଏଁ ଜିକିନେବା ଏ ଗାଗଡର୍‌ ଚଲାଚଲ୍‌ତି ଅନି କେ ମକେ ମୁକ୍‍ଲାଇସି ? 25 ପରମେସର୍‌ ଦନିଅବାଦ୍‌ ପାଅ ! ମାପ୍‌ରୁ ଜିସୁ କିରିସ୍‌ଟର୍‌ ଲାଗି ମୁଇ ଉଦାର୍‌ ପାଇଆଚି ।ତେବେ, ଏଟା ଅଇଲାନି ମର୍‌ କରମ୍‌ । ପରମେସରର୍‌ ନିୟମ୍‌ କାଲି ମୁଇ ମର୍‌ ମନେ ନାମି ପାର୍‌ବି । ମାତର୍‌ ମର୍‌ ମୁନୁସ୍‌ ଇସାବର୍‌ ଚଲାଚଲ୍‌ତି ମକେ ପାପର୍‌ ଗତି ଦାଙ୍ଗ୍‌ଡା ଅଇବାକେ ବାଦିଅ କଲାନି ।

In Other Versions

Romans 7 in the ANGEFD

Romans 7 in the ANTPNG2D

Romans 7 in the AS21

Romans 7 in the BAGH

Romans 7 in the BBPNG

Romans 7 in the BBT1E

Romans 7 in the BDS

Romans 7 in the BEV

Romans 7 in the BHAD

Romans 7 in the BIB

Romans 7 in the BLPT

Romans 7 in the BNT

Romans 7 in the BNTABOOT

Romans 7 in the BNTLV

Romans 7 in the BOATCB

Romans 7 in the BOATCB2

Romans 7 in the BOBCV

Romans 7 in the BOCNT

Romans 7 in the BOECS

Romans 7 in the BOGWICC

Romans 7 in the BOHCB

Romans 7 in the BOHCV

Romans 7 in the BOHLNT

Romans 7 in the BOHNTLTAL

Romans 7 in the BOICB

Romans 7 in the BOILNTAP

Romans 7 in the BOITCV

Romans 7 in the BOKCV

Romans 7 in the BOKCV2

Romans 7 in the BOKHWOG

Romans 7 in the BOKSSV

Romans 7 in the BOLCB

Romans 7 in the BOLCB2

Romans 7 in the BOMCV

Romans 7 in the BONAV

Romans 7 in the BONCB

Romans 7 in the BONLT

Romans 7 in the BONUT2

Romans 7 in the BOPLNT

Romans 7 in the BOSCB

Romans 7 in the BOSNC

Romans 7 in the BOTLNT

Romans 7 in the BOVCB

Romans 7 in the BOYCB

Romans 7 in the BPBB

Romans 7 in the BPH

Romans 7 in the BSB

Romans 7 in the CCB

Romans 7 in the CUV

Romans 7 in the CUVS

Romans 7 in the DBT

Romans 7 in the DGDNT

Romans 7 in the DHNT

Romans 7 in the DNT

Romans 7 in the ELBE

Romans 7 in the EMTV

Romans 7 in the ESV

Romans 7 in the FBV

Romans 7 in the FEB

Romans 7 in the GGMNT

Romans 7 in the GNT

Romans 7 in the HARY

Romans 7 in the HNT

Romans 7 in the IRVA

Romans 7 in the IRVB

Romans 7 in the IRVG

Romans 7 in the IRVH

Romans 7 in the IRVK

Romans 7 in the IRVM

Romans 7 in the IRVM2

Romans 7 in the IRVO

Romans 7 in the IRVP

Romans 7 in the IRVT

Romans 7 in the IRVT2

Romans 7 in the IRVU

Romans 7 in the ISVN

Romans 7 in the JSNT

Romans 7 in the KAPI

Romans 7 in the KBT1ETNIK

Romans 7 in the KBV

Romans 7 in the KJV

Romans 7 in the KNFD

Romans 7 in the LBA

Romans 7 in the LBLA

Romans 7 in the LNT

Romans 7 in the LSV

Romans 7 in the MAAL

Romans 7 in the MBV

Romans 7 in the MBV2

Romans 7 in the MHNT

Romans 7 in the MKNFD

Romans 7 in the MNG

Romans 7 in the MNT

Romans 7 in the MNT2

Romans 7 in the MRS1T

Romans 7 in the NAA

Romans 7 in the NASB

Romans 7 in the NBLA

Romans 7 in the NBS

Romans 7 in the NBVTP

Romans 7 in the NET2

Romans 7 in the NIV11

Romans 7 in the NNT

Romans 7 in the NNT2

Romans 7 in the NNT3

Romans 7 in the PDDPT

Romans 7 in the PFNT

Romans 7 in the RMNT

Romans 7 in the SBIAS

Romans 7 in the SBIBS

Romans 7 in the SBIBS2

Romans 7 in the SBICS

Romans 7 in the SBIDS

Romans 7 in the SBIGS

Romans 7 in the SBIHS

Romans 7 in the SBIIS

Romans 7 in the SBIIS2

Romans 7 in the SBIIS3

Romans 7 in the SBIKS

Romans 7 in the SBIKS2

Romans 7 in the SBIMS

Romans 7 in the SBIOS

Romans 7 in the SBIPS

Romans 7 in the SBISS

Romans 7 in the SBITS

Romans 7 in the SBITS2

Romans 7 in the SBITS3

Romans 7 in the SBITS4

Romans 7 in the SBIUS

Romans 7 in the SBIVS

Romans 7 in the SBT

Romans 7 in the SBT1E

Romans 7 in the SCHL

Romans 7 in the SUSU

Romans 7 in the SUSU2

Romans 7 in the SYNO

Romans 7 in the TBIAOTANT

Romans 7 in the TBT1E

Romans 7 in the TBT1E2

Romans 7 in the TFTIP

Romans 7 in the TFTU

Romans 7 in the TGNTATF3T

Romans 7 in the THAI

Romans 7 in the TNFD

Romans 7 in the TNT

Romans 7 in the TNTIK

Romans 7 in the TNTIL

Romans 7 in the TNTIN

Romans 7 in the TNTIP

Romans 7 in the TNTIZ

Romans 7 in the TOMA

Romans 7 in the TTENT

Romans 7 in the UBG

Romans 7 in the UGV

Romans 7 in the UGV2

Romans 7 in the UGV3

Romans 7 in the VBL

Romans 7 in the VDCC

Romans 7 in the YALU

Romans 7 in the YAPE

Romans 7 in the YBVTP

Romans 7 in the ZBP