Isaiah 48 (IRVO)
1 ହେ ଇସ୍ରାଏଲ ନାମରେ ଖ୍ୟାତ ଓ ଯିହୁଦାର ଜଳାଶୟରୁ ଉତ୍ପନ୍ନ ଯାକୁବ ବଂଶ,ତୁମ୍ଭେମାନେ ଏହି କଥା ଶୁଣ;ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛ ଓ ଇସ୍ରାଏଲର ପରମେଶ୍ୱରଙ୍କ ନାମ କୀର୍ତ୍ତନ କରୁଅଛ,ମାତ୍ର ସତ୍ୟରେ କିଅବା ଧାର୍ମିକତାରେ ନୁହେଁ। 2 କାରଣ ସେମାନେ ଆପଣାମାନଙ୍କୁ ପବିତ୍ର ନଗରର ଲୋକ ବୋଲି ଖ୍ୟାତ କରନ୍ତିଓ ଇସ୍ରାଏଲର ପରମେଶ୍ୱରଙ୍କ ଉପରେ ନିର୍ଭର ରଖନ୍ତି; ତାହାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ। 3 “ଆମ୍ଭେ ପୂର୍ବକାଳର କଥା ପ୍ରାଚୀନ କାଳରୁ ପ୍ରକାଶ କରିଅଛୁ; ହଁ, ତାହା ଆମ୍ଭ ମୁଖରୁ ନିର୍ଗତ ହେଲା ଓ ତାହା ଆମ୍ଭେ ପ୍ରକାଶ କଲୁ;ଆମ୍ଭେ ତାହା କଲୁ ଓ ଅକସ୍ମାତ୍ ସେହି ସବୁ ଘଟିଲା। 4 ତୁମ୍ଭେ ଅବାଧ୍ୟ, ତୁମ୍ଭର ଗ୍ରୀବା ଲୌହନଳୀଓ ତୁମ୍ଭର କପାଳ ପିତ୍ତଳ ସ୍ୱରୂପ ବୋଲି ଆମ୍ଭେ ଜାଣିଲୁ। 5 ଏଥିପାଇଁ ଆମ୍ଭେ ପ୍ରାଚୀନ କାଳରୁ ତୁମ୍ଭ ପ୍ରତି ତାହା ପ୍ରକାଶ କଲୁ; ତାହା ଘଟିବା ପୂର୍ବେ ତୁମ୍ଭକୁ ଜଣାଇଲୁ;ନୋହିଲେ ଅବା ତୁମ୍ଭେ କୁହନ୍ତ, ଆମ୍ଭର ଦେବତା ଏହା କରିଅଛି, ଆମ୍ଭର ଖୋଦିତ ଓ ଛାଞ୍ଚରେ ଢଳା ପ୍ରତିମା ଏହା ଆଜ୍ଞା କରିଅଛି। 6 ତୁମ୍ଭେ ଶୁଣିଅଛ; ଏହିସବୁ ଦେଖ ଓ ତୁମ୍ଭେମାନେ କି ତାହା ପ୍ରକାଶ କରିବ ନାହିଁ? ଏହି ସମୟଠାରୁ ଆମ୍ଭେ ତୁମ୍ଭକୁ ନୂତନ ବିଷୟ, ଅର୍ଥାତ୍, ତୁମ୍ଭର ଅଜ୍ଞାତ ନିଗୂଢ଼ ବିଷୟ ଦେଖାଇଅଛୁ। 7 ସେହି ସବୁ ପୂର୍ବକାଳରୁ ନୁହେଁ, ମାତ୍ର ଏବେ ସୃଷ୍ଟ ହେଲା; ଆଜି ଦିନର ପୂର୍ବେ ତୁମ୍ଭେ ତାହା ଶୁଣିଲ ନାହିଁ;ନୋହିଲେ ଅବା ଦେଖ, ଆମ୍ଭେ ସେହି ସବୁ ଜାଣିଲୁ ବୋଲି ତୁମ୍ଭେ କୁହନ୍ତ। 8 ବାସ୍ତବିକ, ତୁମ୍ଭେ ଶୁଣିଲ ନାହିଁ; ତୁମ୍ଭେ ଜାଣିଲ ନାହିଁ; ପୂର୍ବରୁ ତୁମ୍ଭର କର୍ଣ୍ଣ ମୁକ୍ତ ହୋଇ ନ ଥିଲା;କାରଣ ତୁମ୍ଭେ ଯେ ଭାରୀ ବିଶ୍ୱାସଘାତକତା କଲ ଓ ଗର୍ଭରୁ ଅଧର୍ମାଚାରୀ ବୋଲି ବିଖ୍ୟାତ ହୋଇଥିଲ, ଏହା ଆମ୍ଭେ ଜାଣିଲୁ। 9 ଆମ୍ଭେ ଯେପରି ତୁମ୍ଭକୁ ଉଚ୍ଛିନ୍ନ ନ କରୁ, ଏଥିପାଇଁ ଆମ୍ଭେ ଆପଣା ନାମ ସକାଶୁ ଆପଣା କ୍ରୋଧ ସମ୍ବରଣ କରିବା ଓ ଆପଣା ପ୍ରଶଂସା ପାଇଁ ତୁମ୍ଭ ପ୍ରତି କ୍ଷାନ୍ତ ହେବା। 10 ଦେଖ, ଆମ୍ଭେ ତୁମ୍ଭକୁ ପରିଷ୍କାର କରିଅଛୁ, ମାତ୍ର ରୂପା ପରି ନୁହେଁ; ଆମ୍ଭେ ଦୁଃଖରୂପ ଉହ୍ମାଇରେ ତୁମ୍ଭକୁ ମନୋନୀତ କରିଅଛୁ। 11 ଆମ୍ଭେ ଆପଣା ସକାଶୁ, କେବଳ ଆପଣା ସକାଶୁ ତାହା କରିବା; କାରଣ ଆମ୍ଭର ନାମ କାହିଁକି ଅପବିତ୍ରୀକୃତ ହେବ?ପୁଣି, ଆମ୍ଭେ ଆପଣା ଗୌରବ ଅନ୍ୟକୁ ଦେବା ନାହିଁ। 12 ହେ ଯାକୁବ, ହେ ଆମ୍ଭର ଆହୂତ ଇସ୍ରାଏଲ, ଆମ୍ଭ ବାକ୍ୟରେ ମନୋଯୋଗ କର;ଆମ୍ଭେ ସେହି ଅଟୁ; ଆମ୍ଭେ ଆଦି, ଆମ୍ଭେ ହିଁ ଅନ୍ତ। 13 ଆହୁରି, ଆମ୍ଭର ହସ୍ତ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛି ଓ ଆମ୍ଭର ଡାହାଣ ହସ୍ତ ଗଗନମଣ୍ଡଳ ବିସ୍ତାର କରିଅଛି;ଆମ୍ଭେ ସେମାନଙ୍କୁ ଡାକିଲେ, ସେମାନେ ଏକତ୍ର ଛିଡ଼ା ହୁଅନ୍ତି।” 14 “ତୁମ୍ଭେ ସମସ୍ତେ ଏକତ୍ର ହୋଇ ଶୁଣ; ସେମାନଙ୍କ ମଧ୍ୟରେ କିଏ ଏହିସବୁ ପ୍ରକାଶ କରିଅଛି?ସଦାପ୍ରଭୁ ତାହାକୁ ପ୍ରେମ କରିଅଛନ୍ତି; ସେ ବାବିଲ ଉପରେ ତାହାଙ୍କର ମନସ୍କାମନା ସିଦ୍ଧ କରିବ ଓ କଲ୍ଦୀୟମାନଙ୍କ ଉପରେ ତାହାଙ୍କର ବାହୁ ରହିବ। 15 ଆମ୍ଭେ, ଆମ୍ଭେ ହିଁ ବାକ୍ୟ କହିଅଛୁ; ହଁ, ଆମ୍ଭେ ତାହାକୁ ଆହ୍ୱାନ କରିଅଛୁ; ଆମ୍ଭେ ତାହାକୁ ଆଣିଅଛୁ, ଆଉ ସେ ଆପଣା ପଥରେ କୃତକାର୍ଯ୍ୟ ହେବ। 16 ତୁମ୍ଭେମାନେ ଆମ୍ଭ ନିକଟକୁ ଆସି ଏହି କଥା ଶୁଣ;ଆମ୍ଭେ ପ୍ରଥମରୁ ଗୋପନରେ କହି ନାହୁଁ; ତାହା ହେଉଥିବା ସମୟରୁ ଆମ୍ଭେ ସେଠାରେ ଅଛୁ;”ପୁଣି, ଏବେ ପ୍ରଭୁ, ସଦାପ୍ରଭୁ ମୋତେ ଓ ତାହାଙ୍କ ଆତ୍ମାକୁ ପ୍ରେରଣ କରିଅଛନ୍ତି। 17 ସଦାପ୍ରଭୁ ତୁମ୍ଭର ମୁକ୍ତିଦାତା, ଇସ୍ରାଏଲର ଧର୍ମସ୍ୱରୂପ, ଏହି କଥା କହନ୍ତି;“ଆମ୍ଭେ ସଦାପ୍ରଭୁ, ତୁମ୍ଭ ପରମେଶ୍ୱର, ତୁମ୍ଭକୁ ଉପକାରଜନକ ଶିକ୍ଷା ଦେଉ,ତୁମ୍ଭର ଗନ୍ତବ୍ୟ ପଥରେ ତୁମ୍ଭକୁ ଗମନ କରାଉ। 18 ଆଃ, ତୁମ୍ଭେ ଯଦି ଆମ୍ଭ ଆଜ୍ଞାରେ ମନୋଯୋଗ କରିଥାʼନ୍ତ!ତେବେ ତୁମ୍ଭର ଶାନ୍ତି ନଦୀ ତୁଲ୍ୟ ଓ ତୁମ୍ଭର ଧାର୍ମିକତା ସମୁଦ୍ରର ତରଙ୍ଗ ତୁଲ୍ୟ ହୋଇଥାʼନ୍ତା; 19 ତୁମ୍ଭର ବଂଶ ମଧ୍ୟ ବାଲୁକା ତୁଲ୍ୟ ଓ ତୁମ୍ଭର ଔରସଜାତ ସନ୍ତାନଗଣ ତହିଁର କଣିକାସମୂହର ତୁଲ୍ୟ ହୋଇଥାʼନ୍ତେ;ତାହାର ନାମ ଆମ୍ଭ ସମ୍ମୁଖରୁ ଉଚ୍ଛିନ୍ନ କିଅବା ବିନଷ୍ଟ ହୋଇ ନ ଥାʼନ୍ତା।” 20 ତୁମ୍ଭେମାନେ ବାବିଲରୁ ବାହାରି ଯାଅ, କଲ୍ଦୀୟମାନଙ୍କ ମଧ୍ୟରୁ ପଳାଅ;ତୁମ୍ଭେମାନେ ଗାୟନ ଧ୍ୱନିରେ ପ୍ରଚାର କରି ଜଣାଅ, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ପ୍ରକାଶ କର;ତୁମ୍ଭେମାନେ କୁହ, “ସଦାପ୍ରଭୁ ଆପଣା ଦାସ ଯାକୁବକୁ ମୁକ୍ତ କରିଅଛନ୍ତି।” 21 ପୁଣି, ସେ ମରୁଭୂମି ଦେଇ ସେମାନଙ୍କୁ ଗମନ କରାଇବା ବେଳେ ସେମାନେ ତୃଷାର୍ତ୍ତ ନୋହିଲେ,ସେ ସେମାନଙ୍କ ନିମନ୍ତେ ଶୈଳରୁ ଜଳସ୍ରୋତ ବୁହାଇଲେ,ଆହୁରି ସେ ଶୈଳକୁ ବିଦୀର୍ଣ୍ଣ କଲେ, ପୁଣି ତହିଁରୁ ଜଳ ନିର୍ଗତ ହେଲା। 22 ସଦାପ୍ରଭୁ କହନ୍ତି, “ଦୁଷ୍ଟ ଲୋକମାନଙ୍କର କିଛି ଶାନ୍ତି ନାହିଁ।”
In Other Versions
Isaiah 48 in the ANGEFD
Isaiah 48 in the ANTPNG2D
Isaiah 48 in the AS21
Isaiah 48 in the BAGH
Isaiah 48 in the BBPNG
Isaiah 48 in the BBT1E
Isaiah 48 in the BDS
Isaiah 48 in the BEV
Isaiah 48 in the BHAD
Isaiah 48 in the BIB
Isaiah 48 in the BLPT
Isaiah 48 in the BNT
Isaiah 48 in the BNTABOOT
Isaiah 48 in the BNTLV
Isaiah 48 in the BOATCB
Isaiah 48 in the BOATCB2
Isaiah 48 in the BOBCV
Isaiah 48 in the BOCNT
Isaiah 48 in the BOECS
Isaiah 48 in the BOGWICC
Isaiah 48 in the BOHCB
Isaiah 48 in the BOHCV
Isaiah 48 in the BOHLNT
Isaiah 48 in the BOHNTLTAL
Isaiah 48 in the BOICB
Isaiah 48 in the BOILNTAP
Isaiah 48 in the BOITCV
Isaiah 48 in the BOKCV
Isaiah 48 in the BOKCV2
Isaiah 48 in the BOKHWOG
Isaiah 48 in the BOKSSV
Isaiah 48 in the BOLCB
Isaiah 48 in the BOLCB2
Isaiah 48 in the BOMCV
Isaiah 48 in the BONAV
Isaiah 48 in the BONCB
Isaiah 48 in the BONLT
Isaiah 48 in the BONUT2
Isaiah 48 in the BOPLNT
Isaiah 48 in the BOSCB
Isaiah 48 in the BOSNC
Isaiah 48 in the BOTLNT
Isaiah 48 in the BOVCB
Isaiah 48 in the BOYCB
Isaiah 48 in the BPBB
Isaiah 48 in the BPH
Isaiah 48 in the BSB
Isaiah 48 in the CCB
Isaiah 48 in the CUV
Isaiah 48 in the CUVS
Isaiah 48 in the DBT
Isaiah 48 in the DGDNT
Isaiah 48 in the DHNT
Isaiah 48 in the DNT
Isaiah 48 in the ELBE
Isaiah 48 in the EMTV
Isaiah 48 in the ESV
Isaiah 48 in the FBV
Isaiah 48 in the FEB
Isaiah 48 in the GGMNT
Isaiah 48 in the GNT
Isaiah 48 in the HARY
Isaiah 48 in the HNT
Isaiah 48 in the IRVA
Isaiah 48 in the IRVB
Isaiah 48 in the IRVG
Isaiah 48 in the IRVH
Isaiah 48 in the IRVK
Isaiah 48 in the IRVM
Isaiah 48 in the IRVM2
Isaiah 48 in the IRVP
Isaiah 48 in the IRVT
Isaiah 48 in the IRVT2
Isaiah 48 in the IRVU
Isaiah 48 in the ISVN
Isaiah 48 in the JSNT
Isaiah 48 in the KAPI
Isaiah 48 in the KBT1ETNIK
Isaiah 48 in the KBV
Isaiah 48 in the KJV
Isaiah 48 in the KNFD
Isaiah 48 in the LBA
Isaiah 48 in the LBLA
Isaiah 48 in the LNT
Isaiah 48 in the LSV
Isaiah 48 in the MAAL
Isaiah 48 in the MBV
Isaiah 48 in the MBV2
Isaiah 48 in the MHNT
Isaiah 48 in the MKNFD
Isaiah 48 in the MNG
Isaiah 48 in the MNT
Isaiah 48 in the MNT2
Isaiah 48 in the MRS1T
Isaiah 48 in the NAA
Isaiah 48 in the NASB
Isaiah 48 in the NBLA
Isaiah 48 in the NBS
Isaiah 48 in the NBVTP
Isaiah 48 in the NET2
Isaiah 48 in the NIV11
Isaiah 48 in the NNT
Isaiah 48 in the NNT2
Isaiah 48 in the NNT3
Isaiah 48 in the PDDPT
Isaiah 48 in the PFNT
Isaiah 48 in the RMNT
Isaiah 48 in the SBIAS
Isaiah 48 in the SBIBS
Isaiah 48 in the SBIBS2
Isaiah 48 in the SBICS
Isaiah 48 in the SBIDS
Isaiah 48 in the SBIGS
Isaiah 48 in the SBIHS
Isaiah 48 in the SBIIS
Isaiah 48 in the SBIIS2
Isaiah 48 in the SBIIS3
Isaiah 48 in the SBIKS
Isaiah 48 in the SBIKS2
Isaiah 48 in the SBIMS
Isaiah 48 in the SBIOS
Isaiah 48 in the SBIPS
Isaiah 48 in the SBISS
Isaiah 48 in the SBITS
Isaiah 48 in the SBITS2
Isaiah 48 in the SBITS3
Isaiah 48 in the SBITS4
Isaiah 48 in the SBIUS
Isaiah 48 in the SBIVS
Isaiah 48 in the SBT
Isaiah 48 in the SBT1E
Isaiah 48 in the SCHL
Isaiah 48 in the SNT
Isaiah 48 in the SUSU
Isaiah 48 in the SUSU2
Isaiah 48 in the SYNO
Isaiah 48 in the TBIAOTANT
Isaiah 48 in the TBT1E
Isaiah 48 in the TBT1E2
Isaiah 48 in the TFTIP
Isaiah 48 in the TFTU
Isaiah 48 in the TGNTATF3T
Isaiah 48 in the THAI
Isaiah 48 in the TNFD
Isaiah 48 in the TNT
Isaiah 48 in the TNTIK
Isaiah 48 in the TNTIL
Isaiah 48 in the TNTIN
Isaiah 48 in the TNTIP
Isaiah 48 in the TNTIZ
Isaiah 48 in the TOMA
Isaiah 48 in the TTENT
Isaiah 48 in the UBG
Isaiah 48 in the UGV
Isaiah 48 in the UGV2
Isaiah 48 in the UGV3
Isaiah 48 in the VBL
Isaiah 48 in the VDCC
Isaiah 48 in the YALU
Isaiah 48 in the YAPE
Isaiah 48 in the YBVTP
Isaiah 48 in the ZBP