Zephaniah 3 (IRVO)

1 ଯିରୂଶାଲମ ଓ ଗୋଷ୍ଠୀଗଣଙ୍କ ପ୍ରତି ବିଚାର ଉପଦ୍ରବକାରିଣୀ ଯେଉଁ ନଗରୀ ବିଦ୍ରୋହିଣୀ ଓ ଭ୍ରଷ୍ଟା ହୋଇଅଛି, ସେ ସନ୍ତାପର ପାତ୍ରୀ। 2 ସେ ରବ ଶୁଣିଲା ନାହିଁ; ସେ ଶିକ୍ଷା ଗ୍ରହଣ କଲା ନାହିଁ;ସେ ସଦାପ୍ରଭୁଙ୍କଠାରେ ନିର୍ଭର ରଖିଲା ନାହିଁ; ସେ ଆପଣା ପରମେଶ୍ୱରଙ୍କ ନିକଟକୁ ଆସିଲା ନାହିଁ। 3 ତାହାର ମଧ୍ୟସ୍ଥିତ ଅଧିପତିଗଣ ଗର୍ଜ୍ଜନକାରୀ ସିଂହ ସଦୃଶ୍ୟ;ତାହାର ବିଚାରକର୍ତ୍ତାଗଣ ସନ୍ଧ୍ୟାକାଳୀନ କେନ୍ଦୁଆ ତୁଲ୍ୟ; ସେମାନେ ସକାଳ ବେଳାକୁ କିଛି ରଖନ୍ତି ନାହିଁ। 4 ତାହାର ଭବିଷ୍ୟଦ୍‍ବକ୍ତାମାନେ ଅସାର ଓ ବିଶ୍ୱାସଘାତକ ଅଟନ୍ତି;ତାହାର ଯାଜକଗଣ ପବିତ୍ର ବିଷୟକୁ ଅପବିତ୍ର କରିଅଛନ୍ତି, ସେମାନେ ବ୍ୟବସ୍ଥା ପ୍ରତି ଦୌରାତ୍ମ୍ୟ କରିଅଛନ୍ତି। 5 ତାହାର ମଧ୍ୟବର୍ତ୍ତୀ ସଦାପ୍ରଭୁ ଧାର୍ମିକ ଅଟନ୍ତି; ସେ ଅଧର୍ମ କରିବେ ନାହିଁ;ପ୍ରତି ପ୍ରଭାତ ସେ ଆପଣା ବିଚାର ଆଲୁଅରେ ସ୍ଥାପନ କରନ୍ତି, ସେ ତ୍ରୁଟି କରନ୍ତି ନାହିଁ; ମାତ୍ର ଅନ୍ୟାୟକାରୀ ଲୋକ ଲଜ୍ଜା ଜାଣେ ନାହିଁ। 6 ଆମ୍ଭେ ଗୋଷ୍ଠୀଗଣକୁ ଉଚ୍ଛିନ୍ନ କରିଅଛୁ, ସେମାନଙ୍କର ଦୁର୍ଗସକଳ ଧ୍ୱଂସିତ ହୋଇଅଛି;ଆମ୍ଭେ ସେମାନଙ୍କର ପଥସକଳ ଧ୍ୱଂସ କରିଅଛୁ, ତାହା ଦେଇ କେହି ଗମନାଗମନ କରେ ନାହିଁ;ସେମାନଙ୍କର ନଗରସକଳ ଏପରି ବିନଷ୍ଟ ହୋଇଅଛି ଯେ, ତହିଁରେ କୌଣସି ମନୁଷ୍ୟ ଓ ବାସକାରୀ କେହି ନାହିଁ। 7 ଆମ୍ଭେ କହିଲୁ, “ତୁମ୍ଭେ ଅବଶ୍ୟ ଆମ୍ଭକୁ ଭୟ କରିବ, ତୁମ୍ଭେ ଶିକ୍ଷା ଗ୍ରହଣ କରିବ;ତହିଁରେ ତାହାର ବିରୁଦ୍ଧରେ ଆମ୍ଭର ସକଳ ନିରୂପଣ ଅନୁସାରେ ତାହାର ନିବାସ ସ୍ଥାନ ଉଚ୍ଛିନ୍ନ ହେବ ନାହିଁ;ମାତ୍ର ସେମାନେ ଅତି ପ୍ରଭାତରେ ଉଠି ଆପଣାମାନଙ୍କର କ୍ରିୟାସବୁକୁ ଭ୍ରଷ୍ଟ କଲେ।” 8 ଏହେତୁ ସଦାପ୍ରଭୁ କହନ୍ତି, “ଆମ୍ଭେ ଲୁଟିବା ପାଇଁ ଉଠିବା ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ଆମ୍ଭ ଅପେକ୍ଷାରେ ଥାଅ;କାରଣ ଆମ୍ଭେ ଆପଣା କୋପ ଓ ପ୍ରଚଣ୍ଡ କ୍ରୋଧ ରାଜ୍ୟସକଳର ଉପରେ ଢାଳିବା ନିମନ୍ତେ ଯେପରି ସେମାନଙ୍କୁ ଏକତ୍ର କରିବା,ଏଥିପାଇଁ ଗୋଷ୍ଠୀଗଣକୁ ସଂଗ୍ରହ କରିବାକୁ ଆମ୍ଭର ସ୍ଥିର ବିଚାର ଅଛି;କାରଣ ଆମ୍ଭର ଅନ୍ତର୍ଜ୍ୱାଳାରୂପ ଅଗ୍ନିରେ ସମୁଦାୟ ପୃଥିବୀ ଗ୍ରାସିତ ହେବ। 9 ଯେହେତୁ ଗୋଷ୍ଠୀଗଣ ଯେପରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବେଓ ଏକ ମନରେ ତାହାଙ୍କର ସେବା କରିବେ, ଏଥିପାଇଁ ସେହି ସମୟରେ ଆମ୍ଭେ ସେମାନଙ୍କୁ ଏକ ବିଶୁଦ୍ଧ ଭାଷା ଦେବା। 10 ଆମ୍ଭର ପ୍ରାର୍ଥନାକାରୀମାନେ ଓ ଆମ୍ଭ ଛିନ୍ନଭିନ୍ନ (ଲୋକଙ୍କର) କନ୍ୟା କୂଶ ଦେଶସ୍ଥ ନଦୀସବୁର ସେପାରିରୁ ଆମ୍ଭର ନୈବେଦ୍ୟ ଆଣିବେ। 11 ତୁମ୍ଭେ ଆପଣାର ଯେଉଁସବୁ କ୍ରିୟାରେ ଆମ୍ଭର ଆଜ୍ଞାଲଙ୍ଘନ କରିଅଛ, ତହିଁ ସକାଶୁ ସେହି ଦିନ ତୁମ୍ଭେ ଲଜ୍ଜିତ ନୋହିବ;କାରଣ ସେସମୟରେ ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭର ଦର୍ପଯୁକ୍ତ ଉଲ୍ଲାସକାରୀମାନଙ୍କୁ ଦୂର କରିବାଓ ତୁମ୍ଭେ ଆମ୍ଭ ପବିତ୍ର ପର୍ବତରେ ଆଉ ଅହଙ୍କାରୀ ନୋହିବ। 12 ମାତ୍ର ଆମ୍ଭେ ତୁମ୍ଭ ମଧ୍ୟରେ କ୍ଳେଶଯୁକ୍ତ ଓ ଦରିଦ୍ର ଏକ ଗୋଷ୍ଠୀକୁ ରଖିବା,ଆଉ ସେମାନେ ସଦାପ୍ରଭୁଙ୍କ ନାମରେ ନିର୍ଭର ରଖିବେ। 13 ଇସ୍ରାଏଲର ଅବଶିଷ୍ଟାଂଶ ଲୋକମାନେ ଅଧର୍ମ କରିବେ ନାହିଁ, କିଅବା ମିଥ୍ୟା କହିବେ ନାହିଁ; ଅଥବା ପ୍ରତାରକ ଜିହ୍ୱା ସେମାନଙ୍କ ମୁଖରେ ଦେଖାଯିବ ନାହିଁ;କାରଣ ସେମାନେ ଚରିବେ ଓ ଶୟନ କରିବେ, ଆଉ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ।” 14 ଗୋ ସିୟୋନ କନ୍ୟେ, ଗାନ କର; ହେ ଇସ୍ରାଏଲ, ଜୟଧ୍ୱନି କର;ଗୋ ଯିରୂଶାଲମ କନ୍ୟେ, ଆନନ୍ଦ କର ଓ ସର୍ବାନ୍ତଃକରଣରେ ଉଲ୍ଲାସ କର। 15 ସଦାପ୍ରଭୁ ତୁମ୍ଭର ଦଣ୍ଡସବୁ ଦୂର କରିଅଛନ୍ତି, ସେ ତୁମ୍ଭର ଶତ୍ରୁକୁ ଦୂର କରିଅଛନ୍ତି;ଇସ୍ରାଏଲର ରାଜା ସଦାପ୍ରଭୁ ତୁମ୍ଭ ମଧ୍ୟବର୍ତ୍ତୀ ଅଛନ୍ତି, ତୁମ୍ଭେ ଆଉ ଅମଙ୍ଗଳର ଭୟ ପାଇବ ନାହିଁ। 16 ସେହି ଦିନ ଯିରୂଶାଲମକୁ କୁହାଯିବ,ତୁମ୍ଭେ ଭୟ କର ନାହିଁ; “ହେ ସିୟୋନ, ତୁମ୍ଭର ହସ୍ତ ଶିଥିଳ ନ ହେଉ। 17 ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ମଧ୍ୟବର୍ତ୍ତୀ ଅଟନ୍ତି, ସେ ବୀର, ଯେ କି ପରିତ୍ରାଣ କରିବେ;ସେ ତୁମ୍ଭ ବିଷୟରେ ପରମ ଆନନ୍ଦ କରିବେ, ସେ ଆପଣା ସ୍ନେହଭରରେ ନୀରବ ହେବେ,ସେ ଗାନ କରି ତୁମ୍ଭ ବିଷୟରେ ଉଲ୍ଲାସ କରିବେ। 18 ତୁମ୍ଭର ଯେଉଁ ଲୋକମାନେ ମହାସଭା ବିଷୟରେ ଶୋଚନା କରନ୍ତି, ସେମାନଙ୍କୁ ଆମ୍ଭେ ଏକତ୍ର କରିବା; ତାହାର ଭାର ସେମାନଙ୍କ ପ୍ରତି ଲଜ୍ଜାର ବିଷୟ ଥିଲା। 19 ଦେଖ, ଯେଉଁମାନେ ତୁମ୍ଭକୁ କ୍ଳେଶ ଦିଅନ୍ତି, ସେହି ସମସ୍ତଙ୍କ ପ୍ରତି ସେହି ସମୟରେ ଆମ୍ଭେ ଉପଯୁକ୍ତ ବ୍ୟବହାର କରିବା;ପୁଣି, ଆମ୍ଭେ ଆଘାତ ପ୍ରାପ୍ତ ଲୋକଙ୍କୁ ପରିତ୍ରାଣ କରିବା ଓ ଯେ ତାଡ଼ିତା ହୋଇଥିଲା, ତାହାକୁ ସଂଗ୍ରହ କରିବା;ଆଉ, ଯେଉଁମାନଙ୍କର ଲଜ୍ଜା ସମୁଦାୟ ପୃଥିବୀରେ ବ୍ୟାପିଥିଲା, ଆମ୍ଭେ ସେମାନଙ୍କୁ ପ୍ରଶଂସାର ଓ ଯଶର ପାତ୍ର କରିବା। 20 ସେସମୟରେ ଆମ୍ଭେ ତୁମ୍ଭମାନଙ୍କୁ ଆଣିବା ଓ ସେହି ସମୟରେ ଆମ୍ଭେ ତୁମ୍ଭମାନଙ୍କୁ ସଂଗ୍ରହ କରିବା;କାରଣ ଆମ୍ଭେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ ତୁମ୍ଭମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା ସମୟରେପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ମଧ୍ୟରେ ତୁମ୍ଭମାନଙ୍କୁ ସୁଖ୍ୟାତି ଓ ପ୍ରଶଂସାର ପାତ୍ର କରିବା,” ଏହା ସଦାପ୍ରଭୁ କହନ୍ତି।

In Other Versions

Zephaniah 3 in the ANGEFD

Zephaniah 3 in the ANTPNG2D

Zephaniah 3 in the AS21

Zephaniah 3 in the BAGH

Zephaniah 3 in the BBPNG

Zephaniah 3 in the BBT1E

Zephaniah 3 in the BDS

Zephaniah 3 in the BEV

Zephaniah 3 in the BHAD

Zephaniah 3 in the BIB

Zephaniah 3 in the BLPT

Zephaniah 3 in the BNT

Zephaniah 3 in the BNTABOOT

Zephaniah 3 in the BNTLV

Zephaniah 3 in the BOATCB

Zephaniah 3 in the BOATCB2

Zephaniah 3 in the BOBCV

Zephaniah 3 in the BOCNT

Zephaniah 3 in the BOECS

Zephaniah 3 in the BOGWICC

Zephaniah 3 in the BOHCB

Zephaniah 3 in the BOHCV

Zephaniah 3 in the BOHLNT

Zephaniah 3 in the BOHNTLTAL

Zephaniah 3 in the BOICB

Zephaniah 3 in the BOILNTAP

Zephaniah 3 in the BOITCV

Zephaniah 3 in the BOKCV

Zephaniah 3 in the BOKCV2

Zephaniah 3 in the BOKHWOG

Zephaniah 3 in the BOKSSV

Zephaniah 3 in the BOLCB

Zephaniah 3 in the BOLCB2

Zephaniah 3 in the BOMCV

Zephaniah 3 in the BONAV

Zephaniah 3 in the BONCB

Zephaniah 3 in the BONLT

Zephaniah 3 in the BONUT2

Zephaniah 3 in the BOPLNT

Zephaniah 3 in the BOSCB

Zephaniah 3 in the BOSNC

Zephaniah 3 in the BOTLNT

Zephaniah 3 in the BOVCB

Zephaniah 3 in the BOYCB

Zephaniah 3 in the BPBB

Zephaniah 3 in the BPH

Zephaniah 3 in the BSB

Zephaniah 3 in the CCB

Zephaniah 3 in the CUV

Zephaniah 3 in the CUVS

Zephaniah 3 in the DBT

Zephaniah 3 in the DGDNT

Zephaniah 3 in the DHNT

Zephaniah 3 in the DNT

Zephaniah 3 in the ELBE

Zephaniah 3 in the EMTV

Zephaniah 3 in the ESV

Zephaniah 3 in the FBV

Zephaniah 3 in the FEB

Zephaniah 3 in the GGMNT

Zephaniah 3 in the GNT

Zephaniah 3 in the HARY

Zephaniah 3 in the HNT

Zephaniah 3 in the IRVA

Zephaniah 3 in the IRVB

Zephaniah 3 in the IRVG

Zephaniah 3 in the IRVH

Zephaniah 3 in the IRVK

Zephaniah 3 in the IRVM

Zephaniah 3 in the IRVM2

Zephaniah 3 in the IRVP

Zephaniah 3 in the IRVT

Zephaniah 3 in the IRVT2

Zephaniah 3 in the IRVU

Zephaniah 3 in the ISVN

Zephaniah 3 in the JSNT

Zephaniah 3 in the KAPI

Zephaniah 3 in the KBT1ETNIK

Zephaniah 3 in the KBV

Zephaniah 3 in the KJV

Zephaniah 3 in the KNFD

Zephaniah 3 in the LBA

Zephaniah 3 in the LBLA

Zephaniah 3 in the LNT

Zephaniah 3 in the LSV

Zephaniah 3 in the MAAL

Zephaniah 3 in the MBV

Zephaniah 3 in the MBV2

Zephaniah 3 in the MHNT

Zephaniah 3 in the MKNFD

Zephaniah 3 in the MNG

Zephaniah 3 in the MNT

Zephaniah 3 in the MNT2

Zephaniah 3 in the MRS1T

Zephaniah 3 in the NAA

Zephaniah 3 in the NASB

Zephaniah 3 in the NBLA

Zephaniah 3 in the NBS

Zephaniah 3 in the NBVTP

Zephaniah 3 in the NET2

Zephaniah 3 in the NIV11

Zephaniah 3 in the NNT

Zephaniah 3 in the NNT2

Zephaniah 3 in the NNT3

Zephaniah 3 in the PDDPT

Zephaniah 3 in the PFNT

Zephaniah 3 in the RMNT

Zephaniah 3 in the SBIAS

Zephaniah 3 in the SBIBS

Zephaniah 3 in the SBIBS2

Zephaniah 3 in the SBICS

Zephaniah 3 in the SBIDS

Zephaniah 3 in the SBIGS

Zephaniah 3 in the SBIHS

Zephaniah 3 in the SBIIS

Zephaniah 3 in the SBIIS2

Zephaniah 3 in the SBIIS3

Zephaniah 3 in the SBIKS

Zephaniah 3 in the SBIKS2

Zephaniah 3 in the SBIMS

Zephaniah 3 in the SBIOS

Zephaniah 3 in the SBIPS

Zephaniah 3 in the SBISS

Zephaniah 3 in the SBITS

Zephaniah 3 in the SBITS2

Zephaniah 3 in the SBITS3

Zephaniah 3 in the SBITS4

Zephaniah 3 in the SBIUS

Zephaniah 3 in the SBIVS

Zephaniah 3 in the SBT

Zephaniah 3 in the SBT1E

Zephaniah 3 in the SCHL

Zephaniah 3 in the SNT

Zephaniah 3 in the SUSU

Zephaniah 3 in the SUSU2

Zephaniah 3 in the SYNO

Zephaniah 3 in the TBIAOTANT

Zephaniah 3 in the TBT1E

Zephaniah 3 in the TBT1E2

Zephaniah 3 in the TFTIP

Zephaniah 3 in the TFTU

Zephaniah 3 in the TGNTATF3T

Zephaniah 3 in the THAI

Zephaniah 3 in the TNFD

Zephaniah 3 in the TNT

Zephaniah 3 in the TNTIK

Zephaniah 3 in the TNTIL

Zephaniah 3 in the TNTIN

Zephaniah 3 in the TNTIP

Zephaniah 3 in the TNTIZ

Zephaniah 3 in the TOMA

Zephaniah 3 in the TTENT

Zephaniah 3 in the UBG

Zephaniah 3 in the UGV

Zephaniah 3 in the UGV2

Zephaniah 3 in the UGV3

Zephaniah 3 in the VBL

Zephaniah 3 in the VDCC

Zephaniah 3 in the YALU

Zephaniah 3 in the YAPE

Zephaniah 3 in the YBVTP

Zephaniah 3 in the ZBP