Ephesians 5 (SNT)

1 ପର୍‌ମେସର୍‌କେ ବେସି ଆଲାଦ୍‌ କର୍‌ବା ତାର୍‌ ପିଲାମନ୍‌ ଅଇବାକେ, ତାର୍‌ପାରା ଅଇ ଗଟେକ୍‌ ଆଲାଦର୍‌ ଚଲାଚଲ୍‌ତି କରା । 2 ଜେନ୍ତାର୍‌ କି କିରିସ୍‌ଟ ଆମ୍‌କେ ଆଲାଦ୍‌ କରି ଆମର୍‌ ପାଇ ମରି ରଇଲା । ଗଟେକ୍‌ ସୁନ୍ଦର୍‌ ବାସ୍‌ନା ଅଇବା ବଲି ପାରା ସେ ତାର୍‌ ଜିବନ୍‌ ପର୍‌ମେସର୍‌କେ ସର୍‌ପିଦେଲା । 3 ମାତର୍‌ ତମର୍‌ ବିତ୍‌ରେ ବେସିଆ ଇସାବେ ରଇବା ଚଲାଚଲ୍‌ତି, କି କାଇ ରକାମର୍‌ ସୁକଲ୍‌ ନ ଅଇବାଟା କି ଲବ୍‌ ଅଇବାଟା ଆଚେ, ବଲି ବିନ୍‌ ଲକ୍‌ମନ୍‌ ନ କ‍ଅତ୍‌ । କାଇକେବ‍ଇଲେ ଏଟା ସବୁ ପର୍‌ମେସରର୍‌ ସୁକଲ୍‌ ଲକ୍‌ମନ୍‌ କର୍‌ବା ଟିକ୍‌ ବିସ‍ଇ ନ‍ଏ । 4 ସେନ୍ତାରିସେ ଜନ୍‌ଟାକି ଲଡାକେ ନ ଆଇବା ଗୁନ୍‌ଚଲନ୍‌, କି କାରାପ୍‌ କାତା, ଲାଜ୍‌ କର୍‌ବା କାତା କି ଟାପ୍‌ରା କାତା ତମର୍‌ଟାନେ ନ ଡିସ । ଏଟାମନ୍‌ ତମର୍‌ଟାନେ ର‍ଇବାଟା ଟିକ୍‌ ନ‍ଏ । ତାର୍‌ବାଦୁଲେ ତମେ ପର୍‌ମେସର୍‌କେ ଦନିଅବାଦ୍‌ ଦେବା କାତା କୁଆ । 5 ତମେ ଜାନ୍‍ବାର୍‌ ଆଚେ ଜେ, କେନ୍ତାରି ମିସା ବେସିଆ କାମ୍‌ କର୍‌ବା ଲକ୍‌, କି ସୁକଲ୍‌ ନ ଅଇଲା ଲକ୍‌, କି ଲବ୍‌ରା ଲକ୍‌ ପରମେସରର୍‌ ଆରି କିରିସ୍‌ଟର୍‌ ରାଇଜେ ର‍ଇବା କାଇ ବିସ‍ଇ ମିଲାଇବାକେ ଅଦିକାର୍‌ ପାଇ ନାପାରତ୍‌ । ଗଟେକ୍‌ ଲବ୍‌ରା, ପୁତ୍‌ଲା ପୁଜା କର୍‌ବା ଲକର୍‌ ସଙ୍ଗ୍‌ ସମାନ୍‌ । 6 ବିନ୍‌ ଲକର୍‌ ଟାନେଅନି କାଇ ଲଡାକେ ନ ଆଇବା ଚୁଚା କାତା ସୁନି ନାଡାଇ ଉଆ ନାଇ । କାଇକେବ‍ଇଲେ, ଏନ୍ତାରି କରି ତାକେ ନ ନାମ୍‌ବା ଲକ୍‌ମନ୍‌କେ ପର୍‌ମେସର୍‌ ଡଣ୍ଡ୍‌ ଦେଇସି । 7 ତେବର୍‌ପାଇ ସେନ୍ତାରି ଲକ୍‌ମନର୍‌ ସଙ୍ଗ୍‍ ମିସା ନାଇ । 8 କାଇକେବ‍ଇଲେ ଆଗ୍‌ତୁ ତମେ ଆନ୍ଦାରେ ର‍ଇଲାସ୍‌ । ମାତର୍‌ ଏବେ ମାପ୍‌ରୁର୍‌ ସଙ୍ଗ୍‍ ମିସ୍‌ଲାର୍‌ପାଇ ଉଜଲେ ପୁରି ଆଚାସ୍‌ । ତେବର୍‌ପାଇ ଉଜଲେ ର‍ଇବା ଲକ୍‌ମନର୍‌ପାରା ଚଲାଚଲ୍‌ତି କରା । 9 କାଇକେବଇଲେ, ଉଜ୍‌ଲେ ର‍ଇଲେ ତେଇଅନି ସବୁ ରକାମର୍‌ ନିକ, ଦରମ୍‌, ଆରି ସତ୍‌ ବିସ‍ଇ ବାର‍ଇସି । 10 ପର୍‌ମେସର୍‌କେ ସାର୍‌ଦା କରାଇବା ବିସ‍ଇ କଜିକରି ମିଲାଆ । 11 ଆନ୍ଦାରେ ର‍ଇବା ଲକ୍‌ମନ୍‌ କର୍‌ବା କାଇ ମୁଲିଅ ନ ର‍ଇବା କାମେ ମିସାନାଇ । ସେଟାମନ୍‌କେ କାଇ ମୁଲିଅ ନାଇ । ତାର୍‌ ବାଦୁଲେ ସେନ୍ତାରି କାରାପ୍‌ ଅଇବା କାମ୍‌ ନ ଲୁଚାଇ ଦେକାଇଦିଆସ୍‌ । 12 ସେନ୍ତାରି ଲୁଚ୍‌ତେ କର୍‌ବା କାମର୍‌ ବିସ‍ଇ କାତା ଅଇବାକେ ମିସା ଲାଜ୍‌ ଲାଗ୍‌ସି । 13 ଏନ୍ତାରି କାମ୍‌ ନ ଲୁଚାଇ ବାର୍‌କରାଇଲେ, ତେଇର୍‌ ସତ୍‌ ବିସଇ ଲକ୍‌ମନ୍‌ ଦେକ୍‌ବାଇ । 14 କାଇକେବଇଲେ ଉଜଲର୍‌ ସବୁ ବିସଇ ଉଜଲ୍‌ସେ । ସେଟାର୍‌ ପାଇ ଏନ୍ତାରି ଲେକାଅଇଲାଆଚେ,“ଏ ଗୁନେରାମନ୍‌ ଉଟା,ମଲାପାରା ନ ର‍ଇକରି ଜିବନ୍‌ ରୁଆ,କିରିସ୍‌ଟ ତମ୍‌କେ ଉଜଲ୍‌ ଦେଇସି ।” 15 ତେବେ ତମର୍‌ ଚଲାଚଲ୍‌ତି କର୍‌ବାଟାନେ ଜାଗ୍‌ରତ୍‌ ରୁଆ । ବକୁଆ ଲକ୍‌ମନର୍‌ପାରା ନ ଅଇ ବୁଦିର‍ଇବା ଲକର୍‌ପାରା ରୁଆ । 16 ସବୁବେଲେ ନିକ କାମ୍‌ କର୍‌ବାକେ କଜ୍‌ତେ ରୁଆ । କାଇକେବ‍ଇଲେ ଏ ଜୁଗର୍‌ ଲକ୍‌ମନ୍‌ ବେସି କାରାପ୍‌ ଆଚତ୍‌ । 17 ତେବର୍‌ପାଇ ବୁଦିନଇଲା ଲକ୍‌ ପାରା ନଅଇ ମାପ୍‌ରୁର୍‌ ମନ୍‍କଲାଟା କଜିକରି ମିଲାଆ । 18 ମଦ୍‌ ପେଣ୍ଡମ୍‌ କାଇ ମାତା ନାଇ । କାଇକେବ‍ଇଲେ ସେଟା ତମ୍‌କେ ଡିଲା ଚାଡ୍‌ବା ଗରୁଗାଇର୍‌ ପାରା ଚଲାଚଲ୍‌ତି କର୍‌ବାକେ ଡାକିନେଇସି । ତାର୍‌ବାଦୁଲେ ସୁକଲ୍‌ଆତ୍‌ମା ବାନ୍ଦିନେବାକେ ସର୍‌ପିଉଆ । 19 ଗିତ୍‌ ସଙ୍ଗିତାର୍‌ ଗିତ୍‍, ଆତ୍‌ମାଇ ଅନି ଆଇବା ବିନ୍‌ ଗିତ୍‌ମନ୍‌, ତମର୍‌ ବିତ୍‌ରେ କୁଆକୁଇ ଉଆ । ଗିତ୍‌ କ‍ଇକରି ନିଜେ ନିଜେ ମନ୍‌ବିତ୍‌ରେ ମାପ୍‌ରୁକେ ଡାକ୍‌ପୁଟା କରା । 20 ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ନାଉଁଦାରି ସବୁବେଲେ ସବୁ ବିସଇର୍‌ପାଇ ବାବା ପର୍‌ମେସର୍‌କେ ଦନିଅବାଦ୍‌ ଦିଆସ୍‌ । 21 କିରିସ୍‌ଟର୍‌ପାଇ ରଇବା ତମର୍‌ ସନ୍‌ମାନର୍‌ ଲାଗି, ତମର୍‌ ତମର୍‌ ବିତ୍‌ରେ ସର୍‌ପାସର୍‌ପି ଉଆ । 22 ଏ ମାଇଜିମନ୍‌ ତମେ ଜେନ୍ତାର୍‌ ମାପ୍‍ରୁକେ ସର୍‌ପିଅଇ ଆଚାସ୍‌, ସେନ୍ତାରି ତମର୍‌ ନିଜର୍‌ ନିଜର୍‌ ମୁନୁସ୍‌କେ ମିସା ସର୍‌ପି ଉଆ । 23 କାଇକେବ‍ଇଲେ କିରିସ୍‌ଟ ଜେ କି ତାର୍‌ ଗାଗଡ୍‌ପାରା ର‍ଇବା ମଣ୍ଡଲିର୍‌ ନେତା ଆଚେ, ସେନ୍ତାରିସେ ମୁନୁସ୍‌ ମିସା ତାର୍‌ ମାଇଜିର୍‌ ନେତା ଆଚେ । କିରିସ୍‌ଟସେ ତାର୍‌ ମଣ୍ଡଲିକେ ରକିଆ କଲାଆଚେ । 24 ତେବର୍‌ପାଇ ମଣ୍ଡ୍‌ଲି ଜେନ୍ତାର୍‌ କିରିସ୍‌ଟକେ ସର୍‌ପି ଅଇସି, ସେନ୍ତାରି ଏ ମାଇଜିମନ୍‌, ତମେ ମିସା ସବୁ ବିସ‍ଇତେଇ ତମର୍‌ ମନସ୍‌ମନର୍‌ ଟାନେ ସର୍‌ପି ଅଇବାର୍‌ଆଚେ । 25 ଏ ମୁନୁସ୍‌ମନ୍‌, କିରିସ୍‌ଟ ଜେନ୍ତାର୍‌ ମଣ୍ଡ୍‌ଲିକେ ଆଲାଦ୍‌ କରି, ତାକେ ସୁକଲ୍‌ କର୍‌ବାକେ ନିଜେ ସର୍‌ପିଅଇଲା, ସେନ୍ତାରିସେ ତମେ ମିସା ନିଜର୍‌ ମାଇଜିମନ୍‌କେ ଆଲାଦ୍‌କରା । 26 କିରିସ୍‌ଟ ପର୍‌ମେସରର୍‌ ବାକିଅ ସଙ୍ଗ୍‌ ଆରି ପାନିସଙ୍ଗ୍‌ ଦ‍ଇକରି ମଣ୍ଡ୍‌ଲିକେ ସୁକଲ୍‌ କଲା । 27 ମଣ୍ଡଲିକେ ତାର୍‌ ମୁଆଟେ ଆନ୍‌ଲାବେଲେ, ମଣ୍ଡଲି ଜେନ୍ତାରି କି, କାଇ ମୁର୍‌କି ନ ଅଇତେ, ଅସୁକଲ୍‌ ନ‍ଇତେ, କାଇ ଦସ୍‌ ନ ଅଇତେ ର‍ଇ, ତାର୍‌ ବାଦୁଲେ ସୁକଲ୍‌ ଆରି ସିଦ୍‌ କାରାଇ ତାକେ ଟିଆ କରାଇସି । 28 ସେନ୍ତାରିସେ ମୁନୁସ୍‌ମନ୍‌ ନିଜର୍‌ ଗାଗଡ୍‌କେ ଜତନ୍‌ କରି ଆଲାଦ୍‌ କଲାପାରା ନିଜର୍‌ ମାଇଜିମନ୍‌କେ ସେନ୍ତାରି କରା । ଜେ ନିଜର୍‌ ମାଇଜିକେ ଆଲାଦ୍‌ କର୍‌ସି, ସେ ନିଜ୍‌କେ ମିସା ଆଲାଦ୍‌ କର୍‌ସି । 29 କେ ମିସା କେବେ ନିଜର୍‌ ଗାଗଡ୍‌କେ ଗିନ୍‌ ନ କରେ । ମାତର୍‌ ତାର୍‌ପାଇ ଦୁଆପୁଚା କରି କାଦି କୁଆଇସି । ଜେନ୍ତାରି କି କିରିସ୍‌ଟ ତାର୍‌ ମଣ୍ଡଲିର୍‌ ପାଇ ଜତନ୍‌ କଲାନି । 30 କାଇକେବଇଲେ ଆମେ ସବୁ ତାର୍‌ ଗାଗଡର୍‌ ବାଗ୍‌ ଅଇଆଚୁ । 31 ଏଟାର୍‌ପାଇ ଦରମ୍‌ ସାସ୍‌ତରେ ଲେକାଅଇଆଚେ ମୁନୁସ୍‌ ତାର୍‌ ନିଜର୍‌ ଆୟା ବାବାକେ ଚାଡି ନିଜର୍‌ ମାଇଜିର୍‌ ସଙ୍ଗ୍‌ ମିସି ଜାଇସି । ଆରି ସେ ଦୁଇଲକ୍‌ ମିସି ଗଟେକ୍‌ ଅଇବାଇ । 32 ଏଟା ଗଟେକ୍‌ ବଡ୍‌ ଲୁଚି ର‍ଇବା ବିସ‍ଇ । ମାତର୍‌ ମୁଇ କିରିସ୍‌ଟ ଆରି ମଣ୍ଡଲି ବିତ୍‌ରେ ମିସିବିଡି ର‍ଇବା ବିସ‍ଇ କାତା ଅଇଲିନି । 33 ସାରାସାରି ତମେ ଗଟେକ୍‌ ଗଟେକ୍‌ ଲକ୍‌ ନିଜେ ନିଜେ ଆଲାଦ୍‌ ଅଇଲାପାରା ନିଜର୍‌ ନିଜର୍‌ ମାଇଜିକେ ସେନ୍ତାରି କର୍‌ବାର୍‌ ଆଚେ । ଆରି ମାଇଜିମନ୍‌ ତାକର୍‌ ମୁନୁସ୍‌ମନ୍‌କେ ସନ୍‌ମାନ୍‌ ଦେବାର୍‌ ଆଚେ ।

In Other Versions

Ephesians 5 in the ANGEFD

Ephesians 5 in the ANTPNG2D

Ephesians 5 in the AS21

Ephesians 5 in the BAGH

Ephesians 5 in the BBPNG

Ephesians 5 in the BBT1E

Ephesians 5 in the BDS

Ephesians 5 in the BEV

Ephesians 5 in the BHAD

Ephesians 5 in the BIB

Ephesians 5 in the BLPT

Ephesians 5 in the BNT

Ephesians 5 in the BNTABOOT

Ephesians 5 in the BNTLV

Ephesians 5 in the BOATCB

Ephesians 5 in the BOATCB2

Ephesians 5 in the BOBCV

Ephesians 5 in the BOCNT

Ephesians 5 in the BOECS

Ephesians 5 in the BOGWICC

Ephesians 5 in the BOHCB

Ephesians 5 in the BOHCV

Ephesians 5 in the BOHLNT

Ephesians 5 in the BOHNTLTAL

Ephesians 5 in the BOICB

Ephesians 5 in the BOILNTAP

Ephesians 5 in the BOITCV

Ephesians 5 in the BOKCV

Ephesians 5 in the BOKCV2

Ephesians 5 in the BOKHWOG

Ephesians 5 in the BOKSSV

Ephesians 5 in the BOLCB

Ephesians 5 in the BOLCB2

Ephesians 5 in the BOMCV

Ephesians 5 in the BONAV

Ephesians 5 in the BONCB

Ephesians 5 in the BONLT

Ephesians 5 in the BONUT2

Ephesians 5 in the BOPLNT

Ephesians 5 in the BOSCB

Ephesians 5 in the BOSNC

Ephesians 5 in the BOTLNT

Ephesians 5 in the BOVCB

Ephesians 5 in the BOYCB

Ephesians 5 in the BPBB

Ephesians 5 in the BPH

Ephesians 5 in the BSB

Ephesians 5 in the CCB

Ephesians 5 in the CUV

Ephesians 5 in the CUVS

Ephesians 5 in the DBT

Ephesians 5 in the DGDNT

Ephesians 5 in the DHNT

Ephesians 5 in the DNT

Ephesians 5 in the ELBE

Ephesians 5 in the EMTV

Ephesians 5 in the ESV

Ephesians 5 in the FBV

Ephesians 5 in the FEB

Ephesians 5 in the GGMNT

Ephesians 5 in the GNT

Ephesians 5 in the HARY

Ephesians 5 in the HNT

Ephesians 5 in the IRVA

Ephesians 5 in the IRVB

Ephesians 5 in the IRVG

Ephesians 5 in the IRVH

Ephesians 5 in the IRVK

Ephesians 5 in the IRVM

Ephesians 5 in the IRVM2

Ephesians 5 in the IRVO

Ephesians 5 in the IRVP

Ephesians 5 in the IRVT

Ephesians 5 in the IRVT2

Ephesians 5 in the IRVU

Ephesians 5 in the ISVN

Ephesians 5 in the JSNT

Ephesians 5 in the KAPI

Ephesians 5 in the KBT1ETNIK

Ephesians 5 in the KBV

Ephesians 5 in the KJV

Ephesians 5 in the KNFD

Ephesians 5 in the LBA

Ephesians 5 in the LBLA

Ephesians 5 in the LNT

Ephesians 5 in the LSV

Ephesians 5 in the MAAL

Ephesians 5 in the MBV

Ephesians 5 in the MBV2

Ephesians 5 in the MHNT

Ephesians 5 in the MKNFD

Ephesians 5 in the MNG

Ephesians 5 in the MNT

Ephesians 5 in the MNT2

Ephesians 5 in the MRS1T

Ephesians 5 in the NAA

Ephesians 5 in the NASB

Ephesians 5 in the NBLA

Ephesians 5 in the NBS

Ephesians 5 in the NBVTP

Ephesians 5 in the NET2

Ephesians 5 in the NIV11

Ephesians 5 in the NNT

Ephesians 5 in the NNT2

Ephesians 5 in the NNT3

Ephesians 5 in the PDDPT

Ephesians 5 in the PFNT

Ephesians 5 in the RMNT

Ephesians 5 in the SBIAS

Ephesians 5 in the SBIBS

Ephesians 5 in the SBIBS2

Ephesians 5 in the SBICS

Ephesians 5 in the SBIDS

Ephesians 5 in the SBIGS

Ephesians 5 in the SBIHS

Ephesians 5 in the SBIIS

Ephesians 5 in the SBIIS2

Ephesians 5 in the SBIIS3

Ephesians 5 in the SBIKS

Ephesians 5 in the SBIKS2

Ephesians 5 in the SBIMS

Ephesians 5 in the SBIOS

Ephesians 5 in the SBIPS

Ephesians 5 in the SBISS

Ephesians 5 in the SBITS

Ephesians 5 in the SBITS2

Ephesians 5 in the SBITS3

Ephesians 5 in the SBITS4

Ephesians 5 in the SBIUS

Ephesians 5 in the SBIVS

Ephesians 5 in the SBT

Ephesians 5 in the SBT1E

Ephesians 5 in the SCHL

Ephesians 5 in the SUSU

Ephesians 5 in the SUSU2

Ephesians 5 in the SYNO

Ephesians 5 in the TBIAOTANT

Ephesians 5 in the TBT1E

Ephesians 5 in the TBT1E2

Ephesians 5 in the TFTIP

Ephesians 5 in the TFTU

Ephesians 5 in the TGNTATF3T

Ephesians 5 in the THAI

Ephesians 5 in the TNFD

Ephesians 5 in the TNT

Ephesians 5 in the TNTIK

Ephesians 5 in the TNTIL

Ephesians 5 in the TNTIN

Ephesians 5 in the TNTIP

Ephesians 5 in the TNTIZ

Ephesians 5 in the TOMA

Ephesians 5 in the TTENT

Ephesians 5 in the UBG

Ephesians 5 in the UGV

Ephesians 5 in the UGV2

Ephesians 5 in the UGV3

Ephesians 5 in the VBL

Ephesians 5 in the VDCC

Ephesians 5 in the YALU

Ephesians 5 in the YAPE

Ephesians 5 in the YBVTP

Ephesians 5 in the ZBP