Revelation 18 (BPBB)

1 ତାର୍‌ହଃଚେ ମୁୟ୍‌ ଆରେକ୍‌ ଗଟେକ୍‌ ଦୁତ୍‌କେ ସଃର୍ଗେ ହୁଣି ଉତ୍ରି ଆସ୍ତାର୍‌ ଦଃକ୍‌ଲେ । ସେ ଅଃଦିକାର୍‌ ହାୟ୍‌ରିଲା ଆର୍‌ ତାର୍‌ ଜଃଜ୍‌ମାନ୍ ସଃବୁ ହୁର୍ତିକ୍‌ ଉଜାଳ୍‌ କଃର୍ତି ରିଲି । 2 ସେ ବଃଡେ ଉଲ୍‌ଗାଟ୍‌ ଅୟ୍‌କଃରି କୟ୍‌ଲା, “ତାର୍‌ ବଃସମ୍‌ ଅୟ୍‌ଆଚେ ! ବଃଡ୍ ଗଃଳ୍‌ ବାବିଲନ୍ ବଃସମ୍‌ ଅୟ୍‌ଆଚେ, ସେରି ଅଃବେ ଡାଣି ଆର୍‌ ହାହ୍‌ ଆତ୍ମାମଃନାର୍‌ ରେତା ଟାଣ୍ ଅୟ୍‌ଆଚେ । ସଃବୁ ରଃକମାର୍‌ ବିଟାଳ୍‌ ଆର୍‌ ଗିଣ୍‌ଗିଣା ଚେଳେମଃନ୍ ସେତି ବାସା ବାନ୍ଦି ଆଚ୍‌ତି । 3 କାୟ୍‌ତାକ୍‌ବଃଲେକ୍‌ ସେ ସଃବୁ ମାନାୟ୍‌ ଜାତିକ୍‌ ତାର୍‌ ଦାରିକାମାର୍‌ ମଃଦ୍‌ ସୁରାୟ୍‌ ଆଚେ, ହୁର୍ତିବିର୍‌ ରଃଜାମଃନ୍‌କେ ତାର୍‌ ସଃଙ୍ଗ୍ ଦାରି କାମାର୍‌ ହାହେ ବୁଡାୟ୍‌ ଆଚେ । ଜଃଗତାର୍‌ ବେପାରିମଃନ୍ ତାର୍‌ ନଃହୁଣ୍ଡ୍‌ତା ଦାରିକାମାର୍‌ ଗିନେ ଅଃଦିକ୍‌ ଦଃନ୍ ହାୟ୍‌ ଦଃନି ଅୟ୍‌ଆଚ୍‌ତି ।” 4 ହଃଚେ ମୁୟ୍‌ ସଃର୍ଗେ ହୁଣି ଆରେକ୍‌ ଗଟେକ୍‌ ସଃବ୍‌ଦ୍‌ ଇରି କଃଉତାର୍‌ ସୁଣ୍‌ଲେ, “ଏ ମର୍‌ ଲକ୍‌ମଃନ୍ ବାରାୟ୍‌ ଆସା ! ତାର୍‌ ଲଃଗେ ହୁଣି ବାରାୟ୍‌ ଆସା ! ତୁମିମଃନ୍ ତାର୍‌ ହାହେ ଆରେକ୍‌ ବୁଡି ରିଆ ନାୟ୍‌; ସେ ଜୁୟ୍‌ ଦଃଣ୍ଡ୍‌ ହାୟ୍‌ଦ୍‌, ସେତିର୍‌ ବାଗିଦାରି ଅଃଉଆ ନାୟ୍‌ । 5 କାୟ୍‌ତାକ୍‌ବଃଲେକ୍‌ ତାର୍‌ ହାହ୍‌ମଃନ୍ ଗାଦ୍‌ ଅୟ୍‌କଃରି ସଃର୍ଗ୍‌ ହଃତେକ୍‌ ହେଁ ଉଟି ଆଚେ,ଆର୍‌ ଇସ୍ୱର୍‌ ତାର୍‌ ହାହ୍‌କାମ୍‌ ସଃବୁ ଏତାୟ୍‌ ଆଚେ । 6 ସେ ଜଃନ୍‌କଃରି ତୁମିମଃନାର୍‌ ସଃଙ୍ଗ୍ ବେବାର୍‌ କଃରି ଆଚେ,ତୁମିମଃନ୍ ତାର୍‌ ସଃଙ୍ଗ୍ ଟିକ୍‌ ସେରଃକମ୍‌ ବେବାର୍‌ କଃରା ।ସେ ଜାୟ୍‌ରି କଃରି ଆଚେ, ତାକ୍‌ ତାର୍‌ କଃଲା କାମାର୍‌ ଦୁୟ୍‌ଗୁଣ୍ ହଃଳ୍‌ ବାଉଳାୟ୍‌ ଦିଆସ୍‌ ।ଆର୍‌ ତୁମିମଃନ୍‌କେ କାଳାଉଁକ୍‌ ସେ ଜୁୟ୍‌ ମଃଦ୍‌ ତିଆର୍‌ କଃରି ରିଲି, ତାର୍‌ ଦୁୟ୍‌ଗୁଣ୍ ହିତା ମଃଦ୍‌ ତାର୍‌ କାତା କପାୟ୍‌ ହୁର୍ନ୍‌ କଃରା । 7 ସେ ନିଜ୍‌କେ ଜଃତେକ୍‌ ଜଃଜ୍‌ମାନ୍ କଃର୍ତିରିଲି,ଆର୍‌ ଜଃଡେକ୍‌ ମାଜନେ ବୁଡି ରେତି ରିଲି,ସେ ଇସାବେ ତାକ୍‌ ଦୁକ୍‌ କଃସ୍ଟ୍‌ ଦିଆସ୍‌ ।କାୟ୍‌ତାକ୍‌ବଃଲେକ୍‌ ସେ ମଃନେ ମଃନେ କଃଉଁଲି,‘ମୁୟ୍‌ ଇତି ରାଣି ଅୟ୍‌ ବଃସିଆଚି !ମୁୟ୍‌ ରାଣ୍ଡି ନାୟ୍‌, ମକ୍‌ କଃବେ ହେଁ ଦୁକ୍‌ ନାସେ ।’ 8 ତାର୍‌ ଇ ସଃବୁ ହାହାର୍‌ ଗିନେ,ରଗ୍, ଦୁକ୍‌, କଃତାର୍‌, ମଃର୍ଡି ଗଟ୍‌ଦିନ୍‌ ତାକ୍‌ ଅଃକାବଃଳ୍‌ ଗଃଟେଦ୍‌,ଆରେକ୍‌ ସେ ଜୟେ ଚିଡ୍‌ତେ ବଃସମ୍‌ ଅୟ୍‌ ଜାୟ୍‌ଦ୍‌ ।କାୟ୍‌ତାକ୍‌ବଃଲେକ୍‌ ତାର୍‌ ଜେ ବିଚାର୍‌ କଃରୁଲା, ସେ ମାପ୍ରୁ ଇସ୍ୱର୍‌ ବଃଡେ ସଃକ୍ତିମାନ୍ ।” 9 ହୁର୍ତିବିର୍‌ ଜୁୟ୍‌ ବଃଡ୍ ରଃଜାମଃନ୍ ତାର୍‌ ସଃଙ୍ଗ୍ ଦାରି ଆର୍‌ ହାହ୍‌ ବେବାର୍‌ କଃରି ରିଲାୟ୍‌, ସେମଃନ୍ ତାର୍‌ ଜୟ୍‌ର୍‌ ଦୁଆଁ ଦଃକି କାନ୍ଦ୍‌ତି । 10 ତାର୍‌ ଦୁକ୍‌ କଃସ୍ଟାର୍‌ ବାଗିଦାରି ଅଃଉଁକ୍‌ ଡିରିକଃରି ସେମଃନ୍ ତାର୍‌ ତଃୟ୍‌ହୁଣି ଦୁରିକ୍‌ ଟିଆ ଅୟ୍‌ ରେତି ଆର୍‌ ହାୟ୍‌, ହାୟ୍‌ କଃରି କଃଉତି, “କଃଡେକ୍‌ ବୟଃଙ୍କାର୍‌, ଜୁୟ୍‌ ଡଃଣ୍ଡ୍‌ ହାଉତା ଜୟ୍‌ଗ୍‌ । ତୁୟ୍‌ କି ସେ ସଃକ୍ତିମାନ୍‌ ବଃଡ୍ ଗଃଳ୍‌ ବାବିଲନ୍ ! ଅଃକାୟ୍‌ ଗଟେକ୍‌ ଗଣ୍ଟା ବିତ୍ରେ ଜୁୟ୍‌ ଅଃତେକ୍‌ ଡଃଣ୍ଡ୍‌ ହାୟ୍‌ଲିସ୍‌ ।” 11 ଆର୍‌ ହୁର୍ତିବିର୍‌ ବେପାରିମଃନ୍ ତାର୍‌ ଗିନେ କାନ୍ଦ୍‌ତି ଆର୍‌ ଦୁକ୍‌ କଃର୍ତି, କାୟ୍‌ତାକ୍‌ବଃଲେକ୍‌ ସେମଃନାର୍‌ ବିକ୍‌ତା ଜିନିସ୍‌ମଃନ୍ ଗେନ୍‌ତା ଲକ୍‌ ଆରେକ୍‌ କେ ହେଁ ନାୟ୍‌ । 12 ସେମଃନାର୍‌ ସନା, ରୁହା, ମଣି, ମୁକ୍ତା, ମଃସିଣ୍‌ ବଃସ୍ତର୍‌, ବେଜା ରଃଙ୍ଗାର୍‌ ବଃସ୍ତର୍‌, ପଟୁବସ୍ତର୍‌, ସିନ୍ଦୁର୍‌ ରଃଙ୍ଗାର୍‌ ବଃସ୍ତର୍‌, ସଃବୁ ରଃକମାର୍‌ ଚନ୍ଦନ୍‌ ଦାରୁ, ଆତି ଦାତେ ତିଆର୍‌ ଅୟ୍‌ଲା ସଃବୁ ରଃକମାର୍‌ ଜିନିସ୍‌, ବୁତେକ୍‌ ମଲାର୍‌ ଦାରୁମଃନ୍, ହିତୁଳ୍‌, ଲଃଉଆ ଆର୍‌ ମାର୍ବଃଲ୍‌ ହଃକ୍‌ଣାୟ୍‌ ତିଆର୍‌ ଅୟ୍‌ଲା ସଃବୁ ରଃକମାର୍‌ ଜିନିସ୍‌, 13 ଦାରୁଚିନି, ବିନ୍‌ବିନ୍ ମିସ୍‌ଲା ଜିନିସ୍‌, ଦୁହ୍‌ଣି, ବାସ୍ନା ଲାଗାଉତା ଜିନିସ୍‌, କୁନ୍ଦୁରୁ, ମଃଦ୍‌, ଚିକଣ୍‌, ମଇଦା, ଗଅଁ, ଗାଇଗଃରୁ, ମେଣ୍ଡା, ଗଳା, ରଃତ୍‌, ଗତିଦଃଙ୍ଗ୍‌ଳା ଆର୍‌ ନଃର୍‌ମଃନାର୍‌ ଗଃଗାଳାର୍‌ ଜିବନ୍‌କେ ଗେନ୍‌ତା ଲକ୍‌ ହେଁ କେ ନଃରେତି । 14 ବେପାରିମଃନ୍ ତାକ୍‌ କଃଉତି, “ତର୍‌ ସୁକ୍‌ ବୟ୍‌ଗ୍‌ କଃର୍ତା ସଃବୁ ନିକନିକରି ମଃୟା ଅୟ୍‌ଗଃଲି ଆର୍‌ ତର୍‌ ଦଃନାର୍‌ ଜିକ୍‌ଜିକା ଆରେକ୍‌ ନାୟ୍‌ନି । ତୁୟ୍‌ ସେ ସଃବୁକ୍‌ ଆରେକ୍‌ କଃବେ ହେଁ ଲେଉଟି ନଃହାଉସି ।” 15 ଜୁୟ୍‌ ବେପାରିମଃନ୍ ସେ ଗଃଳେ ବେପାର୍‌ କଃରି ମାଜନ୍ ଅୟ୍‌ରିଲାୟ୍‌, ସେମଃନ୍ ତାର୍‌ ଦୁକ୍‌ ବୟ୍‌ଗାର୍‌ ବାଗି ଅଃଉଁକ୍‌ ଡିରିକଃରି ଦୁରିକ୍‌ ଟିଆ ଅୟ୍‌ କାନ୍ଦିକଃରି ଆର୍‌ ଦୁକ୍‌ କଃରି, 16 କଃଉତି, “ହାୟ୍‌ ହାୟ୍‌, ଦଃଣ୍ଡାର୍‌ ଜୟ୍‌ଗ୍‌ ବଃଡ୍ ଗଃଳ୍‌ । ସେ ମଃସିଣ୍‌ ବଃସ୍ତର୍‌, ବେଜା ରଃଙ୍ଗାର୍‌ ଆର୍‌ ସିନ୍ଦୁର୍‌ ରଃଙ୍ଗାର୍‌ ବଃସ୍ତର୍‌ ହିନ୍ଦ୍‌ତି ରିଲି, ଆରେକ୍‌ ସନା, ମଣି ଆର୍‌ ମୁକ୍ତାୟ୍‌ ଡାହି ଅୟ୍‌ରିଲି । 17 ମଃତର୍‌ ଗଟେକ୍‌ ଗଣ୍ଟା ବିତ୍ରେ ସେ ଇ ସଃବୁ ଦଃନ୍‌ବିତ୍‌ ଆରାୟ୍‌ଲି ।” ଜାଜ୍‌ମଃନାର୍‌ ମୁଳିକାମଃନ୍, ହାଣିଜାଜେ ଚଃଗି ଜାତା ଲକ୍‌ମଃନ୍, ଜାଜ୍‌ମଃନାର୍‌ ଡାୟ୍‌ବର୍‌ମଃନ୍‌ ଆର୍‌ ସଃମ୍‌ନ୍ଦ୍ ବେପାରିମଃନ୍ ବେସି ଦୁରିକ୍‌ ଟିଆ ଅୟ୍‌ଲାୟ୍‌ । 18 ଆର୍‌ ହଡ୍‌ତା ଗଃଳାର୍‌ ଦୁଆଁ ଦଃକି ଆଉଲି ଅୟ୍‌କଃରି କୟ୍‌ଲାୟ୍‌, “ଇ ବଃଡ୍ ଗଃଳ୍‌ ହର୍‌ ଆରେକ୍‌ କୁୟ୍‌ ଗଃଳ୍‌ ନଃରିଲି ।” 19 ସେମଃନ୍ ଅଃହ୍‌ଣା ଅଃହ୍‌ଣାର୍‌ ମୁଣ୍ଡେ ଦୁଳି ବିଚ୍ରି ଏତାୟ୍‌ ଏତାୟ୍‌ କାନ୍ଦିକଃରି କୟ୍‌ଲାୟ୍‌, “ଚି, ଚି, ଦଃଣ୍ଡାର୍‌ ଜୟ୍‌ଗ୍‌ ବଃଡ୍ ଗଃଳ୍‌ । ସଃମ୍‌ନ୍ଦେ ଜାଆ ଆସ୍‌ ଅଃଉତା ଡଙ୍ଗାମଃନ୍ ତାର୍‌ ଦଃନେ ମାଜନ୍ ଅୟ୍‌ରିଲାୟ୍‌, ମଃତର୍‌ ଗଟେକ୍‌ ଗଣ୍ଟା ବିତ୍ରେ ସେ ସଃବୁ ଆରାୟ୍‌ ଆଚେ ।” 20 ଏ ସଃର୍ଗ୍‌, ସେ ବଃସମ୍‌ ଅୟ୍‌ଲାକ୍‌ ସଃର୍ଦା କିଆଲି କଃରା । ଏ ଦଃର୍ମି ଲକ୍‌ମଃନ୍, ଏ ପେରିତ୍‌ ଚେଲାମଃନ୍ ଆର୍‌ ବାବ୍‌ବାଦିମଃନ୍, ସଃର୍ଦା ଅଃଉଆ । କାୟ୍‌ତାକ୍‌ବଃଲେକ୍‌ ତୁମିମଃନାର୍‌ ଉହ୍ରେ ସେ ଜାୟ୍‌ରି କଃରିରିଲି, ସେତାର୍‌ଗିନେ ଇସ୍ୱର୍‌ ତାକ୍‌ ବିଚାର୍‌ ଡଃଣ୍ଡ୍‌ ଦଃୟ୍‌ଆଚେ । 21 ତାର୍‌ହଃଚେ ଗଟେକ୍‌ ସଃକ୍ତିସାଳି ଦୁତ୍‌ ଜଃତା ଟେଳା ହର୍‌ ଗଟେକ୍‌ ବଃଡ୍ ଟେଳା ନଃୟ୍‌ ସଃମ୍‌ନ୍ଦେ ହଃକାୟ୍‌ଲା ଆର୍‌ କୟ୍‌ଲା, “ବଃଡ୍ ବଃଳ୍‌ ବାବିଲନ୍ ଇରଃକମ୍‌ କଃରି ହଃକାଅୟ୍‌ଦ୍‌ ଆର୍‌ ତାକ୍‌ କେ ହେଁ କଃବେ ଦଃକୁ ନଃହାର୍‌ତି । 22 ବିଣା, କି ଗିତ୍‌କୁଳିଆ, ସୁର୍ଲି କି ମରି ବାଜୁଣ୍‌, କଃବେ ଆର୍‌ ତର୍‌ ଲଃଗେ ସୁଣା ନଃଜାୟ୍‌ଁ । କୁୟ୍‌ ହେଁ ମେସ୍ତୁରି ତର୍‌ ତଃୟ୍‌ ଆରେକ୍‌ ନଃଡିସ୍ତି; କି ଜଃତାର୍‌ ରୁଚ୍‌ତା ସଃବଦ୍‌ ସୁଣା ନଃଜାୟ୍‌ଁ । 23 ତର୍‌ ତଃୟ୍‌ ଆରେକ୍‌ କଃବେ ହେଁ କୁପି ଉଜାଳ୍‌ ନଃଲାଗେ; କି ବଃର କଃନ୍ୟାର୍‌ କଃତା ସୁଣା ନଃଜାୟ୍‌ଁ । କାୟ୍‌ତାକ୍‌ବଃଲେକ୍‌ ତର୍‌ ବେପାରିମଃନ୍ ହୁର୍ତିଏ ବଃଡ୍ ସଃକ୍ତିସାଳି ଅୟ୍‌ରିଲାୟ୍‌, ତର୍‌ ଜାଦୁ ବିଦ୍ୟା ତଃୟ୍‌ ଜୁୟ୍‌ ହୁର୍ତିବିର୍‌ ସଃବୁ ଲକ୍‌କେ ବାମ୍‌ଳାୟ୍‌ କଃରି ସଃଙ୍ଗାୟ୍‌ ରିଲିସ୍‌ ।” 24 ଆରେକ୍‌ ଇ ବଃଡ୍ ଗଃଳେ ହୁର୍ତିବିର୍‌ ଗାଦେକ୍‌ ବାବ୍‌ବାଦି ଆର୍‌ ଦଃର୍ମିମଃନ୍‌କେ ମଃର୍ନେ ମାରା ଅୟ୍‌ରିଲି । ଇ ସଃବୁ ହାହାର୍‌ ଗିନେ ସେ ସଃମାନ୍ ଇସାବେ ଡଃଣ୍ଡ୍‌ ହାୟ୍‌ଆଚେ ।

In Other Versions

Revelation 18 in the ANGEFD

Revelation 18 in the ANTPNG2D

Revelation 18 in the AS21

Revelation 18 in the BAGH

Revelation 18 in the BBPNG

Revelation 18 in the BBT1E

Revelation 18 in the BDS

Revelation 18 in the BEV

Revelation 18 in the BHAD

Revelation 18 in the BIB

Revelation 18 in the BLPT

Revelation 18 in the BNT

Revelation 18 in the BNTABOOT

Revelation 18 in the BNTLV

Revelation 18 in the BOATCB

Revelation 18 in the BOATCB2

Revelation 18 in the BOBCV

Revelation 18 in the BOCNT

Revelation 18 in the BOECS

Revelation 18 in the BOGWICC

Revelation 18 in the BOHCB

Revelation 18 in the BOHCV

Revelation 18 in the BOHLNT

Revelation 18 in the BOHNTLTAL

Revelation 18 in the BOICB

Revelation 18 in the BOILNTAP

Revelation 18 in the BOITCV

Revelation 18 in the BOKCV

Revelation 18 in the BOKCV2

Revelation 18 in the BOKHWOG

Revelation 18 in the BOKSSV

Revelation 18 in the BOLCB

Revelation 18 in the BOLCB2

Revelation 18 in the BOMCV

Revelation 18 in the BONAV

Revelation 18 in the BONCB

Revelation 18 in the BONLT

Revelation 18 in the BONUT2

Revelation 18 in the BOPLNT

Revelation 18 in the BOSCB

Revelation 18 in the BOSNC

Revelation 18 in the BOTLNT

Revelation 18 in the BOVCB

Revelation 18 in the BOYCB

Revelation 18 in the BPH

Revelation 18 in the BSB

Revelation 18 in the CCB

Revelation 18 in the CUV

Revelation 18 in the CUVS

Revelation 18 in the DBT

Revelation 18 in the DGDNT

Revelation 18 in the DHNT

Revelation 18 in the DNT

Revelation 18 in the ELBE

Revelation 18 in the EMTV

Revelation 18 in the ESV

Revelation 18 in the FBV

Revelation 18 in the FEB

Revelation 18 in the GGMNT

Revelation 18 in the GNT

Revelation 18 in the HARY

Revelation 18 in the HNT

Revelation 18 in the IRVA

Revelation 18 in the IRVB

Revelation 18 in the IRVG

Revelation 18 in the IRVH

Revelation 18 in the IRVK

Revelation 18 in the IRVM

Revelation 18 in the IRVM2

Revelation 18 in the IRVO

Revelation 18 in the IRVP

Revelation 18 in the IRVT

Revelation 18 in the IRVT2

Revelation 18 in the IRVU

Revelation 18 in the ISVN

Revelation 18 in the JSNT

Revelation 18 in the KAPI

Revelation 18 in the KBT1ETNIK

Revelation 18 in the KBV

Revelation 18 in the KJV

Revelation 18 in the KNFD

Revelation 18 in the LBA

Revelation 18 in the LBLA

Revelation 18 in the LNT

Revelation 18 in the LSV

Revelation 18 in the MAAL

Revelation 18 in the MBV

Revelation 18 in the MBV2

Revelation 18 in the MHNT

Revelation 18 in the MKNFD

Revelation 18 in the MNG

Revelation 18 in the MNT

Revelation 18 in the MNT2

Revelation 18 in the MRS1T

Revelation 18 in the NAA

Revelation 18 in the NASB

Revelation 18 in the NBLA

Revelation 18 in the NBS

Revelation 18 in the NBVTP

Revelation 18 in the NET2

Revelation 18 in the NIV11

Revelation 18 in the NNT

Revelation 18 in the NNT2

Revelation 18 in the NNT3

Revelation 18 in the PDDPT

Revelation 18 in the PFNT

Revelation 18 in the RMNT

Revelation 18 in the SBIAS

Revelation 18 in the SBIBS

Revelation 18 in the SBIBS2

Revelation 18 in the SBICS

Revelation 18 in the SBIDS

Revelation 18 in the SBIGS

Revelation 18 in the SBIHS

Revelation 18 in the SBIIS

Revelation 18 in the SBIIS2

Revelation 18 in the SBIIS3

Revelation 18 in the SBIKS

Revelation 18 in the SBIKS2

Revelation 18 in the SBIMS

Revelation 18 in the SBIOS

Revelation 18 in the SBIPS

Revelation 18 in the SBISS

Revelation 18 in the SBITS

Revelation 18 in the SBITS2

Revelation 18 in the SBITS3

Revelation 18 in the SBITS4

Revelation 18 in the SBIUS

Revelation 18 in the SBIVS

Revelation 18 in the SBT

Revelation 18 in the SBT1E

Revelation 18 in the SCHL

Revelation 18 in the SNT

Revelation 18 in the SUSU

Revelation 18 in the SUSU2

Revelation 18 in the SYNO

Revelation 18 in the TBIAOTANT

Revelation 18 in the TBT1E

Revelation 18 in the TBT1E2

Revelation 18 in the TFTIP

Revelation 18 in the TFTU

Revelation 18 in the TGNTATF3T

Revelation 18 in the THAI

Revelation 18 in the TNFD

Revelation 18 in the TNT

Revelation 18 in the TNTIK

Revelation 18 in the TNTIL

Revelation 18 in the TNTIN

Revelation 18 in the TNTIP

Revelation 18 in the TNTIZ

Revelation 18 in the TOMA

Revelation 18 in the TTENT

Revelation 18 in the UBG

Revelation 18 in the UGV

Revelation 18 in the UGV2

Revelation 18 in the UGV3

Revelation 18 in the VBL

Revelation 18 in the VDCC

Revelation 18 in the YALU

Revelation 18 in the YAPE

Revelation 18 in the YBVTP

Revelation 18 in the ZBP